Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-06 03:56:34 +00:00
parent 4354012ee9
commit 6f04d20c8c
1 changed files with 1 additions and 1 deletions

View File

@ -456,4 +456,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 29 j149 figs-metaphor πᾶς ὁ ποιῶν τὴν δικαιοσύνην ἐξ αὐτοῦ γεγέννηται 1 everyone who does righteousness has been begotten from him ଯେହେତୁ ବିଶ୍ଵାସୀମାନେ ପ୍ରକୃତରେ ଈଶ୍ଵରଙ୍କ ଦ୍ୱାରା ଜାତ ହୋଇ ନାହାଁନ୍ତି, ଯୋହନ ଏହା ଆଳଙ୍କାରିକ ଭାବରେ ପ୍ରକାଶ କରନ୍ତି । ଯୀଶୁ ଈଶ୍ଵରଙ୍କ “ଏକମାତ୍ର ପୁତ୍ର” ଅଟନ୍ତି ବୋଲି ସେ  [4:9](https://create.translationcore.com/04/09.md) ରେ କହନ୍ତି, ସେହିପରି ଈଶ୍ଵର  ଯୀଶୁଙ୍କ ପ୍ରକୃତ ପିତା ଅଟନ୍ତି କିନ୍ତୁ ଏହପରି ସେ ବିଶ୍ଵାସୀମାନଙ୍କ ପ୍ରକୃତ ପିତା ନୁହଁନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରତ୍ୟେକ ବ୍ୟକ୍ତିଙ୍କ ଆତ୍ମିକ  ପିତା ଅଟନ୍ତି  ଯିଏ ସତ୍କର୍ମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 1 j150 ποταπὴν ἀγάπην δέδωκεν ἡμῖν ὁ Πατὴρ 1 what kind of love the Father has given to us ବିକଳ୍ପ ଅନୁବାଦ: “ପିତା ଆମ୍ଭମାନଙ୍କୁ କେତେ ପ୍ରେମ କଲେ”
1JN 3 1 j151 guidelines-sonofgodprinciples ὁ Πατὴρ 1 the Father ଈଶ୍ଵରଙ୍କ ପାଇଁ **ପିତା** ଶବ୍ଦ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 3 1 j362 figs-metaphor τέκνα Θεοῦ 1 children of God ଏଠାରେ ଯୋହନ  ସେହି ରୂପକୁ [2:29](https://create.translationcore.com/02/29.md) ପରି ଭିନ୍ନ ଅର୍ଥରେ ପ୍ରକାଶ କରନ୍ତି । ଆପଣ ସେଠାରେ ଆଳଙ୍କାରିକ ଅର୍ଥ ସୂଚାଇବାକୁ ସ୍ଥିର କରିଛନ୍ତି କି ନାହିଁ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ  ସନ୍ତାନ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 1 j362 figs-metaphor τέκνα Θεοῦ 1 children of God Here John expresses the same metaphor as in [2:29](https://create.translationcore.com/02/29.md) in a slightly different way. See whether you decided to indicate the figurative meaning there. If you translate **children** using a literal term, choose a word that can refer to people of any age in relation to their father. Alternate translation: “spiritual children of God” (See: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3771.