Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 04:20:20 +00:00
parent b4e33f0273
commit 75d524ce26
1 changed files with 1 additions and 0 deletions

View File

@ -473,3 +473,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 5 j167 figs-metaphor ἁμαρτία ἐν αὐτῷ οὐκ ἔστιν 1 sin is not in him ଯୋହନ ଆଳଙ୍କାରିକ ଭାବରେ ପାପ ବିଷୟରେ କୁହନ୍ତି ଯେପରି ଏହା ଏକ ବସ୍ତୁ ଯାହା ଯୀଶୁଙ୍କ ମଧ୍ୟରେ ବାସ କରିପାରେ, ଯଦିଓ ପାପ ଯୀଶୁଙ୍କଠାରେ ନାହିଁ ବୋଲି ସେ କହନ୍ତି । ବିକଳ୍ପ ଅନୁବାଦ: “ଯୀଶୁ କେବେ ହେଁ ପାପ କରି ନାହାଁନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 6 j168 figs-metaphor πᾶς ὁ ἐν αὐτῷ μένων 1 Everyone who remains in him ଯେପରି ବିଶ୍ଵାସୀମାନେ ଯୀଶୁଙ୍କ ମଧ୍ୟରେ ବାସ କରିପାରନ୍ତି ସେହିପରି ଯୋହନ ଆଳଙ୍କାରିକ ଭାବରେ ଏହା କହନ୍ତି  । ବିକଳ୍ପ ଅନୁବାଦ: “ଯେ ସମସ୍ତେ ଯୀଶୁଙ୍କ ସହ ଘନିଷ୍ଠ ସମ୍ପର୍କ ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 6 j169 writing-pronouns αὐτῷ…αὐτὸν…αὐτόν 1 him … him … him ଏହି ପର୍ବରେ **ତାହାଙ୍କୁ** ସର୍ବନାମ  ଯୀଶୁଙ୍କୁ ସୂଚାଏ । ପ୍ରଥମ ସ୍ଥାନରେ “ଯୀଶୁ” ନାମ ଏବଂ ଅନ୍ୟ ସ୍ଥାନରେ ସର୍ବନାମ  ବ୍ୟବହାର କରିବା ଆପଣଙ୍କ ଭାଷାରେ ସ୍ୱାଭାବିକ ହୋଇପାରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 3 6 j170 figs-explicit οὐχ ἁμαρτάνει 1 does not sin ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହି ପତ୍ରରେ ଯୋହନ ସମ୍ବୋଧିତ କରୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଅର୍ଥ କ’ଣ ତାହା ଆପଣ ପ୍ରକାଶ କରିପାରିବେ । 1 ଯୋହନ ପରିଚୟର ଭାଗ 3 ରେ ପାପ ଶବ୍ଦର ଆଲୋଚନା ଦେଖନ୍ତୁ । ଯୋହନ ଏହି ପତ୍ରର  ଅନ୍ୟ ସ୍ଥାନରେ ସ୍ୱୀକାର କରନ୍ତି ଯେ ପ୍ରକୃତ ବିଶ୍ଵାସୀମାନେ ପ୍ରକୃତରେ ପାପ କରନ୍ତି, କିନ୍ତୁ ସେମାନେ ନିରନ୍ତର କିମ୍ବା ଅବାଧ୍ୟ ଭାବରେ ପାପ କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ଇଚ୍ଛାକୃତ ଏବଂ କ୍ରମାଗତ ଭାବରେ ପାପ କରେ ନାହିଁ” ( [[rc://en/ta/man/translate/figs-explicit]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.