Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-25 04:45:36 +00:00
parent b4823fe038
commit 6abe56d5ba
1 changed files with 1 additions and 1 deletions

View File

@ -266,7 +266,7 @@ JAS 4 14 a9v2 figs-metaphor ἀτμὶς γάρ ἐστε, ἡ πρὸς ὀλί
JAS 4 15 gj65 ἀντὶ, τοῦ λέγειν ὑμᾶς, 1 Instead, you should say ଏହା ପରିବର୍ତ୍ତେ, ତୁମର ଆଚରଣ ଶୁଚି ହେବା ଉଚିତ
JAS 4 15 e1il ζήσομεν καὶ ποιήσομεν τοῦτο ἢ ἐκεῖνο 1 we will live and do this or that "ଆମ୍ଭେମାନେ ଯାହା ଯୋଜନା କରିଅଛୁ, ତାହାକୁ ସଫଳ କରିବା ନିମନ୍ତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଜୀବିତ ରହୁ । “ଆମେ” ଶବ୍ଦ ପ୍ରତ୍ୟକ୍ଷଭାବେ ଯାକୁବ ଓ ତାହାଙ୍କ ଶ୍ରୋତାମାନଙ୍କୁ ବୁଝାଏ ନାହିଁ କିନ୍ତୁ ଯାକୁବଙ୍କ ଶ୍ରୋତାମାନେ ଭବିଷ୍ୟତ ବିଷୟରେ କେମିତି ବିଚାର କରିବା ଉଚିତ ସେହି ଉଦାହରଣର ଏକ ଅଂଶ ଅଟେ ।
JAS 4 17 q84z εἰδότι οὖν καλὸν ποιεῖν, καὶ μὴ ποιοῦντι, ἁμαρτία αὐτῷ ἐστιν. 1 for anyone who knows to do good but does not do it, for him it is sin ଯେ କେହି ଉତ୍ତମ କାର୍ଯ୍ୟ କରିବାରେ ବିଫଳ ହୋଇଥାଏ ସେ ଜାଣିବା ଉଚିତ ଯେ ସେ ପାପର ଦୋଷ କରେ ।
JAS 5 intro ud8q 0 # ଯାକୁବ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ଧନୀ ଲୋକମାନଙ୍କୁ ଭର୍ତ୍ସନା (5:1-6)
2. ପ୍ରଭୁଙ୍କ ଆଗମନକୁ ସହନଶୀଳ ସହିତ ଅପେକ୍ଷା କରିବା (5:7-11)
3. ଶପଥଗୁଡ଼ିକୁ ନିଷେଧ (5:12)
4. ପ୍ରାର୍ଥନା, କ୍ଷମା ଏବଂ ସୁସ୍ଥତା (5:13-18)
5. ପାପୀର ପୁନରୁଦ୍ଧାର (5:19-20)

**ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ଅନନ୍ତକାଳ ଜୀବିତ

ଏହି ଅଧ୍ୟାୟର ପ୍ରଥମ ଭାଗ, ଯାହା ଧନୀ ଲୋକମାନଙ୍କ ପାଇଁ ଏକ ଚେତାବନୀ ଅଟେ ଯାହା ଏହି ଜଗତର ବିଷୟଗୁଡ଼ିକୁ ଯାହା ଚିରସ୍ଥାୟୀ ରହିବ ନାହିଁ ଏବଂ ଯାହା ଅନନ୍ତକାଳ ପର୍ଯ୍ୟନ୍ତ ରହିବ ମଧ୍ୟରେ ବିରୋଧ କରେ । ଏହି ଅଧ୍ୟାୟର ଦ୍ୱିତୀୟ ଭାଗ ସେହି ପ୍ରଥମ ବିଭାଗ ସହିତ ଜଡିତ ଅଟେ । ଏଥିରେ ଯୀଶୁ ଶୀଘ୍ର ଫେରିବେ ବୋଲି ଆଶା ସହିତ ବାସ କରିବା ଜରୁରୀ ଅଟେ ବୋଲି ଯାକୁବ ଜୋର ଦେଇଛନ୍ତି । (ଦେଖ: [[rc://or/tw/dict/bible/kt/eternity]])

### ଶପଥ

[5:12](https://create.translationcore.com/05/12.md) ରେ, ଯାକୁବ ତାଙ୍କ ପାଠକମାନଙ୍କୁ ଶପଥ ନକରିବାକୁ କୁହନ୍ତି । ତଥାପି, ବାଇବେଲ ପଣ୍ଡିତମାନେ କହନ୍ତି ଯେ ଯାକୁବ ପ୍ରକୃତରେ ସମସ୍ତ ଶପଥଗୁଡ଼ିକ ମିଥ୍ୟା ବୋଲି ଶିକ୍ଷା ଦେବାକୁ ଚାହୁଁଛନ୍ତି କି? କେତେକ ପଣ୍ଡିତ ବିଶ୍ଵାସ କରନ୍ତି ଯେ କେତେକ ଶପଥଗୁଡ଼ିକ ଅନୁମତିପ୍ରାପ୍ତ ଏବଂ ଖ୍ରୀଷ୍ଟିୟାନମାନେ କିପରି ସେମାନଙ୍କ ବାକ୍ୟ ପାଳନ କରି ପାରିବେ ତାହା ଯାକୁବ ଗୁରୁତ୍ୱ ଦେଉଛନ୍ତି।

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

### ଏଲିୟ

ଯଦି ରାଜା 1 ଏବଂ 2 ର ପୁସ୍ତକଗୁଡ଼ିକ ଅନୁବାଦ ହୋଇନାହିଁ ତେବେ ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କ ଜୀବନରୁ [5:17-18](https://create.translationcore.com/05/17.md) ରେ ଯାକୁବ ଦେଇଥିବା ଦୃଷ୍ଟାନ୍ତ ଆପଣଙ୍କ ପାଠକମାନଙ୍କ ପାଇଁ ପ୍ରଶଂସା କରିବା କଷ୍ଟକର ହୋଇପାରେ । ଆପଣଙ୍କ ପାଠକମାନଙ୍କୁ ଏହି ଦୃଷ୍ଟାନ୍ତକୁ ଭଲ ଭାବରେ ବୁଝିବାରେ କିପରି ସାହାଯ୍ୟ କରିବେ ସେ ସମ୍ବନ୍ଧରେ ପରାମର୍ଶ ପାଇଁ 5:17 ର ପ୍ରଥମ ଟିପ୍ପଣୀ ଦେଖନ୍ତୁ ।
JAS 5 intro ud8q 0 # ଯାକୁବ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1. ଧନୀ ଲୋକମାନଙ୍କୁ ଭର୍ତ୍ସନା (5:1-6)
2. ପ୍ରଭୁଙ୍କ ଆଗମନକୁ ସହନଶୀଳ ସହିତ ଅପେକ୍ଷା କରିବା (5:7-11)
3. ଶପଥଗୁଡ଼ିକୁ ନିଷେଧ (5:12)
4. ପ୍ରାର୍ଥନା, କ୍ଷମା ଏବଂ ସୁସ୍ଥତା (5:13-18)
5. ପାପୀର ପୁନରୁଦ୍ଧାର (5:19-20)

## **ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର**

### ଅନନ୍ତକାଳ ଜୀବିତ

ଏହି ଅଧ୍ୟାୟର ପ୍ରଥମ ଭାଗ, ଯାହା ଧନୀ ଲୋକମାନଙ୍କ ପାଇଁ ଏକ ଚେତାବନୀ ଅଟେ ଯାହା ଏହି ଜଗତର ବିଷୟଗୁଡ଼ିକୁ ଯାହା ଚିରସ୍ଥାୟୀ ରହିବ ନାହିଁ ଏବଂ ଯାହା ଅନନ୍ତକାଳ ପର୍ଯ୍ୟନ୍ତ ରହିବ ମଧ୍ୟରେ ବିରୋଧ କରେ । ଏହି ଅଧ୍ୟାୟର ଦ୍ୱିତୀୟ ଭାଗ ସେହି ପ୍ରଥମ ବିଭାଗ ସହିତ ଜଡିତ ଅଟେ । ଏଥିରେ ଯୀଶୁ ଶୀଘ୍ର ଫେରିବେ ବୋଲି ଆଶା ସହିତ ବାସ କରିବା ଜରୁରୀ ଅଟେ ବୋଲି ଯାକୁବ ଜୋର ଦେଇଛନ୍ତି । (ଦେଖ: [[rc://or/tw/dict/bible/kt/eternity]])

### ଶପଥ

[5:12](https://create.translationcore.com/05/12.md) ରେ, ଯାକୁବ ତାଙ୍କ ପାଠକମାନଙ୍କୁ ଶପଥ ନକରିବାକୁ କୁହନ୍ତି । ତଥାପି, ବାଇବେଲ ପଣ୍ଡିତମାନେ କହନ୍ତି ଯେ ଯାକୁବ ପ୍ରକୃତରେ ସମସ୍ତ ଶପଥଗୁଡ଼ିକ ମିଥ୍ୟା ବୋଲି ଶିକ୍ଷା ଦେବାକୁ ଚାହୁଁଛନ୍ତି କି? କେତେକ ପଣ୍ଡିତ ବିଶ୍ଵାସ କରନ୍ତି ଯେ କେତେକ ଶପଥଗୁଡ଼ିକ ଅନୁମତିପ୍ରାପ୍ତ ଏବଂ ଖ୍ରୀଷ୍ଟିୟାନମାନେ କିପରି ସେମାନଙ୍କ ବାକ୍ୟ ପାଳନ କରି ପାରିବେ ତାହା ଯାକୁବ ଗୁରୁତ୍ୱ ଦେଉଛନ୍ତି।

## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା

### ଏଲିୟ

ଯଦି ରାଜା 1 ଏବଂ 2 ର ପୁସ୍ତକଗୁଡ଼ିକ ଅନୁବାଦ ହୋଇନାହିଁ ତେବେ ଭବିଷ୍ୟ‌ଦ୍‌ବକ୍ତା ଏଲିୟଙ୍କ ଜୀବନରୁ [5:17-18](https://create.translationcore.com/05/17.md) ରେ ଯାକୁବ ଦେଇଥିବା ଦୃଷ୍ଟାନ୍ତ ଆପଣଙ୍କ ପାଠକମାନଙ୍କ ପାଇଁ ପ୍ରଶଂସା କରିବା କଷ୍ଟକର ହୋଇପାରେ । ଆପଣଙ୍କ ପାଠକମାନଙ୍କୁ ଏହି ଦୃଷ୍ଟାନ୍ତକୁ ଭଲ ଭାବରେ ବୁଝିବାରେ କିପରି ସାହାଯ୍ୟ କରିବେ ସେ ସମ୍ବନ୍ଧରେ ପରାମର୍ଶ ପାଇଁ 5:17 ର ପ୍ରଥମ ଟିପ୍ପଣୀ ଦେଖନ୍ତୁ ।
JAS 5 1 phs3 0 Connecting Statement: ଯାକୁବ ଧନୀ ଲୋକମାନଙ୍କୁ ଧନ ଓ ଭୋଗବିଳାସ ନିମନ୍ତେ ସେମାନଙ୍କ ଲକ୍ଷ୍ୟ ସାଧନ ବିଷୟରେ ଚେତାବନୀ ଦିଅନ୍ତି ।
JAS 5 1 gel9 figs-explicit οἱ πλούσιοι 1 you who are rich ସମ୍ଭାବିତ ଅର୍ଥଗୁଡିକ ୧) ଯାକୁବ ଧନୀ ବିଶ୍ବାସୀମାନଙ୍କୁ ଏକ ଦୃଢ ଚେତାବନୀ ଦେଉଛନ୍ତି ଓ ) ଯାକୁବ ଧନୀ ଅଣ-ବିଶ୍ବାସୀମାନଙ୍କ ବିଷୟରେ କହୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେମାନେ ଧନବାନ ହୋଇଅଛ ଏବଂ ତୁମେ ଈଶ୍ବରଙ୍କୁ ସମ୍ମାନ କରୁଥିବା କହୁଅଚ୍ଛ” (ଦେଖ: [[rc://or/ta/man/translate/figs-explicit]])
JAS 5 1 l3wd figs-abstractnouns ἐπὶ ταῖς ταλαιπωρίαις ὑμῶν ταῖς ἐπερχομέναις 1 because of the miseries coming on you ଯାକୁବ କହନ୍ତି ଯେ ଏହି ଲୋକମାନେ ଭବିଷ୍ୟତରେ ବହୁତ ଯନ୍ତ୍ରଣା ପାଇବେ ଏବଂ ସେ ଏପରି ଲେଖନ୍ତି ଯେପରି ସେମାନଙ୍କର ଯନ୍ତ୍ରଣା ବସ୍ତୁଗୁଡିକ ସଦୃଶ ଥିଲା ଯାହା ସେମାନଙ୍କ ନିକଟକୁ ଆସୁଥିଲା । ଭାବନାତ୍ମକ ବିଶେଷ “ଦୁର୍ଦ୍ଦଶା” ଶଦ୍ଦକୁ ଏକ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କାରଣ ତୁମେମାନେ ଭବିଷ୍ୟତରେ ବହୁତ ଯନ୍ତ୍ରଣା ପାଇବ” (ଦେଖ: [[rc://or/ta/man/translate/figs-abstractnouns]])

Can't render this file because it contains an unexpected character in line 2 and column 3842.