diff --git a/tn_GAL.tsv b/tn_GAL.tsv index d8ad10d..8afe3ff 100644 --- a/tn_GAL.tsv +++ b/tn_GAL.tsv @@ -322,4 +322,5 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 6:17 cz8a κόπους μοι 1 ଏଠାରେ, **କଷ୍ଟ** ଶବ୍ଦ ଯାହା ଗାଲାତୀୟ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରୁ କେତେକ ପାଉଲଙ୍କ ପାଇଁ ଏହି ପତ୍ରରେ ଲେଖିଥିବା ସମସ୍ୟା ହେତୁ ପାଉଲଙ୍କ ପାଇଁ ସୃଷ୍ଟି କରିଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଏହି ପ୍ରସଙ୍ଗରେ ମୋତେ କେହି କଷ୍ଟ ନ ଦେଉ” 6:17 j729 ἐγὼ γὰρ τὰ στίγματα τοῦ Ἰησοῦ ἐν τῷ σώματί μου βαστάζω 1 ଏଠାରେ, **ଯୀଶୁଙ୍କ ଚିହ୍ନଗୁଡ଼ିକ** ପାଉଲଙ୍କ ଶରୀରରେ ଥିବା ଚିହ୍ନକୁ ବୁଝାଏ ଯାହାକୁ ଲୋକମାନେ **ଯୀଶୁଙ୍କ** ବିଷୟରେ ଶିକ୍ଷା ଦେଇଥିବାରୁ ତାଙ୍କୁ ପିଟିବା ଦ୍ୱାରା ହୋଇଥିଲା । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଯେଉଁ ଚିହ୍ନ ପାଇଲି, କାରଣ ମୁଁ ଯୀଶୁଙ୍କ ବିଷୟରେ ସତ୍ୟ ଶିକ୍ଷା ଦେଲି” 6:18 b64i ἡ χάρις τοῦ Κυρίου ἡμῶν Ἰησοῦ Χριστοῦ μετὰ τοῦ Πνεύματος ὑμῶν 1 -6:18 pk25 ἀδελφοί 1 ଆପଣ 1:2 ରେ **ଭାଇମାନଙ୍କର** କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀ” +6:18 pk25 ἀδελφοί 1 ଆପଣ [1:2](../01/02.md) ରେ **ଭାଇମାନଙ୍କର** କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଭାଇ ଓ ଭଉଣୀ” +1:1 o4ns Παῦλος 1