Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 17:40:10 +00:00
parent 527f7dd61f
commit 7852b3ff02
1 changed files with 1 additions and 0 deletions

View File

@ -359,3 +359,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 5 j059 writing-pronouns αὐτοῦ…αὐτῷ 1 his … him ଏହି ପଦରେ ତାହାଙ୍କର ଏବଂ ତାହାଙ୍କ ସର୍ବନାମ  ଈଶ୍ଵରଙ୍କୁ  ସୂଚାଏ । ବିକଳ୍ପ ଅନୁବାଦ: “ଈଶ୍ଵର … ଈଶ୍ଵରଙ୍କର ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 5 j060 figs-activepassive ἀληθῶς ἐν τούτῳ ἡ ἀγάπη τοῦ Θεοῦ τετελείωται 1 in this one truly the love of God has been perfected ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କ୍ରିୟାଶୀଳ କ୍ରିୟାପଦରେ ଏକ କର୍ତ୍ତୁବାଚ୍ୟ କ୍ରିୟା ପଦ ସିଦ୍ଧ ହୋଇଅଛି ବ୍ୟବହାର କରିପାରିବେ । କ୍ରିୟା କରୁଥିବା ବ୍ୟକ୍ତି କିମ୍ବା ବିଷୟ ନିର୍ଭର କରେ ଯେ ଆପଣ କିପରି ଈଶ୍ଵରଙ୍କ ପ୍ରେମ ବାକ୍ୟାଂଶକୁ ଅନୁବାଦ କରିବାକୁ ନିଷ୍ପତ୍ତି ନିଅନ୍ତି (ପୂର୍ବ ଟିପ୍ପଣୀ ଦେଖନ୍ତୁ) । ବିକଳ୍ପ ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ଈଶ୍ଵରଙ୍କୁ  ସମ୍ପୂର୍ଣ୍ଣ ଭାବରେ ପ୍ରେମ କରେ” କିମ୍ବା “ଈଶ୍ଵରଙ୍କ ପ୍ରେମ ସେହି ବ୍ୟକ୍ତିର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିସାରିଛି” । ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 5 jdzb figs-metaphor ἐν τούτῳ γινώσκομεν ὅτι ἐν αὐτῷ ἐσμεν 1 The word <br><br>**this** could be referring to (1) what John is about to say in verse 6, or (2) what John has just said in verse 5, or (3) both. If your language allows it, you could choose option (3), since both verses are talking about completely obeying God, but most languages will need to choose one or the other. (See: [[rc://en/ta/man/translate/figs-metaphor]])
1JN 2 6 j061 figs-metaphor ἐν αὐτῷ μένειν 1 he remains in him ଯୋହନ ପୁଣି ଥରେ ଆଳଙ୍କାରିକ ଭାବରେ ବିଶ୍ଵାସୀମାନେ ଈଶ୍ଵରଙ୍କ ଭିତରେ ବାସପାରନ୍ତି ବୋଲି ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ସେ ଈଶ୍ଵରଙ୍କ ଘନିଷ୍ଠ ବନ୍ଧୁ ଅଟେ” କିମ୍ବା “ଈଶ୍ଵରଙ୍କ ସହିତ ତାହାର ଘନିଷ୍ଠ ସମ୍ପର୍କ ଅଛି” । ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.