Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 07:23:52 +00:00
parent 1cd9c159fa
commit 8496867ec4
1 changed files with 1 additions and 0 deletions

View File

@ -521,3 +521,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 19 j211 writing-pronouns ἔμπροσθεν αὐτοῦ 1 before him ସର୍ବନାମ **ତାଙ୍କୁ** ଈଶ୍ଵରଙ୍କୁ  ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ନିକଟରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 19 j212 figs-metaphor ἔμπροσθεν αὐτοῦ 1 before him **ପୂର୍ବରେ** ଶବ୍ଦର ଅର୍ଥ “ସାମ୍ନାରେ” କିମ୍ବା “ଉପସ୍ଥିତିରେ” ଅଟେ। ଏହାର ଅର୍ଥ ଈଶ୍ଵର ବିଶ୍ଵାସୀମାନଙ୍କ ସହ ଉପସ୍ଥିତ ରହିବେ ଯାହାକୁ ଆଶ୍ୱାସନା ଆବଶ୍ୟକ ହୁଏ ଏବଂ ସେହି ବିଶ୍ଵାସୀମାନଙ୍କୁ ଆଶ୍ୱାସନା ପାଇବାରେ ସାହାଯ୍ୟ କରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସାହାଯ୍ୟରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 20 j213 figs-hypo ὅτι ἐὰν καταγινώσκῃ ἡμῶν ἡ καρδία, ὅτι μείζων ἐστὶν ὁ Θεὸς τῆς καρδίας ἡμῶν, καὶ γινώσκει πάντα 1 that if our heart condemns us, that God is greater than our heart and knows everything ଯୋହନ  ତାହାଙ୍କ   ପାଠକମାନଙ୍କୁ ଆଶ୍ୱାସନା ଦେବା ପାଇଁ ଏକ ଉପକଳ୍ପିତ  ପରିସ୍ଥିତି ବିଷୟରେ ଆଲୋଚନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି ଆମ୍ଭମାନଙ୍କର ହୃଦୟ ଆମ୍ଭମାନଙ୍କୁ ନିନ୍ଦା କରେ । ତେବେ ଆମ୍ଭେମାନେ  ମନେ ରଖିବା ଉଚିତ୍ ଯେ ଈଶ୍ଵର  ଆମ୍ଭମାନଙ୍କର  ହୃଦୟଠାରୁ ମହାନ୍ ଏବଂ ସମସ୍ତ ବିଷୟ ଜାଣନ୍ତି । ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 3 20 j214 figs-explicit ἐὰν καταγινώσκῃ ἡμῶν ἡ καρδία 1 if our heart condemns us ଏଠାରେ ଉଲ୍ଲେଖ ଥିବା ବିଷୟ, [3:19](https://create.translationcore.com/03/19.md) ରୁ ଜାରିରହେ, “ଆମ୍ଭେମାନେ  ସତ୍ୟର ଅଟୁ,” ଏହା ହୁଏତ  ଏହି ବିଷୟରେ ଆଶ୍ୱାସନା ପାଇବା ବିଷୟରେ ଜାଣିବାକୁ ବୁଝାଏ  । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯଦି ଆମ୍ଭେମାନେ  ଈଶ୍ଵରଙ୍କର ନୁହଁ ବୋଲି ମନେକରୁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.