Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:42:34 +00:00
parent a42f30ef1e
commit 7b37b512b6
1 changed files with 2 additions and 2 deletions

View File

@ -313,8 +313,8 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 5 xrsw translate-names Νῶε 1 **ନୋହ** ଜଣେ ପୁରୁଷ ନାମ ଅଟେ । (ଦେଖନ୍ତୁ: [[rc://en/ta/man/translate/translate-names]])
2PE 2 5 llfu figs-distinguish Νῶε, δικαιοσύνης κήρυκα 1 ଏହି ବାକ୍ୟ ଆମ୍ଭମାନଙ୍କୁ ନୋହ ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ଏହା ଆମ୍ଭମାନଙ୍କୁ  କହିଥାଏ ଯେ ନୋହ ପ୍ରାଚୀନ ଜଗତର ଅଧାର୍ମିକ ଲୋକମାନଙ୍କୁ **ଧାର୍ମିକତା** ଘୋଷଣା କରିଥିଲେ । ଏହା ନୋହ ନାମକ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରୁ ଏହି ନୋହଙ୍କୁ ପୃଥକ କରେ ନାହିଁ । (ଦେଖନ୍ତୁ [[rc://en/ta/man/translate/figs-distinguish]])
2PE 2 5 kro6 figs-abstractnouns δικαιοσύνης κήρυκα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଧାର୍ମିକତା**ର ଧାରଣାକୁ ପ୍ରକାଶ କରିପାରିବ । ଏହି ପ୍ରସଙ୍ଗରେ, ଶବ୍ଦଟି ଧାର୍ମିକ କାର୍ଯ୍ୟକୁ ବୁଝାଏ  । ବିକଳ୍ପ ଅନୁବାଦ: “ଧାର୍ମିକ କାର୍ଯ୍ୟର ପ୍ରଚାରକ” କିମ୍ବା “ଧାର୍ମିକ ଜୀବନଯାପନ କରିବାର ଉପଦେଶକ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 2 5 xy9u figs-possession δικαιοσύνης κήρυκα 1 ପିତର ଏହାକୁ ନିମ୍ନଲିଖିତ
ବିଷୟକୁ ବୁଝାଇବା ପାଇଁ ବ୍ୟବହାର କରିପାରନ୍ତି: (୧

ଜଣେ ପ୍ରଚାରକ ଯିଏ ଧାର୍ମିକତା ଦ୍ୱାରା ବର୍ଣ୍ଣିତ

ବିକଳ୍ପ ଅନୁବାଦ: “ଜଣେ ପ୍ରଚାରକ ଯିଏ ଧାର୍ମିକ ଅଟନ୍ତି” ()
ଜଣେ ପ୍ରଚାରକ ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ କୁହନ୍ତି

ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ
ଅନୁରୋଧ କଲେ” (ଦେଖନ୍ତୁ:
[[rc://en/ta/man/translate/figs-possession]])
2PE 2 5 enbs κατακλυσμὸν κόσμῳ ἀσεβῶν ἐπάξας 1 ଏହି ବାକ୍ୟାଂଶ ଈଶ୍ଵର ନୋହ ଏବଂ
ତାଙ୍କର ଅନ୍ୟ ସାତ ଜଣ ପରିବାର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥିଲେ

ଯେତେବେଳେ ସେ ଜଗତକୁ ଏକ ବନ୍ୟା ପ୍ରେରଣ କରିଥିଲେ ସେହି
ବିଷୟକୁ ବୁଝାଏ

ଯେହେତୁ ଏହିପରି ଏହା
UST
ରେ ଅନୁବାଦ କରାଯାଇଅଛି

2PE 2 5 xy9u figs-possession δικαιοσύνης κήρυκα 1 ପିତର ଏହାକୁ ନିମ୍ନଲିଖିତ ବିଷୟକୁ ବୁଝାଇବା ପାଇଁ ବ୍ୟବହାର କରିପାରନ୍ତି: (୧) ଜଣେ ପ୍ରଚାରକ ଯିଏ ଧାର୍ମିକତା ଦ୍ୱାରା ବର୍ଣ୍ଣିତ । ବିକଳ୍ପ ଅନୁବାଦ: “ଜଣେ ପ୍ରଚାରକ ଯିଏ ଧାର୍ମିକ ଅଟନ୍ତି” () ଜଣେ ପ୍ରଚାରକ ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ କୁହନ୍ତି । ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ
ଅନୁରୋଧ କଲେ” (ଦେଖନ୍ତୁ: [[rc://en/ta/man/translate/figs-possession]])
2PE 2 5 enbs κατακλυσμὸν κόσμῳ ἀσεβῶν ἐπάξας 1 ଏହି ବାକ୍ୟାଂଶ ଈଶ୍ଵର ନୋହ ଏବଂ ତାଙ୍କର ଅନ୍ୟ ସାତ ଜଣ ପରିବାର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥିଲେ,
ଯେତେବେଳେ ସେ ଜଗତକୁ ଏକ ବନ୍ୟା ପ୍ରେରଣ କରିଥିଲେ ସେହି ବିଷୟକୁ ବୁଝାଏ, ଯେହେତୁ ଏହିପରି ଏହା
UST ରେ ଅନୁବାଦ କରାଯାଇଅଛି ।
2PE 2 5 z814 figs-possession κόσμῳ ἀσεβῶν 1 ପିତର ଏହି ବିଷୟକୁ ବୁଝାଇ
ପାରନ୍ତି: (୧

ପ୍ରାଚୀନ ଜଗତର ମାନବୀୟ ବିଷୟବସ୍ତୁ

ବିକଳ୍ପ ଅନୁବାଦ: “ଯେଉଁ ଜଗତରେ ଅଧାର୍ମିକ ଲୋକ ଥିଲେ” () ଜଗତକୁ
ଅଧର୍ମ ଦ୍ୱାରା ବର୍ଣ୍ଣିତ କରାଯାଏ

ବିକଳ୍ପ ଅନୁବାଦ: “ଅଧାର୍ମିକ ଜଗତ” (ଦେଖନ୍ତୁ:
[[rc://en/ta/man/translate/figs-possession]])
2PE 2 6 xhcb grammar-connect-condition-fact καὶ 1 ଏଠାରେ

ଏବଂ** ଏକ ସର୍ତ୍ତମୂଳକ ବାକ୍ୟରେ ତୃତୀୟ ଅବସ୍ଥାର ଆରମ୍ଭକୁ ସୂଚିତ
କରେ ଯାହା [

୪

୦୪
.md)
ରୁ [

୧୦

୧୦

ମଧ୍ୟରେ ଉଲ୍ଲେଖ ଅଛି

md)
ପିତର ଏହା ଏକ ଅନୁମାନିକ ସମ୍ଭାବନା ବୋଲି କହନ୍ତି

କିନ୍ତୁ ଏହାର ଅର୍ଥ ଏହା ସତ୍ୟ

ଯଦି ଆପଣଙ୍କ ଭାଷା କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ
ଏହିପରି ବ୍ୟକ୍ତ କରେ ନାହିଁ

ଏବଂ ଯଦି ଆପଣଙ୍କ ପାଠକମାନେ ପିତର
ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝିପାରନ୍ତି ତେବେ

ଆପଣ ତାଙ୍କ ବାକ୍ୟକୁ
ଏକ ଦୃଡ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯେହେତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]])
2PE 2 6 ap1j figs-infostructure καὶ πόλεις Σοδόμων καὶ Γομόρρας τεφρώσας καταστροφῇ κατέκρινεν 1 ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ
ହେବ

ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନପାରିବେ

ବିକଳ୍ପ ଅନୁବାଦ: “ଏବଂ ସେ ସଦୋମ
ଏବଂ ଗୋମୋରା ନଗରଗୁଡ଼ିକୁ ପାଉଁଶରେ ପରିଣତ କରି ଧ୍ୱଂସ କରି ଦଣ୍ଡ କଲେ” (ଦେଖନ୍ତୁ:
[[rc://en/ta/man/translate/figs-infostructure]])

Can't render this file because it contains an unexpected character in line 2 and column 9170.