From 80660f04f9a3700793b6af2e2d3dfbb47251db38 Mon Sep 17 00:00:00 2001 From: Gayatri-Digal Date: Mon, 11 Sep 2023 01:43:18 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 34 +++++++++++++++++----------------- 1 file changed, 17 insertions(+), 17 deletions(-) diff --git a/tn_GAL.tsv b/tn_GAL.tsv index 9f203b5..30bbfed 100644 --- a/tn_GAL.tsv +++ b/tn_GAL.tsv @@ -47,23 +47,23 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 2:2 ejb8 rc://*/ta/man/translate/figs-doublenegatives μή πως εἰς κενὸν τρέχω ἢ ἔδραμον 1 ପାଉଲ ବିଶେଷ ଭାବରେ କହନ୍ତି ଯେ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରନ୍ତି । ପାଉଲ **ଗମନ** ଶବ୍ଦ ବ୍ୟବହାର କରି ଗାଲାତୀୟମାନଙ୍କ ମନକୁ ଜଣେ ଧାବକର ଚ୍ଛବି ଆଣିବାକୁ ବ୍ୟବହାର କରନ୍ତି ଯିଏ ଏକ ପୁରସ୍କାର ଜିତିବା ପାଇଁ ଦୌଡ଼ନ୍ତି । ଯଦି ଏହି ଚିତ୍ର ଆପଣଙ୍କ ସଂସ୍କୃତିର ଲୋକମାନଙ୍କ ପାଇଁ ପରିଚିତ, ତେବେ ଏହି ରୂପକ ବ୍ୟବହାର କରିବାକୁ ଚିନ୍ତା କରନ୍ତୁ । ଯଦି ଏହି ପ୍ରତିଛବି ଆପଣଙ୍କ ପାଠକମାନଙ୍କ ପାଇଁ ପରିଚିତ ନୁହେଁ, ତେବେ ଏହି ଧାରଣାକୁ ସରଳ ଭାଷାରେ ଦର୍ଶାଇବାକୁ ଚିନ୍ତା କରନ୍ତୁ । ବିକଳ୍ପ ଅନୁବାଦ: “ମୁଁ ସୁସମାଚାରର ଅଗ୍ରଗତି ପାଇଁ କାର୍ଯ୍ୟ କରେ - କିମ୍ବା କାମ କରିଥିଲି” କିମ୍ବା “ମୁଁ ସୁସମାଚାରର ପ୍ରସାର ପାଇଁ କାର୍ଯ୍ୟ କରିପାରେ କିମ୍ବା ଏହା ପାଇଁ କାର୍ଯ୍ୟ କରିଥାଇପାରେ” 2:2 t6we εἰς κενὸν 1 ବିକଳ୍ପ ଅନୁବାଦ: “ନିଶ୍ଚିତ କରିବାକୁ ଯେ ମୁଁ ଲାଭଜନକ କାର୍ଯ୍ୟ କରୁଅଛି” 2:3 xs8k rc://*/ta/man/translate/figs-activepassive περιτμηθῆναι 1 ଏଠାରେ **ସୁଦ୍ଧା ସୁନ୍ନତ ହେବା ନିମନ୍ତେ ବାଧ୍ୟ କରାଯାଇ ନ ଥିଲେ** ବାକ୍ୟାଂଶ କର୍ମବାଚ୍ୟ ଅଟେ । ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯିରୂଶାଲମର ମଣ୍ଡଳୀର ନେତାମାନେ ମୋର ଗ୍ରୀକ୍ ସେବାର ସହଯୋଗୀ ତିତସଙ୍କୁ ମଧ୍ୟ ସୁନ୍ନତ ହେବା ଆବଶ୍ୟକ କରନ୍ତି ନାହିଁ” -2:4 j5ka τοὺς παρεισάκτους ψευδαδέλφους 1 -2:4 x1mx κατασκοπῆσαι τὴν ἐλευθερίαν ἡμῶν 1 ଅତି ଯତ୍ନ ସହକାରେ ଲୋକମାନଙ୍କୁ ନିରିକ୍ଷଣ କର ଯେ ସେମାନେ ସ୍ବଧିନତାରେ କିପରି ରହନ୍ତି -2:4 m1al τὴν ἐλευθερίαν 1 ସ୍ବାଧିନତା -2:4 l7n7 rc://*/ta/man/translate/figs-explicit ἵνα ἡμᾶς καταδουλώσουσιν 1 "ଆମକୁ ବ୍ୟବସ୍ଥାର ଦାସ କରିବାକୁ । ପାଉଲ ଯିହୁଦୀମାନଙ୍କର ବିଦ୍ଧି ବିଧାନକୁ ପାଳନ କରିବାର ଇଚ୍ଛା ବିରୁଦ୍ଧରେ କହୁଛନ୍ତି ଯାହା ବ୍ୟବସ୍ଥା ଆଜ୍ଞା ଦେଇଥିଲା । ସେ ଏହି ବିଷୟରେ ଏମିତି କହୁଛନ୍ତି ଯେପରି ଏହା ଦାସତ୍ବରେ ଥିଲେ । ସୁନ୍ନତ ହେବା ଅଧିକ ଗୁରୁତ୍ବପୁର୍ଣ୍ଣ ବିଦ୍ଧି ଥିଲା । ଅନ୍ୟ ଏକ ଅନୁବାଦରେ: “ଆମକୁ ବ୍ୟବସ୍ଥା ପାଳନ କରିବାକୁ ବାଧ୍ୟ କରିବା” (ଦେଖ: [[rc://or/ta/man/translate/figs-explicit]] ଏବଂ [[rc://or/ta/man/translate/figs-metaphor]]) -2:5 bba7 εἴξαμεν τῇ ὑποταγῇ 1 ବଶବର୍ତ୍ତୀ ହୁଅ କିମ୍ବା “ଶୁଣ”" -2:6 afy6 rc://*/ta/man/translate/figs-metonymy ἐμοὶ & οὐδὲν προσανέθεντο 1 ଏଠାରେ “ମୋତେ” ଶବ୍ଦ ଯାହା ପାଉଲ ଶିକ୍ଷା ଦେଉଥିଲେ ତାହାକୁ ଉଲ୍ଲେଖ କରେ । ଅନ୍ୟ ଏକ ଅନୁବାଦରେ: “ମୁଁ ଯାହା ଶିକ୍ଷା ଦେଇଛି ସେଥିରେ କିଛି ଯୋଗ କରିନାହିଁ” କିମ୍ବା “ଯାହା କିଛି ମୁଁ ଶିକ୍ଷା ଦିଏ ସେଥିରେ ଯୋଗ କରିବା ନିମନ୍ତେ ମୋତେ କୁହନାହିଁ” (ଦେଖ: [[rc://or/ta/man/translate/figs-metonymy]]) -2:7 cps6 ἀλλὰ τοὐναντίον 1 ପ୍ରତିବଦଳରେ କିମ୍ବା “ବରଂ” -2:7 spa9 rc://*/ta/man/translate/figs-activepassive πεπίστευμαι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋ ଉପରେ ଭରସା କଲେ” (ଦେଖ: [[rc://or/ta/man/translate/figs-activepassive]]) -2:9 he6q rc://*/ta/man/translate/figs-metaphor δοκοῦντες στῦλοι εἶναι 1 ସେମାନେ ମନୁଷ୍ୟ ଥିଲେ ଯେଉଁମାନେ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ ଶିକ୍ଷା ଦେଲେ ଏବଂ ଲୋକମାନଙ୍କୁ ଯୀଶୁଙ୍କଠାରେ ବିଶ୍ବାସ କରିବା ନିମନ୍ତେ ଜ୍ଞାତ କରାଉଥିଲେ । (ଦେଖ: [[rc://or/ta/man/translate/figs-metaphor]]) -2:9 ie72 rc://*/ta/man/translate/figs-abstractnouns γνόντες τὴν χάριν τὴν δοθεῖσάν μοι 1 ଭାବନାତ୍ମକ ବିଶେଷ “ଅନୁଗ୍ରହ” କ୍ରିୟାବାଚ୍ୟ ଆକାରରେ “ଦୟାଳୁ ହୁଅ” ଭାବେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ମୋ ପ୍ରତି ଦୟାଳୁ ଥିଲେ ତାହା ମୁଁ ବୁଝିଥିଲି” (ଦେଖ: [[rc://or/ta/man/translate/figs-abstractnouns]]) -2:9 kz2m rc://*/ta/man/translate/figs-activepassive τὴν χάριν τὴν δοθεῖσάν μοι 1 ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେହି ଅନୁଗ୍ରହ ଯାହା ଈଶ୍ବର ମୋତେ ଦେଇଥିଲେ” (ଦେଖ: [[rc://or/ta/man/translate/figs-activepassive]]) -2:9 e5rm rc://*/ta/man/translate/translate-symaction δεξιὰς ἔδωκαν & κοινωνίας 1 ଡାହାଣ ହାତକୁ ଧରିବା ଏବଂ ହଲାଇବା ସହଭାଗିତାର ଏକ ପ୍ରତୀକ ଅଟେ । ଅନ୍ୟ ଏକ ଅନୁବାଦରେ: “ସ୍ବାଗତ କରିବା ... ସହକର୍ମି ଭାବରେ” କିମ୍ବା “ସ୍ବାଗତ କରିବା ... ସମ୍ମାନର ସହିତ” (ଦେଖ: [[rc://or/ta/man/translate/translate-symaction]]) -2:9 gi7g δεξιὰς 1 ସେମାନଙ୍କ ଡାହାଣ ହାତ -2:10 kqq6 rc://*/ta/man/translate/figs-explicit τῶν πτωχῶν & μνημονεύωμεν 1 ତୁମେମାନେ ହୁଏତ ଏହାକୁ ସ୍ପଷ୍ଟ କରିବା ଆବଶ୍ୟକ ଯେ ସେ ଦରିଦ୍ରମାନଙ୍କୁ କ’ଣ ପାଇ ସ୍ଣରଣ କରୁଥିଲେ । ଅନ୍ୟ ଏକ ଅନୁବାଦରେ: “ଦରିଦ୍ରମାନଙ୍କ ଆବଶ୍ୟକତାକୁ ଯତ୍ନନେବା ନିମନ୍ତେ ସ୍ମରଣ କର” (ଦେଖ: [[rc://or/ta/man/translate/figs-explicit]]) -2:11 c9h4 rc://*/ta/man/translate/figs-metonymy κατὰ πρόσωπον αὐτῷ ἀντέστην 1 “ତାହାର ମୁଖରେ” ଶବ୍ଦ “ଯେଉଁଠାରେ ସେ ମୋତେ ଦେଖିପାରେ ଓ ଶୁଣିପାରେ” ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ ।” ଅନ୍ୟ ଏକ ଅନୁବାଦରେ: “ମୁଁ ତାହାଙ୍କୁ ବ୍ୟକ୍ତିଗତଭାବେ ଦେଖିଥିଲି” କିମ୍ବା “ମୁଁ ବ୍ୟକ୍ତିଗତ ଭାବରେ ତାହାଙ୍କ କାର୍ଯ୍ୟରେ ଉତ୍ସାହିତ ଥିଲି ।” (ଦେଖ: [[rc://or/ta/man/translate/figs-metonymy]]) -2:12 xym6 πρὸ 1 ସମୟର ସମ୍ଭଦ୍ଧରେ -2:12 s18y ὑπέστελλεν 1 ସେ ସେମାନଙ୍କ ସହିତ ଭୋଜନ କରିବା ବନ୍ଦ କଲେ +2:4 j5ka τοὺς παρεισάκτους ψευδαδέλφους 1 ଏଠାରେ **ଭଣ୍ଡ ଭ୍ରାତା** ବାକ୍ୟ ବ୍ୟବହାର କରି, ପାଉଲ ଏହି ଲୋକମାନଙ୍କ ବିଷୟରେ କୁହନ୍ତି ଯେପରି ସେମାନେ ମଦ ଉଦ୍ଦେଶ୍ୟରେ ଗୁପ୍ତଚର ଅଟନ୍ତି । ତାଙ୍କର ଅର୍ଥରେ ସେମାନେ ସହ ବିଶ୍ଵାସୀ ଭାବରେ ଅଭିନୟ କରିଥିଲେ, କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ଥିଲା ପାଉଲ ଏବଂ ଅନ୍ୟ ବିଶ୍ଵାସୀମାନେ କ’ଣ କରୁଛନ୍ତି ତାହା ନିରୀକ୍ଷଣ କରିବା । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କ ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ନିଜକୁ ଖ୍ରୀଷ୍ଟିୟାନ ବୋଲି ଭାବୁଥିଲେ, ଯେଉଁମାନେ ଆମ୍ଭମାନଙ୍କୁ ଅତି ନିକଟରୁ ଦେଖିବା ପାଇଁ ଆମ୍ଭମାନଙ୍କ ଭିତରକୁ ଆସିଥିଲେ” କିମ୍ବା “ଯେଉଁମାନେ ଖ୍ରୀଷ୍ଟିୟାନ ବୋଲି କହିଥିଲେ କିନ୍ତୁ ନୁହଁନ୍ତି, ଯେଉଁମାନେ ଆମ୍ଭମାନଙ୍କ ଗୋଷ୍ଠୀକୁ ଅତି ନିକଟରୁ ଦେଖିବା ପାଇଁ ଆସିଥିଲେ” +2:4 x1mx κατασκοπῆσαι τὴν ἐλευθερίαν ἡμῶν 1 +2:4 m1al τὴν ἐλευθερίαν 1 +2:4 l7n7 rc://*/ta/man/translate/figs-explicit ἵνα ἡμᾶς καταδουλώσουσιν 1 +2:5 bba7 εἴξαμεν τῇ ὑποταγῇ 1 +2:6 afy6 rc://*/ta/man/translate/figs-metonymy ἐμοὶ & οὐδὲν προσανέθεντο 1 +2:7 cps6 ἀλλὰ τοὐναντίον 1 +2:7 spa9 rc://*/ta/man/translate/figs-activepassive πεπίστευμαι 1 +2:9 he6q rc://*/ta/man/translate/figs-metaphor δοκοῦντες στῦλοι εἶναι 1 +2:9 ie72 rc://*/ta/man/translate/figs-abstractnouns γνόντες τὴν χάριν τὴν δοθεῖσάν μοι 1 +2:9 kz2m rc://*/ta/man/translate/figs-activepassive τὴν χάριν τὴν δοθεῖσάν μοι 1 +2:9 e5rm rc://*/ta/man/translate/translate-symaction δεξιὰς ἔδωκαν & κοινωνίας 1 +2:9 gi7g δεξιὰς 1 +2:10 kqq6 rc://*/ta/man/translate/figs-explicit τῶν πτωχῶν & μνημονεύωμεν 1 +2:11 c9h4 rc://*/ta/man/translate/figs-metonymy κατὰ πρόσωπον αὐτῷ ἀντέστην 1 +2:12 xym6 πρὸ 1 +2:12 s18y ὑπέστελλεν 1 2:12 z1kg rc://*/ta/man/translate/figs-explicit φοβούμενος τοὺς ἐκ περιτομῆς 1 କେଫା ଭୟଭିତ ହୋଇଥିବା କାରଣ ସ୍ପଷ୍ଟ ଭାବରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ଭୟଭିତ ହୋଇ ଯାଇଥିଲେ ଯେପରିକି ସେ କିଛି ଭୂଲ କାର୍ଯ୍ୟ କରିଛନ୍ତି ଯେତେବେଲେ ସେ ସୁନ୍ନତ କିରବା ଆବଶ୍ୟକ କହୁଥିବା ଲୋକମାନଙ୍କୁ ବା ସୁନ୍ନତ ବିଷୟରେ ବିଚାର କରୁଥିବା ଲୋକମାନଙ୍କ ବିଷୟରେ କହୁଥିଲେ । ବା “ସେ ଭୟଭିତ ହୋଇଯାଇ ଥିଲେ ଯେ ଏହି ଲୋକମାନଙ୍କୁ ଦେଖି ଯେଉମାନେ ସୁନ୍ନତ ହେବା ବିଷୟରେ କହନ୍ତି ଯେପରି ସେ କିଛି ଭୁଲ କରିବା ସକାଶୁ ଦୋଷୀ ସାବ୍ୟସ୍ତ ହେବେ” (ଦେଖ: [[rc://or/ta/man/translate/figs-explicit]]) 2:12 fy79 τοὺς ἐκ περιτομῆς 1 ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, କିନ୍ତୁ ଯେଉଁମାନେ ଏହା ସର୍ତ୍ତ ରଖିଲେ ଯେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଯିହୁଦୀ ପ୍ରଥା ଅନୁସାରେ ଜୀବନ ଅତିବାହିତ କଲେ 2:12 a6gv ἀφώριζεν ἑαυτόν 1 ଦୂରରେ ରହିଲେ କିମ୍ବା “ପରିତ୍ୟାଗ କଲେ”