Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:54:18 +00:00
parent c9621ccde9
commit 7f95f815a1
1 changed files with 1 additions and 0 deletions

View File

@ -385,3 +385,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 12 j082 writing-pronouns διὰ τὸ ὄνομα αὐτοῦ 1 because of his name ତାହାଙ୍କର ସର୍ବନାମ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁଙ୍କ ନାମ ହେତୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 13 j083 figs-gendernotations νεανίσκοι 1 young men ଯଦିଓ ଏହି ଶବ୍ଦ ପୁଂଲିଙ୍ଗ, ଯୋହନ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( [[rc://en/ta/man/translate/figs-gendernotations]]ଦେଖନ୍ତୁ)
1JN 2 13 j084 figs-nominaladj τὸν πονηρόν 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶକରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 13 j085 figs-metonymy τὸν πονηρόν 1 the evil one ଯୋହନ **ମନ୍ଦ** ବିଷୟରେ ତାହାର ଆଚରଣକୁ ଦୃଷ୍ଟିରେ ରଖି ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ଶୟତାନ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.