Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-17 11:06:18 +00:00
parent 66f6940c0b
commit 7ddeee9ec4
1 changed files with 1 additions and 1 deletions

View File

@ -2261,7 +2261,7 @@ LUK 18 32 hc2k figs-activepassive ἐμπαιχθήσεται, καὶ ὑβρι
LUK 18 33 u86r figs-123person αὐτόν ... ἀναστήσεται 1 him ... he will rise again ଆପଣ [୧୮:୩୧] (../18/31.md) ରେ ଯେପରି ଏହାକୁ ଅନୁବାଦ କରିଛନ୍ତି ଏଠାରେ ମଧ୍ୟ ସେହି ଅନୁବାଦ କରନ୍ତୁ । ବିକଳ୍ପ ଅନୁବାଦ: “ସେମାନେ ମୋତେ ପରିହାସ କରିବେ, ମୋତେ ଅସଦାଚରଣ କରିବେ ଏବଂ ମୋ ଉପରେ ଛେପ ପକାଇବେ” (ଦେଖନ୍ତୁ:[[rc://or/ta/man/translate/figs-123person]])
LUK 18 33 fie4 translate-ordinal τῇ ἡμέρᾳ τῇ τρίτῃ 1 on the third day ଆପଣ [୯:](../09/22.md) କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ସଂସ୍କୃତିର ରୂଢ଼ିରେ, ଆଜି “ପ୍ରଥମ ଦିନ” ଥିଲା, <br>ଆସନ୍ତାକାଲି “ଦ୍ୱିତୀୟ ଦିନ” ଥିଲା, ଏବଂ କାଲିର ପରଦିନ **ତୃତୀୟ ଦିନ** ଥିଲା । ଏହା ଆପଣଙ୍କ ପାଠକମାନଙ୍କ ପାଇଁ<br>ସ୍ପଷ୍ଟ କରିବା ପାଇଁ ଆପଣ “ତୃତୀୟ ଦିନ” ଠାରୁ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରନ୍ତି, ବିଶେଷ କରି ଯଦି ଆପଣଙ୍କ ସଂସ୍କୃତିରେ, ଏହାର ଅର୍ଥ ଯୀଶୁଙ୍କ ଇଚ୍ଛାଠାରୁ ଗୋଟିଏ ଦିନ ଅଧିକକୁ ବୁଝାଏ । ଅନ୍ୟଥା, ଆପଣଙ୍କ ପାଠକମାନେ ଯୀଶୁ ଶୁକ୍ରବାର ଦିନ ମୃତ୍ୟୁବରଣ କଲେ ଏବଂ ରବିବାର ଦିନ ପୁନର୍ବାର ଜୀବନ୍ତ ହେଲେ ବୋଲି ପୁସ୍ତକରେ ପାଠ କରୀ ବୁଝି ନ ପାରନ୍ତି, ଯଦି ଆପଣଙ୍କ ସଂସ୍କୃତିର ସମୟ ଅନୁସାରେ ସେହି ଦିନ “ଦ୍ୱିତୀୟ ଦିନ” ହେବ । ବିକଳ୍ପ ଅନୁବାଦ: “ଏବଂ ସେ ପରଦିନ ପୂରା ଦିନ କବରରେ ବିତାଇବେ, କିନ୍ତୁ ତା’ ପରଦିନ ସେ ପୁନର୍ବାର ପୁନ୍ନରୁଥିତ ହେବେ”(ଦେଖନ୍ତୁ: <br>[[rc://en/ta/man/translate/figs-explicit]])
LUK 18 34 b8ug writing-endofstory 0 General Information:
LUK 18 34 bm7h καὶ αὐτοὶ οὐδὲν τούτων συνῆκαν 1 But they understood none of these things ସେମାନେ ଏଥି ମଧ୍ୟରୁ କୌଣସି ବିଷୟ ବୁଝିପାରିଲେ ନାହିଁ
LUK 18 34 bm7h καὶ αὐτοὶ οὐδὲν τούτων συνῆκαν 1 But they understood none of these things ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏଠାରେ କ୍ରିୟାକୁ ନକାରାତ୍ମକ ଏବଂ କର୍ତ୍ତାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଏହି ବିଷୟଗୁଡ଼ିକରୁ କିଛି ବୁଝିପାରିଲେ ନାହିଁ”
LUK 18 34 b29z τούτων 1 these things ଏହା ଯୀଶୁଙ୍କ ବର୍ଣ୍ଣନାକୁ ସୂଚାଏ ଯେ ସେ କିପରି ଯିରୂଶାଲମରେ ଦୁଃଖଭୋଗ କରିବେ ଓ ମୃତ୍ୟୁବରଣ କରିବେ, ଏବଂ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେବେ I
LUK 18 34 fn58 figs-activepassive ἦν τὸ ῥῆμα τοῦτο κεκρυμμένον ἀπ’ αὐτῶν 1 this word was hidden from them ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ, କିନ୍ତୁ ଏହା ସ୍ପଷ୍ଟ ହୋଇନାହିଁ ପ୍ରକୃତରେ ଏହା ଈଶ୍ୱର ବା ଯୀଶୁ, ଯିଏ ସେମାନଙ୍କଠାରୁ ସେହି ବାକ୍ୟ ଗୁପ୍ତ କରି ରଖିଲେ I ବିକଳ୍ପ ଅନୁବାଦ: “ଯୀଶୁ ସେମାନଙ୍କଠାରୁ ତାଙ୍କର ବାକ୍ୟ ଗୁପ୍ତ ରଖିଲେ” ବା “ଯୀଶୁ ସେମାନଙ୍କୁ ଯାହା କହୁଥିଲେ ସେସବୁ ବିଷୟର ଅର୍ଥ ବୁଝିବାକୁ ଈଶ୍ୱର ସେମାନଙ୍କୁ ପ୍ରତିବାଧା ଦେଲେ”(ଦେଖ: [[rc://or/ta/man/translate/figs-activepassive]])
LUK 18 34 qx2n figs-activepassive τὰ λεγόμενα 1 the things that were spoken ଏହାକୁ ସକ୍ରିୟ ରୂପରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯୀଶୁ ଯେଉଁ ବିଷୟସବୁ କହିଲେ”(ଦେଖ: [[rc://or/ta/man/translate/figs-activepassive]])

Can't render this file because it is too large.