Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 14:23:36 +00:00
parent e8dfaa218e
commit 7cea276b6a
1 changed files with 1 additions and 1 deletions

View File

@ -486,7 +486,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 10 j181 figs-idiom οὐκ ἔστιν ἐκ τοῦ Θεοῦ 1 is not from God **​ଈଶ୍ଵରଙ୍କଠାରୁ** ଅଭିବ୍ୟକ୍ତି ଏକ ରୂଢ଼ି ଅଟେ । ଯୋହନ ଏହି ପତ୍ରରେ ଉକ୍ତ ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କର ନୁହେଁ” କିମ୍ବା “ଈଶ୍ଵରଙ୍କ ସହ ସମ୍ପର୍କରେ ନାହାନ୍ତି” । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 10 j182 figs-ellipsis καὶ ὁ μὴ ἀγαπῶν τὸν ἀδελφὸν αὐτοῦ 1 and the one who does not love his brother ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ କରାଯାଇପାରେ। ବିକଳ୍ପ ଅନୁବାଦ: “ଏବଂ ଯିଏ ନିଜ ଭାଇକୁ ପ୍ରେମ କରେ ନାହିଁ, ସେ ଈଶ୍ଵରଙ୍କଠାରୁ ନୁହେଁ” କିମ୍ବା, ଯଦି ଆପଣ ପୂର୍ବ ବାକ୍ୟାଂଶରେ ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟ  ଭାବରେ ଅନୁବାଦ କରିଛନ୍ତି, “ଏବଂ ତୁମ୍ଭମାନଙ୍କ ମଧ୍ୟରୁ ଯିଏ ସାଥୀ ବିଶ୍ଵାସୀକୁ ଘୃଣା କରେ, ସେ ଈଶ୍ଵରଙ୍କଠାରୁ ବିଚ୍ଛିନ୍ନ ଅଟେ” । ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 3 11 j183 figs-idiom ἀπ’ ἀρχῆς 1 from the beginning ଯୋହନ ଏହି ପତ୍ରର  **ଆରମ୍ଭରୁ** ବାକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେହି ସମୟକୁ ସୂଚାଇଥାଏ ଯେତେବେଳେ ସେ ଯେଉଁ ଲୋକମାନଙ୍କୁ ଲେଖୁଛନ୍ତି ସେମାନେ ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯେବେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 11 qd6j checking/headings 0 If you are using section headings, you could put one here before verse 11. Suggested heading: “What Love Is” (See: [[rc://en/ta/man/checking/headings]])
1JN 3 11 qd6j checking/headings 0 ଯଦି ଆପଣ ପ୍ରସଙ୍ଗ ନାମଗୁଡ଼ିକ ବ୍ୟବହାର କରନ୍ତି, ତେବେ ଆପଣ ଏଠାରେ 11 ପର୍ବ ପୂର୍ବରୁ ଗୋଟିଏ ନାମ ଉଲ୍ଲେଖ କରିପାରିବେ | ପ୍ରସ୍ତାବିତ ନାମ: “ପ୍ରେମ କ’ଣ ଅଟେ” (: [[rc://en/ta/man/checking/headings]]ଦେଖନ୍ତୁ)
1JN 3 12 j185 ἐκ τοῦ πονηροῦ ἦν 1 who was from the evil one This is similar to the phrase “from the devil” in [3:8](https://create.translationcore.com/03/08.md). See how you translated that phrase. Alternate translation: “who belonged to the evil one” or “who was influenced by the evil one”
1JN 3 12 j184 translate-names Κάϊν 1 Cain କୟିନ ଏକ ବ୍ୟକ୍ତିର ନାମ ଅଟେ। ( [[rc://en/ta/man/translate/translate-names]]ଦେଖନ୍ତୁ)
1JN 3 12 j186 figs-nominaladj τοῦ πονηροῦ 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ ମନ୍ଦ ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.