Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 08:49:40 +00:00
parent 1e1cb5ee02
commit 7009a86417
1 changed files with 1 additions and 0 deletions

View File

@ -591,3 +591,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 13 j276 figs-idiom ἐν τούτῳ γινώσκομεν ὅτι 1 In this we know that ଏହା ଏକ ରୂଢ଼ାତ୍ମକ  ଅଭିବ୍ୟକ୍ତି ଅଟେ ଯାହା ଯୋହନ  ଏହି ପତ୍ରରେ  ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଆମ୍ଭେମାନେ ତାହା ଜାଣୁ”<br><br>( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 12 j275 grammar-connect-condition-fact ἐὰν ἀγαπῶμεν ἀλλήλους, ὁ Θεὸς ἐν ἡμῖν μένει, καὶ ἡ ἀγάπη αὐτοῦ τετελειωμένη ἐν ἡμῖν ἐστιν 1 If we love one another, God remains in us, and his love is perfected in us John is speaking of a real situation as if it were a hypothetical condition. If your language does not state something as a condition if it is already real, and if your readers might misunderstand and think that what John is saying is not real, then you can translate his words as an affirmative statement. Alternate translation: “But as we love each other, God remains in us, and his love is perfected in us” or “But we do love each other, so that means that God remains in us, and his love is perfected in us”(See: [[rc://en/ta/man/translate/grammar-connect-condition-fact]])
1JN 4 14 j277 figs-metonymy Σωτῆρα τοῦ κόσμου 1 as the Savior of the world ଯୋହନ  ଏହି ପତ୍ରର  ବିଭିନ୍ନ ଅର୍ଥରେ ଜଗତ ଶବ୍ଦ ବ୍ୟବହାର କରନ୍ତି । ଏଠାରେ ଏହା ଆଳଙ୍କାରିକ ଭାବରେ ଜଗତରେ ବାସ କରୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 4 15 j278 figs-hypo ὃς ἐὰν ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 Whoever confesses that Jesus is the Son of God, God remains in him, and he in God ଏଠାରେ ଯୋହନ  ପ୍ରକୃତରେ ଏକ ସର୍ତ୍ତମୂଳକ ବାକ୍ୟ ଉପସ୍ଥାପନ କରନ୍ତି। ଯଦି ସେ ପ୍ରଥମ ବାକ୍ୟରେ ଯାହା ବର୍ଣ୍ଣନା କରନ୍ତି ତାହା ଘଟେ ତେବେ ସେ କହନ୍ତି  ଯେ ଦ୍ୱିତୀୟ ବାକ୍ୟରେ ସେ ଯାହା ବର୍ଣ୍ଣନା କରିଛନ୍ତି ତାହା କେବଳ ଘଟିବ, ଯଦିଓ ଏହା ନିଶ୍ଚିତ ଭାବରେ ଘଟିବ । ବିକଳ୍ପ ଅନୁବାଦ: “ଯଦି କେହି ସ୍ୱୀକାର କରେ ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଅଟନ୍ତି, ତେବେ ଈଶ୍ଵର  ତାହାଙ୍କଠାରେ ବାସ କରିବେ ଏବଂ ସେ ଈଶ୍ଵରଙ୍କଠାରେ ରହିବେ” ( [[rc://en/ta/man/translate/figs-hypo]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.