Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-08-03 11:59:27 +00:00
parent d760ff91b4
commit 6d580b03a4
1 changed files with 4 additions and 4 deletions

View File

@ -355,10 +355,10 @@ EPH 2 8 abpc figs-abstractnouns τῇ γὰρ χάριτί ἐστε σεσῳσ
EPH 2 9 abcr grammar-connect-logic-goal ἵνα 1 so that **ଯେପରି** ସଂଯୋଗକାରୀ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ଈଶ୍ଵରଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ବିଶ୍ଵାସୀମାନଙ୍କୁ ସେମାନଙ୍କ କାର୍ଯ୍ୟ ଅପେକ୍ଷା ଅନୁଗ୍ରହ ଦ୍ୱାରା ବଞ୍ଚାଇବା, ଯାହା ଦ୍ଵାରା କେହି ଗର୍ବ କରିବା ଉଚିତ୍ ନୁହେଁ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
EPH 2 10 abcs grammar-connect-logic-result γάρ 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ-ପ୍ରଭାବ ସମ୍ପର୍କକୁ ପରିଚିତ କରାଏ। ଏହାର କାରଣ ଏହା ଈଶ୍ଵର ଯିଏ ଆମକୁ କୌଣସି ଉତ୍ତମ କାମ କରିବା ପାଇଁ ସୃଷ୍ଟି କରିଛନ୍ତି। ଫଳାଫଳ ଏହା ଯେ ଲୋକମାନେ ଗର୍ବ କରିପାରିବେ ନାହିଁ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 2 10 abd0 grammar-connect-logic-goal ἵνα 1 so that **ଯେପରି** ସଂଯୋଗକାରୀ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ। ଈଶ୍ଵର ଯେପରି ଆମ୍ଭକୁ ସୃଷ୍ଟି କରିଛନ୍ତି ତାହାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଏହା ଯେ ଯେପରି ଆମେ ଉତ୍ତମ କାର୍ଯ୍ୟ କରିବା ଯାହା ସେ ଆମେ କରୂ ବୋଲି ଚାହାନ୍ତି। (ଦେଖନ୍ତୁ: [[rc://en/ta/man/translate/grammar-connect-logic-goal]])
EPH 2 11 abct grammar-connect-logic-result διὸ 1 Therefore **ତେଣୁକରି** ସଂଯୋଗ  ଶବ୍ଦ ଏକ କାରଣ-ପ୍ରଭାବ ସମ୍ପର୍କକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ସେମାନେ ସ୍ଵୟଂ କରିଥିବା କର୍ମ ଦ୍ୱାରା ନୁହେଁ ବରଂ ଈଶ୍ଵରଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ । ଫଳାଫଳ ଏହା ଯେ ଏଫିସୀୟମାନେ ମନେ ରଖିବେ ଯେ ସେମାନେ ଥରେ ଈଶ୍ଵରଙ୍କଠାରୁ ପୃଥକ ଥିଲେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 12 abcz grammar-connect-logic-result ὅτι 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏକାରଣ ସେମାନେ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କର ଅଂଶ ନୁହଁନ୍ତି। ଏହାର ପରିଣାମ ଏହା ଯେ ଯେ ବିଜାତୀ ଏଫିସୀୟମାନେ ଈଶ୍ଵରଙ୍କଠାରୁ ପୃଥକ ଥିଲେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 13 abcw grammar-connect-logic-contrast δὲ 1 But ସଂଯୋଗକାରୀ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଏଫିସୀୟ ବିଜାତୀ ବିଶ୍ଵାସୀମାନଙ୍କ ବର୍ତ୍ତମାନର ସ୍ଥିତି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି, ସେମାନେ ଈଶ୍ଵରଙ୍କ ନିକଟତର ଅଟନ୍ତି । ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଈଶ୍ଵରଙ୍କଠାରୁ ପୃଥକ ଥିବା ସେମାନଙ୍କର ପୂର୍ବ ସ୍ଥିତିର ବିପରୀତ ଅଟେ[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 2 14 abcv grammar-connect-logic-result γάρ 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ଖ୍ରୀଷ୍ଟ ସ୍ଵୟଂ ଯିହୁଦୀ ବିଶ୍ଵାସୀମାନଙ୍କ ସହିତ ଯୋଗ ଦେଇଥିଲେ । ଫଳାଫଳ ଏହା ଯେ ଏଫିସୀୟ ବିଜାତୀ ବିଶ୍ଵାସୀମାନେ ଈଶ୍ଵରଙ୍କ ନିକଟତର ଥିଲେ ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 2 11 abct grammar-connect-logic-result διὸ 1 Therefore ସଂଯୋଗକାରୀ ଶବ୍ଦ **ଏହେତୁ** ଏକ କାରଣ-ପ୍ରଭାବ ସମ୍ପର୍କକୁ ଉପସ୍ଥାପନ କରେ। ଏଥିର କାରଣ ଏହା ଯେ ସେମାନେ ସ୍ଵୟଂ କରିଥିବା କର୍ମ ଦ୍ୱାରା ନୁହେଁ ବରଂ ଈଶ୍ଵରଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ। ଫଳାଫଳ ଏହା ଯେ ଏଫିସୀୟମାନେ ମନେ ରଖିବେ ଯେ ସେମାନେ ଥରେ ଈଶ୍ଵରଙ୍କଠାରୁ ପୃଥକ ଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 2 12 abcz grammar-connect-logic-result ὅτι 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ।\nକାରଣ ସେମାନେ ସୁନ୍ନତ ହୋଇଥିବା ଯିହୁଦୀମାନଙ୍କର ଅଂଶ ନୁହଁନ୍ତି। ଏହାର ପରିଣାମ ଏହା ଯେ ଯେ ବିଜାତୀ ଏଫିସୀୟମାନେ ଈଶ୍ଵରଙ୍କଠାରୁ ପୃଥକ ଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 2 13 abcw grammar-connect-logic-contrast δὲ 1 But ସଂଯୋଗକାରୀ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ। ଏଫିସୀୟ ବିଜାତୀ ବିଶ୍ଵାସୀମାନଙ୍କ ବର୍ତ୍ତମାନର ସ୍ଥିତି, ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି, ସେମାନେ ଈଶ୍ଵରଙ୍କ ନିକଟତର ଅଟନ୍ତି। ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଈଶ୍ଵରଙ୍କଠାରୁ ପୃଥକ ଥିବା ସେମାନଙ୍କର ପୂର୍ବ ସ୍ଥିତିର ବିପରୀତ ଅଟେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-contrast]])
EPH 2 14 abcv grammar-connect-logic-result γάρ 1 For ସଂଯୋଗକାରୀ ଶବ୍ଦ **ପାଇଁ** ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ। ଏହାର କାରଣ ଏହା ଯେ ଖ୍ରୀଷ୍ଟ ସ୍ଵୟଂ ଯିହୁଦୀ ବିଶ୍ଵାସୀମାନଙ୍କ ସହିତ ଯୋଗ ଦେଇଥିଲେ। ଫଳାଫଳ ଏହା ଯେ ଏଫିସୀୟ ବିଜାତୀ ବିଶ୍ଵାସୀମାନେ ଈଶ୍ଵରଙ୍କ ନିକଟତର ଥିଲେ।ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 2 15 abcx grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଯିହୁଦୀ ଏବଂ ବିଜାତୀମାନଙ୍କୁ ଏକତ୍ର କରିବା ପାଇଁ ଖ୍ରୀଷ୍ଟଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିଲା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 2 16 abc0 figs-metaphor ἐν ἑνὶ σώματι 1 as one body ମଣ୍ଡଳୀ ପ୍ରାୟତଃ ଖ୍ରୀଷ୍ଟଙ୍କ **ଶରୀରକୁ** ଏହାର ମସ୍ତକ ଭାବରେ ଚିତ୍ରଣ କରିଥାଏ । ଏଠାରେ ଏହା ଉଭୟ ଯିହୁଦୀ ଏବଂ ବିଜାତୀମାନଙ୍କୁ ନେଇ ଗଠିତ ।[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 2 18 abcu grammar-connect-logic-result ὅτι 1 for **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । କାରଣ ସେ ସ୍ଵୟଂ ହିଁ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କୁ ପିତାଙ୍କ ନିକଟକୁ ଆସିବାକୁ ସକ୍ଷମ କରାଇଲେ । ଫଳାଫଳ ଏହା ଯେ ଖ୍ରୀଷ୍ଟ ଉଭୟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କୁ ଶାନ୍ତି ଘୋଷଣା କରିଥିଲେ। ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ, ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.