Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 03:20:11 +00:00
parent 43a76687f2
commit 7af02bf127
1 changed files with 1 additions and 1 deletions

View File

@ -43,7 +43,7 @@ LUK 1 13 p98p γεννήσει υἱόν σοι 1
LUK 1 14 n654 figs-doublet ἔσται χαρά σοι καὶ ἀγαλλίασις 1 There will be joy and gladness to you **ଆନନ୍ଦ** ଓ **ଉଲ୍ଲାସ** ଶବ୍ଦର ଅର୍ଥ ସମାନ ଅଟେ । ଦୂତ ଗୁରୁତ୍ୱ ଦେବା ପାଇଁ ସେଗୁଡ଼ିକୁ
ଏକତ୍ର ବ୍ୟବହାର କରନ୍ତି । ବିକଳ୍ପ
ଅନୁବାଦ: “ତୁମ୍ଭେ ବହୁତ ଖୁସି ହେବ” (ଦେଖନ୍ତୁ:
[[rc://en/ta/man/translate/figs-doublet]])
LUK 1 14 q1p8 ἐπὶ τῇ γενέσει αὐτοῦ 1 at his birth ଅନେକ ଲୋକ ଆନନ୍ଦିତ ହେବାର କାରଣକୁ **ରେ** ଶବ୍ଦଟି ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “କାରଣ ସେ ଜନ୍ମ
ହୋଇଛନ୍ତି” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 15 td57 ἔσται γὰρ μέγας 1 For he will be great ଯୋହନଙ୍କ ଜନ୍ମରେ ଲୋକମାନେ କାହିଁକି ଆନନ୍ଦିତ ହେବେ ତାହା **କାରଣ** ଶବ୍ଦଟି ପରିଚିତ କରାଏ । ବିକଳ୍ପ ଅନୁବାଦ: “ଏହା ହେବ କାରଣ
ସେମାନେ କହିବାକୁ ସମର୍ଥ ହେବେ ଯେ ସେ ଜଣେ ମହାନ ବ୍ୟକ୍ତି ହେବେ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 1 15 sz79 ἔσται ... μέγας ἐνώπιον τοῦ Κυρίου 1 he will be great in the sight of the Lord ଏହି ଅଭିବ୍ୟକ୍ତିର ଅର୍ଥ
“ପ୍ରଭୁଙ୍କ ସମ୍ମୁଖରେ,”
ଅର୍ଥାତ୍ “ଯେଉଁଠାରେ
ପ୍ରଭୁ ତାଙ୍କୁ ଦେଖିପାରିବେ ।” ଦୃଶ୍ୟ, ପ୍ରତିବଦଳରେ, ସାଙ୍କେତିକ ଭାବରେ ଧ୍ୟାନ ଏବଂ
ବିଚାରକୁ ପ୍ରତିପାଦିତ କରେ । ବିକଳ୍ପ
ଅନୁବାଦ: “ଈଶ୍ଵର ତାଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 15 sz79 ἔσται ... μέγας ἐνώπιον τοῦ Κυρίου 1 he will be great in the sight of the Lord ଏହି ଅଭିବ୍ୟକ୍ତିର ଅର୍ଥ “ପ୍ରଭୁଙ୍କ ସମ୍ମୁଖରେ,” ଅର୍ଥାତ୍ “ଯେଉଁଠାରେ ପ୍ରଭୁ ତାଙ୍କୁ ଦେଖିପାରିବେ ।” ଦୃଶ୍ୟ, ପ୍ରତିବଦଳରେ, ସାଙ୍କେତିକ ଭାବରେ ଧ୍ୟାନ ଏବଂ ବିଚାରକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ତାଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରିବେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 15 hgb9 figs-activepassive Πνεύματος Ἁγίου πλησθήσεται 1 he will be filled with the Holy Spirit ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ପବିତ୍ରଆତ୍ମା ତାଙ୍କୁ ଶକ୍ତିଯୁକ୍ତ କରିବେ” ବା “ପବିତ୍ରଆତ୍ମା ତାଙ୍କୁ ନେତୃତ୍ଵ ଦେବେ” I ଜଣେ ବ୍ୟକ୍ତି ପ୍ରତି ଏକ ମନ୍ଦ ଆତ୍ମା ହୁଏତ ଯାହା କରିପାରେ ଏହା ସେପ୍ରକାର ଯେପରି ନ ଲାଗେ ଏହା ସୁନିଶ୍ଚିତ କର (ଦେଖ: [[rc://or/ta/man/translate/figs-activepassive]] )
LUK 1 15 ie95 ἐκ κοιλίας μητρὸς αὐτοῦ 1 from his mother's womb ସେ ଆପଣା ମାତାର ଗର୍ଭରେ ଥିବା ସମୟରେ ବା “ଏପରି କି ସେ ଜନ୍ମ ହେବା ପୂର୍ବରୁ”
LUK 1 16 x36x figs-metaphor καὶ πολλοὺς τῶν υἱῶν Ἰσραὴλ ἐπιστρέψει ἐπὶ Κύριον, τὸν Θεὸν αὐτῶν 1 He will turn many of the sons of Israel back to the Lord their God ଏଠାରେ “ପରିବର୍ତ୍ତିତ ହୁଅ” ଅନୁତାପ କରୁଥିବା ଓ ପ୍ରଭୁଙ୍କର ଉପାସନା କରୁଥିବା ଜଣେ ବ୍ୟକ୍ତିକୁ ସୂଚାଉଥିବା ଏକ ରୂପକ I ଏହାକୁ ସକ୍ରିୟ ବାକ୍ୟ ଭାବରେ ଉଲ୍ଲେଖ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ ଇସ୍ରାଏଲର ଅନେକ ଲୋକଙ୍କୁ ମନଫେରଣ କରିବାକୁ ଓ ସେମାନଙ୍କ ପ୍ରଭୁ ଈଶ୍ୱରଙ୍କ ଉପାସନା କରିବାକୁ କଢ଼ାଇ ଆଣିବ” (ଦେଖ: [[rc://or/ta/man/translate/figs-metaphor]] ଏବଂ [[rc://or/ta/man/translate/figs-activepassive]])

Can't render this file because it is too large.