Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-26 13:04:57 +00:00
parent d3aa2e2ce9
commit 7a48afc440
1 changed files with 5 additions and 5 deletions

View File

@ -219,11 +219,11 @@ JAS 3 17 by2l ἀνυπόκριτος 1 and sincere ବିକଳ୍ପ ଅନ
JAS 3 18 md56 figs-metaphor καρπὸς ... δικαιοσύνης ἐν εἰρήνῃ σπείρεται, τοῖς ποιοῦσιν εἰρήνην 1 The fruit of righteousness is sown in peace among those who make peace ଯାକୁବ ସାଙ୍କେତିକ ଭାବରେ ଉଲ୍ଲେଖ କରନ୍ତି ଯେ ଯେଉଁମାନେ **ଶାନ୍ତି ସ୍ଥାପନ** କରନ୍ତି ସେମାନେ ଯେପରି  ବୀଜ  ବୁଣୁଛନ୍ତି, ଏବଂ ଧାର୍ମିକତା ଯେପରି ସେହି ବୀଜରୁ **ଫଳେ** । ବିକଳ୍ପ ଅନୁବାଦ: “ଯେଉଁମାନେ ଶାନ୍ତି ସ୍ଥାପନ କରିବାକୁ ଶାନ୍ତିରେ କାର୍ଯ୍ୟ କରନ୍ତି ସେମାନେ ଧାର୍ମିକତା ଉତ୍ପନ୍ନ କରନ୍ତି” (:[[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 3 18 htr1 figs-abstractnouns ποιοῦσιν εἰρήνην 1 make peace ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ତେବେ ଆପଣ ସମାନ ଅଭିବ୍ୟକ୍ତି ସହିତ ଭାବ ବାଚକ ବିଶେଷ୍ୟ **ଧାର୍ମିକତା** ଏବଂ **ଶାନ୍ତି** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ । ବିକଳ୍ପ ଅନୁବାଦ: “ଯେଉଁମାନେ ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ର ଜୀବନଯାପନ କରିବାରେ ସାହାଯ୍ୟ କରିବାକୁ ଶାନ୍ତିପୂର୍ଣ୍ଣ ଭାବରେ କାର୍ଯ୍ୟ କରନ୍ତି ସେମାନେ ଲୋକମାନଙ୍କୁ ଉଚିତ ମାର୍ଗରେ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି” (:[[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 4 intro r6vv 0 # ଯାକୁବ 4 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ସାଂସାରିକ ଇଚ୍ଛା ଏବଂ ପାପ ଏବଂ ସେଗୁଡ଼ିକସୃଷ୍ଟି କରୁଥିବା ଦ୍ୱନ୍ଦ (4:1-12)
2. ଆସନ୍ତାକାଲି ବିଷୟରେ ଦର୍ପ କରିବା ବିଷୟରେ ଚେତାବନୀ (4:13-17)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ବ୍ୟଭିଚାର

ବାଇବେଲର ଲେଖକମାନେ ଅନେକଥର ସେହି ଲୋକମାନଙ୍କ ନିମନ୍ତେ ରୂପକ ଭାବେ ବ୍ୟଭିଚାରି ବିଷୟରେ କହିଛନ୍ତି ଯେଉଁମାନେ ଈଶ୍ଵରଙ୍କୁ ପ୍ରେମ କରନ୍ତି ବୋଲି କହନ୍ତି କିନ୍ତୁ ଯାହା ଈଶ୍ବର ଘୃଣା କରନ୍ତି ତାହା କରନ୍ତି । ଯାକୁବ [4:4](https://create.translationcore.com/04/04.md)ରେ ସମାନ ରୂପକ ବ୍ୟବହାର କରନ୍ତି । ( [[rc://or/ta/man/translate/figs-metaphor]] ଏବଂ [[rc://or/tw/dict/bible/kt/godly]] ଦେଖନ୍ତୁ’)
JAS 4 1 q3pd 0 General Information: ଏହି ଭାଗରେ, ଶବ୍ଦସମୁହ “ତୁମ୍ଭେମାନେ ନିଜେ,” “ତୁମର” ଓ “ତୁମେମାନେ” ବହୁବଚନ ଅଟେ ଏବଂ ଯାକୁବ ଯେଉଁମାନଙ୍କ ନିକଟକୁ ଲେଖୁଛନ୍ତି ସେହି ବିଶ୍ବସୀମାନଙ୍କୁ ବୁଝାଏ ।
JAS 4 1 k21j 0 Connecting Statement: ଯାକୁବ ଏହି ବିଶ୍ବାସୀମାନଙ୍କୁ ସେମାନଙ୍କ ଜାଗତିକ ମନା ଓ ନମ୍ରତାର ଅଭାବର କାରଣରୁ ସେମାନଙ୍କୁ ଅନୁଯୋଗ କରନ୍ତି । ପୁଣି ସେ ସେମାନଙ୍କୁ ପରସ୍ପର ପ୍ରତି କିପରି ଆଚରଣ କରନ୍ତି ସେହି ବିଷୟରେ ଧ୍ୟାନ ଦେବା ନିମନ୍ତେ ଅନୁରୋଧ କରନ୍ତି ।
JAS 4 1 ub82 figs-doublet πόθεν πόλεμοι καὶ πόθεν μάχαι ἐν ὑμῖν? 1 Where do quarrels and disputes among you come from? “ଯୁଦ୍ଧ” ଏବଂ “ବିବାଦ” ଏହି ଭାବବାଚକ ବିଶେଷ୍ୟର ଅର୍ଥ ସମାନ ଅର୍ଥ ଅଟେ ଏବଂ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କାହିକି ତୁମେମାନେ ନିଜ ନିଜ ମଧ୍ୟରେ ଯୁଦ୍ଧ ଏବଂ ବିବାଦ କରୁଅଛ ?” ବା “କାହିକି ତୁମେମାନେ ନିଜ ନିଜ ମଧ୍ୟରେ ବିବାଦ କରୁଅଛ ?” (ଦେଖ: [[rc://or/ta/man/translate/figs-doublet]] ଏବଂ [[rc://or/ta/man/translate/figs-abstractnouns]])
JAS 4 1 pqx2 figs-rquestion οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି । ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେଗୁଡିକ ସେହି ବିଷୟ ପ୍ରତି ତୁମମାନଙ୍କ ମନ୍ଦ ଅଭିଳାଷରୁ ଜାତ ହୁଏ, ଯେଉଁ ଅଭିଳାଷ ତୁମର ସଦସ୍ୟମାନଙ୍କ ମଧ୍ୟରେ ବିବାଦର କାରଣ ହୋଇଥାଏ ।” ବା “ମନ୍ଦ ବିଷୟ ପ୍ରତି ରହିଥିବା ତୁମମାନଙ୍କ ଅଭିଳାଷରୁ ସେଗୁଡିକ ଜାତ ହୁଏ, ଯେଉଁ ଅଭିଳାଷ ଗୁଡିକ ତୁମର ସଦସ୍ୟମାନଙ୍କ ମଧ୍ୟରେ ବିବାଦର କାରଣ ହୋଇଥାଏ ।” (ଦେଖ: [[rc://or/ta/man/translate/figs-rquestion]])
JAS 4 1 vpe2 figs-personification οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ଯାକୁବ ଅଭିଳାଷ ବିଷୟରେ କହନ୍ତି ଯେପରି ସେମାନେ ଶତ୍ରୁ ଥିଲେ ଯେଉଁମାନେ ବିଶ୍ବାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ବେତନ ପାଉଥିଲେ । ବାସ୍ତବାରେ, ଯଦିୟବା, ଏହା ସେହି ଲୋକମାନେ ଅଟନ୍ତି ଯେଉଁମାନେ ସେମାନଙ୍କ ମଧ୍ୟରେ ଯୁଦ୍ଧ କରିବା ନିମନ୍ତେ ଇଚ୍ଛା କରିଥାନ୍ତି । ଅନ୍ୟ ଏକ ଅନୁବାଦରେ: “ସେଗୁଡିକ ମନ୍ଦ ବିଷୟ ପ୍ରତି ରହିଥିବା ତୁମମାନଙ୍କ ଅଭିଳାଷରୁ ଜାତ ହୁଏ, ଯଦ୍ବାରା ତୁମେମାନେ ପରିଶେଷରେ ନିଜ ନିଜର କ୍ଷତି କରିଥାଅ” (ଦେଖ: [[rc://or/ta/man/translate/figs-personification]])
JAS 4 1 q3pd 0 General Information:
JAS 4 1 k21j 0 Connecting Statement:
JAS 4 1 ub82 figs-doublet πόθεν πόλεμοι καὶ πόθεν μάχαι ἐν ὑμῖν? 1 Where do quarrels and disputes among you come from? **ଯୁଦ୍ଧ** ଓ **ବିବାଦ** ଶବ୍ଦର ଅର୍ଥ ସମାନ ଅଟେ । ଗୁରୁତ୍ୱ ଦେବା ପାଇଁ ଯାକୁବ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ (ଏକ ବିବୃତ୍ତି ଭାବରେ): “ତୁମ୍ଭମାନଙ୍କ ମଧ୍ୟରେ ଥିବା କ୍ରମାଗତ ବିବାଦ କେଉଁଠାରୁ ଆସିଛି ତାହା ମୁଁ ତୁମ୍ଭମାନଙ୍କୁ କହିବି”(: [[rc://en/ta/man/translate/figs-doublet]]ଦେଖନ୍ତୁ)
JAS 4 1 pqx2 figs-rquestion οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ଥିବା ବିବାଦ କେଉଁଠାରୁ ଆସିଛି ତାହା ମୁଁ ତୁମ୍ଭମାନଙ୍କୁ କହିବି”(: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 4 1 vpe2 figs-personification οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ପୂର୍ବ ଟିପ୍ପଣୀରେ ଆଲୋଚନା ହୋଇଥିବା ସମସ୍ତ ବିଷୟରେ, ଯାକୁବ କାମନା ବିଷୟରେ ସାଙ୍କେତିକ ଭାବରେ କହିବେ ଯେପରି ସେମାନେ ଜୀବନ୍ତ ବିଷୟ ଅଟନ୍ତି ଯାହା ଯୁଦ୍ଧ କରିପାରେ । ବିକଳ୍ପ ଅନୁବାଦ: (1) “ତୁମ୍ଭ ଭିତରେ ଥିବା କାମନା, ଯାହା ତୁମଭେ ଯାହା ଚାହୁଁଛ ତାହା ପାଇବା ପାଇଁ ଯୁଦ୍ଧ କରାଏ” (2) “ତୁମ୍ଭର କାମନା, ଯାହା ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ କେତେକ ବିଷୟର ମୂଲ୍ୟବୋଧ ଜାଣିବାକୁ ବାଧ୍ୟ କରେ” କିମ୍ବା (3) ତୁମ୍ଭର କାମନା, ଯାହା ତୁମ୍ଭକୁ ଅନ୍ୟ ବିଶ୍ଵାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରାଏ ” (: [[rc://en/ta/man/translate/figs-personification]]
JAS 4 1 v5kg ἐν τοῖς μέλεσιν ὑμῶν 1 among your members ସମ୍ଭାବିତ ଅର୍ଥଗୁଡିକ ୧) ସ୍ଥାନୀୟ ବିଶ୍ବସୀମାନଙ୍କ ମଧ୍ୟରେ ବିବାଦ ହେବା, ବା ) ବିବାଦ, ଯାହାକି, ପ୍ରତ୍ୟେକ ବିଶ୍ବାସୀମାନଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରିବା ।
JAS 4 2 khh9 figs-hyperbole φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You kill and covet, and you are not able to obtain “ତୁମ୍ଭେମାନେ ହତ୍ୟ କରୁଅଛ” ବାକ୍ୟାଂଶ ଦର୍ଶାଏ ଯେ ଲୋକମାନେ ଯାହା ଚାହୁଁଛନ୍ତି ତାହା ପାଇବା ପାଇଁ କେତେ ମନ୍ଦ ଆଚରଣ କରିଥାନ୍ତି । ଏହାକୁ “ଯାହା କିଛି ଆପଣଙ୍କ ପାଖରେ ନାହିଁ ତାହାକୁ ପାଇବା ପାଇଁ ତୁମ୍ଭେମାନେ ସମସ୍ତ ପ୍ରକାରର ମନ୍ଦ କର୍ମ କରୁଅଛ” ସଦୃଶ ଅନୁବାଦ କରାଯାଇ ପାରିବ” (ଦେଖ: [[rc://or/ta/man/translate/figs-hyperbole]] )
JAS 4 2 v9m8 figs-doublet μάχεσθε καὶ πολεμεῖτε 1 You fight and quarrel “ଯୁଦ୍ଧ” ଓ “ବିବାଦ”ର ସାଧାରଣ ଅର୍ଥ ସମାନ ଅଟେ । ଲୋକମାନେ ସେମାନଙ୍କ ମଧ୍ୟରେ କିପ୍ରକାରେ ବାକ୍ ଯୁଦ୍ଧ କରୁଛନ୍ତି ତାହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଯାକୁବ ସେଗୁଡିକୁ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସର୍ବଦା ବିବାଦ କରୁଥାଅ” (ଦେଖ : [[rc://or/ta/man/translate/figs-doublet]])

Can't render this file because it contains an unexpected character in line 2 and column 3842.