Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-08 06:58:06 +00:00
parent a252e7f12d
commit 73928e182c
1 changed files with 1 additions and 1 deletions

View File

@ -194,7 +194,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 1 3 xz3s figs-personification τῆς θείας δυνάμεως αὐτοῦ…δεδωρημένης 1 ପିତର ସାଙ୍କେତିକ ଭାବରେ ଈଶ୍ଵରଙ୍କ **ଈଶ୍ୱରୀୟ ଶକ୍ତି** ବିଷୟରେ କହୁଛନ୍ତି ଯେପରି ଏହା ଏକ ଜୀବନ୍ତ ବସ୍ତୁତେ ଯାହା ଲୋକମାନଙ୍କୁ କିଛି ଦେଇପାରେ । ଈଶ୍ଵର ହିଁ ଏକମାତ୍ର ଈଶ୍ଵର ଅଟନ୍ତି ଯିଏ **ଈଶ୍ୱରୀୟ ଶକ୍ତିକୁ**
ବ୍ୟବହାର କରନ୍ତି ଏବଂ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ପ୍ରଦାନ କରିବାକୁ ଈଶ୍ଵର ଆପଣା ଈଶ୍ୱରୀୟ ଶକ୍ତି ବ୍ୟବହାର କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-personification]])
2PE 1 3 x8qv grammar-connect-logic-goal πρὸς ζωὴν καὶ εὐσέβειαν 1 ଏଠାରେ, **ପାଇଁ** ଶବ୍ଦ ଉଦ୍ଦେଶ୍ୟକୁ ସୂଚିତ କରେ ଯେଉଁଥିପାଇଁ ଈଶ୍ଵର ବିଶ୍ଵାସୀମାନଙ୍କୁ ଏହି ସବୁ ବିଷୟ ଦେଇଛନ୍ତି । ବିକଳ୍ପ ଅନୁବାଦ: “ଜୀବନ ଏବଂ ଧାର୍ମିକତ ଉଦ୍ଦେଶ୍ୟରେ” (ଦେଖନ୍ତୁ:
[[rc://en/ta/man/translate/grammar-connect-logic-goal]])
2PE 1 3 xr1r figs-abstractnouns εὐσέβειαν 1 ଏଠାରେ, **ଧାର୍ମିକତା** ଜୀବନ ** ଶବ୍ଦକୁ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “ଧାର୍ମିକ ଜୀବନ ପାଇଁ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 3 bl1o διὰ τῆς ἐπιγνώσεως 1 ଶବ୍ଦ **ମଧ୍ୟରୁ** ଏଠାରେ ଈଶ୍ଵର
ଆମ୍ଭମାନଙ୍କୁ ଜୀବନ ଏବଂ ଧାର୍ମିକତା ଯାହା ଦ୍ବାରା ପ୍ରଦାନ କରିଛନ୍ତି ତାହାକୁ ବୁଝାଏ

ବିକଳ୍ପ ଅନୁବାଦ: “ଜ୍ଞାନ ମାଧ୍ୟମରେ”
2PE 1 3 bl1o διὰ τῆς ἐπιγνώσεως 1 ଶବ୍ଦ **ମଧ୍ୟରୁ** ଏଠାରେ ଈଶ୍ଵର ଆମ୍ଭମାନଙ୍କୁ ଜୀବନ ଏବଂ ଧାର୍ମିକତା ଯାହା ଦ୍ବାରା ପ୍ରଦାନ କରିଛନ୍ତି ତାହାକୁ ବୁଝାଏ । ବିକଳ୍ପ ଅନୁବାଦ: “ଜ୍ଞାନ ମାଧ୍ୟମରେ”
2PE 1 3 xvh0 figs-abstractnouns διὰ τῆς ἐπιγνώσεως τοῦ καλέσαντος ἡμᾶς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ
ସ୍ପଷ୍ଟ ହେବ

ତେବେ ଆପଣ ଏକ ଶବ୍ଦଗତ ବାକ୍ୟାଂଶରେ ଗୁଣବାଚକ ବିଶେଷ୍ୟ **ଜ୍ଞାନ**
କୁ ଅନୁବାଦ କରିପାରିବେ

ବିକଳ୍ପ ଅନୁବାଦ: “ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି ତାହା ଜାଣିବା
ଦ୍ୱାରା” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
2PE 1 3 cxxo τοῦ καλέσαντος ἡμᾶς 1 ଏହି ବାକ୍ୟଟି ସୂଚାଇପାରେ: (୧)
ଈଶ୍ଵର

ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ

ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି” () ଯୀଶୁ

ବିକଳ୍ପ ଅନୁବାଦ: “ଯୀଶୁଙ୍କ ବିଷୟରେ

ଯିଏ ଆମ୍ଭମାନଙ୍କୁ ଡାକିଛନ୍ତି”
2PE 1 3 twp8 διὰ δόξης καὶ ἀρετῆς 1 ଏଠାରେ

ମାଧ୍ୟମରେ** ଯାହା ଦ୍ୱାରା ଈଶ୍ଵର ଆମ୍ଭମାନଙ୍କୁ ଡାକିଛନ୍ତି
ତାହା ବୁଝାଏ

ବିକଳ୍ପ ଅନୁବାଦ: “ତାଙ୍କର ଗୌରବ ଏବଂ ମହାନତା ଦ୍ୱାରା”

Can't render this file because it contains an unexpected character in line 2 and column 9170.