diff --git a/en_tn_62-2PE.tsv b/en_tn_62-2PE.tsv index dcbbbc4..3cd7aa0 100644 --- a/en_tn_62-2PE.tsv +++ b/en_tn_62-2PE.tsv @@ -315,7 +315,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 2PE 2 5 kro6 figs-abstractnouns δικαιοσύνης κήρυκα 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ଧାର୍ମିକତା**ର ଧାରଣାକୁ ପ୍ରକାଶ କରିପାରିବ । ଏହି ପ୍ରସଙ୍ଗରେ, ଶବ୍ଦଟି ଧାର୍ମିକ କାର୍ଯ୍ୟକୁ ବୁଝାଏ  । ବିକଳ୍ପ ଅନୁବାଦ: “ଧାର୍ମିକ କାର୍ଯ୍ୟର ପ୍ରଚାରକ” କିମ୍ବା “ଧାର୍ମିକ ଜୀବନଯାପନ କରିବାର ଉପଦେଶକ” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]]) 2PE 2 5 xy9u figs-possession δικαιοσύνης κήρυκα 1 ପିତର ଏହାକୁ ନିମ୍ନଲିଖିତ ବିଷୟକୁ ବୁଝାଇବା ପାଇଁ ବ୍ୟବହାର କରିପାରନ୍ତି: (୧) ଜଣେ ପ୍ରଚାରକ ଯିଏ ଧାର୍ମିକତା ଦ୍ୱାରା ବର୍ଣ୍ଣିତ । ବିକଳ୍ପ ଅନୁବାଦ: “ଜଣେ ପ୍ରଚାରକ ଯିଏ ଧାର୍ମିକ ଅଟନ୍ତି” (୨) ଜଣେ ପ୍ରଚାରକ ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ କୁହନ୍ତି । ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ଧାର୍ମିକ ଜୀବନଯାପନ କରିବାକୁ
ଅନୁରୋଧ କଲେ” (ଦେଖନ୍ତୁ: [[rc://en/ta/man/translate/figs-possession]]) 2PE 2 5 enbs κατακλυσμὸν κόσμῳ ἀσεβῶν ἐπάξας 1 ଏହି ବାକ୍ୟାଂଶ ଈଶ୍ଵର ନୋହ ଏବଂ ତାଙ୍କର ଅନ୍ୟ ସାତ ଜଣ ପରିବାର ସଦସ୍ୟମାନଙ୍କୁ ସୁରକ୍ଷା ଦେଇଥିଲେ,
ଯେତେବେଳେ ସେ ଜଗତକୁ ଏକ ବନ୍ୟା ପ୍ରେରଣ କରିଥିଲେ ସେହି ବିଷୟକୁ ବୁଝାଏ, ଯେହେତୁ ଏହିପରି ଏହା
UST ରେ ଅନୁବାଦ କରାଯାଇଅଛି । -2PE 2 5 z814 figs-possession κόσμῳ ἀσεβῶν 1 ପିତର ଏହି ବିଷୟକୁ ବୁଝାଇ
ପାରନ୍ତି: (୧
)
ପ୍ରାଚୀନ ଜଗତର ମାନବୀୟ ବିଷୟବସ୍ତୁ


ବିକଳ୍ପ ଅନୁବାଦ: “ଯେଉଁ ଜଗତରେ ଅଧାର୍ମିକ ଲୋକ ଥିଲେ” (୨) ଜଗତକୁ
ଅଧର୍ମ ଦ୍ୱାରା ବର୍ଣ୍ଣିତ କରାଯାଏ


ବିକଳ୍ପ ଅନୁବାଦ: “ଅଧାର୍ମିକ ଜଗତ” (ଦେଖନ୍ତୁ:
[[rc://en/ta/man/translate/figs-possession]]) +2PE 2 5 z814 figs-possession κόσμῳ ἀσεβῶν 1 ପିତର ଏହି ବିଷୟକୁ ବୁଝାଇ ପାରନ୍ତି: (୧) ପ୍ରାଚୀନ ଜଗତର ମାନବୀୟ ବିଷୟବସ୍ତୁ । ବିକଳ୍ପ ଅନୁବାଦ: “ଯେଉଁ ଜଗତରେ ଅଧାର୍ମିକ ଲୋକ ଥିଲେ” (୨) ଜଗତକୁ ଅଧର୍ମ ଦ୍ୱାରା ବର୍ଣ୍ଣିତ କରାଯାଏ । ବିକଳ୍ପ ଅନୁବାଦ: “ଅଧାର୍ମିକ ଜଗତ” (ଦେଖନ୍ତୁ: [[rc://en/ta/man/translate/figs-possession]]) 2PE 2 6 xhcb grammar-connect-condition-fact καὶ 1 ଏଠାରେ
, **
ଏବଂ** ଏକ ସର୍ତ୍ତମୂଳକ ବାକ୍ୟରେ ତୃତୀୟ ଅବସ୍ଥାର ଆରମ୍ଭକୁ ସୂଚିତ
କରେ ଯାହା [୨
:

] (../
୦୨
/
୦୪
.md)
ରୁ [୨
:
୧୦
] (../
୦୨
/
୧୦
)
ମଧ୍ୟରେ ଉଲ୍ଲେଖ ଅଛି

md)
ପିତର ଏହା ଏକ ଅନୁମାନିକ ସମ୍ଭାବନା ବୋଲି କହନ୍ତି
,
କିନ୍ତୁ ଏହାର ଅର୍ଥ ଏହା ସତ୍ୟ


ଯଦି ଆପଣଙ୍କ ଭାଷା କିଛି ନିର୍ଦ୍ଦିଷ୍ଟ କିମ୍ବା ସତ୍ୟ ବିଷୟକୁ
ଏହିପରି ବ୍ୟକ୍ତ କରେ ନାହିଁ
,
ଏବଂ ଯଦି ଆପଣଙ୍କ ପାଠକମାନେ ପିତର
ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ ବୋଲି ଭୁଲ ବୁଝିପାରନ୍ତି ତେବେ

 ଆପଣ ତାଙ୍କ ବାକ୍ୟକୁ
ଏକ ଦୃଡ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ


ବିକଳ୍ପ ଅନୁବାଦ: “ଯେହେତୁ” (ଦେଖନ୍ତୁ:
[[rc://en/ta/man/translate/grammar-connect-condition-fact]]) 2PE 2 6 ap1j figs-infostructure καὶ πόλεις Σοδόμων καὶ Γομόρρας τεφρώσας καταστροφῇ κατέκρινεν 1 ଯଦି ଏହା ଆପଣଙ୍କ ଭାଷାରେ ସ୍ୱାଭାବିକ
ହେବ
,
ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନପାରିବେ



ବିକଳ୍ପ ଅନୁବାଦ: “ଏବଂ ସେ ସଦୋମ
ଏବଂ ଗୋମୋରା ନଗରଗୁଡ଼ିକୁ ପାଉଁଶରେ ପରିଣତ କରି ଧ୍ୱଂସ କରି ଦଣ୍ଡ କଲେ” (ଦେଖନ୍ତୁ:
[[rc://en/ta/man/translate/figs-infostructure]]) 2PE 2 6 xi0n translate-names Σοδόμων καὶ Γομόρρας 1 **
ସଦୋମ ଏବଂ ଗୋମୋରା ** ଦୁଇଟି ନଗରର ନାମ ଅଟେ

(
ଦେଖନ୍ତୁ:
[[rc://en/ta/man/translate/translate-names]])