Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 17:25:06 +00:00
parent 45449ba075
commit 6d77746877
1 changed files with 1 additions and 1 deletions

View File

@ -85,7 +85,7 @@ LUK 1 28 bp2n κεχαριτωμένη! 1 favored one! ବିକଳ୍ପ ଅ
LUK 1 28 jmq9 figs-idiom ὁ Κύριος μετὰ σοῦ 1 The Lord is with you **ତୁମ୍ଭମାନଙ୍କ ସହ** ଅଭିବ୍ୟକ୍ତି ଏକ ରୂଢ଼ି ଅଟେ ଯାହା ଅନୁଗ୍ରହ ଏବଂ ଗ୍ରହଣୀୟତାକୁ ସୂଚାଏ । ବିକଳ୍ପ ଅନୁବାଦ: “ପ୍ରଭୁ ତୁମ୍ଭ ଉପରେ ସନ୍ତୁଷ୍ଟ ଅଟନ୍ତି” (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 29 ytx7 ἡ δὲ ἐπὶ τῷ λόγῳ διεταράχθη, καὶ διελογίζετο ποταπὸς εἴη ὁ ἀσπασμὸς οὗτος 1 But she was troubled by his words and she was considering what kind of greeting this might be ବିକଳ୍ପ ଅନୁବାଦ: “ସେ ଭାବିଲେ ଯେ କାହିଁକି ଜଣେ ଦୂତ ତାଙ୍କୁ<br>ଏହିପରି ଅଭିବାଦନ କରିବେ”
LUK 1 30 d3rx μὴ φοβοῦ, Μαριάμ 1 Do not be afraid, Mary ଯେତେବେଳେ ସ୍ୱର୍ଗଦୂତ ଏହି ଶବ୍ଦଗୁଡ଼ିକୁ ଏକ ଆଦେଶ ଆକାରରେ କହନ୍ତି, ସେ ପ୍ରକୃତରେ ମରୀୟମଙ୍କୁ ଏପରି କିଛି କହୁଛନ୍ତି ଯାହା ତାଙ୍କୁ ସାହାଯ୍ୟ କରିବ ଏବଂ ଉତ୍ସାହିତ<br>କରିବ । ବିକଳ୍ପ ଅନୁବାଦ: “ତୁମ୍ଭକୁ ଭୟ କରିବା ଆବଶ୍ୟକ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-imperative]])
LUK 1 30 a3eb figs-idiom εὗρες ... χάριν παρὰ τῷ Θεῷ 1 you have found favor with God “ଅନୁଗ୍ରହ ପ୍ରାପ୍ତ ହେବା” ଏକ ରୁଢି ଯାହାର ଅର୍ଥ ଜଣକ ଦ୍ୱାରା ଆସ୍ତିସୂଚକ ଭାବରେ ଗୃହୀତ ହେବା I ବାକ୍ୟଟିକୁ ବଦଳାଯାଇ ଈଶ୍ୱରଙ୍କୁ ନାୟକ ଭାବରେ ଦର୍ଶାଯାଇ ପାରିବ I ବିକଳ୍ପ ଅନୁବାଦ: “ଈଶ୍ୱର ତୁମକୁ ଆପଣା ଅନୁଗ୍ରହ ଦେବା ନିମନ୍ତେ ସିଦ୍ଧାନ୍ତ କରିଛନ୍ତି” ବା ଈଶ୍ୱର ତୁମକୁ ଆପଣା ଦୟା ପ୍ରଦର୍ଶନ କରୁଛନ୍ତି” (ଦେଖ: [[rc://or/ta/man/translate/figs-idiom]] )
LUK 1 30 a3eb figs-idiom εὗρες ... χάριν παρὰ τῷ Θεῷ 1 you have found favor with God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ, ଆପଣ<br>ଏହାକୁ ଏକ ସକ୍ରିୟ ପଦରେ ପ୍ରକାଶ କରିପାରିବେ । ବିକଳ୍ପ<br>ଅନୁବାଦ: “ଈଶ୍ଵର ତୁମ୍ଭକୁ ଦୟା କରିଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
LUK 1 31 fi5q συνλήμψῃ ἐν γαστρὶ, καὶ τέξῃ υἱόν ... Ἰησοῦν 1 you will conceive in your womb and bear a son ... Jesus ମରିୟମ ଏକ “ପୁତ୍ର” ପ୍ରସବ କରିବେ ଯିଏ “ପରାତ୍ପରଙ୍କ ପୁତ୍ର” ବୋଲି ଖ୍ୟାତ ହେବେ I ସେଥିନିମନ୍ତେ ଯୀଶୁ ଜଣେ ମଣିଷ ପୁତ୍ର ଓ ଏକ ମଣିଷ ମାଆଠାରୁ ଜାତ, ଏବଂ ସେ ମଧ୍ୟ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ଏହି ଭାବ ପ୍ରକାଶକ ପଦକୁ ଅତି ଯତ୍ନ ସହକାରେ ଅନୁବାଦ କରିବା ଉଚିତ ଅଟେ I
LUK 1 32 z74z Υἱὸς Ὑψίστου 1 the Son of the Most High ମରିୟମ ଏକ “ପୁତ୍ର” ପ୍ରସବ କରିବେ ଯିଏ “ପରାତ୍ପରଙ୍କ ପୁତ୍ର” ବୋଲି ଖ୍ୟାତ ହେବେ I ସେଥିନିମନ୍ତେ ଯୀଶୁ ଜଣେ ମଣିଷ ପୁତ୍ର ଓ ଏକ ମଣିଷ ମାଆଠାରୁ ଜାତ, ଏବଂ ସେ ମଧ୍ୟ ଈଶ୍ୱରଙ୍କ ପୁତ୍ର ଅଟନ୍ତି I ଏହି ଭାବ ପ୍ରକାଶକ ପଦକୁ ଅତି ଯତ୍ନ ସହକାରେ ଅନୁବାଦ କରିବା ଉଚିତ ଅଟେ I
LUK 1 32 ip26 figs-activepassive κληθήσεται 1 will be called ସମ୍ଭାବ୍ୟ ଅର୍ଥଗୁଡିକ 1) “ଲୋକମାନେ ତାହାଙ୍କୁ ସମ୍ବୋଧନ କରିବେ” ବା 2) “ଈଶ୍ୱର ତାହାଙ୍କୁ ସମ୍ବୋଧନ କରିବେ” (ଦେଖ: [[rc://or/ta/man/translate/figs-activepassive]] )

Can't render this file because it is too large.