Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 09:22:53 +00:00
parent 36fcd47200
commit 8061053b94
1 changed files with 3 additions and 3 deletions

View File

@ -38,9 +38,9 @@ JUD 1 12 s4az 0 Connecting Statement:
JUD 1 12 r875 οὗτοί εἰσιν οἱ 1 These are the ones ଏଠାରେ, **ଏମାନେ** [୪](../୦୧/୦୪.md) ପଦରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
JUD 1 12 e25d figs-metaphor σπιλάδες 1 hidden reefs ଏଠାରେ, **କଳଙ୍କ** ବୃହତ ପଥର ଅଟେ ଯାହା ସମୁଦ୍ରର ଜଳ ପୃଷ୍ଠର ଅତି ନିକଟତର ଅଟେ । ନାବିକଗଣ ସେଗୁଡ଼ିକୁ ଦେଖିପାରୁ ନ ଥିବାରୁ ସେଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି । ଜାହାଜଗୁଡିକ ଯଦି ଏହି ପଥରଗୁଡିକୁ ଧକ୍କା ଦିଏ ତେବେ ସହଜରେ ଜାହାଜଗୁଡିକ ନଷ୍ଟ ହୋଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଗୁପ୍ତ କଳଙ୍କ ପରି ଅଟନ୍ତି” କିମ୍ବା “ଯଦିଓ ସେମାନେ ଅଦୃଶ୍ୟ, ଏହି ଲୋକମାନେ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି” (ଦେଖନ୍ତୁ: [rc://or/ta/man/translate/figs-metaphor]])
JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ଏଠାରେ, ** ଦୁଇ ଥର ମୃତ** ର ଅର୍ଥ ହୋଇପାରେ: (୧) ବୃକ୍ଷଗୁଡ଼ିକୁ ପ୍ରଥମେ ମୃତ ବୋଲି ଗଣନା କରାଯାଏ କାରଣ ସେଗୁଡ଼ିକ<br>ଫଳ ଉତ୍ପାଦନ କରନ୍ତି ନାହିଁ, କିନ୍ତୁ ଦ୍ୱିଇ ଥର ମୃତ କାରଣ ଫଳଶୂନ୍ୟ ହେତୁ ସେଗୁଡିକୁ ମୂଳରୁ ଉତ୍ପାଟିତ କରାଯାଏ । ବିକଳ୍ପ ଅନୁବାଦ: “ଫଳହୀନ ଏବଂ ଉତ୍ପାଟିତ  ହୋଇ ଦୁଇଥର ମୃତ” () ବୃକ୍ଷ, ଯାହା ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ, ଆତ୍ମିକ ଭାବରେ ମୃତ କିନ୍ତୁ ସେମାନଙ୍କୁ ଈଶ୍ଵର ହତ୍ୟା କରନ୍ତି ତେବେ ସେମାନେ ଶାରୀରିକ ଭାବରେ ମଧ୍ୟ ମୃତ ହେବେ । “ ଯେବେ ସେମାନେ ଉତ୍ପାଟିତ ସେମାନେ ଆତ୍ମିକ ଭାବରେ ମୃତ ହୋଇ ଶାରୀରିକ ଭାବରେ ମୃତ ହୁଅନ୍ତି”
JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]])
JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]])
JUD 1 12 t28p figs-metaphor ἐκριζωθέντα 1 torn up by the roots ଯିହୂଦା ଏହି ମିଥ୍ୟା ଶିକ୍ଷକମାନଙ୍କ ପ୍ରତି ଈଶ୍ଵରଙ୍କ ବିଚାରକୁ ସାଙ୍କେତିକ ଭାବରେ ବୃକ୍ଷ ପରି ବର୍ଣ୍ଣନା କରନ୍ତି ଯାହା ମୂଳରୁ ଭୂମିରୁ ସମ୍ପୂର୍ଣ୍ଣରୂପେ ଉତ୍ପାଟିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ। ବିକଳ୍ପ ଅନୁବାଦ: “ନଷ୍ଟ ହୋଇଯାଇଅଛି” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରି ସେମାନଙ୍କର ଅନିୟନ୍ତ୍ରିତ ଆଚରଣକୁ ବର୍ଣ୍ଣନା କରନ୍ତି । ସେ ସେମାନଙ୍କୁ **ସମୁଦ୍ରର ଉତ୍ତାଳ** ଭାବରେ ବର୍ଣ୍ଣନା କରନ୍ତି ଯାହା ଏକ ଅନିୟନ୍ତ୍ରିତ ଉପାୟରେ ଧକ୍କା ଦିଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏକ ଅବୁଝା ଉପାୟରେ ଆଚରଣ କରନ୍ତି” କିମ୍ବା “ସେମାନେ ସମୁଦ୍ରର ତରଙ୍ଗ ପରି ଅନିୟନ୍ତ୍ରିତ ଅଟନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame [[rc://or/ta/man/translate/figs-metaphor]])
JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]])
JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]])
JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
38 JUD 1 12 r875 οὗτοί εἰσιν οἱ 1 These are the ones ଏଠାରେ, **ଏମାନେ** [୪](../୦୧/୦୪.md) ପଦରେ ଉଲ୍ଲେଖିତ ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଏହି ମିଥ୍ୟା ଶିକ୍ଷକଗଣ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
39 JUD 1 12 e25d figs-metaphor σπιλάδες 1 hidden reefs ଏଠାରେ, **କଳଙ୍କ** ବୃହତ ପଥର ଅଟେ ଯାହା ସମୁଦ୍ରର ଜଳ ପୃଷ୍ଠର ଅତି ନିକଟତର ଅଟେ । ନାବିକଗଣ ସେଗୁଡ଼ିକୁ ଦେଖିପାରୁ ନ ଥିବାରୁ ସେଗୁଡ଼ିକ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି । ଜାହାଜଗୁଡିକ ଯଦି ଏହି ପଥରଗୁଡିକୁ ଧକ୍କା ଦିଏ ତେବେ ସହଜରେ ଜାହାଜଗୁଡିକ ନଷ୍ଟ ହୋଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସରଳ କିମ୍ବା ଅଣ-ସାଙ୍କେତିକ ଅର୍ଥରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଗୁପ୍ତ କଳଙ୍କ ପରି ଅଟନ୍ତି” କିମ୍ବା “ଯଦିଓ ସେମାନେ ଅଦୃଶ୍ୟ, ଏହି ଲୋକମାନେ ଅତ୍ୟନ୍ତ ବିପଜ୍ଜନକ ଅଟନ୍ତି” (ଦେଖନ୍ତୁ: [rc://or/ta/man/translate/figs-metaphor]])
40 JUD 1 12 zk57 figs-metaphor δὶς ἀποθανόντα ἐκριζωθέντα 1 twice dead, torn up by the roots ଏଠାରେ, ** ଦୁଇ ଥର ମୃତ** ର ଅର୍ଥ ହୋଇପାରେ: (୧) ବୃକ୍ଷଗୁଡ଼ିକୁ ପ୍ରଥମେ ମୃତ ବୋଲି ଗଣନା କରାଯାଏ କାରଣ ସେଗୁଡ଼ିକ<br>ଫଳ ଉତ୍ପାଦନ କରନ୍ତି ନାହିଁ, କିନ୍ତୁ ଦ୍ୱିଇ ଥର ମୃତ କାରଣ ଫଳଶୂନ୍ୟ ହେତୁ ସେଗୁଡିକୁ ମୂଳରୁ ଉତ୍ପାଟିତ କରାଯାଏ । ବିକଳ୍ପ ଅନୁବାଦ: “ଫଳହୀନ ଏବଂ ଉତ୍ପାଟିତ  ହୋଇ ଦୁଇଥର ମୃତ” (୨) ବୃକ୍ଷ, ଯାହା ମିଥ୍ୟା ଶିକ୍ଷକମାନଙ୍କୁ ବୁଝାଏ, ଆତ୍ମିକ ଭାବରେ ମୃତ କିନ୍ତୁ ସେମାନଙ୍କୁ ଈଶ୍ଵର ହତ୍ୟା କରନ୍ତି ତେବେ ସେମାନେ ଶାରୀରିକ ଭାବରେ ମଧ୍ୟ ମୃତ ହେବେ । “ ଯେବେ ସେମାନେ ଉତ୍ପାଟିତ ସେମାନେ ଆତ୍ମିକ ଭାବରେ ମୃତ ହୋଇ ଶାରୀରିକ ଭାବରେ ମୃତ ହୁଅନ୍ତି”
41 JUD 1 12 t28p figs-metaphor ἐκριζωθέντα 1 torn up by the roots ମୂଳରୁ ସମ୍ପୂର୍ଣ୍ଣ ଭାବରେ ଭୁମିରୁ ଉତ୍ପାଟିତ ହୋଇଥିବା ବୃକ୍ଷ ସଦୃଶ, ଅଧାର୍ମିକ ଲୋକମାନେ ଈଶ୍ବରଙ୍କଠାରୁ ପୃଥକୀକୃତ ହୋଇଅଛନ୍ତି, ଯେ ଜୀବନର ଉତ୍ସ ଅଟନ୍ତି I (ଦେଖ: [[rc://or/ta/man/translate/figs-metaphor]]) ଯିହୂଦା ଏହି ମିଥ୍ୟା ଶିକ୍ଷକମାନଙ୍କ ପ୍ରତି ଈଶ୍ଵରଙ୍କ ବିଚାରକୁ ସାଙ୍କେତିକ ଭାବରେ ବୃକ୍ଷ ପରି ବର୍ଣ୍ଣନା କରନ୍ତି ଯାହା ମୂଳରୁ ଭୂମିରୁ ସମ୍ପୂର୍ଣ୍ଣରୂପେ ଉତ୍ପାଟିତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଉପାୟରେ ପ୍ରକାଶ କରି ପାରିବେ। ବିକଳ୍ପ ଅନୁବାଦ: “ନଷ୍ଟ ହୋଇଯାଇଅଛି” (ଦେଖନ୍ତୁ: [[rc://or/ta/man/translate/figs-metaphor]])
42 JUD 1 13 e4rm figs-metaphor κύματα ἄγρια θαλάσσης 1 violent waves in the sea ଯେପରି ପ୍ରଚଣ୍ଡ ବାୟୁରେ ସମୁଦ୍ରର ତରଙ୍ଗସବୁ ଚାଳିତ ହୁଅନ୍ତି, ସେହିପରି ଅଧାର୍ମିକ ଲୋକମାନେ ସହଜରେ ଅନେକ ଦିଗକୁ ଚାଳିତ ହୁଅନ୍ତି I (ଦେଖ: [[rc://or/ta/man/translate/figs-metaphor]]) ଏଠାରେ ଯିହୂଦା ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ସାଙ୍କେତିକ ଭାବରେ ଉଲ୍ଲେଖ କରି ସେମାନଙ୍କର ଅନିୟନ୍ତ୍ରିତ ଆଚରଣକୁ ବର୍ଣ୍ଣନା କରନ୍ତି । ସେ ସେମାନଙ୍କୁ **ସମୁଦ୍ରର ଉତ୍ତାଳ** ଭାବରେ ବର୍ଣ୍ଣନା କରନ୍ତି ଯାହା ଏକ ଅନିୟନ୍ତ୍ରିତ ଉପାୟରେ ଧକ୍କା ଦିଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ଅନୁବାଦ କରିପାରିବେ କିମ୍ବା ରୂପକକୁ ଏକ ଉପମାରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏକ ଅବୁଝା ଉପାୟରେ ଆଚରଣ କରନ୍ତି” କିମ୍ବା “ସେମାନେ ସମୁଦ୍ରର ତରଙ୍ଗ ପରି ଅନିୟନ୍ତ୍ରିତ ଅଟନ୍ତି” (ଦେଖନ୍ତୁ: [[rc://or/ta/man/translate/figs-metaphor]])
43 JUD 1 13 fgr9 figs-metaphor ἐπαφρίζοντα τὰς ἑαυτῶν αἰσχύνας 1 foaming out their own shame ଯେପରି ବାୟୁ ଉତ୍ତାଳ ତରଙ୍ଗରୁ ମଇଳାଯୁକ୍ତ ଫେଣ ଉଦଗାର କରିଥାଏ – ସେହିପରି ଏହି ଲୋକମାନେ, ସେମାନଙ୍କ ଭ୍ରାନ୍ତ ଶିକ୍ଷା ଓ କର୍ମ ଦ୍ବାରା, ଆପଣାକୁ ଲଜ୍ଜା ଦିଅନ୍ତି I ଅନ୍ୟଏକ ଅନୁବାଦରେ: “ଅତଏବ ଯେପରି ଉତ୍ତାଳ ତରଙ୍ଗ ଫେଣ ଓ ଆବର୍ଜନା ଆଣନ୍ତି, ଏହି ଲୋକମାନେ ସେମାନଙ୍କ ଲଜ୍ଜା ସହିତ ଅନ୍ୟମାନଙ୍କୁ କଳୁଷିତ କରନ୍ତି”(ଦେଖ: [[rc://or/ta/man/translate/figs-metaphor]]) [[rc://or/ta/man/translate/figs-metaphor]])
44 JUD 1 13 r6rj figs-metaphor ἀστέρες πλανῆται 1 They are wandering stars ଯେଉଁମାନେ ପ୍ରାଚୀନ କାଳରେ ତାରାଗଣର ଅଧ୍ୟୟନ କରୁଥିଲେ, ସମୟ ସୁଚିତ କଲେ ଯେ ଯାହାକୁ ଆମେମାନେ ନକ୍ଷତ୍ର ମଣ୍ଡଳ କହିଥାଉ ସେମାନେ ନକ୍ଷତ୍ର ସଦୃଶ ଗତିଶୀଳ ନୁହନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଭ୍ରମଣକାରୀ କେତୁ ତୁଲ୍ୟ ଅଟନ୍ତି” (ଦେଖ: [[rc://or/ta/man/translate/figs-metaphor]])
45 JUD 1 13 djm4 figs-metonymy οἷς ὁ ζόφος τοῦ σκότους εἰς αἰῶνα τετήρηται 1 for whom the gloom of thick darkness has been reserved forever ଏଠାରେ “ଅନ୍ଧକାର” ଏକ ରୂପକ ଅଟେ ଯାହା ମୃତମାନଙ୍କ ସ୍ଥାନ ଅବା ନରକକୁ ବୁଝାଏ I ଏଠାରେ “ଘନ ଅନ୍ଧକାର” ଏକ ରୂଢ଼ି ଅଟେ ଯାହାର ଅର୍ଥ “ଘୋର ଅନ୍ଧାର” ଅଟେ I” ଏଠାରେ “ସୁରକ୍ଷିତ” ଶବ୍ଦକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅତଏବ ଈଶ୍ବର ସେମାନଙ୍କୁ ଚିରକାଳ ନିମନ୍ତେ ନିରାଶ ଓ ନରକର ଅନ୍ଧକାରରେ ନିକ୍ଷେପ କରିବେ” (ଦେଖ: [[rc://or/ta/man/translate/figs-metonymy]] ଓ [[rc://or/ta/man/translate/figs-idiom]] ଓ [[rc://or/ta/man/translate/figs-activepassive]])
46 JUD 1 14 e5wv ἕβδομος ἀπὸ Ἀδὰμ 1 the seventh from Adam ଯଦି ଆଦମଙ୍କୁ ମାନବଜାତିର ପ୍ରଥମ ପୁରୁଷ ଭାବେ ଗଣନା କରାଯାଏ, ହନୋକ ସପ୍ତମ ପୁରୁଷ ଅଟନ୍ତି I ଯଦି ଆଦମଙ୍କ ସନ୍ତାନ ପ୍ରଥମ ସଦୃଶ ଗଣନା କରାଯିବ, ହନୋକ କ୍ରମାଗତଭାବେ ଷଷ୍ଠ ପୁରୁଷ ହେବେ I