Update 'en_tn_44-JHN.tsv'

This commit is contained in:
Amos Khokhar 2022-10-07 11:02:39 +00:00
parent 6daf79c91c
commit 79c6561d63
1 changed files with 1 additions and 4 deletions

View File

@ -1,8 +1,5 @@
Book Chapter Verse ID SupportReference OrigQuote Occurrence GLQuote OccurrenceNote
JHN front intro t6za 0 "# ଯୋହନଙ୍କ ସୁସମାଚାରର ପରିଚୟ
## ଭାଗ ୧: ସାଧାରଣ ପରିଚୟ
## ଯୋହନଙ୍କ ସୁସମାଚାରର ରୂପରେଖା
୧. ଯୀଶୁଙ୍କ ବିଷୟରେ ପରିଚୟ (୧: ୧–-୧୮) . ବାପ୍ତିଜକ ଯୋହନ ଯୀଶୁଙ୍କୁ ବାପ୍ତିଜିତ କରନ୍ତି, ଏବଂ ଯୀଶୁ ୧୨ ଜଣ ଶିଷ୍ୟ ମାନଙ୍କୁ ମନୋନୀତ କଲେ (୧: ୧୯-୫୧)୩. ଯୀଶୁ ଲୋକମାନଙ୍କୁ ପ୍ରଚାର କରନ୍ତି, ଶିକ୍ଷା ଦିଅନ୍ତି ଏବଂ ସୁସ୍ଥ କରନ୍ତି (୨–୧୧)୪. ଯୀଶୁଙ୍କ ମୃତ୍ୟୁର ସାତ ଦିନ ପୂର୍ବରୁ (୧୨–୧୯)* ମରୀୟମ ଯୀଶୁଙ୍କ ପାଦକୁ ଅଭିଷେକ କରନ୍ତି (୧୨:୧-୧୧)* ଯୀଶୁ ଏକ ଗଧରେ ଯିରୂଶାଲମକୁ ଆସନ୍ତି (୧୨: ୧୨-୧୯)* କେତେକ ଗ୍ରୀକଲୋକ ଯୀଶୁଙ୍କୁ ଦେଖିବାକୁ ଚାହାଁନ୍ତି (୧୨: -୩୬)* ଯିହୁଦୀ ନେତାମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି (୧୨: ୩୭–୫୦)* ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି (୧୩-୧୬)* ଯୀଶୁ ଆପଣା ଏବଂ ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି (୧୭)* ଯୀଶୁଙ୍କୁ ଗିରଫ କରାଯାଇ ବିଚାର ସ୍ଥାନକୁ ନିଆଯାଆନ୍ତି (୧୮:୧–୧୯: ୧୫)* ଯୀଶୁ କ୍ରୁଶବିଦ୍ଧ ହୋଇ ସମାଧି ଦିଆଯାଆନ୍ତି (୧୯:୧୬ -୪୨)
JHN front intro t6za 0 "# ଯୋହନଙ୍କ ସୁସମାଚାରର ପରିଚୟ ## ଭାଗ ୧: ସାଧାରଣ ପରିଚୟ ## ଯୋହନଙ୍କ ସୁସମାଚାରର ରୂପରେଖା ୧. ଯୀଶୁଙ୍କ ବିଷୟରେ ପରିଚୟ (୧: ୧–-୧୮) . ବାପ୍ତିଜକ ଯୋହନ ଯୀଶୁଙ୍କୁ ବାପ୍ତିଜିତ କରନ୍ତି, ଏବଂ ଯୀଶୁ ୧୨ ଜଣ ଶିଷ୍ୟ ମାନଙ୍କୁ ମନୋନୀତ କଲେ (୧: ୧୯-୫୧)୩. ଯୀଶୁ ଲୋକମାନଙ୍କୁ ପ୍ରଚାର କରନ୍ତି, ଶିକ୍ଷା ଦିଅନ୍ତି ଏବଂ ସୁସ୍ଥ କରନ୍ତି (୨–୧୧)୪. ଯୀଶୁଙ୍କ ମୃତ୍ୟୁର ସାତ ଦିନ ପୂର୍ବରୁ (୧୨–୧୯)* ମରୀୟମ ଯୀଶୁଙ୍କ ପାଦକୁ ଅଭିଷେକ କରନ୍ତି (୧୨:୧-୧୧)* ଯୀଶୁ ଏକ ଗଧରେ ଯିରୂଶାଲମକୁ ଆସନ୍ତି (୧୨: ୧୨-୧୯)* କେତେକ ଗ୍ରୀକଲୋକ ଯୀଶୁଙ୍କୁ ଦେଖିବାକୁ ଚାହାଁନ୍ତି (୧୨: -୩୬)* ଯିହୁଦୀ ନେତାମାନେ ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି (୧୨: ୩୭–୫୦)* ଯୀଶୁ ଆପଣା ଶିଷ୍ୟମାନଙ୍କୁ ଶିକ୍ଷା ଦିଅନ୍ତି (୧୩-୧୬)* ଯୀଶୁ ଆପଣା ଏବଂ ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତି (୧୭)* ଯୀଶୁଙ୍କୁ ଗିରଫ କରାଯାଇ ବିଚାର ସ୍ଥାନକୁ ନିଆଯାଆନ୍ତି (୧୮:୧–୧୯: ୧୫)* ଯୀଶୁ କ୍ରୁଶବିଦ୍ଧ ହୋଇ ସମାଧି ଦିଆଯାଆନ୍ତି (୧୯:୧୬ -୪୨)
୫. ଯୀଶୁ ମୃତ୍ୟୁରୁ ପୁନରୁ‌ତ୍‌ଥିତ ହୁଅନ୍ତି (: ୧–୨୯)
୬. ଯୋହନ କାହିଁକି ଏହି ସୁସମାଚାର ଲେଖିଲେ ତାହା ଉଲ୍ଲେଖ କରନ୍ତି (: ୩୦-୩୧)
୭. ଯୀଶୁ ଶିଷ୍ୟମାନଙ୍କ ସହ ସାକ୍ଷାତ କରନ୍ତି (୨୧)

Can't render this file because it is too large.