From 7779c881d0465429ae839f2d9b619097df6bfc17 Mon Sep 17 00:00:00 2001 From: Gayatri-Digal Date: Sun, 8 Aug 2021 16:24:54 +0000 Subject: [PATCH] Edit 'en_tn_32-JON.tsv' using 'tc-create-app' --- en_tn_32-JON.tsv | 40 ++++++++++++++++++++-------------------- 1 file changed, 20 insertions(+), 20 deletions(-) diff --git a/en_tn_32-JON.tsv b/en_tn_32-JON.tsv index 041aecf..043dbce 100644 --- a/en_tn_32-JON.tsv +++ b/en_tn_32-JON.tsv @@ -2,27 +2,27 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo JON front intro hk4p 0 # ଯୂନସଙ୍କ ପରିଚୟ

## ଭାଗ **1:** ସାଧାରଣ ପରିଚୟ

### ଯୂନସ ପୁସ୍ତକର ରୂପରେଖା

1. ଯୂନସ ସଦାପ୍ରଭୁଙ୍କଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରନ୍ତି (1:1-2:10)
* ଯୂନସ ନୀନିବୀକୁ ଯିବାକୁ ସଦାପ୍ରଭୁଙ୍କ ପ୍ରଥମ ଡାକକୁ ଅବମାନନା କରନ୍ତି। (1:1–3)
* ଯୂନସ ଏବଂ ଅଣଯିହୂଦୀ ନାବିକମାନେ । (1:4–16)
* ଯୂନସଙ୍କୁ ଗ୍ରାସ କରିବା ପାଇଁ ସଦାପ୍ରଭୁ ଏକ ବଡ଼ ମାଛ ପ୍ରଦାନ କରନ୍ତି, ଏବଂ ସେ ପ୍ରାର୍ଥନା କରନ୍ତି ଏବଂ ଉଦ୍ଧାର ହୁଅନ୍ତି। (1:17–2:10)
2. ନୀନିବୀରେ ଯୂନସ  (3:1-4:11)
* ସଦାପ୍ରଭୁ ପୁନର୍ବାର ଯୂନସକୁ ନୀନିବୀକୁ ଡାକନ୍ତି, ଏବଂ ଯୂନସ ସଦାପ୍ରଭୁଙ୍କ ବାର୍ତ୍ତା ଘୋଷଣା କରନ୍ତି । (3:1–4)
* ନୀନିବୀ ଅନୁତାପ କରେ। (3:5-9)
* ସଦାପ୍ରଭୁ ନୀନିବୀକୁ ନଷ୍ଟ ନକରିବାକୁ ସ୍ଥିର କରନ୍ତି।  (3:10)
* • ଯୂନସ ସଦାପ୍ରଭୁଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୁଅନ୍ତି ।  (4:13)
* ସଦାପ୍ରଭୁ ଯୂନସଙ୍କୁ ଅନୁଗ୍ରହ ଓ ଦୟା ବିଷୟରେ ଶିକ୍ଷା ଦିଅନ୍ତି।  (4:4–11)

### ଯୂନସଙ୍କ ପୁସ୍ତକ କ’ଣ ବର୍ଣ୍ଣନା କରେ?

ଅମିତାଇଙ୍କ ପୁତ୍ର ଯୂନସ ଗାଥ ହେଫରରୁ ଜଣେ ଭବିଷ୍ୟ‌ଦ୍‌ବକ୍ତା ଥିଲେ (2 ରାଜା 14:25)। ଏହି ପୁସ୍ତକ ଯୂନସଙ୍କ ସହିତ କ’ଣ ଘଟିଥିଲା ସେ ବିଷୟରେ ବର୍ଣ୍ଣନା କରେ। ଅଣଯିହୂଦୀମାନଙ୍କୁ ସଦାପ୍ରଭୁ କିପରି ଦୟା ଓ ଅନୁଗ୍ରହ ପ୍ରଦର୍ଶନ କରନ୍ତି ତାହା ବର୍ଣ୍ଣନା କରେ। କିପରି ନୀନିବୀଲୋକମାନେ ଅନୁତାପ କଲେ ଏବଂ ଦୟା ପାଇଁ ସଦାପ୍ରଭୁଙ୍କୁ ଡାକିଲେ ତାହା ମଧ୍ୟ ଏହି ପୁସ୍ତକ ବର୍ଣ୍ଣନା କରେ। [[rc://en/tw/dict/bible/kt/mercy]], [[rc://en/tw/dict/bible/kt/grace]]ଏବଂ [[rc://en/tw/dict/bible/kt/repent]])

ସଦାପ୍ରଭୁ ଯୂନସଙ୍କୁ ନୀନିବୀ ଲୋକମାନଙ୍କୁ ଚେତାବନୀ ଦେବା ପାଇଁ ପଠାଇଲେ ଯେ ସେ ସେମାନଙ୍କୁ ଦଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ସଦାପ୍ରଭୁ କହିଲେ ଯେ ଯଦି ସେମାନେ ଅନୁତାପ କରନ୍ତି ତେବେ ସେ ସେମାନଙ୍କୁ ବିନାଶ କରିବେ ନାହିଁ। ତଥାପି, ଯୂନସ ଜଣେ ଇସ୍ରାଏଲୀୟ ଥିଲେ ଏବଂ ନୀନିବୀଲୋକମାନେ ଅନୁତାପ କରନ୍ତୁ ବୋଲି ଚାହୁଁନଥିଲେ। ତେଣୁ ଯୂନସ ଯାହା କରିବାକୁ ସଦାପ୍ରଭୁ କହିଥିଲେ ତାହା କରିବା ପରିବର୍ତ୍ତେ ବିପରୀତ ଦିଗକୁ ଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଦାପ୍ରଭୁ ତାଙ୍କୁ ଗ୍ରାସ କରିବା ପାଇଁ ଏକ ବଡ଼ ମାଛ ଓ ଏକ ବୃହତ୍ ତୋଫାନ୍ ପଠାଇ ତାଙ୍କୁ ଅଟକାଇଲେ।

ଯୂନସ ଅନୁତାପ କରି ନୀନିବୀଲୋକମାନଙ୍କୁ ଚେତାବନୀ ଦେଲେ। ଫଳସ୍ୱରୂପ, ସଦାପ୍ରଭୁ ତାଙ୍କୁ ଶିଖାଇଲେ ଯେ ସେ କେବଳ ଇସ୍ରାଏଲୀୟମାନଙ୍କ ପାଇଁ ନୁହେଁ, ବରଂ ସମସ୍ତ ଲୋକଙ୍କ ବିଷୟରେ ଚିନ୍ତିତ।

### ଏହି ପୁସ୍ତକର ନାମ କିପରି ଅନୁବାଦ ହେବା ଉଚିତ୍?

ଏହି ପୁସ୍ତକଟି ପାରମ୍ପାରିକ ଭାବରେ **ଯୂନସଙ୍କର ପୁସ୍ତକ** କିମ୍ବା କେବଳ **ଯୂନସ** ବୋଲି ଅନୁବାଦ କରାଯାଇଅଛି | ଅନୁବାଦକମାନେ ଏହି ପୁସ୍ତକକୁ ଯୂନସଙ୍କ ବିଷୟରେ ପୁସ୍ତକ ବୋଲି ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ନିଷ୍ପତ୍ତି ନେଇପାରନ୍ତି |

 [[rc://en/ta/man/translate/translate-names]])ଦେଖନ୍ତୁ)

### ଯୂନସ ପୁସ୍ତକ କିଏ ଲେଖିଥିଲେ?

ଯୂନସ ବୋଧହୁଏ ଏହି ପୁସ୍ତକ ଲେଖିବାରେ ସମ୍ପୃକ୍ତ ଥିଲେ। ତଥାପି, ପ୍ରକୃତରେ କିଏ ଏହା ଲେଖିଛନ୍ତି ବିଦ୍ୱାନ ବ୍ୟକ୍ତିମାନେ ଜାଣନ୍ତି ନାହିଁ |

ଯୂନସ ଇସ୍ରାଏଲର ଉତ୍ତର ରାଜ୍ୟରେ ବାସ କରୁଥିଲେ। ସେ 800 ରୁ 750 ଖ୍ରୀଷ୍ଟପୂର୍ବ. ମଧ୍ୟରେ କରିଥିଲେ ରାଜା ଯାରବିୟାମ ଦ୍ୱିତୀୟଙ୍କ ଶାସନ କାଳରେ କିଛି ସମୟ ଭବିଷ୍ୟବାଣୀ II

## ଭାଗ 2: ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ସାଂସ୍କୃତିକ ଧାରଣାଗୁଡ଼ିକ

### ଅଶୂରର ଜାତି କ’ଣ ଥିଲା?

ଯୂନସଙ୍କ ସମୟରେ ଅଶୂର ପ୍ରାଚୀନ ମଧ୍ୟପୂର୍ବର ସବୁଠାରୁ ଶକ୍ତିଶାଳୀ ରାଜ୍ୟ ଥିଲା I ନୀନିବୀ ଅଶୂରର ରାଜଧାନୀ ଥିଲା I

ଅଶୂର ଶତ୍ରୁମାନଙ୍କ ପ୍ରତି ନିଷ୍ଠୁର ଥିଲା। ଶେଷରେ, ସଦାପ୍ରଭୁ ଅଶୂରୀୟମାନଙ୍କର ଦୁଷ୍ଟ କାର୍ଯ୍ୟ ପାଇଁ ଦଣ୍ଡ ଦେଲେ।

##### ଅଶୂରୀୟମାନେ ଯିହୁଦା ଧର୍ମ ଗ୍ରହଣ କଲେ କି?

କେତେକ ବିଦ୍ୱାନ ବ୍ୟକ୍ତି ଭାବନ୍ତି ଯେ ଅଶୂରୀୟମାନେ କେବଳ ସଦାପ୍ରଭୁଙ୍କୁ ଉପାସନା କରିବା ଆରମ୍ଭ କଲେ। ତଥାପି, ଅଧିକାଂଶ ବିଦ୍ୱାନ ବ୍ୟକ୍ତି ଭାବନ୍ତି ଯେ ସେମାନେ ଅନ୍ୟ ମିଥ୍ୟା ଦେବତାମାନଙ୍କୁ ଉପାସନା କରିବା ଜାରି ରଖିଥିଲେ।

[[rc://en/tw/dict/bible/kt/falsegod]])ଦେଖନ୍ତୁ) JON 1 intro xvp2 0 # ଯୂନସ ସାଧାରଣ ଟିପ୍ପଣୀଗୁଡ଼ିକ

## ଆକାର ଓ ଗଠନ

ଏହି ଅଧ୍ୟାୟର ବର୍ଣ୍ଣନା ହଠାତ୍ ଆରମ୍ଭ ହୁଏ । ଏହା ଅନୁବାଦକଙ୍କ ପାଇଁ ଅସୁବିଧା ସୃଷ୍ଟି କରିପାରେ। ସଂପୂର୍ଣ୍ଣ ରୂପେ ଆବଶ୍ୟକ ନହେବା ପର୍ଯ୍ୟନ୍ତ ଅନୁବାଦକଗଣ ଏହି ପରିଚୟକୁ ସୁଗମ କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଚମତ୍କାର 

ଯୂନସ 17 ପଦରେ, **ଏକ ବଡ଼** ମାଛ ବିଷୟରେ ଉଲ୍ଲେଖ ଅଛି । ଏକ ସମୁଦ୍ର ପ୍ରାଣୀ ମନୁଷ୍ୟକୁ ଗିଳିବା ଏବଂ ମାଛ ଭିତରେ ତିନି ଦିନ ଏବଂ ରାତି ବଞ୍ଚି ରହିବା ବିଷୟରେ କଳ୍ପନା କରିବା କଷ୍ଟକର ହୋଇପାରେ । ଏହି ଘଟଣା ବୁଝିବାକୁ ସହଜ କରିବାକୁ ଅନୁବାଦକମାନେ ଚମତ୍କାର ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବାକୁ ଚେଷ୍ଟା କରିବା ଉଚିତ୍ ନୁହେଁ । [[rc://en/tw/dict/bible/kt/miracle]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଆଳଙ୍କାରିକ ପ୍ରୟୋଗର ଗୁରୁତ୍ୱପୂର୍ଣ୍ଣ ଚିତ୍ରସମୂହ

### ପରିସ୍ଥିତି ବ୍ୟଙ୍ଗାର୍ଥ

ଏହି ଅଧ୍ୟାୟରେ ଏକ ପରିସ୍ଥିତି ବ୍ୟଙ୍ଗାର୍ଥ ଅଛି। ଏହାର ଅର୍ଥ ଲୋକମାନେ ଏପରି କରନ୍ତି କିମ୍ବା କୁହନ୍ତି ଯାହା ସେମାନେ ଆଶା କରିଥିବା ବିଷୟର ବିପରୀତ ହୁଏ। ଯୂନସ ଈଶ୍ଵରଙ୍କ ଭବିଷ୍ୟ‌ଦ୍‌ବକ୍ତା ଏବଂ ଈଶ୍ଵରଙ୍କ ଇଚ୍ଛା ପାଳନ କରିବାକୁ ଚେଷ୍ଟା କରିବା ଉଚିତ୍। କିନ୍ତୁ ଏ ପରିବର୍ତ୍ତେ ସେ ପରମେଶ୍ୱରଙ୍କଠାରୁ ଦୂରେଇ ଯାଉଛନ୍ତି। ଯଦିଓ ଅଣଯିହୂଦୀ ନାବିକମାନେ ଇସ୍ରାଏଲଲୋକ ନୁହଁନ୍ତି, ସେମାନେ ଯୂନସଙ୍କୁ ଏକ ନିର୍ଦ୍ଦିଷ୍ଟ ମୃତ୍ୟୁକୁ ପଠାଇବା ସମୟରେ ସଦାପ୍ରଭୁଙ୍କ ବିଶ୍ଵାସ ଏବଂ ଭୟରୁ କାର୍ଯ୍ୟ କଲେ। [[rc://en/ta/man/translate/figs-irony]], [[rc://en/tw/dict/bible/kt/prophet]] and [[rc://en/tw/dict/bible/kt/willofgod]] and [[rc://en/tw/dict/bible/kt/faith]])

##### ସମୁଦ୍ର

ପ୍ରାଚୀନ ମଧ୍ୟପୂର୍ବର ଲୋକମାନେ ମଧ୍ୟ ସମୁଦ୍ରକୁ ବିଶୃଙ୍ଖଳିତ ଭାବରେ ଦେଖିଥିଲେ ଏବଂ ଏହାକୁ ବିଶ୍ୱାସ କରିନଥିଲେ। ସେମାନେ ପୂଜା କରୁଥିବା କେତେକ ଦେବତା ସମୁଦ୍ରର ଦେବତା ଥିଲେ। ଯୂନସଙ୍କର ଲୋକମାନେ, ଏବ୍ରୀୟମାନେ ସମୁଦ୍ରକୁ ବହୁତ ଭୟ କରୁଥିଲେ। ତଥାପି, ଯୂନସଙ୍କ ସଦାପ୍ରଭୁଙ୍କ ପ୍ରତି ଥିବା ଭୟ ତାଙ୍କୁ ଜାହାଜରେ ନ ଯିବା ଏବଂ ସଦାପ୍ରଭୁଙ୍କଠାରୁ ଦୂରେଇ ଯିବା ପାଇଁ ଯଥେଷ୍ଟ ନଥିଲା। ଅଣଯିହୂଦୀମାନଙ୍କ କାର୍ଯ୍ୟଠାରୁ ତାଙ୍କର କାର୍ଯ୍ୟକଳାପ ବିପରୀତ ଅଟେ। [[rc://en/ta/man/translate/figs-irony]] and [[rc://en/tw/dict/bible/kt/fear]])

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଅନ୍ତର୍ନିହିତ ସୂଚନା

ଯଦିଓ ତର୍ଶୀଶ କେଉଁଠାରେ ଥିଲା ତାହା କେହି ଜାଣି ନାହାଁନ୍ତି, ଲେଖକଗଣ ଅନୁମାନ କରନ୍ତି ଯେ ପାଠକ ଜାଣନ୍ତି ଯେ ଯୂନସଙ୍କୁ ନୀନିବୀଠାରୁ ସେଠାକୁ ଯିବାକୁ ପଡିଥିଲା ।

 [[rc://en/ta/man/translate/figs-explicit]])ଦେଖନ୍ତୁ) JON 1 1 jdr1 writing-newevent וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ପ୍ରଥମ ଅର୍ଦ୍ଧେକକୁ ପରିଚିତ କରେ । ସମାନ ବାକ୍ୟାଂଶ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରେ (3: 1)  । ଏକ ଭବିଷ୍ୟ‌ଦ୍‌ବକ୍ତାଙ୍କ ବିଷୟରେ ଏକ ଐତିହାସିକ କାହାଣୀ ଆରମ୍ଭ କରିବାର ଏହା ଏକ ସାଧାରଣ ଉପାୟ ଅଟେ । [[rc://en/ta/man/translate/writing-newevent]])ଦେଖନ୍ତୁ) -JON 1 1 ll6c figs-idiom וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came This is an idiom meaning that Yahweh spoke or communicated his message in some way. Alternate translation: “Yahweh spoke his message” (See: [[rc://en/ta/man/translate/figs-idiom]]) -JON 1 1 qa3z דְּבַר־יְהוָ֔ה 1 the word of Yahweh “the message of Yahweh” -JON 1 1 s6av יְהוָ֔ה 1 Yahweh This is the name of God that he revealed to his people in the Old Testament. -JON 1 1 jv8c translate-names אֲמִתַּ֖י 1 Amittai This is the name of Jonah’s father. (See: [[rc://en/ta/man/translate/translate-names]]) -JON 1 2 x5ua ק֠וּם לֵ֧ךְ אֶל־נִֽינְוֵ֛ה הָ⁠עִ֥יר הַ⁠גְּדוֹלָ֖ה 1 Get up, go to Nineveh, the great city “go to the large and important city of Nineveh” -JON 1 2 v2xt figs-idiom ק֠וּם 1 Get up This is an idiom that means that Jonah should take action and go. It does not mean that he was sitting or lying down at the time that God spoke to him. Many languages would use only one verb, such as “go.” (See: [[rc://en/ta/man/translate/figs-idiom]]) -JON 1 2 jqz9 figs-metonymy וּ⁠קְרָ֣א עָלֶ֑י⁠הָ 1 call out against it The word **it** here, meaning the city of Nineveh, is a metonym referring to the people living in and around the city. Alternate translation: “warn the people” (See: [[rc://en/ta/man/translate/figs-metonymy]]) -JON 1 2 rki2 עָלְתָ֥ה רָעָתָ֖⁠ם לְ⁠פָנָֽ⁠י 1 their wickedness has risen up before my face “I know they have been continually sinning” or “I know that their sin has been getting worse and worse” -JON 1 2 jd9r figs-metonymy לְ⁠פָנָֽ 1 before my face This is an expression that refers to the face of Yahweh to represent his presence. The idea of Yahweh’s presence also includes his knowledge, notice, attention, or judgment. Yahweh is saying that he can has noticed how wicked the people of Nineveh have become. (See: [[rc://en/ta/man/translate/figs-metonymy]]) -JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣חַ 1 But Jonah got up to run away Here the words **got up** mean that Jonah took action in response to God’s command, but his action was to disobey instead of to obey. See how you translated this idiom in [1:2](../01/02.md). Alternate translation: “but Jonah ran away” (See: [[rc://en/ta/man/translate/figs-idiom]]) -JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh This is an expression that refers to the face of Yahweh to represent his presence. The idea of Yahweh’s presence also includes his knowledge, notice, attention, or judgment. By running away, Jonah is hoping that Yahweh will not notice that he is disobeying. Alternate translation: “from the presence of Yahweh” or “from Yahweh” (See: [[rc://en/ta/man/translate/figs-metaphor]]) -JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “to flee to Tarshish” This city named Tarshish was in the opposite direction to Nineveh. This can be made explicit. Alternate translation: “and went in the opposite direction, toward Tarshish, away” (See: [[rc://en/ta/man/translate/figs-explicit]]) -JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa “Jonah went to Joppa” -JON 1 3 w3uc אָנִיָּ֣ה 1 ship A **ship** is a very large type of boat that can travel on the sea and carry many passengers or heavy cargo. +JON 1 1 ll6c figs-idiom וַֽ⁠יְהִי֙ דְּבַר־יְהוָ֔ה 1 Now the word of Yahweh came ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସଦାପ୍ରଭୁ ତାଙ୍କ ବାର୍ତ୍ତାକୁ କୌଣସି ପ୍ରକାରେ କହିଥିଲେ କିମ୍ବା ପ୍ରକାଶ କରିଥିଲେ । ବିକଳ୍ପ ଅନୁବାଦ: “ସଦାପ୍ରଭୁ ଆପଣା ବାର୍ତ୍ତା କହିଲେ” [[rc://en/ta/man/translate/figs-idiom]])ଦେଖନ୍ତୁ) +JON 1 1 qa3z דְּבַר־יְהוָ֔ה 1 the word of Yahweh ସଦାପ୍ରଭୁଙ୍କ ବାର୍ତ୍ତା +JON 1 1 s6av יְהוָ֔ה 1 Yahweh ଏହା ଈଶ୍ଵରଙ୍କ ନାମ ଯାହା ସେ ନିଜ ଲୋକଙ୍କୁ ପୁରାତନ ନିୟମରେ ପ୍ରକାଶ କରିଥିଲେ। +JON 1 1 jv8c translate-names אֲמִתַּ֖י 1 Amittai ଏହା ଯୂନସଙ୍କ ପିତାଙ୍କର ନାମ। [[rc://en/ta/man/translate/translate-names]])ଦେଖନ୍ତୁ) +JON 1 2 x5ua ק֠וּם לֵ֧ךְ אֶל־נִֽינְוֵ֛ה הָ⁠עִ֥יר הַ⁠גְּדוֹלָ֖ה 1 Get up, go to Nineveh, the great city "ନୀନିବୀ ମହାନଗରକୁ ଯାଅ" +JON 1 2 v2xt figs-idiom ק֠וּם 1 Get up ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯୂନସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯିବା ଉଚିତ୍ । ଏହାର ଅର୍ଥ ଏହା ନୁହେଁ ଯେବେ ଈଶ୍ଵର ତାଙ୍କ ସହ କଥା ହେଲେ ସେସମୟରେ ସେ ବସିଥିଲେ କିମ୍ବା ଶୋଇଥିଲେ। ଅନେକ ଭାଷା କେବଳ ଗୋଟିଏ କ୍ରିୟା ବ୍ୟବହାର କରିବେ, ଯେପରିକି “ଯାଅ” । [[rc://en/ta/man/translate/figs-idiom]])ଦେଖନ୍ତୁ) +JON 1 2 jqz9 figs-metonymy וּ⁠קְרָ֣א עָלֶ֑י⁠הָ 1 call out against it ଏଠାରେ ଥିବା **ଏହି**  ଶବ୍ଦ, ଅର୍ଥାତ୍ ନୀନିବୀ ସହର ଏକ ଲକ୍ଷଣାତ୍ମକ ଅଳଙ୍କାର ଯାହା ସହରରେ ଏବଂ ଆଖପାଖରେ ରହୁଥିବା ଲୋକଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଲୋକଙ୍କୁ ସଚେତନ କର”[[rc://en/ta/man/translate/figs-metonymy]])ଦେଖନ୍ତୁ) +JON 1 2 rki2 עָלְתָ֥ה רָעָתָ֖⁠ם לְ⁠פָנָֽ⁠י 1 their wickedness has risen up before my face “ଆମ୍ଭେ ଜାଣୁ ସେମାନେ କ୍ରମାଗତ ଭାବରେ ପାପ କରୁଛନ୍ତି କିମ୍ବା ଆମ୍ଭେ ଜାଣୁ ଯେ ସେମାନଙ୍କର ପାପ ଦିନକୁ ଦିନ ଅତ୍ୟନ୍ତ ଖରାପ ହେବାରେ ଲାଗିଛି *|*” +JON 1 2 jd9r figs-metonymy לְ⁠פָנָֽ 1 before my face  ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ତାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ସଦାପ୍ରଭୁ କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। [[rc://en/ta/man/translate/figs-metonymy]])ଦେଖନ୍ତୁ) +JON 1 3 f5sr figs-idiom וַ⁠יָּ֤קָם יוֹנָה֙ לִ⁠בְרֹ֣חַ 1 But Jonah got up to run away ଏଠାରେ **ଉଠିବା** ଶବ୍ଦର ଅର୍ଥ ଈଶ୍ଵରଙ୍କ ଆଦେଶନୁସାରେ ଯୂନସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର କାର୍ଯ୍ୟ ତାହା ମାନିବା ପରିବର୍ତ୍ତେ ଅବମାନନା କରିବା ଥିଲା । 1: 2 ରେ ଆପଣ କିପରି ଏହି ରୂଢ଼ିକୁ ଅନୁବାଦ କରିଛନ୍ତି ଦେଖନ୍ତୁ  । ବିକଳ୍ପ ଅନୁବାଦ: “କିନ୍ତୁ ଯୂନସ ପଳାଇଲେ” [[rc://en/ta/man/translate/figs-idiom]])ଦେଖନ୍ତୁ) +JON 1 3 n96t figs-metaphor מִ⁠לִּ⁠פְנֵ֖י יְהוָ֑ה -1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ତାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ । ସଦାପ୍ରଭୁଙ୍କ ଉପସ୍ଥିତି ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ସଦାପ୍ରଭୁ କହୁଛନ୍ତି ଯେ ନୀନିବୀର ଲୋକମାନେ କେତେ ଦୁଷ୍ଟ ହୋଇଗଲେ ତାହା ସେ ଦୃଷ୍ଟି କରିଛନ୍ତି। [[rc://en/ta/man/translate/figs-metaphor]])ଦେଖନ୍ତୁ) +JON 1 3 g66v figs-explicit לִ⁠בְרֹ֣חַ תַּרְשִׁ֔ישָׁ⁠ה 1 to run away to Tarshish “**_ତର୍ଶୀଶକୁ ପଳାଇ ଯିବା ନିମନ୍ତେ_**: ତର୍ଶୀଶ ନାମକ ଏହି ସହର ନୀନିବୀର ବିପରୀତ ଦିଗରେ ଥିଲା। ଏହାକୁ ସ୍ପଷ୍ଟ କରାଯାଇପାରିବ। ବିକଳ୍ପ ଅନୁବାଦ: "ଏବଂ ବିପରୀତ ଦିଗରେ ତର୍ଶୀଶ ଆଡକୁ ଗଲେ।"  [[rc://en/ta/man/translate/figs-explicit]])ଦେଖନ୍ତୁ) +JON 1 3 djv1 וַ⁠יֵּ֨רֶד יָפ֜וֹ 1 And he went down to Joppa “ଯୂନସ ଯାଫୋ ନଗରକୁ ଗଲେ” +JON 1 3 w3uc אָנִיָּ֣ה 1 ship ଏକ **ଜାହାଜ** ଏକ ବହୁତ ବଡ ପ୍ରକାରର ଡଙ୍ଗା ଯାହା ସମୁଦ୍ରରେ ଯାତ୍ରା କରିପାରିବ ଏବଂ ଅନେକ ଯାତ୍ରୀ କିମ୍ବା ଭାରୀ ମାଲ ପରିବହନ କରିପାରିବ। JON 1 3 pz67 וַ⁠יִּתֵּ֨ן שְׂכָרָ֜⁠הּ 1 So he paid the fare “there Jonah paid for the trip” -JON 1 3 g5xp וַ⁠יֵּ֤רֶד בָּ⁠הּ֙ 1 and went down into it “got on the ship” -JON 1 3 i6bi עִמָּ⁠הֶם֙ 1 with them The word **them** refers to the others who were going on the ship. -JON 1 3 sw66 figs-metaphor מִ⁠לִּ⁠פְנֵ֖י יְהוָֽה 1 from before the face of Yahweh This is an expression that refers to the face of Yahweh to represent his presence. The idea of Yahweh’s presence also includes his knowledge, notice, attention, or judgment. By running away, Jonah is hoping that Yahweh will not notice that he is disobeying. Alternate translation: “from the presence of Yahweh” or “from Yahweh” (See: [[rc://en/ta/man/translate/figs-metaphor]]) -JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַ⁠יָּ֔ם 1 But Yahweh sent out a great wind on the sea This clause introduces the new event of Yahweh’s response to Jonah running away. Translate this so that your readers know that this event brings a change in the story. (See: [[rc://en/ta/man/translate/writing-newevent]]) -JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart Here the term **thinking** describes the ship as if it were a person. This means that the storm was so severe that the ship was close to breaking apart. Alternate translation: “so that the ship was almost breaking apart” (See: [[rc://en/ta/man/translate/figs-personification]]) -JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken This can be stated in active form. Alternate translation: “to break apart” (See: [[rc://en/ta/man/translate/figs-activepassive]]) +JON 1 3 g5xp וַ⁠יֵּ֤רֶד בָּ⁠הּ֙ 1 and went down into it “ଜାହାଜରେ ଚଡିଲେ” +JON 1 3 i6bi עִמָּ⁠הֶם֙ 1 with them ଶବ୍ଦ **ସେମାନେ** ଜାହାଜରେ ଯାଉଥିବା ଅନ୍ୟମାନଙ୍କୁ ବୁଝାଏ । +JON 1 3 sw66 figs-metaphor מִ⁠לִּ⁠פְנֵ֖י יְהוָֽה 1 from before the face of Yahweh ଏହା ଏକ ଅଭିବ୍ୟକ୍ତି ଅଟେ ଯାହା ତାଙ୍କ ଉପସ୍ଥିତିକୁ ପ୍ରତିନିଧିତ୍ଵ କରିବା ପାଇଁ ସଦାପ୍ରଭୁଙ୍କ ମୁଖକୁ ସୂଚିତ କରେ। ସଦାପ୍ରଭୁଙ୍କ ଉପସ୍ଥିତିରେ ତାଙ୍କର ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାରକୁ ମଧ୍ୟ ଅନ୍ତର୍ଭୁକ୍ତ କରେ। ଦୌଡ଼ି ପଳାଇ ଯୂନସ ଆଶା କରୁଛନ୍ତି ଯେ ସଦାପ୍ରଭୁ ତାହା ଦୃଷ୍ଟି କରିବେ ନାହିଁ। ବିକଳ୍ପ ଅନୁବାଦ: “ସଦାପ୍ରଭୁଙ୍କ ଉପସ୍ଥିତିରୁ” କିମ୍ବା “ସଦାପ୍ରଭୁଙ୍କଠାରୁ” [[rc://en/ta/man/translate/figs-metaphor]])ଦେଖନ୍ତୁ) +JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ־גְּדוֹלָה֙ אֶל־הַ⁠יָּ֔ם 1 But Yahweh sent out a great wind on the sea ଏହି ବକ୍ୟାଂଶ ଯୂନସର ପଳାୟନକୁ ସଦାପ୍ରଭୁଙ୍କ ପ୍ରତିକ୍ରିୟାର ନୂତନ ଘଟଣାର ପରିଚୟ ଦିଏ। ଏହାକୁ ଅନୁବାଦ କରନ୍ତୁ ଯାହା ଦ୍ଵାରା ଆପଣଙ୍କର ପାଠକମାନେ ଜାଣିବେ ଯେ ଏହି ଘଟଣା କାହାଣୀରେ ପରିବର୍ତ୍ତନ ଆଣିଥାଏ । [[rc://en/ta/man/translate/writing-newevent]])ଦେଖନ୍ତୁ) +JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ । ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ଥିଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜ ଭାଙ୍ଗିଯିବା ପରି ହେଲା। [[rc://en/ta/man/translate/figs-personification]])ଦେଖନ୍ତୁ) +JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ | ବିକଳ୍ପ ଅନୁବାଦ: “ଭାଙ୍ଗିବା” [[rc://en/ta/man/translate/figs-activepassive]]) JON 1 5 d13r הַ⁠מַּלָּחִ֗ים 1 the sailors “the men who worked on the ship” JON 1 5 u2bj אֱלֹהָי⁠ו֒ 1 his own god Here, **god** refers to false gods and idols that people worship. JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship “the men threw the heavy things off the ship” By doing this, they hoped to keep the ship from sinking.