diff --git a/en_tn_50-EPH.tsv b/en_tn_50-EPH.tsv index f16b35e..2fe5bb8 100644 --- a/en_tn_50-EPH.tsv +++ b/en_tn_50-EPH.tsv @@ -64,7 +64,7 @@ EPH 1 22 pm4t figs-metaphor κεφαλὴν ὑπὲρ πάντα 1 head over al EPH 1 23 ge2c figs-metaphor τὸ σῶμα αὐτοῦ 1 his body ମନୁଷ୍ୟର ଶରୀର ସମ୍ବନ୍ଧରେ ଯେପରି, ଯେ ମସ୍ତକ (ପଦ  22)) ଶରୀରର ସମସ୍ତ ବିଷୟ ଉପରେ ରାଜତ୍ବ କରେ, ଠିକ ସେହିପରି ଖ୍ରୀଷ୍ଟ ମଧ୍ୟ ମଣ୍ଡଳୀରୂପ ଶରୀରର ମସ୍ତକ ଅଟନ୍ତି I  [[rc://en/ta/man/translate/figs-metaphor]])ଦେଖନ୍ତୁ) EPH 1 23 w2kh τὸ πλήρωμα τοῦ τὰ πάντα ἐν πᾶσιν πληρουμένου 1 the fullness of him who fills all in all "ଖ୍ରୀଷ୍ଟ ମଣ୍ଡଳୀକୁ ତାହାଙ୍କର ଜୀବନ ଓ ଶକ୍ତିରେ ପୂର୍ଣ୍ଣ କରନ୍ତି, ଠିକ୍ ଯେପରି ସେ ସମସ୍ତ ବିଷୟକୁ ଜୀବନ ଦିଅନ୍ତି" EPH 2 intro e7qn 0 # ଏଫିସୀୟ 02 ସାଧାରଣ ଟିପ୍ପଣୀଗୁଡ଼ିକ

#  ଗଠନ ଏବଂ ଆକାର

ଏହି ଅଧ୍ୟାୟ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ସ୍ଥାପନ କରିବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନର ଜୀବନ କିପରିଥିଲା, ସେ ବିଷୟ ଉପରେ କେନ୍ଦ୍ରୀଭୂତ ଅଟେ I ତତ୍ପରେ ପାଉଲ “ଖ୍ରୀଷ୍ଟଙ୍କଠାରେ” ଜଣେ ଖ୍ରୀଷ୍ଟିୟାନର ନୂତନ ପରିଚୟଠାରୁ ତାହାର ପୂର୍ବ ଜୀବନଯାପନର ଧାରା କିପରି ଭିନ୍ନ ଅଟେ, ସେ ବିଷୟରେ ବୁଝାଇବାକୁ ଏହି ସୂଚନା ବ୍ୟବହାର କରୁଛନ୍ତି I ([[rc://en/tw/dict/bible/kt/faith]]ଦେଖନ୍ତୁ)

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଏକ ଶରୀର

ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀ ବିଷୟରେ ଶିକ୍ଷା ଦେଉଛନ୍ତି I ମଣ୍ଡଳୀ ଦୁଇଟି ଭିନ୍ନ ଭିନ୍ନ ଲୋକଦଳ (ଯିହୂଦୀ ଏବଂ ବିଜାତି)କୁ ନେଇ ଗଠିତ ହୋଇଥିଲା I ସେମାନେ ବର୍ତ୍ତମାନ ଗୋଟିଏ “ଶରୀର” ଅଟନ୍ତି I ମଣ୍ଡଳୀକୁ ଖ୍ରୀଷ୍ଟଙ୍କର ଶରୀର ବୋଲି ମଧ୍ୟ କୁହାଯାଏ I ଯିହୂଦୀ ଏବଂ ବିଜାତିମାନେ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

### “ଅପରାଧ ଏବଂ ପାପରେ ମୃତ”

ପାଉଲ ଶିକ୍ଷା ଦେଉଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି, ସେମାନେ ସେମାନଙ୍କର ପାପରେ “ମୃତ” ଅଟନ୍ତି I ପାପ ସେମାନଙ୍କୁ ବନ୍ଧନରେ ରଖେ ଅବା ଦାସକରି ରଖେ I ଏହା ସେମାନଙ୍କୁ ଆତ୍ମିକଭାବରେ “ମୃତ’ କରିଦିଏ I ପାଉଲ ଉଲ୍ଲେଖ କରନ୍ତି ଯେ ଈଶ୍ଵର ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଜୀବିତ କରନ୍ତି I ([[rc://en/tw/dict/bible/other/death]], [[rc://en/tw/dict/bible/kt/sin]] ଏବଂ [[rc://en/tw/dict/bible/kt/faith]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)

### ଜାଗତିକ ଜୀବନର ବର୍ଣ୍ଣନାଗୁଡ଼ିକ

ଅଣଖ୍ରୀଷ୍ଟିୟାନମାନେ କିପରି କାର୍ଯ୍ୟ କରନ୍ତି, ସେ ବିଷୟ ବୁଝାଇବାକୁ ପାଉଲ ବିଭିନ୍ନ ଉପାୟ ବ୍ୟବହାର କରନ୍ତି I ସେମାନେ “ଏହି ଜଗତର ମାର୍ଗ ଅନୁଯାୟୀ ଜୀବନଯାପନ କରିଅଛନ୍ତି” ଏବଂ “ଆକାଶ ମଣ୍ଡଳର ଅଧିପତିର ବଶରେ ଜୀବନଯାପନ କରୁଅଛନ୍ତି,”ଆପଣା ଆପଣାର ମନ୍ଦ ଅଭିଳାଷକୁ ପୂର୍ଣ୍ଣ କରୁଅଛନ୍ତି” ଏବଂ “ଶରୀର ଏବଂ ମନର କାମନାକୁ ପୂର୍ଣ୍ଣ କରୁଅଛନ୍ତି I”

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

### “ଏହା ଈଶ୍ଵରଙ୍କ ଦାନ”

କେତେକ ଜ୍ଞାନୀବ୍ୟକ୍ତି ବିଶ୍ଵାସ କରନ୍ତି ଯେ ଏଠାରେ “ଏହା” ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟ ଜ୍ଞାନୀବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ବିଶ୍ଵାସ ହେଉଛି ଈଶ୍ଵରଙ୍କ ଦାନ I ଗ୍ରୀକ୍ ଭାଷାର କାଳର ପ୍ରୟୋଗ ଅନୁସାରେ, ଏଠାରେ “ଏହା” ଅଧିକ ଅଭିବ୍ୟକ୍ତିରେ ବିଶ୍ଵାସ ଦ୍ଵାରା ଈଶ୍ଵରଙ୍କ ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I

### ଶରୀର

ଏହା ଗୋଟିଏ ଜଟିଳ ସମସ୍ୟା I “ଶରୀର” ସମ୍ଭବତଃ ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ସ୍ଵଭାବକୁ ବୁଝାଏ I “ଶରୀର ସମ୍ବନ୍ଧରେ ବିଜାତି” ବାକ୍ୟାଂଶଟି ସୂଚାଇଦିଏ ଯେ ଏଫିସୀୟମାନେ ପୂର୍ବରେ ଈଶ୍ଵରବିହୀନ ହୋଇ ଜୀବନ ଯାପନ କରୁଥିଲେ I ଏହି ପଦରେ “ଶରୀର” ମନୁଷ୍ୟର ପାର୍ଥିବ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ବୁଝାଏ I ([[rc://en/tw/dict/bible/kt/flesh]]ଦେଖନ୍ତୁ) -EPH 2 1 xf5s 0 Connecting Statement: +EPH 2 1 xf5s 0 Connecting Statement: ପାଉଲ ବିଶ୍ୱାସୀମାନଙ୍କୁ ସେମାନଙ୍କର ଅତୀତ ଓ ବର୍ତ୍ତମାନ ଈଶ୍ୱରଙ୍କ ସମ୍ମୁଖରେ ଥିବା ପଥ ବିଷୟରେ ସ୍ମରଣ କରାନ୍ତି | EPH 2 1 dxx8 figs-metaphor ὑμᾶς ὄντας νεκροὺς τοῖς παραπτώμασιν καὶ ταῖς ἁμαρτίαις ὑμῶν 1 you were dead in your trespasses and sins ଏହା ଦେଖାଉଅଛି ଯେ ଜଣେ ଶାରୀରିକଭାବେ ମୃତ ଲୋକ ଯେପରି କିଛି ପ୍ରତ୍ୟୁତ୍ତର ଦିଏ ନାହିଁ , ଠିକ୍ ସେପରି ପାପରେ ପରିପୂର୍ଣ୍ଣ ଲୋକମାନେ ଈଶ୍ଵରଙ୍କର ବାଧ୍ୟ ହେବାକୁ ଅକ୍ଷମ ଅଟନ୍ତି I ବିକଳ୍ପ ଅନୁବାଦ: "ତୁମ୍ଭେ ଆତ୍ମିକ ଭାବରେ ମୃତ, ପାପ ବ୍ୟତୀତ ଅନ୍ୟ କିଛି କରିବାକୁ ଅସମର୍ଥ ଥିଲ"[[rc://en/ta/man/translate/figs-metaphor]])ଦେଖନ୍ତୁ) EPH 2 1 lp32 figs-doublet τοῖς παραπτώμασιν καὶ ταῖς ἁμαρτίαις ὑμῶν 1 your trespasses and sins “**ଅପରାଧ**” ଏବଂ “**ପାପ**” ସମାନ ଅର୍ଥବୋଧକ ଅଟନ୍ତି I ପାଉଲ ଲୋକମାନଙ୍କ ପାପର ଭୟାନକତାକୁ ଜୋର୍ ଦେବାପାଇଁ ସେଗୁଡ଼ିକ ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କ ଭାଷାରେ ଏହା ପାଇଁ କେବଳ ଗୋଟିଏ ଶବ୍ଦ ଅଛି, ତେବେ ଦୁଇଟି ଶବ୍ଦକୁ ଏକତ୍ର କରାଯାଇପାରିବ I ବିକଳ୍ପ ଅନୁବାଦ: "ତୁମ୍ଭର ଅନେକ ପାପ" ([[rc://en/ta/man/translate/figs-doublet]]ଦେଖନ୍ତୁ) EPH 2 2 i7d4 figs-metonymy κατὰ τὸν αἰῶνα τοῦ κόσμου τούτου 1 according to the ways of this world ପ୍ରେରିତମାନେ ମଧ୍ୟ “**ଜଗତ**” ଶବ୍ଦକୁ ଏହି ଜଗତର ଲୋକମାନଙ୍କର ଭ୍ରଷ୍ଟ ମୂଲ୍ୟବୋଧ ଏବଂ ସ୍ବାର୍ଥପର ବ୍ୟବହାରକୁ ବୁଝାଇବାପାଇଁ ବ୍ୟବହାର କରିଥିଲେ I ବିକଳ୍ପ ଅନୁବାଦ: “ଏହି ଜଗତର ମୂଲ୍ୟବୋଧ ଅନୁସାରେ ଜୀବନ ଯାପନ କରୁଥିବା ଲୋକମାନେ” କିମ୍ବା”ଏହି ବର୍ତ୍ତମାନ ଜଗତର ରୀତିନୀତି ପାଳନ କରୁଥିବା” ([[rc://en/ta/man/translate/figs-metonymy]]ଦେଖନ୍ତୁ)