Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-01 02:08:00 +00:00
parent 820dc9a742
commit 772c40acd9
1 changed files with 1 additions and 1 deletions

View File

@ -251,7 +251,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 14 slej grammar-connect-logic-result εἰδὼς 1 ଏହି ବାକ୍ୟାଂଶରେ ପିତର ଏକ କାରଣ ଦର୍ଶାଉଛନ୍ତି ଯାହା ସେ ଏହି ପାଠକମାନଙ୍କୁ ସର୍ବଦା ଏହି ପତ୍ରର ତତ୍ତ୍ୱଗତ ସତ୍ୟ, ବିଶେଷ ଭାବରେ ବିଶ୍ଵାସ, ଉତ୍ତମତା, ଜ୍ଞାନ, ଆତ୍ମ ନିୟନ୍ତ୍ରଣ, ଧୈର୍ଯ୍ୟ, ଧାର୍ମିକତା, ଭ୍ରାତୃପ୍ରେମ, ଏବଂ ପ୍ରେମ ବିଷୟରେ ସ୍ମରଣ କରିବେ, ଯାହା ପିତର [୧: ୫-୭] (../ ୦୧ / ୦୫.md)ରେ ଉଲ୍ଲେଖ କରିଛନ୍ତି ।
ବିକଳ୍ପ ଅନୁବାଦ: “ଏହି କାରଣରୁ ମୁଁ ଜାଣେ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-result]])
2PE 1 14 fpng figs-euphemism ταχινή ἐστιν ἡ ἀπόθεσις τοῦ σκηνώματός μου 1 the putting off of my tent is imminent **ତାଙ୍କର **ତମ୍ବୁ** **ତ୍ୟାଗ କରିବା** ମୃତ୍ୟୁକୁ ବୁଝାଇବାର  ଏକ ସୁନ୍ଦର ଉପାୟ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ସିଧାସଳଖ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ମୁଁ ଶୀଘ୍ର ମରିବି” (ଦେଖନ୍ତୁ: [[rc://en/ta/man/translate/figs-euphemism]])
2PE 1 14 yzag καθὼς καὶ ὁ Κύριος ἡμῶν, Ἰησοῦς Χριστὸς, ἐδήλωσέν μοι 1 ପରାମର୍ଶ ଦିଆଯାଇଥିବା ପାଦଟୀକା:“ଯୋହନ ୨୧: ୧୮–୧୯ ରେ ଲିପିବଦ୍ଧ ହୋଇଥିବା ବିଷୟ ପରି ଯୀଶୁ ଯାହା କହିଥିଲେ ସେହି ବିଷୟରେ ପିତର ଏଠାରେ ଉଲ୍ଲେଖ କରିଥିବେ ।”
2PE 1 15 aau5 grammar-connect-words-phrases δὲ καὶ 1 **
ସେହିପରି** ଏଠାରେ ଏହାର ଅର୍ଥ: (୧

ପିତର ପୂର୍ବ ପଦରେ ଯାହା କହିଥିଲେ ସେହି ଅର୍ଥରେ ଏହି ବିବୃତ୍ତି

ବିକଳ୍ପ ଅନୁବାଦ: “ପରେ” ()
ପୂର୍ବ ପଦରେ ସେ ଯାହା କହିବାକୁ ଯାଉଛନ୍ତି ତାହା ସହ ଏହି ବିବୃତ୍ତି ବିପରୀତ ଅଟେ

ବିକଳ୍ପ ଅନୁବାଦ: “କିନ୍ତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-words-phrases]])
2PE 1 15 aau5 grammar-connect-words-phrases δὲ καὶ 1 **ସେହିପରି** ଏଠାରେ ଏହାର ଅର୍ଥ: (୧) ପିତର ପୂର୍ବ ପଦରେ ଯାହା କହିଥିଲେ ସେହି ଅର୍ଥରେ ଏହି ବିବୃତ୍ତି ।
ବିକଳ୍ପ ଅନୁବାଦ: “ପରେ” () ପୂର୍ବ ପଦରେ ସେ ଯାହା କହିବାକୁ ଯାଉଛନ୍ତି ତାହା ସହ ଏହି ବିବୃତ୍ତି ବିପରୀତ ଅଟେ । ବିକଳ୍ପ ଅନୁବାଦ: “କିନ୍ତୁ” (ଦେଖନ୍ତୁ: [[rc://en/ta/man/translate/grammar-connect-words-phrases]])
2PE 1 15 xz8d figs-abstractnouns ἑκάστοτε, ἔχειν ὑμᾶς…τὴν τούτων μνήμην ποιεῖσθαι 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ “ସ୍ମରଣ କର” କ୍ରିୟା ସହ ଏହି ବାକ୍ୟାଂଶରେ ଗୁଣବାଚକ
ବିଶେଷ୍ୟ **ସ୍ମରଣ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ

ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ଏହି ବିଷୟଗୁଡ଼ିକୁ ସ୍ମରଣ
କରାଇବା ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 15 ivw6 figs-euphemism μετὰ τὴν ἐμὴν ἔξοδον 1 after my departure ପିତର ତାଙ୍କ ମୃତ୍ୟୁ ବିଷୟରେ
କହିବାକୁ **ବିଦାୟ** ଶବ୍ଦକୁ ଏକ ସୁନ୍ଦର ଉପାୟ ଭାବରେ ବ୍ୟବହାର କରନ୍ତି

ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ

ତେବେ ଆପଣ ନିଜ ଭାଷାରେ ଏକ ସାଧାରଣ ରୂପକ  ବ୍ୟବହାର କରିପାରିବେ କିମ୍ବା ଏହାକୁ ସିଧାସଳଖ ଅନୁବାଦ
କରିପାରିବେ

ବିକଳ୍ପ ଅନୁବାଦ: “ମୁଁ ଚାଲିଗଲା ପରେ” କିମ୍ବା “ମୋହର ମୃତ୍ୟୁ
ପରେ” (ଦେଖନ୍ତୁ:
[[rc://en/ta/man/translate/figs-euphemism]])
2PE 1 16 miqe ἐπόπται γενηθέντες 1 ଏହି ବାକ୍ୟଟି ସେହି ଉପାୟକୁ ବୁଝାଏ
ଯେଉଁଥିରେ ପ୍ରେରିତମାନେ ଯୀଶୁଙ୍କ ଦ୍ଵିତୀୟ ଆଗମନକୁ ଅନ୍ୟମାନଙ୍କୁ ଜଣାଇଥିଲେ

ପ୍ରେରିତମାନେ ଯୀଶୁଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ସେମାନଙ୍କର
ଶିକ୍ଷାକୁ ସେମାନଙ୍କର ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଜ୍ଞତା ଉପରେ ଆଧାର କରିଥିଲେ

ବିକଳ୍ପ ଅନୁବାଦ: “ପ୍ରତ୍ୟକ୍ଷଦର୍ଶୀ ହେବା ଦ୍ୱାରା”

Can't render this file because it contains an unexpected character in line 2 and column 9170.