Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 14:50:00 +00:00
parent 6b3afad1a8
commit 6d3d988cf3
1 changed files with 1 additions and 1 deletions

View File

@ -168,7 +168,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 3 14 fs1x figs-metaphor μεταβεβήκαμεν ἐκ τοῦ θανάτου εἰς τὴν ζωήν 1 we have passed out of death into life ଯୋହନ  ମୃତ ଏବଂ ଜୀବନ୍ତ ଅବସ୍ଥାକୁ ଶାରୀରିକ ସ୍ଥାନ ଭାବେ ଆଳଙ୍କାରିକ ଭାବରେ କହନ୍ତି  ଯେପରି ସେମାନେ ଗତି କରିପାରନ୍ତି । ବିକଳ୍ପ ଅନୁବାଦ: “ଆମ୍ଭେମାନେ ଆଉ ମରି ନାହୁଁ ବରଂ ଜୀବିତ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 ybc4 figs-metonymy τὴν ζωήν 1 life ଯେହେତୁ ଯୋହନ  ଏବଂ ତାହାଙ୍କ  ପାଠକମାନେ ବାସ୍ତବରେ ମୃତ ନଥିଲେ, ସେ ଆତ୍ମିକ **ମୃତ୍ୟୁ** ଏବଂ ଆତ୍ମିକ **ଜୀବନ** ବିଷୟରେ ଉଲ୍ଲେଖ କରନ୍ତି  । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ଆଉ ଆତ୍ମିକ  ଭାବରେ ମୃତ ନୁହଁ ବରଂ ଆତ୍ମିକ ଭାବରେ ଜୀବନ୍ତ ଅଟୁ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 14 qa7l μένει ἐν τῷ θανάτῳ 1 remains in death 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହାର ଅର୍ଥ ଗୋଟିଏ ସ୍ଥାନରେ ରହିବାକୁ ବୁଝାଏ । **ମୃତ୍ୟୁ** ଅବସ୍ଥାକୁ ଯୋହନ ପୁଣିଥରେ ଆଳଙ୍କାରିକ ଭାବରେ ସ୍ଥାନ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତଥାପି ଆତ୍ମିକ ଭାବରେ ମୃତ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 15 mqu2 figs-metaphor πᾶς ὁ μισῶν τὸν ἀδελφὸν αὐτοῦ, ἀνθρωποκτόνος ἐστίν 1 Anyone who hates his brother is a murderer ଯୋହନ ହତ୍ୟାକାରୀ ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରି ମାଥିଉ [5:21-22](https://create.translationcore.com/05/21.md)ରେ ଉଲ୍ଲେଖ ଥିବା ଯୀଶୁଙ୍କ ଶିକ୍ଷାକୁ ପ୍ରତିପାଦିତ କରନ୍ତି । ଯେହେତୁ ଲୋକମାନେ ଅନ୍ୟ ଲୋକମାନଙ୍କୁ  ଘୃଣା କରନ୍ତି ତେଣୁ ହତ୍ୟା କରନ୍ତି,  ଯିଏ ଘୃଣା କରେ ସେ ପ୍ରକୃତରେ ଅନ୍ୟ ଜଣକୁ ବଧ କରେ ବୋଲି ଯୋହନ କହନ୍ତି । ଏହି ରୂପକକୁ ଏକ ସରଳ ବାକ୍ୟାଂଶରେ ଅନୁବାଦ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟ ଜଣେ ବିଶ୍ଵାସୀଙ୍କୁ ଘୃଣା କରେ, ସେ ଜଣେ ହତ୍ୟାକାରୀ ସଦୃଶ ଅଟେ” See: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 15 mqu2 figs-metaphor πᾶς ὁ μισῶν τὸν ἀδελφὸν αὐτοῦ, ἀνθρωποκτόνος ἐστίν 1 Anyone who hates his brother is a murderer ଯୋହନ **ହତ୍ୟାକାରୀ** ଶବ୍ଦକୁ ଆଳଙ୍କାରିକ ଭାବରେ ବ୍ୟବହାର କରି ମାଥିଉ [5:21-22](https://create.translationcore.com/05/21.md)ରେ ଉଲ୍ଲେଖ ଥିବା ଯୀଶୁଙ୍କ ଶିକ୍ଷାକୁ ପ୍ରତିପାଦିତ କରନ୍ତି । ଯେହେତୁ ଲୋକମାନେ ଅନ୍ୟ ଲୋକମାନଙ୍କୁ  ଘୃଣା କରନ୍ତି ତେଣୁ ହତ୍ୟା କରନ୍ତି,  ଯିଏ ଘୃଣା କରେ ସେ ପ୍ରକୃତରେ ଅନ୍ୟ ଜଣକୁ ବଧ କରେ ବୋଲି ଯୋହନ କହନ୍ତି । ଏହି ରୂପକକୁ ଏକ ସରଳ ବାକ୍ୟାଂଶରେ ଅନୁବାଦ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟ ଜଣେ ବିଶ୍ଵାସୀଙ୍କୁ ଘୃଣା କରେ, ସେ ଜଣେ ହତ୍ୟାକାରୀ ସଦୃଶ ଅଟେ” See: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 3 15 s3aw figs-personification πᾶς ... ἀνθρωποκτόνος ... οὐκ ἔχει ζωὴν αἰώνιον ἐν αὐτῷ μένουσαν 1 no murderer has eternal life residing in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଯୋହନ ଏହି ଶବ୍ଦକୁ ଆକ୍ଷରିକ ଭାବରେ **ଅନନ୍ତ ଜୀବନକୁ** “ବାସ କରିବା” ଅର୍ଥରେ ବ୍ୟବହାର କରୁଥିବା ପରି ମନେହୁଏ ଯାହାକୁ ସେ ଆଳଙ୍କାରିକ ଭାବରେ ଜଣେ ବ୍ୟକ୍ତିଙ୍କ ମଧ୍ୟରେ ରହିପାରେ ବୋଲି ଚିତ୍ରଣ କରନ୍ତି। ବିକଳ୍ପ ଅନୁବାଦ: “ଅନନ୍ତ ଜୀବନ ପାଇ ନାହିଁ” ( [[rc://en/ta/man/translate/figs-personification]]ଦେଖନ୍ତୁ)
1JN 3 16 a2cq figs-idiom 0 Christ laid down his life for us ଏହା ଏକ ରୂଢ଼ି  ଅଟେ । ବିକଳ୍ପ ଅନୁବାଦ: “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ଆପଣା ପ୍ରାଣ ଦାନକଲେ” କିମ୍ବା “ସ୍ୱଇଚ୍ଛାରେ ଆମ୍ଭମାନଙ୍କର  ପାଇଁ ମୃତ୍ୟୁଭୋଗ କଲେ” । ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 3 17 nlj7 0 the world's goods ଏହି ପତ୍ରରେ ଯୋହନ  ବିଭିନ୍ନ ଅର୍ଥରେ **ଜଗତ** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ସୃଷ୍ଟ ଜଗତକୁ, ଏବଂ ବସ୍ତୁ ସମ୍ବନ୍ଧୀୟ ବିଷୟ ଯେପରିକି ଏହି ପ୍ରସଙ୍ଗରେ ଅର୍ଥ, ଖାଦ୍ୟ ଏବଂ ପୋଷାକକୁ ବୁଝାଏ । ବିକଳ୍ପ ଅନୁବାଦ: “ସମ୍ପତ୍ତି ଆଧିକାର” ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.