Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-18 15:30:57 +00:00
parent b774768808
commit 7037c28b5f
1 changed files with 7 additions and 7 deletions

View File

@ -2332,14 +2332,14 @@ LUK 19 18 zsr1 0 Connecting Statement: ଯଦି ଏହା ଆପଣଙ୍କ
LUK 19 18 ic7p translate-ordinal ὁ δεύτερος 1 The second ଯଦି ଆପଣଙ୍କର ଭାଷା କ୍ରମାଗତ ସଂଖ୍ୟା ବ୍ୟବହାର କରେ ନାହିଁ, ତେବେ ଆପଣ ଏଠାରେ ଏକ ଅଙ୍କବାଚକସଂଖ୍ୟା
ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଦ୍ୱିତୀୟ ଦାସ ଜଣକ” (ଦେଖନ୍ତୁ:[[rc://en/ta/man/translate/translate-ordinal]])
LUK 19 18 irh6 figs-explicit ἡ‘ μνᾶ σου, Κύριε, ἐποίησεν πέντε μνᾶς 1 Your mina, master, has made five minas ଏଠାରେ ଦାସ ଜଣକ ମିନା ବିଷୟରେ ଯେପରି ଏହା ଟଙ୍କା ରୋଜଗାର କରିଛି ସାଙ୍କେତିକ ଭାବରେ କହେ । ବିକଳ୍ପ  ଅନୁବାଦ:
“ଆପଣ ମୋତେ ଦେଇଥିବା ମୀନାକୁ ମୁଁ ବ୍ୟବହାର କଲି ... ଆଉ ପାଞ୍ଚଟି ମିନା ରୋଜଗାର କରିବାକୁ” (ଦେଖନ୍ତୁ:
[[rc://en/ta/man/translate/figs-personification]])
LUK 19 18 d811 translate-bweight ἡ‘ μνᾶ 1 mina ଆପଣ [୧୯:୧୩] (../19/13.md) ରେ କିପରି **ମୀନା** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (ଦେଖନ୍ତୁ:
[[rc://en/ta/man/translate/translate-bweight]])
LUK 19 19 jxa9 σὺ ἐπάνω γίνου πέντε πόλεων 1 you will be over five cities ପାଞ୍ଚଗୋଟି ନଗର ଉପରେ ତୁମେ ଅଧିକାରପ୍ରାପ୍ତ ହେବ"
LUK 19 19 jxa9 σὺ ἐπάνω γίνου πέντε πόλεων 1 you will be over five cities ନୂତନ ରାଜା ଏହାକୁ ଏକ ଆଦେଶ ଭାବରେ କୁହନ୍ତି, କିନ୍ତୁ ଦାସ ନିଜେ ମାନିବାକୁ ସକ୍ଷମ ଅଛି କି ନାହିଁ ଏହା  ବୁଝାଏ ନାହିଁ ।
ବରଂ, ଦାସକୁ ଅଧିକାରୀ ପଦରେ ନିଯୁକ୍ତ କରିବା ପାଇଁ ରାଜା ଆଜ୍ଞା କରନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭକୁ ପାଞ୍ଚଟି ନଗରର ଶାସକ କରୁଛି” (ଦେଖନ୍ତୁ:[[rc://en/ta/man/translate/figs-imperative]])
LUK 19 20 h937 0 Connecting Statement:
LUK 19 20 n71e ὁ ἕτερος ἦλθεν 1 the other came ଆଉ ଜଣେ ଦାସ ଆସିଲା
LUK 19 20 r25f translate-bweight ἡ μνᾶ 1 mina ଗୋଟିଏ ମୋହର 600 ଗ୍ରାମ୍ ର ଓ ହୁଏତ ରୁପାର ଥିଲା I ପ୍ରତ୍ୟେକ ମୋହର 100 ଦିନର ମଜୁରି ସହିତ ସମାନ ଥିଲା, ଯାହା ହୁଏତ ପ୍ରାୟ ଚାରି ମାସର କାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଦିଆଯାଉଥିଲା I ଲକ୍ଷ୍ୟ କର ଯେ [ଲୂକ 19:13](../19/13.ମଝି)ରେ ତୁମେ ଏହାକୁ କିପରି ଅନୁବାଦ କରିଛ I (ଦେଖ: [[rc://or/ta/man/translate/translate-bweight]])
LUK 19 20 l2wr εἶχον ἀποκειμένην ἐν σουδαρίῳ 1 I kept put away in a cloth ଗୋଟିଏ ଲୁଗାରେ ଗୁଡାଇ ରଖିଲା ଓ ସାଇତି ରଖିଲା
LUK 19 21 w5yw ἄνθρωπος αὐστηρὸς 1 a demanding man ଏକ କଠୋର ଲୋକ ବା “ଜଣେ ଲୋକ ଯିଏ ତାହାର ଦାସମାନଙ୍କଠାରୁ ବହୁତ କିଛି ଅପେକ୍ଷା କରିଥାଏ
LUK 19 21 a6ja figs-metaphor αἴρεις ὃ οὐκ ἔθηκας 1 You take up what you did not put down ଏହା ହୁଏତ ଏକ ପ୍ରବାଦ ଅଟେ I ଜଣେ ବ୍ୟକ୍ତି ଯିଏ ସେ ରଖି ନ ଥିବା ଜିନିଷକୁ ଭଣ୍ଡାରରୁ ନେଇଯାଏ ବା ବ୍ୟାଙ୍କରୁ କାଢି ନେଇଥାଏ, ସେ ଏପରି ବ୍ୟକ୍ତି ଯିଏ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମର କାର୍ଯ୍ୟରୁ ଲାଭ ଉଠାଇଥାଏ, ସେଭଳି ଜଣକ ପାଇଁ ଏହା ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆପଣ ଯାହା ରଖି ନ ଥାଆନ୍ତି, ତହିଁରୁ କାଢି ନିଅନ୍ତି” ବା “ଆପଣ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଲୋକମାନେ ରଖିଥିବା ବିଷୟରୁ ବାହାର କରି ନିଅନ୍ତି” (ଦେଖ: [[rc://or/ta/man/translate/figs-metaphor]])
LUK 19 21 mi5b figs-metaphor θερίζεις ὃ οὐκ ἔσπειρας 1 you reap what you did not sow ଏହା ହୁଏତ ଏକ ପ୍ରବାଦ ଅଟେ I ଜଣେ ବ୍ୟକ୍ତି ଫସଲ ଅମଳ କରିଥାଏ ଯାହା ହୁଏତ ଅନ୍ୟ ଜଣେ ବ୍ୟକ୍ତି ରୋପଣ କରିଥାଏ, ଏହି କଥା ଜଣେ ଲୋକ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମର କାର୍ଯ୍ୟରୁ ଲାଭ ଉଠାଇବା ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ଆପଣ ଏଭଳି ଜଣେ ବ୍ୟକ୍ତି ଯିଏ ଅନ୍ୟ ଜଣେ ଲୋକ ବୁଣିଥିବା ଫସଲ ଅମଳ କରିଥାଏ” (ଦେଖ: [[rc://or/ta/man/translate/figs-metaphor]])
LUK 19 20 n71e ὁ ἕτερος ἦλθεν 1 the other came ବିକଳ୍ପ ଅନୁବାଦ: “ଅନ୍ୟ ଜଣେ ଦାସ ଯାହାକୁ ସମ୍ଭ୍ରାନ୍ତ ବ୍ୟକ୍ତି ଗୋଟିଏ ମୀନାର ଦାୟିତ୍ୱ ଦେଇଥିଲେ”
LUK 19 20 r25f translate-bweight ἡ μνᾶ 1 mina ଆପଣ [୧୯:୧୩] (../19/13.md) ରେ କିପରି **ମୀନା** ଶବ୍ଦକୁ ଅନୁବାଦ କରିଛନ୍ତି ଦେଖନ୍ତୁ । (ଦେଖନ୍ତୁ:
[[rc://en/ta/man/translate/translate-bweight]])
LUK 19 20 l2wr εἶχον ἀποκειμένην ἐν σουδαρίῳ 1 I kept put away in a cloth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ କର୍ତ୍ତୃବାଚ୍ୟରେ ଅନୁବାଦ କରି ପାରିବେ । UST
ପରି ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଏହାକୁ ସୁରକ୍ଷିତ
ରଖିବା ପାଇଁ ମୁଁ ଏହାକୁ ଏକ କପଡ଼ାରେ ବାନ୍ଧି ରଖିଛି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 19 21 w5yw ἄνθρωπος αὐστηρὸς 1 a demanding man ବିକଳ୍ପ ଅନୁବାଦ: “ଏପରି ଜଣେ ବ୍ୟକ୍ତି ଯିଏ ଦାବି କରନ୍ତି
LUK 19 21 a6ja figs-metaphor αἴρεις ὃ οὐκ ἔθηκας 1 You take up what you did not put down ଦାସ ରାଜାଙ୍କ ବିଷୟରେ ସାଙ୍କେତିକ ଭାବରେ କହେ ଯେପରି ସେ ଅନ୍ୟ ମାନଙ୍କ ଜିନିଷଗୁଡ଼ିକୁ ଉଠାଇ ନିଅନ୍ତି ଏବଂ ସେଗୁଡ଼ିକୁ ନିଜର ସମ୍ପତ୍ତି ବୋଲି ଦାବି କରନ୍ତି । ବିକଳ୍ପ ଅନୁବାଦ: “ଆପଣ ଅନ୍ୟ ଲୋକମାନଙ୍କ ସମ୍ପତ୍ତିକୁ ନିଜର କରନ୍ତି”
(ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 19 21 mi5b figs-metaphor θερίζεις ὃ οὐκ ἔσπειρας 1 you reap what you did not sow ଦାସ ରାଜାଙ୍କ ବିଷୟରେ ସାଙ୍କେତିକ ଭାବରେ କହେ ଯେପରି ସେ ଅନ୍ୟ କେହି ଲଗାଇଥିବା ଫସଲ ଅମଳ କରନ୍ତି।
ବିକଳ୍ପ ଅନୁବାଦ: “ଆପଣ ଅନ୍ୟ ଲୋକମାନଙ୍କ କଠିନ ପରିଶ୍ରମରୁ ଲାଭବାନ ହୁଅନ୍ତି” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
LUK 19 22 q2k2 0 Connecting Statement: [ଲୂକ19:1-2](./01.ମଝି) ରେ ସେ ଆରମ୍ଭ କରିଥିବା ଦୃଷ୍ଟାନ୍ତକୁ ଯୀଶୁ କହିବା ଜାରି ରଖନ୍ତି
LUK 19 22 wt8q figs-metonymy ἐκ‘ τοῦ στόματός σου 1 By your mouth ତାହାର “କଥା” ସେ କହିଥିବା ସମସ୍ତ ବିଷୟକୁ ସୂଚାଏ I ବିକଳ୍ପ ଅନୁବାଦ: : ତୁ କହିଥିବା କଥା ଉପରେ ଆଧାରିତ କରି” (ଦେଖ: [[rc://or/ta/man/translate/figs-metonymy]])
LUK 19 22 xga8 ᾔδεις ὅτι ἐγὼ ἄνθρωπος αὐστηρός εἰμι 1 Did you know that I am a demanding man ସେହି କୁଳୀନ ଲୋକ ତାଙ୍କ ବିଷୟରେ ସେହି ଦାସ କହିଥିବା କଥାର ପୁନରାବୃତ୍ତି କରୁଥିଲେ I ସେ କହୁନାହାନ୍ତି ଯେ ଏହା ସତ୍ୟ ଅଟେ I ବିକଳ୍ପ ଅନୁବାଦ: “ତୁ କହିଲୁ ଯେ ମୁଁ ଜଣେ ଦାବୀ କରୁଥିବା ବ୍ୟକ୍ତି”

Can't render this file because it is too large.