Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 10:31:57 +00:00
parent 5800bfac60
commit 6eceb82935
1 changed files with 1 additions and 1 deletions

View File

@ -154,7 +154,7 @@ EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξη
EPH 3 16 rgf5 δῷ 1 would grant ବିକଳ୍ପ ଅନୁବାଦ: “ସେ ଯୋଗାଇବେ / ଦେବେ”
EPH 3 17 n87p 0 Connecting Statement: ପାଉଲ [ଏଫିସୀୟ ୩:୧୪](../03/14.md) ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖନ୍ତି I
EPH 3 17 wg1v κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that Christ may live in your hearts through faith, that you will be rooted and grounded in his love ଏହା ପାଉଲଙ୍କ ପ୍ରାର୍ଥନାର ଦ୍ଵିତୀୟ ବିଷୟ ଯାହା ଈଶ୍ଵର “ଆପଣା ଗୌରବରୂପ ନିଧି ଅନୁସାରେ” ଏଫିସୀୟ ମାନଙ୍କୁ ଦେବେ ବୋଲି କହୁଛନ୍ତି I ପ୍ରଥମ ବିଷୟ ହେଉଛି ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md))।
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ **ହୃଦୟ** ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଏବଂ “ଦ୍ଵାରା” **ମାଧ୍ୟମକୁ** ବୁଝାଏ, ଯାହା ଦ୍ଵାରା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରନ୍ତି I ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ଵର ଅନୁଗ୍ରହରେ ସେମାନଙ୍କୁ ବିଶ୍ଵାସ ଦିଅନ୍ତି I ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ଵାସ କରୁଅଛ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ **ହୃଦୟ** ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଏବଂ **ମାଧ୍ୟମକୁ** ବୁଝାଏ, ଯାହା ଦ୍ଵାରା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରନ୍ତି ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ଵର ଅନୁଗ୍ରହରେ ସେମାନଙ୍କୁ ବିଶ୍ଵାସ ଦିଅନ୍ତି ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ଵାସ କରୁଅଛ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 3 17 g4g1 figs-metaphor ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ଵାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 18 cja8 ἵνα ἐξισχύσητε καταλαβέσθαι 1 May you have strength so you can understand
EPH 3 18 bkk6 καταλαβέσθαι 1 so you can understand ଏହା ଦ୍ଵିତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି: ପ୍ରଥମ ବିଷୟଟି ହେଲା ଯେ ଈଶ୍ଵର ସେମାନଙ୍କୁ ବଳବାନ୍ ହେବାକୁ ଦେବେ ([ଏଫିସୀୟ 3:16](https://create.translationcore.com/03/16.md)) ଏବଂ ବିଶ୍ଵାସ ଦ୍ଵାରା ଖ୍ରୀଷ୍ଟ ଯେପରି ସେମାନଙ୍କ ହୃଦୟରେ ବାସ କରିବେ ([ଏଫିସୀୟ 3:17](https://create.translationcore.com/03/17.md))I ଆଉ ପାଉଲ ପ୍ରାର୍ଥନା କରୁଥିବା ପ୍ରଥମ ବିଷୟ ହେଉଛି “ବୁଝିବା,” ଯେପରି ଏଫିସୀୟମାନେ ନିଜେ ନିଜେ ବୁଝିବାକୁ ସମର୍ଥ ହେବେ I

Can't render this file because it contains an unexpected character in line 2 and column 4525.