Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 09:21:28 +00:00
parent 7a97516999
commit 7c0e7754fb
1 changed files with 3 additions and 3 deletions

View File

@ -578,7 +578,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 8 j265 grammar-connect-logic-result ὁ μὴ ἀγαπῶν, οὐκ ἔγνω τὸν Θεόν, ὅτι ὁ Θεὸς ἀγάπη ἐστίν 1 The one who does not love does not know God, for God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମରର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ଵର  ପ୍ରେମ ଅଟନ୍ତି, ଯିଏ ପ୍ରେମ କରେ ନାହିଁ ସେ ଈଶ୍ଵରଙ୍କୁ  ଜାଣେ ନାହିଁ” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 4 8 j266 οὐκ ἔγνω τὸν Θεόν 1 does not know God ଯୋହନ [2:4](https://create.translationcore.com/02/04.md) ପରି ଏକ ନିର୍ଦ୍ଦିଷ୍ଟ ଅର୍ଥରେ ଜାଣିବା ଶବ୍ଦକୁ ବ୍ୟବହାର କରନ୍ତି  । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହ ଘନିଷ୍ଠ ସମ୍ପର୍କ ନାହିଁ”
1JN 4 8 j267 figs-abstractnouns ὁ Θεὸς ἀγάπη ἐστίν 1 God is love ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ପ୍ରେମ**” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେପ୍ରେମ କରନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 9 j268 figs-activepassive ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God appeared among us an active meaning, so it could be translated **appeared** or “was revealed.” If your language does not use passive forms, you could use an active form and say who did the action. Alternate translation: “God showed us how much he loves us” (See: [[rc://en/ta/man/translate/figs-activepassive]])
1JN 4 9 j268 figs-activepassive ἐφανερώθη ἡ ἀγάπη τοῦ Θεοῦ ἐν ἡμῖν 1 the love of God appeared among us See the discussion of the term “appear” in Part 3 of the Introduction to 1 John. This is a Greek passive verbal form that may have an active meaning, so it could be translated

**appeared** or “was revealed.” If your language does not use passive forms, you could use an active form and say who did the action. Alternate translation: “God showed us how much he loves us” (See: [[rc://en/ta/man/translate/figs-activepassive]])
1JN 4 9 j269 figs-exclusive ἡμῖν 1 us **ଆମ୍ଭମାନଙ୍କ ମଧ୍ୟରେ** ଅଭିବ୍ୟକ୍ତି ହୁଏତ ସମସ୍ତ ମାନବିକତାକୁ ବୁଝାଏ, ଏହା କେବଳ ସେହି ଲୋକମାନଙ୍କୁ ଯେଉଁମାନେ ଯୀଶୁଙ୍କୁ ଜୀବିତ ଥିବା ସମୟରେ ଦେଖିଥିଲେ ଏବଂ ଶୁଣିଥିଲେ ବୁଝାଏ ନାହିଁ, ତେଣୁ ଆମ୍ଭମାନଙ୍କ  ଶବ୍ଦ ଯୋହନ ଲେଖୁଥିବା ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଏ । ଯୋହନ ପରେ ଏହି ପର୍ବରେ ଯୀଶୁ ଆସିଲେ ଯେପରି ଆମ୍ଭେମାନେ ତାହାଙ୍କ ମାଧ୍ୟମରେ ଜୀବିତ ହେବା ବୋଲି କହିଲେ, ଏବଂ ଏଠାରେ “ଆମ୍ଭେମାନେ” ଶବ୍ଦ ଏହି ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରେ । ତେଣୁ ଏହା ହୁଏତ ସେହି ଆମ୍ଭମାନଙ୍କ ଶବ୍ଦ ଅଟେ ଯାହା ପୂର୍ବରୁ ମଧ୍ୟ ସେମାନଙ୍କୁ ଅନ୍ତର୍ଭୁକ୍ତ କରେ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 9 mhuo writing-pronouns ἐν τούτῳ 1 Here, **this** refers forward to what John will say in the rest of the sentence. God demonstrated that he loves us by sending his Son. (See: [[rc://en/ta/man/translate/writing-pronouns]])
1JN 4 9 j270 guidelines-sonofgodprinciples τὸν Υἱὸν αὐτοῦ 1 his Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ  ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
@ -588,8 +588,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 10 bnve figs-abstractnouns ἐν τούτῳ ἐστὶν ἡ ἀγάπη 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ପ୍ରେମ**” ଭଳି ଏକ ବିଶେଷଣ ସହ ଭାବ ବାଚକ ବିଶେଷ୍ୟ ପ୍ରେମ ପଛରେ ଥିବା  ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର  ସଂପୂର୍ଣ୍ଣ ଭାବେ ପ୍ରେମ କରନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 4 10 j274 guidelines-sonofgodprinciples τὸν Υἱὸν αὐτοῦ 1 his Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ବିକଳ୍ପ ଅନୁବାଦ: “ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 11 dy86 grammar-connect-condition-fact οὕτως 1 The word

**thus** refers to the manner in which God showed his love to us, as described in verses 9 and 10. Alternate translation: “in that way” (See: [[rc://en/ta/man/translate/grammar-connect-condition-fact]])
1JN 4 13 j276 figs-idiom ἐν τούτῳ γινώσκομεν ὅτι 1 In this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ”

( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 13 j276 figs-idiom ἐν τούτῳ γινώσκομεν ὅτι 1 In this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 12 j275 grammar-connect-condition-fact ἐὰν ἀγαπῶμεν ἀλλήλους, ὁ Θεὸς ἐν ἡμῖν μένει, καὶ ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 If we love one another, God remains in us, and his love is perfected in us John is speaking of a real situation as if it were a hypothetical condition. If your language does not state something as a condition if it is already real, and if your readers might misunderstand and think that what John is saying is not real, then you can translate his words as an affirmative statement. Alternate translation: “But as we love each other, God remains in us, and his love is perfected in us” or “But we do love each other, so that means that God remains in us, and his love is perfected in us”(See: [[rc://en/ta/man/translate/grammar-connect-condition-fact]])
1JN 4 14 j277 figs-metonymy Σωτῆρα τοῦ κόσμου 1 as the Savior of the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 15 j278 figs-hypo ὃς ἐὰν ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 Whoever confesses that Jesus is the Son of God, God remains in him, and he in God ଏଠାରେ ଯୋହନ  ପ୍ରକୃତରେ ଏକ ସର୍ତ୍ତମୂଳକ ବାକ୍ୟ ଉପସ୍ଥାପନ କରନ୍ତି। ଯଦି ସେ ପ୍ରଥମ ବାକ୍ୟରେ ଯାହା ବର୍ଣ୍ଣନା କରନ୍ତି ତାହା ଘଟେ ତେବେ ସେ କହନ୍ତି  ଯେ ଦ୍ୱିତୀୟ ବାକ୍ୟରେ ସେ ଯାହା ବର୍ଣ୍ଣନା କରିଛନ୍ତି ତାହା କେବଳ ଘଟିବ, ଯଦିଓ ଏହା ନିଶ୍ଚିତ ଭାବରେ ଘଟିବ । ବିକଳ୍ପ ଅନୁବାଦ: “ଯଦି କେହି ସ୍ୱୀକାର କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି, ତେବେ ଈଶ୍ଵର  ତାହାଙ୍କଠାରେ ବାସ କରିବେ ଏବଂ ସେ ଈଶ୍ଵରଙ୍କଠାରେ ରହିବେ” ( [[rc://en/ta/man/translate/figs-hypo]]ଦେଖନ୍ତୁ)
1JN 4 16 j279 figs-exclusive ἡμεῖς…ἡμῖν 1 we … us ଏଠାରେ ଏବଂ ଏହି ପତ୍ରରେ , ଯୋହନ ନିଜ ବିଷୟରେ ଏବଂ ବିଶ୍ଵାସୀମାନଙ୍କ ବିଷୟରେ ଥରେ ଉଲ୍ଲେଖ କରନ୍ତି ଯାହାଙ୍କୁ ସେ ଏହି ପତ୍ର  ଲେଖୁଛନ୍ତି, ତେଣୁ ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର  ଶବ୍ଦ ***ସମଷ୍ଟିବାଚକ*** ବିଶେଷ୍ୟ ଅଟେ, ଏବଂ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସମଷ୍ଟିବାଚକ ଶବ୍ଦକୁ ବ୍ୟବହାର କରନ୍ତୁ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)
1JN 4 16 j279 figs-exclusive ἡμεῖς…ἡμῖν 1 we … us ଏଠାରେ ଏବଂ ଏହି ପତ୍ରରେ , ଯୋହନ ନିଜ ବିଷୟରେ ଏବଂ ବିଶ୍ଵାସୀମାନଙ୍କ ବିଷୟରେ ଥରେ ଉଲ୍ଲେଖ କରନ୍ତି ଯାହାଙ୍କୁ ସେ ଏହି ପତ୍ର  ଲେଖୁଛନ୍ତି, ତେଣୁ ଆମ୍ଭେମାନେ  ଏବଂ ଆମ୍ଭମାନଙ୍କର  ଶବ୍ଦ ସମଷ୍ଟିବାଚକ ବିଶେଷ୍ୟ ଅଟେ, ଏବଂ ଯଦି ଆପଣଙ୍କ ଭାଷା ସେହି ପାର୍ଥକ୍ୟକୁ ଚିହ୍ନିତ କରେ, ତେବେ ଆପଣ ଆପଣଙ୍କ ଅନୁବାଦରେ ସମଷ୍ଟିବାଚକ ଶବ୍ଦକୁ ବ୍ୟବହାର କରନ୍ତୁ । ( [[rc://en/ta/man/translate/figs-exclusive]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.