Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 10:59:25 +00:00
parent 9b40e24c5e
commit 6f6a4c2882
1 changed files with 1 additions and 1 deletions

View File

@ -57,7 +57,7 @@ JUD 1 19 qn4p Πνεῦμα μὴ ἔχοντες 1 they do not have the Spirit
JUD 1 20 e3ga 0 Connecting Statement:
JUD 1 20 xm93 ὑμεῖς δέ, ἀγαπητοί 1 But you, beloved ଏଠାରେ, **ପ୍ରିୟମାନେ** ଶବ୍ଦ ସେହିମାନଙ୍କୁ ବୁଝାଏ ଯାହାକୁ ଯିହୂଦା ଲେଖୁଛନ୍ତି, ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । [୩](../୦୧/୦୩.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରିବାକୁ ସମର୍ଥ ହେବାକୁ ବୁଝାଏ ଯେପରି ଏହା ଏକ କୋଠା ନିର୍ମାଣର ପ୍ରକ୍ରିୟା ପରି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥିର କରିବାକୁ” କିମ୍ବା “ଏକ କୋଠା ନିର୍ମାଣ କରିବା ପରି ନିଜକୁ ବିଶ୍ୱାସରେ ସ୍ଥାପନ କରିବା’” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]])
JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ **ପ୍ରେମ ପାଇବାକୁ** ସକ୍ଷମ ହେବା ପରି କହନ୍ତି ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ<br>ସ୍ଥାନରେ ରଖି ଏହାକୁ ପ୍ରାପ୍ତ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଗ୍ରହଣ କରିବାକୁ ନିଜକୁ ସକ୍ଷମ କର” (ଦେଖନ୍ତୁ: [[rc://or/ta/man/translate/figs-metaphor]])
JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
57 JUD 1 20 e3ga 0 Connecting Statement:
58 JUD 1 20 xm93 ὑμεῖς δέ, ἀγαπητοί 1 But you, beloved ଏଠାରେ, **ପ୍ରିୟମାନେ** ଶବ୍ଦ ସେହିମାନଙ୍କୁ ବୁଝାଏ ଯାହାକୁ ଯିହୂଦା ଲେଖୁଛନ୍ତି, ଯାହା ସମସ୍ତ ବିଶ୍ଵାସୀମାନଙ୍କୁ ମଧ୍ୟ ବୁଝାଇପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । [୩](../୦୧/୦୩.md) ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ପ୍ରିୟ ସହ ବିଶ୍ଵାସୀଗଣ” (ଦେଖନ୍ତୁ: <br>[[rc://en/ta/man/translate/figs-explicit]])
59 JUD 1 20 cc68 figs-metaphor ἐποικοδομοῦντες ἑαυτοὺς 1 build yourselves up ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ ଉପରେ ଅଧିକ ବିଶ୍ଵାସ କରିବାକୁ ସମର୍ଥ ହେବାକୁ ବୁଝାଏ ଯେପରି ଏହା ଏକ କୋଠା ନିର୍ମାଣର ପ୍ରକ୍ରିୟା ପରି ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଅଣ-ସାଙ୍କେତିକ ଉପାୟରେ ପ୍ରକାଶ କରିପାରିବେ କିମ୍ବା ଏକ ଉପମା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ନିଜକୁ ଈଶ୍ଵରଙ୍କ ଉପରେ ବିଶ୍ଵାସ ସ୍ଥିର କରିବାକୁ” କିମ୍ବା “ଏକ କୋଠା ନିର୍ମାଣ କରିବା ପରି ନିଜକୁ ବିଶ୍ୱାସରେ ସ୍ଥାପନ କରିବା’” (ଦେଖନ୍ତୁ: [[rc://or/ta/man/translate/figs-metaphor]])
60 JUD 1 21 zd2c figs-metaphor ἑαυτοὺς ἐν ἀγάπῃ Θεοῦ τηρήσατε 1 Keep yourselves in God's love ଈଶ୍ବରଙ୍କ ପ୍ରେମ ପ୍ରାପ୍ତ କରିବାକୁ ସକ୍ଷମ ହେବା ବିଷୟରେ କୁହାଯାଏ ଯେପରି ଜଣେ ବ୍ୟକ୍ତି ଆପଣାକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସ୍ଥାପନ କରେ I (ଦେଖ: [[rc://or/ta/man/translate/figs-metaphor]]) ଏଠାରେ ଯିହୂଦା ସାଙ୍କେତିକ ଭାବରେ ଈଶ୍ଵରଙ୍କ **ପ୍ରେମ ପାଇବାକୁ** ସକ୍ଷମ ହେବା ପରି କହନ୍ତି ଯେପରି ଜଣେ ନିଜକୁ ଏକ ନିର୍ଦ୍ଦିଷ୍ଟ<br>ସ୍ଥାନରେ ରଖି ଏହାକୁ ପ୍ରାପ୍ତ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଗ୍ରହଣ କରିବାକୁ ନିଜକୁ ସକ୍ଷମ କର” (ଦେଖନ୍ତୁ: [[rc://or/ta/man/translate/figs-metaphor]])
61 JUD 1 21 s6w6 προσδεχόμενοι 1 wait for ଆଗ୍ରହର ସହିତ ଅପେକ୍ଷା କରୁଅଛୁ
62 JUD 1 21 p3bw figs-metonymy τὸ ἔλεος τοῦ Κυρίου ἡμῶν, Ἰησοῦ Χριστοῦ, εἰς ζωὴν αἰώνιον 1 the mercy of our Lord Jesus Christ that brings you eternal life ଏଠାରେ “ଦୟା” ସ୍ବୟଂ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ, ଯେ ଆପଣା ସହିତ ସେମାନଙ୍କୁ ଅନନ୍ତକାଳ ବାସ କରିବା ନିମନ୍ତେ ସ୍ଥିର କରିବା ଦ୍ବାରା ବିଶ୍ବାସୀମାନଙ୍କ ପ୍ରତି ଆପଣା ଦୟା ଦେଖାଇବେ I (ଦେଖ: [[rc://or/ta/man/translate/figs-metonymy]])
63 JUD 1 22 wbr5 οὓς ... διακρινομένους 1 those who doubt ଯେଉଁମାନେ ଏପର୍ଯ୍ୟନ୍ତ ବିଶ୍ବାସ କରନ୍ତି ନାହିଁ ଯେ ଯୀଶୁ ଈଶ୍ବର ଅଟନ୍ତି