Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-09 15:41:58 +00:00
parent 08139553ed
commit 8280c11e29
1 changed files with 1 additions and 1 deletions

View File

@ -268,7 +268,7 @@ LUK 2 10 adz8 παντὶ τῷ λαῷ 1 all the people ଏହାର ଅର୍
LUK 2 11 z9m2 πόλει Δαυείδ 1 the city of David ଏହାର ଅର୍ଥ ବେଥଲିହିମ ଅଟେ । :୪ର ଟିପ୍ପଣୀରେ ବ୍ୟାଖ୍ୟା
ଦେଖନ୍ତୁ । ବିକଳ୍ପ ଅନୁବାଦ: “ବେଥଲିହିହମରେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 2 12 yj15 figs-activepassive καὶ τοῦτο ὑμῖν τὸ σημεῖον 1 This will be the sign to you ଏହାର ଅର୍ଥ ଈଶ୍ଵର ଏହି ସଙ୍କେତ ପ୍ରଦାନ କରିଛନ୍ତି । ଯଦି ଏହା
ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର ତୁମ୍ଭମାନଙ୍କୁ ଏହି ଚିହ୍ନ ଦେଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 12 snr9 τὸ σημεῖον 1 the sign ଏହା ଅର୍ଥ ହୋଇପାରେ: (୧) ଏକ ଚିହ୍ନ ଯାହା ମେଷପାଳକମାନଙ୍କୁ ଶିଶୁକୁ ଚିହ୍ନିବାରେ ସାହାଯ୍ୟ କରିବ । ବିକଳ୍ପ ଅନୁବାଦ: “ନବଜାତ ଖ୍ରୀଷ୍ଟଙ୍କୁ ଖୋଜିବାରେ ଏହି ଚିହ୍ନ” () ଦୂତ ଯାହା କହିଥିଲେ ତାହା ସତ୍ୟ ବୋଲି ପ୍ରମାଣ କରିବାକୁ ଏକ ଚିହ୍ନ  । ବିକଳ୍ପ ଅନୁବାଦ: “ମୁଁ ଯାହା କହୁଛି ତାହା ସତ୍ୟ ବୋଲି ପ୍ରମାଣ କରିବାକୁ ଚିହ୍ନ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 12 xx57 figs-explicit ἐσπαργανωμένον 1 wrapped in strips of cloth ସେହି ସଂସ୍କୃତିରେ ମାଆମାନେ ଏହି ସ୍ୱାଭାବିକ ଢ଼ଙ୍ଗରେ ସେମାନଙ୍କ ଶିଶୁମାନଙ୍କୁ ସୁରକ୍ଷିତ ରଖୁଥିଲେ ଓ ଯତ୍ନ ନେଉଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କଲ I ବିକଳ୍ପ ଅନୁବାଦ: “ଏକ ଉଷୁମ କମ୍ବଳରେ ଦୃଢ଼ ରୂପେ ଗୁଡାଇଲେ” ବା “ ଏକ କମ୍ବଳରେ ଆରାମଦାୟକ ଭାବରେ ଗୁଡାଇଲେ”(ଦେଖ: [[rc://or/ta/man/translate/figs-explicit]])
LUK 2 12 xx57 figs-explicit ἐσπαργανωμένον 1 wrapped in strips of cloth : ୭ ରେ ଆପଣ
ଏହି ଅଭିବ୍ୟକ୍ତିକୁ କିପରି ଅନୁବାଦ କଲେ ଦେଖନ୍ତୁ । ଯଦି
ତାହା ସହାୟକ ହେବ ତେବେ ସେଠାରେ ଟିପ୍ପଣୀ ସମୀକ୍ଷା କରନ୍ତୁ । ବିକଳ୍ପ
ଅନୁବାଦ: “କପଡାରେ ତାହାକୁ ଘୋଡ଼େଇ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 2 12 bua3 κείμενον ἐν φάτνῃ 1 lying in a manger ଏହା ଏକ ପ୍ରକାରର ବାକ୍ସ ବା ଛାଞ୍ଚ ଥିଲା ଯହିଁରେ ଲୋକମାନେ ପଶୁମାନଙ୍କ ନିମନ୍ତେ ପାଳ କିମ୍ବା ଅନ୍ୟ ଖାଦ୍ୟ ରଖୁଥିଲେ I ଦେଖ ତୁମେ କିପରି ଏହାକୁ [ଲୂକ 2:7](../02/07 ମଝି)ରେ ଅନୁବାଦ କରିଛ I
LUK 2 13 b54a figs-metaphor πλῆθος στρατιᾶς οὐρανίου 1 a great multitude from heavena multitude of the heavenly army ଏହି ପଦଗୁଡିକୁ ଆକ୍ଷରିକ ଭାବେ ଦୂତବାହିନୀ ବୋଲି ଉଲ୍ଲେଖ କରାଯାଇ ପାରେ, କିମ୍ବା ଏକ ସଂଗଠିତ ଦୂତମାନଙ୍କ ଦଳ ନିମନ୍ତେ ଏହା ଏକ ରୂପକ ହୋଇପାରେ I ବିକଳ୍ପ ଅନୁବାଦ: “ସ୍ୱର୍ଗରୁ ଆଗତ ଦୂତମାନଙ୍କ ଏକ ବିରାଟ ଦଳ” (ଦେଖ: [[rc://or/ta/man/translate/figs-metaphor]])
LUK 2 13 e2gp αἰνούντων τὸν Θεὸν 1 praising God ଈଶ୍ୱରଙ୍କୁ ପ୍ରଶଂସା କରୁଛନ୍ତି"

Can't render this file because it is too large.