Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2021-12-06 15:41:39 +00:00
parent 400111c924
commit 6c27021fbb
1 changed files with 1 additions and 1 deletions

View File

@ -61,7 +61,7 @@ LUK 1 19 pd7h figs-activepassive ἀπεστάλην λαλῆσαι πρὸς
LUK 1 20 x9qk ἰδοὺ 1 Behold ବକ୍ତା ଯାହା କହନ୍ତି ତାହା ଉପରେ ଶ୍ରୋତାମାନଙ୍କ ଧ୍ୟାନକୁ କେନ୍ଦ୍ରିତ କରିବା ପାଇଁ ଦେଖ ଶବ୍ଦ ବ୍ୟବହାର ହୋଇଅଛି । ଯଦିଓ ଏହି ଶବ୍ଦର ଅର୍ଥ **ଦେଖିବା** କିମ୍ବା “ଦୃଷ୍ଟି କରିବା” ଅଟେ, ଏହି କ୍ଷେତ୍ରରେ ସାଙ୍କେତିକ ଭାବରେ ଦେଖିବା ଅର୍ଥ ଧ୍ୟାନ ଦେବା ଅଟେ। ବିକଳ୍ପ ଅନୁବାଦ: “ଧ୍ୟାନ ଦିଅ!” (ଦେଖନ୍ତୁ: [[rc://en/ta/man/translate/figs-metaphor]])
LUK 1 20 g5t1 figs-doublet σιωπῶν καὶ μὴ δυνάμενος λαλῆσαι 1 silent, and not able to speak ଏହି ଦୁଇଟି ବାକ୍ୟାଂଶ ସମାନ ବିଷୟକୁ ବୁଝାଏ । ଜିଖରୀୟଙ୍କ<br>ନୀରବତା କେତେ ସମ୍ପୂର୍ଣ୍ଣ ହେବ ତାହା ଉପରେ ଗୁରୁତ୍ୱ ଦେବା ପାଇଁ ଗାବ୍ରିଏଲ ପୁନରାବୃତ୍ତି<br>ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କହିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହେଲେ” (ଦେଖନ୍ତୁ: [[rc://en/ta/man/translate/figs-doublet]])
LUK 1 20 q6y3 οὐκ ἐπίστευσας τοῖς λόγοις μου 1 you did not believe my words ଗାବ୍ରିଏଲ କଥା ଶବ୍ଦର **ଶବ୍ଦକୁ** ସାଙ୍କେତିକ ଭାବରେ ବ୍ୟବହାର କରି ତାଙ୍କ ବାର୍ତ୍ତାର ବିଷୟବସ୍ତୁକୁ ଏହା ସହ ଜଡିତ କିଛି ବିଷୟକୁ ପ୍ରକାଶ କରିବାକୁ ବ୍ୟବହାର କରିଥିଲେ । ବିକଳ୍ପ<br>ଅନୁବାଦ: “ମୁଁ ଯାହା କହିଲି ତୁମ୍ଭେ ବିଶ୍ୱାସ କଲ ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
LUK 1 20 hgu3 εἰς τὸν καιρὸν αὐτῶν 1 in their proper time ନିରୂପିତ ସମୟରେ
LUK 1 20 hgu3 εἰς τὸν καιρὸν αὐτῶν 1 in their proper time ଏହା ଏକ ରୂଢ଼ି ଯାହାର ଅର୍ଥ “ସେମାନଙ୍କ ପାଇଁ ସମୟ” ଅଟେ । ବିକଳ୍ପ ଅନୁବାଦ: “ନିର୍ଦ୍ଦିଷ୍ଟ ସମୟରେ” କିମ୍ବା “ଈଶ୍ଵର ମନୋନୀତ କରିଥିବା ସମୟରେ” । (ଦେଖନ୍ତୁ: [[rc://en/ta/man/translate/figs-idiom]])
LUK 1 21 e14e καὶ 1 Now ମନ୍ଦିର ଭିତରେ ଯାହା ସବୁ ଘଟିଗଲା ସେ ବିଷୟଠାରୁ ଯାହା ବାହାରେ ଘଟିବାକୁ ଯାଉଅଛି ତହିଁ ଆଡକୁ କାହାଣୀଠାରୁ ଏହା ଏକ ପରିବର୍ତ୍ତନର ଚିହ୍ନ ଅଟେ I ବିକଳ୍ପ ଅନୁବାଦ: “ତାହା ଘଟୁଥିବା ବେଳେ” ବା “ ଦୂତ ଓ ଜିଖରିୟ ଯେତେବେଳେ କଥାବାର୍ତ୍ତା କରୁଥିଲେ”
LUK 1 22 h6vt ἐπέγνωσαν ὅτι ὀπτασίαν ἑώρακεν ἐν τῷ ναῷ. καὶ αὐτὸς ἦν διανεύων αὐτοῖς, καὶ διέμενεν κωφός 1 they realized that he had seen a vision in the temple; and he kept making signs to them, and remained unable to speak ଏହି ଘଟଣାଗୁଡ଼ିକ ହୁଏତ ସେହି ସମାନ ସମୟରେ ଘଟିଲା, ଏବଂ ଜିଖରିୟଙ୍କ ସଙ୍କେତ ଲୋକମାନଙ୍କୁ ସାହାଯ୍ୟ କଲା ଯେପରି ସେମାନେ ବୁଝିପାରିବେ ଯେ ସେ ଏକ ଦର୍ଶନ ଦେଖିଛନ୍ତି I ଏହା ହୁଏତ ତୁମର ଶ୍ରୋତାଙ୍କ ପାଇଁ ସେହି ବିଷୟ ଦର୍ଶାଇବା ନିମନ୍ତେ ସହାୟକ ହେବ I ବିକଳ୍ପ ଅନୁବାଦ: “ ସେ ସେମାନଙ୍କୁ ସଙ୍କେତ କରିବାକୁ ଲାଗିଲେ ଏବଂ ନୀରବ ରହିଲେ I ତେଣୁ ସେମାନେ ହୃଦୟଙ୍ଗମ କଲେ ଯେ ସେ ମନ୍ଦିରରେ ଥିବା ବେଳେ ଏକ ଦର୍ଶନ ଦେଖିଛନ୍ତି I”
LUK 1 22 r2ak ὀπτασίαν 1 a vision ପୂର୍ବବର୍ତ୍ତୀ ବର୍ଣ୍ଣନା ଇଙ୍ଗିତ ଦିଏ ଯେ ଗାବ୍ରିଏଲ ପ୍ରକୃତରେ ମନ୍ଦିରରେ ଜିଖରିୟଙ୍କ ନିକଟକୁ ଆସିଥିଲେ I ଲୋକମାନେ ତାହା ନ ଜାଣି ଅନୁମାନ କଲେ ଯେ ସେ ଏକ ଦର୍ଶନ ଦେଖିଅଛନ୍ତି I

Can't render this file because it is too large.