From 7655f3db0bb774542181e22e7bc3db4d7a7cdb70 Mon Sep 17 00:00:00 2001 From: Gayatri-Digal Date: Fri, 8 Apr 2022 07:28:33 +0000 Subject: [PATCH] Edit 'en_tn_62-2PE.tsv' using 'tc-create-app' --- en_tn_62-2PE.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_62-2PE.tsv b/en_tn_62-2PE.tsv index f401109..798f53d 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -420,7 +420,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 22 xycp translate-unknown ὗς 1 **ଘୁଷୁରି** ଏକ ପ୍ରାଣୀ ଯାହା ଯିହୂଦୀ ତଥା ପ୍ରାଚୀନ ନିକଟ ପୂର୍ବର ଅନେକ ସଂସ୍କୃତି ଦ୍ୱାରା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ । ତେଣୁ, କାହାକୁ **ଘୁଷୁରୀ** କହିବା ଏକ ଅପମାନ ଅଟେ । ଯଦି ଘୁଷୁରିମାନେ ଆପଣଙ୍କ ସଂସ୍କୃତି ପାଇଁ ଅପରିଚିତ ଏବଂ ଆପଣଙ୍କ ଏକ ଭିନ୍ନ ପ୍ରାଣୀ ଅଛି ଯାହା ଅପରିଷ୍କାର ଏବଂ ଘୃଣ୍ୟ ବୋଲି ବିବେଚନା କରାଯାଏ କିମ୍ବା ଯାହାର ନାମ ଅପମାନ ଭାବରେ ବ୍ୟବହୃତ ହୁଏ, ଆପଣ ଏହା ବଦଳରେ ଏହି ପଶୁର ନାମ ବ୍ୟବହାର କରିପାରିବେ । (ଦେଖନ୍ତୁ:
[[rc://en/ta/man/translate/translate-unknown]]) 2PE 3 1 aah9 writing-pronouns ἐν αἷς 1 General Information: ଏଠାରେ, ** ଯାହା ** ଉଭୟ ଏହି ପତ୍ରକୁ ଏବଂ ପିତର ଏହି ବିଶ୍ଵାସୀ ଦଳକୁ ଲେଖିଥିବା ପୂର୍ବ ପତ୍ରକୁ ବୁଝାଏ ।
ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିବାକୁ ଏକ ନୂତନ ବାକ୍ୟ
ଆରମ୍ଭ କରିପାରିବେ । ବିକଳ୍ପ ଅନୁବାଦ: “ଏହି ଦୁଇଟି ପତ୍ରରେ” (ଦେଖନ୍ତୁ:
[[rc://en/ta/man/translate/writing-pronouns]]) 2PE 3 1 deoa figs-abstractnouns ἐν ὑπομνήσει 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ବାକ୍ୟାଂଶରେ ଗୁଣବାଚକ  ବିଶେଷ୍ୟ **ସ୍ମରଣ କରାଇବା** ଶବ୍ଦ ପଛରେ ଥିବା ଧାରଣାକୁ ଏକ କ୍ରିୟା ସହ ପ୍ରକାଶ କରିପାରିବେ । [୧:୧୩](../୦୧/୧୩.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ମନେରଖିବାକୁ” (ଦେଖନ୍ତୁ: [[rc://en/ta/man/translate/figs-abstractnouns]]) -2PE 3 1 qxt2 figs-metaphor ὑμῶν…τὴν εἰλικρινῆ διάνοιαν 1 ଯଦିଓ **ଶୁଚି** ଶବ୍ଦଟି ସାଧାରଣତଃ
କୌଣସି ଅପରିଷ୍କାର ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷ ସହ ମିଶ୍ରିତ ନହେବାକୁ ବୁଝାଏ
,
ପିତର ଏହାକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରନ୍ତି ଯେ ତାଙ୍କ
ପାଠକମାନଙ୍କ ମନ ଅଛି ଯାହା ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇନାହିଁ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ
 


ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଅଜ୍ଞାତ ମନ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) +2PE 3 1 qxt2 figs-metaphor ὑμῶν…τὴν εἰλικρινῆ διάνοιαν 1 ଯଦିଓ **ଶୁଚି** ଶବ୍ଦଟି ସାଧାରଣତଃ କୌଣସି ଅପରିଷ୍କାର ଜିନିଷ କିମ୍ବା ଅନ୍ୟ କୌଣସି ଜିନିଷ ସହ ମିଶ୍ରିତ ନହେବାକୁ ବୁଝାଏ , ପିତର ଏହାକୁ ସାଙ୍କେତିକ ଭାବରେ ଏଠାରେ ବ୍ୟବହାର କରନ୍ତି ଯେ ତାଙ୍କ ପାଠକମାନଙ୍କ ମନ ଅଛି ଯାହା ଭଣ୍ଡ ଶିକ୍ଷକମାନଙ୍କ ଦ୍ୱାରା ପ୍ରତାରିତ ହୋଇନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର ଅଜ୍ଞାତ ମନ” (ଦେଖନ୍ତୁ:
[[rc://en/ta/man/translate/figs-metaphor]]) 2PE 3 2 bp8r grammar-connect-logic-goal μνησθῆναι 1 ଏଠାରେ
,
ପିତର ଏହି ପତ୍ରର ଲେଖିବାର ଏକ ଉଦ୍ଦେଶ୍ୟ ଦର୍ଶାଉଛନ୍ତି


ବିକଳ୍ପ ଅନୁବାଦ (ପୂର୍ବରୁ କମା ବ୍ୟବହାର ନ କରି): “ଯାହା ତୁମ୍ଭମାନଙ୍କୁ
ମନେ ରଖିବା ଉଚିତ୍” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]]) 2PE 3 2 p4i5 figs-metonymy τῶν προειρημένων ῥημάτων 1 ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାଙ୍କ
ଭବିଷ୍ୟବାଣୀକୁ ବର୍ଣ୍ଣନା କରିବା ପାଇଁ ପିତର ଏଠାରେ **ବାକ୍ୟ** ବ୍ୟବହାର କରୁଛନ୍ତି
,
ବିଶେଷକରି ଖ୍ରୀଷ୍ଟଙ୍କ ଭବିଷ୍ୟତର ପ୍ରତ୍ୟାବର୍ତ୍ତନ ବିଷୟରେ ବାକ୍ୟ
ବ୍ୟବହାର କରି ପଠାଯାଇଥିଲା


ବିକଳ୍ପ ଅନୁବାଦ: “ପୂର୍ବରୁ କରାଯାଇଥିବା ଭବିଷ୍ୟବାଣୀ” (ଦେଖନ୍ତୁ:
[[rc://en/ta/man/translate/figs-metonymy]]) 2PE 3 2 ijnq figs-explicit ὑπὸ τῶν ἁγίων προφητῶν 1 ଏଠାରେ
, **
ଭବିଷ୍ୟ‌ଦ୍‌ବକ୍ତାମାନେ** ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କୁ
ବୁଝାଏ  ଯାହାକୁ ପିତର ମଧ୍ୟ [୧
:
୧୯

୨୧
] (../
୦୧
/
୧୯
.md)
ରେ ଉଲ୍ଲେଖ କରିଥିଲେ


ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ
,
ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରିପାରିବେ  


ବିକଳ୍ପ ଅନୁବାଦ: “ପବିତ୍ର ପୁରାତନ ନିୟମ ଭବିଷ୍ୟ‌ଦ୍‌ବକ୍ତାମାନଙ୍କ
ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-explicit]])