Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-28 14:11:34 +00:00
parent 7e96893886
commit 861a58769e
1 changed files with 3 additions and 3 deletions

View File

@ -675,7 +675,7 @@ JAS 5 18 j336 writing-pronouns πάλιν προσηύξατο 1 he prayed again
JAS 5 19 j337 figs-activepassive ἐάν τις ἐν ὑμῖν πλανηθῇ ἀπὸ τῆς ἀληθείας 1 if anyone among you may have been led astray from the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯଦି କେହି ତୁମ୍ଭମାନଙ୍କ ମଧ୍ୟରୁ କାହାକୁ ସତ୍ୟ ବିଷୟରେ ପ୍ରତାରଣା କରିଥାଏ” ” (: [[rc://en/ta/man/translate/figs-activepassive]]ଦେଖନ୍ତୁ)
JAS 5 19 j338 figs-abstractnouns τῆς ἀληθείας 1 the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ତେବେ ଆପଣ “ସତ୍ୟ” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯାହା ସତ୍ୟ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 5 19 j339 figs-metaphor ἐπιστρέψῃ τις αὐτόν 1 someone turns him back ଜଣେ ବ୍ୟକ୍ତିଙ୍କୁ ସଠିକ୍ ଦିଗରେ ମାର୍ଗଦର୍ଶନ କରିବା ରୂପକକୁ ଯାକୁବ ଜାରି ରଖନ୍ତି । ବିକଳ୍ପ ଅନୁବାଦ: “କେହି ତାକୁ ସୁଧାରେ” କିମ୍ବା “କେହି ଜଣେ ତାକୁ ଯାହା ସତ୍ୟ ତାହା ଦେଖାଏ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 5 20 j340 writing-pronouns γινωσκέτω 1 let him know ତାଙ୍କୁ ସର୍ବନାମ ସେହି ବ୍ୟକ୍ତିଙ୍କୁ ସୂଚାଏ ଯିଏ ଅନ୍ୟ ଜଣେ ବିଶ୍ଵାସୀଙ୍କୁ ସୁଧାରେ ଯିଏ ପ୍ରତାରିତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ପ୍ରତାରିତ ବିଶ୍ଵାସକୁ ସୁଧାରେ ସେ ଜାଣିବା ଉଚିତ୍” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 5 20 j341 figs-possession ὁ ἐπιστρέψας ἁμαρτωλὸν ἐκ πλάνης ὁδοῦ αὐτοῦ 1 the one who turns back a sinner from the wandering of his way ଯାକୁବ ଏକ ଉପାୟ ବା ପଥ ବର୍ଣ୍ଣନା କରିବାକୁ ସମ୍ବନ୍ଧବାଚକ ଶବ୍ଦକୁବ୍ୟବହାର କରନ୍ତି ଯାହା ଭ୍ରାନ୍ତ ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଯିଏ ପାପୀକୁ ଭ୍ରାନ୍ତପଥରୁ ଫେରାଇ ଆଣେ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 5 20 j340 writing-pronouns γινωσκέτω 1 let him know **ତାଙ୍କୁ** ସର୍ବନାମ ସେହି ବ୍ୟକ୍ତିଙ୍କୁ ସୂଚାଏ ଯିଏ ଅନ୍ୟ ଜଣେ ବିଶ୍ଵାସୀଙ୍କୁ ସୁଧାରେ ଯିଏ ପ୍ରତାରିତ ହୋଇଅଛି । ବିକଳ୍ପ ଅନୁବାଦ: “ଯିଏ ପ୍ରତାରିତ ବିଶ୍ଵାସକୁ ସୁଧାରେ ସେ ଜାଣିବା ଉଚିତ୍” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 5 20 j341 figs-possession ὁ ἐπιστρέψας ἁμαρτωλὸν ἐκ πλάνης ὁδοῦ αὐτοῦ 1 the one who turns back a sinner from the wandering of his way ଯାକୁବ ଏକ ଉପାୟ ବା **ପଥ** ବର୍ଣ୍ଣନା କରିବାକୁ ସମ୍ବନ୍ଧବାଚକ ଶବ୍ଦକୁବ୍ୟବହାର କରନ୍ତି ଯାହା ଭ୍ରାନ୍ତ ଦ୍ୱାରା ବର୍ଣ୍ଣିତ ଅଟେ । ବିକଳ୍ପ ଅନୁବାଦ: “ଯିଏ ପାପୀକୁ ଭ୍ରାନ୍ତପଥରୁ ଫେରାଇ ଆଣେ” (: [[rc://en/ta/man/translate/figs-possession]]ଦେଖନ୍ତୁ)
JAS 5 20 j342 figs-metonymy σώσει ψυχὴν αὐτοῦ ἐκ θανάτου 1 will save his soul from death ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେପରି ଏହି ବ୍ୟକ୍ତିର କାର୍ଯ୍ୟ ପାପର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରିବ । କିନ୍ତୁ ଯାକୁବଙ୍କର ଅର୍ଥ ପାପୀମାନଙ୍କୁ ଅନୁତାପ କରିବାକୁ ଏବଂ ପରିତ୍ରାଣ କରିବାକୁ ପ୍ରବର୍ତ୍ତାଇବା ପାଇଁ ଈଶ୍ଵର ସେହି କାର୍ଯ୍ୟଗୁଡ଼ିକୁ ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ପାପୀମାନଙ୍କର ଆତ୍ମାକୁ ମୃତ୍ୟୁରୁ ରକ୍ଷା କରିବା ପାଇଁ ଈଶ୍ଵରଙ୍କ କାର୍ଯ୍ୟର ଏକ ଉପକରଣ ହେବ” ” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 5 20 j343 figs-synecdoche σώσει ψυχὴν αὐτοῦ ἐκ θανάτου 1 will save his soul from death ତଥାପି, କିଛି ଅନୁବାଦକ ବିଶ୍ଵାସ କରନ୍ତି ଯେ ଯାକୁବ ପ୍ରକୃତରେ ଆକ୍ଷରିକ, ଶାରୀରିକ ମୃତ୍ୟୁ ବିଷୟରେ କହନ୍ତି । ସେମାନେ ବିଶ୍ଵାସ କରନ୍ତି ଯେ ଯିଏ ନିଜର ପାପପୂର୍ଣ୍ଣ ଜୀବନଯାପନ ପରିତ୍ୟାଗ କରେ, ସେ ନିଜ ପାପର ପରିଣାମ ସ୍ୱରୂପ ଶାରୀରିକ ମୃତ୍ୟୁ ଅନୁଭବ କରିବ ନାହିଁ ବୋଲି ସେ କହନ୍ତି। ସେହି ପରିସ୍ଥିତିରେ, ଯାକୁବ ସମସ୍ତ ବ୍ୟକ୍ତିକୁ ସୂଚାଇବା ପାଇଁ, ତାଙ୍କ ପ୍ରାଣ ଶବ୍ଦକୁ ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ତାଙ୍କୁ ମୃତ୍ୟୁରୁ ରକ୍ଷା କରିବ” (: [[rc://en/ta/man/translate/figs-synecdoche]]ଦେଖନ୍ତୁ)
JAS 5 20 j343 figs-synecdoche σώσει ψυχὴν αὐτοῦ ἐκ θανάτου 1 will save his soul from death ତଥାପି, କିଛି ଅନୁବାଦକ ବିଶ୍ଵାସ କରନ୍ତି ଯେ ଯାକୁବ ପ୍ରକୃତରେ ଆକ୍ଷରିକ, ଶାରୀରିକ ମୃତ୍ୟୁ ବିଷୟରେ କହନ୍ତି । ସେମାନେ ବିଶ୍ଵାସ କରନ୍ତି ଯେ ଯିଏ ନିଜର ପାପପୂର୍ଣ୍ଣ ଜୀବନଯାପନ ପରିତ୍ୟାଗ କରେ, ସେ ନିଜ ପାପର ପରିଣାମ ସ୍ୱରୂପ ଶାରୀରିକ ମୃତ୍ୟୁ ଅନୁଭବ କରିବ ନାହିଁ ବୋଲି ସେ କହନ୍ତି। ସେହି ପରିସ୍ଥିତିରେ, ଯାକୁବ ସମସ୍ତ ବ୍ୟକ୍ତିକୁ ସୂଚାଇବା ପାଇଁ, ତାଙ୍କ **ପ୍ରାଣ** ଶବ୍ଦକୁ ବ୍ୟବହାର କରିବେ । ବିକଳ୍ପ ଅନୁବାଦ: “ତାଙ୍କୁ ମୃତ୍ୟୁରୁ ରକ୍ଷା କରିବ” (: [[rc://en/ta/man/translate/figs-synecdoche]]ଦେଖନ୍ତୁ)
Can't render this file because it is too large.