diff --git a/en_tn_64-2JN.tsv b/en_tn_64-2JN.tsv index a1816df..95db174 100644 --- a/en_tn_64-2JN.tsv +++ b/en_tn_64-2JN.tsv @@ -1,5 +1,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNote -2JN front intro vpa9 0 # 2 ଯୋହନ ପୁସ୍ତକର ପରିଚୟ

## ଭାଗ 1: ସାଧାରଣ ପରିଚୟ

### 2 ଯୋହନର ରୂପରେଖା

1\. ଅଭିବାଦନ (1: 1-3)

2\. ପରସ୍ପରକୁ ଭଲ ପାଇବା ପାଇଁ ଉତ୍ସାହ ଏବଂ ଆଦେଶ (୧: -6-))

3\. ମିଥ୍ୟା ଶିକ୍ଷକମାନଙ୍କ ବିଷୟରେ ଚେତାବନୀ (1: 7-11)

4\. ପତ୍ରର ସମାପ୍ତି (1: 12-13)

### 2 ଯୋହନ ପୁସ୍ତକ କିଏ ଲେଖିଛନ୍ତି ?

ଏହି ପତ୍ରର ଲେଖକ ନିଜକୁ କେବଳ ଜଣେ “ପ୍ରାଚୀନ” ଭାବେ ପରିଚୟ ଦିଅନ୍ତି । କିନ୍ତୁ ଏହି ପତ୍ରର ବିଷୟ ଯୋହନଙ୍କ ସୁସମାଚାର ସହ ସମାନ ଅଟେ । ୨ୟ ଯୋହନର ବିଷୟବସ୍ତୁ ଯୋହନଙ୍କ ସୁସମାଚାର ସହିତ ସମାନ ଅଟେ । ଏହା ସୂଚିତ କରେ ଯେ ପ୍ରେରିତ ଯୋହନ ଏହି ପତ୍ର ଲେଖିଛନ୍ତି ଏବଂ ସେ ହୁଏତ ତାଙ୍କ ଜୀବନର ଶେଷ ସମୟରେ ଏହା ଲେଖିଥିବେ।

### 2 ଯୋହନ ପୁସ୍ତକଟି କାହାକୁ ଲେଖାଯାଇଛି?

ଯୋହନ ଏହି ପତ୍ର ଜଣେ ବ୍ୟକ୍ତିଙ୍କ ନିକଟକୁ ଲେଖିଛନ୍ତି ଯାହାଙ୍କୁ ସେ ଜଣେ “ମନୋନୀତା ମହିଳା” ଓ “ତାହାଙ୍କ ସନ୍ତାନଗଣ” ଭାବେ ସମ୍ଭୋଧନ କରନ୍ତି (1:1) । ଏହା କୌଣସି ଜଣେ ନିର୍ଦ୍ଧିଷ୍ଟ ମହିଳା ଓ ତାହାଙ୍କ ସନ୍ତାନମାନଙ୍କ ବିଷୟରେ ଉଲ୍ଲେଖ କରେ । କିମ୍ବା ଏହା କୌଣସି ଗୋଟିଏ ନିର୍ଦ୍ଧିଷ୍ଟ ବିଶ୍ବାସୀମାନଙ୍କ ଦଳକୁ, କିମ୍ବା ସାମୂହିକଭାବେ ବିଶ୍ବାସୀମାନଙ୍କ ବିଷୟରେ ଉଲ୍ଲେଖ କରେ । ଯୋହନ ତାଙ୍କ ସହିତ ମଣ୍ଡଳୀକୁ 13 ପଦରେ “ତୁମ୍ଭର ମନୋନୀତ ଭଉଣୀର ସନ୍ତାନ” ବୋଲି ଉଲ୍ଲେଖ କରନ୍ତି । ଗ୍ରୀକ୍ ଭାଷାରେ "ମଣ୍ଡଳୀ" ଶବ୍ଦଟି ଏକ ନାରୀ ବିଶେଷ୍ୟ ହୋଇଥିବାରୁ ଏହା ସହଜରେ ଏକ ରୂପକ ରୂପେ ବୁଝି ହେବ ହେବ । ( [[rc://en/ta/man/translate/figs-metaphor]] ଦେଖନ୍ତୁ)

**2 ଯୋହନ କେଉଁ ବିଷୟରେ ଉଲ୍ଲେଖ କରେ?**

ଯୋହନ ଏହି ପତ୍ରରେ ବିଶ୍ଵାସୀମାନଙ୍କ ଏକ ନିର୍ଦ୍ଦିଷ୍ଟ ମଣ୍ଡଳୀକୁ ସମ୍ବୋଧିତ କରନ୍ତି। ଯୋହନ ତାହାଙ୍କ ପାଠକମାନଙ୍କୁ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସାବଧାନ କରାଇବା ଉଦ୍ଦେଶ୍ୟ ଏହି ପତ୍ର ଲେଖିଥିଲେ । ଯୋହନ ଚାହୁଁ ନଥିଲେ ଯେ ବିଶ୍ବାସୀମାନେ ଭଣ୍ଡ ଶିକ୍ଷକମାନଙ୍କୁ ସାହାଯ୍ୟ କରନ୍ତୁ କିମ୍ବା ଅର୍ଥ ଦାନ କରନ୍ତୁ ।

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକର ନାମକୁ ଏହାର ପାରମ୍ପରିକ ନାମ “2 ଯୋହନ” ବା “ଦ୍ଵିତୀୟ ଯୋହନ” ବୋଲି ଅନୁବାଦ କରିପାରନ୍ତି । କିମ୍ବା ସେମାନେ ଭିନ୍ନ ଏକ ଶୀର୍ଷକ ବାଛି ପାରନ୍ତି, ଯେପରିକି “ଯୋହନଙ୍କଠାରୁ ଦ୍ଵିତୀୟ ପତ୍ର” ବା “ଯୋହନଙ୍କ ଲିଖିତ ଦ୍ଵିତୀୟ ପତ୍ର ।” ([[rc://en/ta/man/translate/translate-names]]ଦେଖନ୍ତୁ)

## ଭାଗ 2: ଗୁରୁତ୍ବପୂର୍ଣ୍ଣ ଧର୍ମ ଓ ସାଂସ୍କୃତିକ ଧାରଣାଗୁଡ଼ିକ

### ଆତିଥ୍ୟସତ୍କାର କ’ଣ ଅଟେ?

ପାଶ୍ଚାତ୍ୟ ଦେଶରେ ଆତିଥ୍ୟସତ୍କାର ଏକ ଗୁରୁତ୍ବପୁର୍ଣ୍ଣ ପ୍ରଥା ଥିଲା । ଏହା ବିଦେଶୀୟମାନଙ୍କ ପ୍ରତି କିମ୍ବା ବାହାର ଲୋକମାନଙ୍କ ସହିତ ବନ୍ଧୁତା ସ୍ଥାପନ କରିବା ଏବଂ ଯେତେବେଳେ ସେମାନେ ଆବଶ୍ୟକ କରନ୍ତି ସେମାନଙ୍କୁ ସାହାଯ୍ୟ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା । ଯୋହନ ଚାହୁଁଥିଲେ ବିଶ୍ବାସୀମାନେ ଅତିଥିମାନଙ୍କୁ ଆତିଥ୍ୟ ପ୍ରଦାନ କରନ୍ତୁ। କିନ୍ତୁ, ସେ ଚାହୁଁ ନଥିଲେ ବିଶ୍ବାସୀମାନେ ଭଣ୍ଡ ଶିକ୍ଷକମାନଙ୍କୁ ଆତିଥ୍ୟ ପ୍ରଦାନ କରନ୍ତୁ।

### ଯୋହନ କେଉଁ ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ?

ଯୋହନ ସମ୍ଭବତଃ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ନାସ୍ତିକ ତଥା ପରବର୍ତ୍ତୀ ସମୟରେ ଜ୍ଞାନୀ ଶିକ୍ଷକ (Gnostics) ଭାବେ ପରିଚିତ ଥିଲେ । ଏହି ଲୋକମାନେ ବିଶ୍ବାସ କଲେ ଯେ ଭୌତିକ ଜଗତ ମନ୍ଦ ଥିଲା । ସେମାନେ ଯୀଶୁଙ୍କୁ ଈଶ୍ଵର ହେବା ବିଶ୍ବାସ କଲେ କିନ୍ତୁ ସେମାନେ ପ୍ରତ୍ୟାଖାନ କଲେ ଯେ ସେ ପ୍ରକୃତରେ ଜଣେ ମନୁଷ୍ୟ ଥିଲେ । ଯେହେତୁ ସେମାନେ ଭାବୁଥିଲେ ଯେ ଈଶ୍ଵର ମନୁଷ୍ୟ ହୋଇପାରିବେ ନାହିଁ ଯେହେତୁ ଭୌତିକ ଶରୀର ମନ୍ଦ ଅଟେ । ( [[rc://en/tw/dict/bible/kt/evil]] ଦେଖନ୍ତୁ)

## **ଭାଗ** **3:** **ଗୁରୁତ୍ୱପୂର୍ଣ୍ଣ ଅନୁବାଦ ସମସ୍ୟାଗୁଡ଼ିକ**

### **2** **ଯୋହନଙ୍କ ପୁସ୍ତକର ମୁଖ୍ୟ ପାଠ୍ୟ ପ୍ରସଙ୍ଗଗୁଡ଼ିକର ସମସ୍ୟାଗୁଡ଼ିକ କ’ଣ****?** +2JN front intro vpa9 0 # 2 ଯୋହନ ପୁସ୍ତକର ପରିଚୟ

### **2** **ଯୋହନଙ୍କ ପୁସ୍ତକର ମୁଖ୍ୟ ପାଠ୍ୟ ପ୍ରସଙ୍ଗଗୁଡ଼ିକର ସମସ୍ୟାଗୁଡ଼ିକ କ’ଣ****?**

1:12 ରେ, ବାଇବେଲର ଅଧିକାଂଶ ଆଧୁନିକ ସଂସ୍କରଣ “ଆମ୍ଭର ଆନନ୍ଦ” ବୋଲି ଉଲ୍ଲେଖ କରେ। ସେଠାରେ ଆଉ ଏକ ପାରମ୍ପାରିକ ସଂସ୍କରଣ ଅଛି ଯାହା “ତୁମ୍ଭର ଆନନ୍ଦ” ବୋଲି ଉଲ୍ଲେଖ କରେ । ଯଦି ଆପଣଙ୍କ ଅଞ୍ଚଳରେ ବାଇବେଲର ଏକ ସଂସ୍କରଣ ପୂର୍ବରୁ ଅଛି ତେବେ ଆପଣ ଆପଣଙ୍କ ଅନୁବାଦରେ ସେହି ସଂସ୍କରଣର ବାକ୍ୟକୁ  ବ୍ୟବହାର କରି ପାରିବେ । ଯଦି ନୁହେଁ, ଆପଣ ଅଧିକାଂଶ ବାଇବେଲ ପଣ୍ଡିତମାନେ ପ୍ରାମାଣିକ ବୋଲି ବିବେଚନା କରୁଥିବା ଏବଂ “ଆମ୍ଭର ଆନନ୍ଦ” ବୋଲି ଉଲ୍ଲେଖ ଥିବା  ସଂସ୍କରଣକୁ ଅନୁସରଣ କରିପାରନ୍ତି ।ଏହି କ୍ଷେତ୍ରରେ, “ଆମ୍ଭର” ଉଭୟ ଯୋହନ ଏବଂ ପତ୍ରର ପ୍ରାପ୍ତକର୍ତ୍ତାଙ୍କୁ ଅନ୍ତର୍ଭୁକ୍ତ କରିବ ।( [[rc://en/ta/man/translate/translate-textvariants]]) ଦେଖନ୍ତୁ 2JN 1 1 ma4c figs-you 0 General Information: ପାରମ୍ପରିକ ପ୍ରଥା ପ୍ରେରିତ ଯୋହନଙ୍କୁ ଏହି ପତ୍ରର ଲେଖକ ଭାବେ ପରିଚୟ ପ୍ରଦାନ କରେ । ଯଦିଓ ସମ୍ଭବତଃ ଜଣେ ମହିଳାଙ୍କ ନିକଟକୁ ବ୍ୟକ୍ତିଗତଭାବେ ସମ୍ଭୋଧନ କଲେ, କାରଣ ସେ ଉଲ୍ଲେଖ କରନ୍ତି ଯେ ସେମାନେ “ପରସ୍ପରକୁ ପ୍ରେମ କରିବା” ଉଚିତ୍, ଏହା ସମ୍ଭବତଃ ଏକ ମଣ୍ଡଳୀ ନିକଟକୁ ଲେଖାଯାଇଅଛି । ଏହି ପତ୍ରରେ “ତୁମ୍ଭେ” ଓ “ତୁମ୍ଭର” ସମସ୍ତ ଦୃଷ୍ଟାନ୍ତସମୁହ ବହୁବଚନ ଅଟନ୍ତି ନତୁବା ଉଲ୍ଲେଖ କରାଯାଇ ନଥାନ୍ତା । ଏହି ପତ୍ରରେ, ଯୋହନ “ଆମ୍ଭମାନଙ୍କୁ” ଏବଂ “ଆମ୍ଭମାନଙ୍କର” ଶବ୍ଦଟି ବ୍ୟବହାର କରିବା ଦ୍ବାରା ଆପଣାକୁ ଏବଂ ତାହାଙ୍କ ପାଠକମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି । (ଦେଖ:[[rc://en/ta/man/translate/figs-you]] ଏବଂ[[rc://en/ta/man/translate/figs-inclusive]]) 2JN 1 1 z4tk figs-explicit ὁ πρεσβύτερος; ἐκλεκτῇ κυρίᾳ καὶ τοῖς τέκνοις αὐτῆς 1 From the elder to the chosen lady and her children ଏହି ପ୍ରକାରେ ପତ୍ରଗୁଡିକ ଆରମ୍ଭ ହେଲା । ଲେଖକଙ୍କ ନାମକୁ ସୁସ୍ପଷ୍ଟ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ମୁଁ, ପ୍ରାଚୀନ ଯୋହନ, ମାନୋନୀତା ମହିଳା ଓ ତାହାଙ୍କ ସନ୍ତାନଗଣଙ୍କ ନିକଟକୁ ଏହି ପତ୍ର ଲେଖୁଅଛି” (ଦେଖ:[[rc://en/ta/man/translate/figs-explicit]]) 2JN 1 1 z9f1 ὁ πρεσβύτερος 1 the elder ଏହା ଯୋହନଙ୍କୁ, ପ୍ରେରିତ ଓ ଯୀଶୁଙ୍କ ଶିଷ୍ୟ ହେବା ସୁଚିତ କରେ । ସେ ଆପଣାକୁ ଜଣେ “ପ୍ରାଚୀନ” ସ୍ବରୁପ ଉଲ୍ଲେଖ କରନ୍ତି, କାରଣ ତାହାଙ୍କ ବୃଦ୍ଧ ବୟସ୍କର କାରଣରୁ କିମ୍ବା ସେ ମଣ୍ଡଳୀରେ ଜଣେ ଅଧକ୍ଷ ଅଟନ୍ତି ।