Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 13:26:50 +00:00
parent a9938e6cfe
commit 6825b22aec
1 changed files with 11 additions and 11 deletions

View File

@ -60,16 +60,16 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 18 f3ep figs-metonymy ἐν ἐκείνῃ τῇ ἡμέρᾳ 1 on that day **ସେହି ଦିନର** ଅଭିବ୍ୟକ୍ତି ସେହି ଦିନକୁ ବିଝାଏ ଯେତେବେଳେ ଈଶ୍ଵର ସମସ୍ତ ଲୋକଙ୍କର ବିଚାର କରିବେ; ସେହି ସମୟରେ ସେମାନେ ପ୍ରଭୁଙ୍କଠାରୁ ଦୟା ପାଇବେ, ଯେପରି ପାଉଲ ଉଲ୍ଲେଖ କରିଛନ୍ତି, କିମ୍ବା କ୍ରୋଧ । ବିକଳ୍ପ ଅନୁବାଦ: "ବିଚାରର ଦିନ" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 intro k3zn 0 # **2 ତୀମଥି 02 ସାଧାରଣ ଟିପ୍ପଣୀଗୁଡ଼ିକ**

## ଗଠନ ଏବଂ ଆକାର

ପଦ 11b-13 ରେ, ପାଉଲ ହୁଏତ ଏକ କବିତା ବା ଭଜନ ଉଦ୍ଧୃତ କରନ୍ତି । ଆପଣଙ୍କ ଅନୁବାଦରେ, ଏହା ଏକ ଉଦ୍ଧୃତି ହୋଇପାରେ ବୋଲି ପାଠକଙ୍କୁ ଦେଖାଇବା ପାଇଁ ଆପଣ ଏହି ପଦଗୁଡ଼ିକୁ ଅଧ୍ୟାୟର ଡାହାଣ ପାର୍ଶ୍ୱରେ ଉଲ୍ଲେଖ କରିପାରିବେ ।

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆମ୍ଭେମାନେ ତାହାଙ୍କ ସହିତ ରାଜ୍ୟ କରିବା

ଭବିଷ୍ୟତରେ ବିଶ୍ଵସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କ ସହିତ ରାଜ୍ୟ କରିବେ I ( rc://en/tw/dict/bible/kt/faithful) ଦେଖନ୍ତୁ

## ଏହି ଅଧ୍ୟାୟର ପ୍ରଧାନ ଅଳଙ୍କାରଗୁଡ଼ିକ

### ଆଙ୍ଗିକ ଦୃଷ୍ଟାନ୍ତ

ଏହି ଅଧ୍ୟାୟରରେ, ପାଉଲ ଜଣେ ଖ୍ରୀଷ୍ଟିୟାନଭାବରେ ଜୀବନ ଯାପନ କରିବା ବିଷୟରେ ଅନେକ ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ସେ ସୈନିକ, କ୍ରୀଡାବିତ୍ ଓ କୃଷକର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I ଏହି ଅଧ୍ୟାୟର ଶେଷ ଆଡକୁ, ସେ ଗୋଟିଏ ଗୃହରେ ଥିବା ବିଭିନ୍ନ ପ୍ରକାର ପାତ୍ରର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି I
2TI 2 1 t13s 0 Connecting Statement:
2TI 2 1 bll5 figs-metaphor τέκνον μου 1 my child ଏଠାରେ “**ପୁତ୍ର**” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ I ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
2TI 2 1 e6ex figs-metaphor ἐνδυναμοῦ ἐν τῇ χάριτι τῇ ἐν Χριστῷ Ἰησοῦ 1 be strengthened in the grace that is in Christ Jesus ଈଶ୍ବରଙ୍କ ଅନୁଗ୍ରହ ବିଶ୍ବାସୀମାନଙ୍କୁ ଦେଉଥିବା ପ୍ରେରଣା ଓ ଦୃଢ଼ସଂକଳ୍ପ ବିଷୟରେ ପାଉଲ କହୁଛନ୍ତି I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: [[rc://en/ta/man/translate/figs-metaphor]])
2TI 2 2 ig9v διὰ πολλῶν μαρτύρων 1 among many witnesses ଅନେକଙ୍କ ସାକ୍ଷାତରେ ମୁଁ ଯେଉଁ ବାକ୍ୟ କହିଥିଲି, ତାହା ସତ୍ୟ ବୋଲି ପ୍ରମାଣିତ ହୋଇଥିବା ତୁମ୍ଭେ ଜାଣିଅଛ
2TI 2 2 kv1m figs-metaphor ταῦτα παράθου πιστοῖς ἀνθρώποις 1 entrust them to faithful people ପାଉଲ ତୀମଥିଙ୍କୁ ଦେଇଥିବା ଆପଣା ଉପଦେଶ ବିଷୟରେ କହନ୍ତି ଯେ ସତେ ଯେପରି ସେସବୁ କିଛି ପଦାର୍ଥ, ଯାହା ସେ ଅନ୍ୟଲୋକମାନଙ୍କୁ ଦେଇପାରିବେ ଓ ସେମାନେ ତାହା ଠିକ୍ ଭାବରେ ବ୍ୟବହାର କରିବେ ବୋଲି ସେମାନଙ୍କୁ ଭରସା କରିପାରିବେ I ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” (ଦେଖ: [[rc://en/ta/man/translate/figs-metaphor]])
2TI 2 3 yc1j συνκακοπάθησον 1 Suffer hardship with me ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ମୁଁ ଯେପରି କରୁଅଛି, ସେପରି ଦୁଃଖ ସହ୍ୟ କର” କିମ୍ବା ) “ମୋହର ଦୁଃଖରେ ସହଭାଗୀ ହୁଅ”
2TI 2 3 juu2 figs-simile ὡς καλὸς στρατιώτης Ἰησοῦ Χριστοῦ 1 as a good soldier of Christ Jesus ପାଉଲ ଖ୍ରୀଷ୍ଟଙ୍କର ଦୁଃଖଭୋଗକୁ ଜଣେ ଉତ୍ତମ ସୈନିକ ସହ୍ୟ କରୁଥିବା ଦୁଃଖଭୋଗ ସହିତ ତୁଳନା କରୁଛନ୍ତି I (ଦେଖ: [[rc://en/ta/man/translate/figs-simile]])
2TI 2 4 a4x7 οὐδεὶς στρατευόμενος ἐμπλέκεται ταῖς τοῦ βίου πραγματίαις 1 No soldier serves while entangled in the affairs of this life "ଏହି ଜୀବନରେ ଦୈନନ୍ଦିନ କାର୍ଯ୍ୟକଳାପରେ ଜଡ଼ିତ ଥିବା କୌଣସି ସୈନିକ ସେବା କରି ପାରେ ନାହିଁ କିମ୍ବା “ଯେତେବେଳେ ସୈନିକମାନେ ସେବା କରନ୍ତି, ସେମାନେ ଲୋକମାନେ କରୁଥିବା ସାଧାରଣ କାର୍ଯ୍ୟ ଦ୍ବାରା ବିଚଳିତ ହୁଅନ୍ତି ନାହିଁ I” ଖ୍ରୀଷ୍ଟଙ୍କ ସେବକମାନେ ସେମାନଙ୍କ ଦୈନିକ ଜୀବନ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ କାର୍ଯ୍ୟ କରିବାରୁ ବଞ୍ଚିତ କରିବାକୁ ନ ଦେବା ଉଚିତ I
2TI 2 4 p7n5 figs-metaphor ἐμπλέκεται 1 while entangled ଏହି ଅନ୍ତରାୟ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଗୋଟିଏ ଫାନ୍ଦ ଯହିଁରେ ଲୋକମାନେ ଚାଲୁଥିବା ସମୟରେ ପଡ଼ି ଯାଆନ୍ତି I  [[rc://en/ta/man/translate/figs-metaphor]])(ଦେଖନ୍ତୁ)
2TI 2 4 d2lg ῷ στρατολογήσαντι 1 his superior officer ବିକଳ୍ପ ଅନୁବାଦ: ତାହାଙ୍କ ନେତା କିମ୍ବା “ଯେ ତାହାଙ୍କୁ ଆଜ୍ଞା ଦିଏ”"
2TI 2 5 d483 figs-explicit ἀθλῇ τις, οὐ στεφανοῦται, ἐὰν μὴ νομίμως ἀθλήσῃ 1 as an athlete, he is not crowned unless he competes by the rules ପାଉଲ ନିଃସନ୍ଦିଗ୍ଧ ଭାବରେ ଖ୍ରୀଷ୍ଟଙ୍କ ସେବକମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ କ୍ରୀଡାବିତ୍ ଅଟନ୍ତି I (ଦେଖ: [[rc://en/ta/man/translate/figs-explicit]])
2TI 2 1 bll5 figs-metaphor τέκνον μου 1 my child ଏଠାରେ “**ପୁତ୍ର**” ଅତ୍ୟନ୍ତ ପ୍ରେମ ଓ ସ୍ବୀକୃତିର ଗୋଟିଏ ଶବ୍ଦ ଅଟେ I ତୀମଥି ପାଉଲଙ୍କ ନିଜ ପୁତ୍ର ନଥିଲେ। ଏହା ମଧ୍ୟ ହୋଇପାରେ ଯେ ତୀମଥି ପାଉଲଙ୍କ ଦ୍ବାରା ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିଲେ ଓ ସେଥିପାଇଁ ପାଉଲ ତାହାଙ୍କୁ ଆପଣା ସନ୍ତାନ ସଦୃଶ ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଯେ କି ମୋହର ପୁତ୍ର ସଦୃଶ” ( [[rc://en/ta/man/translate/figs-metaphor]]) ଦେଖନ୍ତୁ
2TI 2 1 e6ex figs-metaphor ἐνδυναμοῦ ἐν τῇ χάριτι τῇ ἐν Χριστῷ Ἰησοῦ 1 be strengthened in the grace that is in Christ Jesus ପାଉଲ ଚାହୁଁଛନ୍ତି ଯେ ଈଶ୍ଵର ତୀମଥିଙ୍କୁ  **ଅନୁଗ୍ରହ** କିମ୍ବା ଦୟା ପ୍ରଦାନ କରିଥିବା ଶକ୍ତି ଅନୁଭବ କରନ୍ତୁ। ବିଶ୍ଵାସୀମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ଈଶ୍ଵରଙ୍କ ଅନୁଗ୍ରହ ଅନୁଭବ କରନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏକ ବିଶେଷଣ ସହିତ ବିସ୍ତୃତ ବିଶେଷ୍ୟ ବ୍ୟବହାର କରି  **ଅନୁଗ୍ରହ** ପ୍ରକାଶ କରିପାରିବେ।” ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ଥିବା ତୁମ୍ଭର ସମ୍ପର୍କ ଦ୍ବାରା ଈଶ୍ବର ତୁମ୍ଭକୁ ଦେଇଥିବା ଅନୁଗ୍ରହକୁ ବ୍ୟବହାର କରି ତୁମ୍ଭକୁ ବଳବାନ୍ କରନ୍ତୁ” (ଦେଖ: [[rc://en/ta/man/translate/figs-metaphor]]) ଦେଖନ୍ତୁ
2TI 2 2 ig9v διὰ πολλῶν μαρτύρων 1 among many witnesses ପାଉଲ ସର୍ବସାଧାରଣରେ ଅନ୍ୟମାନଙ୍କ ଉପସ୍ଥିତିରେ ଶିକ୍ଷାକୁ ସୂଚାନ୍ତି। ଏହାର ଅର୍ଥ ସେ ଯାହା ଶିକ୍ଷା ଦିଅନ୍ତି ତାହା ଅନ୍ୟମାନେ ସାକ୍ଷ୍ୟ ଦେବା ଉଚିତ୍। ବିକଳ୍ପିକ ଅନୁବାଦ: " ମୁଁ ଯାହା କହେ ତାହା ଅନ୍ୟାମାନଙ୍କ ଉପସ୍ଥିତିରେ ଯେଉଁମାନେ ସାକ୍ଷ୍ୟ ଦେଇ ପାରିବେ"(See: [[rc://en/ta/man/translate/figs-explicit]]) ଦେଖନ୍ତୁ
2TI 2 2 kv1m figs-metaphor ταῦτα παράθου πιστοῖς ἀνθρώποις 1 entrust them to faithful people ପାଉଲ ତୀମଥିଙ୍କୁ ତାଙ୍କ ନିର୍ଦ୍ଦେଶ ବିଷୟରେ କହନ୍ତି ଯେପରି ତୀମଥି ଅନ୍ୟ ଲୋକମାନଙ୍କୁ ସେହି ଶିକ୍ଷା ଦେଇପାରିବେ ଏବଂ ସେମାନେ ସେହି ଶିକ୍ଷାଗୁଡ଼ିକୁ ଅନ୍ୟମାନଙ୍କୁ ସଠିକ୍ ଭାବରେ ଶିକ୍ଷା ଦେଇପାରିବେ ବୋଲି ସେମାନଙ୍କ ଉପରେ ନିର୍ଭର କରିପାରନ୍ତି। ବିକଳ୍ପ ଅନୁବାଦ: “ସମର୍ପଣ କର” କିମ୍ବା “ଶିକ୍ଷା ଦିଅ” ( [[rc://en/ta/man/translate/figs-metaphor]]) ଦେଖନ୍ତୁ
2TI 2 3 yc1j συνκακοπάθησον 1 Suffer hardship with me **ଏକତ୍ର** ଶବ୍ଦର ଅର୍ଥ: (1) ତୀମଥି ପାଉଲଙ୍କ ସହ ଏକତ୍ର ଯନ୍ତ୍ରଣା ଭୋଗିବେ। ବିକଳ୍ପିକ ଅନୁବାଦ: "ମୋ ସହିତ ଦୁଃଖ ଭୋଗକର" (2) ତୀମଥି ସମସ୍ତ ଖ୍ରୀଷ୍ଟିୟାନଙ୍କ ସହ ଯନ୍ତ୍ରଣା ଭୋଗିବେ। ବିକଳ୍ପ ଅନୁବାଦ: "ସମସ୍ତ ବିଶ୍ଵାସୀଙ୍କ ସହ ଯନ୍ତ୍ରଣା ଭୋଗକର"
2TI 2 3 juu2 figs-simile ὡς καλὸς στρατιώτης Ἰησοῦ Χριστοῦ 1 as a good soldier of Christ Jesus ପାଉଲ ଖ୍ରୀଷ୍ଟ ଯୀଶୁଙ୍କ ପାଇଁ ଯନ୍ତ୍ରଣାକୁ ଜଣେ ଭଉତ୍ତମ ସୈନିକଙ୍କ ସହ ତୁଳନା କରିଥିଲେ। ବିକଳ୍ପ ଅନୁବାଦ: "ଯେପରି ତୁମ୍ଭେ ଜଣେ ସୈନିକ ଏବଂ ଯୀଶୁ ଖ୍ରୀଷ୍ଟ ତୁମ୍ଭର ସେନାପତି ଅଟନ୍ତି"
2TI 2 4 a4x7 οὐδεὶς στρατευόμενος ἐμπλέκεται ταῖς τοῦ βίου πραγματίαις 1 No soldier serves while entangled in the affairs of this life ଯୀଶୁଙ୍କୁ ଅନୁସରଣ କରିବା ବିଷୟରେ ତୀମଥିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝିବାରେ ସାହାଯ୍ୟ କରିବାକୁ, ପାଉଲ ଜଣେ ସୈନିକଙ୍କ ରୂପକକୁ ବ୍ୟବହାର କରନ୍ତି, ଯିଏ ତାଙ୍କ ସେନାପତିଙ୍କୁ କିମ୍ବା ସୈନ୍ୟଦଳ ବାହାରେ ଥିବା ଲୋକଙ୍କୁ ସନ୍ତୁଷ୍ଟ କରିବାକୁ ନିଷ୍ପତ୍ତି ନେବେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ଆପଣ ଏହାକୁ ସୂଚିତ କରିପାରିବେ। ବିକଳ୍ପ ଅନୁବାଦ: "ଧ୍ୟାନ ଦିଅ ଯେ କୋଣସି ଉତ୍ସର୍ଗୀକୃତ ସୈନିକ ଜୀବନର କାର୍ଯ୍ୟକୁ ତାଙ୍କୁ ବିଭ୍ରାନ୍ତ କରିବାକୁ ଅନୁମତି ଦିଅନ୍ତି ନାହିଁ।"
2TI 2 4 p7n5 figs-metaphor ἐμπλέκεται 1 while entangled ପାଉଲ ଅନ୍ୟ ବିଷୟଗୁଡ଼ିକରେସମ୍ପୃକ୍ତ ଥିବା ବିଷୟରେ କୁହନ୍ତି ଯେପରି ସେବିଷୟଗୁଡ଼ିକ ଏକ ଜାଲ ଅଟନ୍ତି ଯାହା ଲୋକଙ୍କୁ ଫାନ୍ଦରେ ପକାଏ ଏବଂ ସେମାନଙ୍କୁ ମୁକ୍ତ ଭାବରେ ଚାଲିବାକୁ ବାରଣ କରେ | ବିକଳ୍ପ ଅନୁବାଦ: "ଜୀବନର କାର୍ଯ୍ୟ ତାଙ୍କୁ ବିଭ୍ରାନ୍ତ କରିବାକୁ ଅନୁମତି ଦିଏ।"
2TI 2 4 d2lg ῷ στρατολογήσαντι 1 his superior officer ବିକଳ୍ପ ଅନୁବାଦ: “ତାଙ୍କ ନେତା” କିମ୍ବା “ଯିଏ ତାଙ୍କୁ ଆଦେଶ ଦିଅନ୍ତି”
2TI 2 5 d483 figs-explicit ἀθλῇ τις, οὐ στεφανοῦται, ἐὰν μὴ νομίμως ἀθλήσῃ 1 as an athlete, he is not crowned unless he competes by the rules ଯୀଶୁଙ୍କୁ ଅନୁସରଣ କରିବା ବିଷୟରେ ତୀମଥିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ବୁଝିବାରେ ସାହାଯ୍ୟ କରିବାକୁ, ପାଉଲ ଜଣେ ଖେଳାଳୀର ରୂପକ ବ୍ୟବହାର କରନ୍ତି, ଯିଏ ଆଇନଗତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି କିମ୍ବା ଆଇନଗତ ଭାବରେ ନିଷ୍ପତ୍ତି ନେବେ। ଖେଳାଳୀ କେବଳ ବିଜେତାଙ୍କୁ ଦିଆଯାଉଥିବା ମୁକୁଟ ପାଇବେ ଯଦି ସେ ଆଇନଗତ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜଣେ ଖେଳାଳୀ ସହିତ ଏହାକୁ ତୁଳନା କରି, ପାଉଲ ସ୍ପଷ୍ଟ ଭାବରେ ତୀମଥିଙ୍କୁ କହନ୍ତି ଯେ ଖ୍ରୀଷ୍ଟ ତାଙ୍କୁ **ଆଇନତ ଭାବରେ** ସେବା ନକରିବା ପର୍ଯ୍ୟନ୍ତ ପୁରସ୍କାର ଦେବେ ନାହିଁ, ଅର୍ଥାତ୍ ଯଦି ସେ ଖ୍ରୀଷ୍ଟଙ୍କର ଆଜ୍ଞାକାରୀ ହୁଅନ୍ତି। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଆପଣ ଏହାକୁ ସିଧାସଳଖ ସୂଚାଇ ପାରିବେ। ବିକଳ୍ପ ଅନୁବାଦ: " ଧ୍ୟାନ ଦିଅ ଯେ ଅଧିକାରୀମାନେ କେବଳ ଜଣେ ଖେଳାଳୀକୁ ମୁକୁଟ ସେତେବେଳେ ପ୍ରଦାନ କରନ୍ତି ଯଦି ସେ ଖେଳରେ ନିୟମ ଅନୁଯାୟୀ ପ୍ରତିଦ୍ୱନ୍ଦ୍ୱିତା କରନ୍ତି। "
2TI 2 5 xbn6 figs-activepassive οὐ στεφανοῦται, ἐὰν μὴ νομίμως ἀθλήσῃ 1 he is not crowned unless he competes by the rules ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେ ନିୟମ ପାଳନ କରି ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ଯାଇ ସେମାନେ ତାହାଙ୍କୁ ମୁକୁଟ ଦେବେ” (ଦେଖ: [[rc://en/ta/man/translate/figs-activepassive]])
2TI 2 5 lea8 οὐ στεφανοῦται 1 he is not crowned "ସେ ପୁରସ୍କାର ପ୍ରାପ୍ତ ହୁଏ ନାହିଁ I ପାଉଲଙ୍କ ସମୟରେ କ୍ରୀଡାବିତ୍ ମାନେ ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେଲେ ବୃକ୍ଷର ପତ୍ରରେ ତିଆରି ମାଳାଦେଇ ସେମାନଙ୍କୁ ମୁକୁଟ ଭୂଷିତ କରାଯାଉଥିଲା I
2TI 2 5 reg6 νομίμως ἀθλήσῃ 1 competes by the rules ନିୟମ ଅନୁସାରେ ପ୍ରତିଦ୍ବନ୍ଦ୍ବିତା କରେ କିମ୍ବା “କଡାକଡିଭାବରେ ନିୟମ ପାଳନ କରେ”"
@ -178,7 +178,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 4 1 cb15 figs-explicit διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 this solemn command before God and Christ Jesus ଏଠାରେ **ପୂର୍ବ** ଶବ୍ଦର ଅର୍ଥ “ସାମ୍ନାରେ”, ତାହା, “ଉପସ୍ଥିତିରେ” I ଏହାର ଅର୍ଥ ଈଶ୍ୱର ଓ ଖ୍ରୀଷ୍ଟ ଯୀଶୁ ଏହି ଆଦେଶ କିମ୍ବା ଶପଥରେ ସାକ୍ଷୀ କରିହିବେ ଓ ଅନୁମୋଦନ କରିବେ I ବିକଳ୍ପ ଅନୁବାଦ: ଈଶ୍ଵରଙ୍କ ଆଉ ଖ୍ରୀଷ୍ଟ ଯୀଶୁଙ୍କ ସାକ୍ଷାତରେ" କିମ୍ବା "ଈଶ୍ଵର ଓ ଖ୍ରୀଷ୍ଟ ଯୀଶୁଙ୍କୁ ସାକ୍ଷୀ ଭାବରେ" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 1 eh3x διαμαρτύρομαι ἐνώπιον τοῦ Θεοῦ καὶ Χριστοῦ Ἰησοῦ 1 solemn command ଅନୁବାଦିତ **ଶପଥ** ଶବ୍ଦଟି କାହାକୁ ଗମ୍ଭୀର ଓ ବାଧ୍ୟତାମୂଳକ କର୍ତ୍ତବ୍ୟରେ ରଖିବା ପାଇଁ ବ୍ୟବହୃତ କରାଯାଏ I ଆପଣଙ୍କ ଭାଷାରେ ବ୍ୟବହାର କରୁଥିବା ଶବ୍ଦଗୁଡ଼ିକୁ ଭାବନ୍ତୁ I ଏହାର ଅର୍ଥ ହୋଇପାରେ: (1) କୌଣସି କାର୍ଯ୍ୟକୁ କରିବା ପାଇଁ ଶପଥ କରାଇବା I ବିକଳ୍ପ ଅନୁବାଦ: "ମୁଁ ଶପଥ ଦେଇ " କିମ୍ବା " ମୁଁ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି," କିମ୍ବା (2) ମହାନ କର୍ତ୍ତୃତ୍ୱ ସହିତ କାହାକୁ ଶପଥ କରାଇବା I ବିକଳ୍ପ ଅନୁବାଦ: ମହାନ କର୍ତ୍ତୃତ୍ୱ ସହିତ ଦୃଢ଼ ଆଜ୍ଞା ଦେବା"
2TI 4 1 u32g figs-merism ζῶντας καὶ νεκρούς 1 the living and the dead ପାଉଲ **ଜୀବିତ** ଓ **ମୃତ** ଏକତ୍ର ଲୋକଙ୍କୁ ବୁଝାଏ, ବିଚାର ଦିନରେ ସେମାନେ ଜୀବିତ ହୁଅନ୍ତୁ କିମ୍ବା ମୃତ ହୁଅନ୍ତୁ I ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ଓ ଯେଉଁମାନେ ମୃତ ଅଟନ୍ତି" [[rc://en/ta/man/translate/figs-merism]]) I
2TI 4 1 lwt2 figs-metonymy νεκρούς, καὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ 1 the dead, and because of his appearing and his kingdom ଏଠାରେ “ରାଜ୍ୟ” ରାଜାଭାବରେ ଖ୍ରୀଷ୍ଟଙ୍କର ରାଜତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ସେ ଯେତେବେଳେ ରାଜାଭାବରେ ପୁନରାଗମନ କରିବେ, ସମସ୍ତ ମୃତ ଲୋକମାନେ” (ଦେଖ: [[rc://en/ta/man/translate/figs-metonymy]])
2TI 4 1 lwt2 figs-metonymy νεκρούς, καὶ τὴν ἐπιφάνειαν αὐτοῦ, καὶ τὴν βασιλείαν αὐτοῦ 1 the dead, and because of his appearing and his kingdom ପାଉଲ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନକୁ ସୂଚାଇବା ପାଇଁ ଯେ ସେ ଫେରିବା ପରେ ପୃଥିବୀରେ ଥିବା ଲୋକମାନଙ୍କ ନିକଟରେ ପୁଣି ଥରେ ଦେଖାଯିବେ, ଏବଂ ସେ ସାଙ୍କେତିକ ଭାବରେ ଖ୍ରୀଷ୍ଟଙ୍କ ଶାସନକୁ ରାଜା ଭାବରେ ରାଜା ଭାବରେ ଦର୍ଶାଇବେ ଯେ ସେ ଶାସନ କରିବେ | ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ | ବିକଳ୍ପ ଅନୁବାଦ: "ଏବଂ ଖ୍ରୀଷ୍ଟଙ୍କ ପ୍ରତ୍ୟାବର୍ତ୍ତନ ଏବଂ ରାଜା ଭାବରେ ତାଙ୍କ ଶାସନ ଉପରେ" (ଦେଖନ୍ତୁ: [[rc://en/ta/man/translate/figs-metonymy]])
2TI 4 2 j2z7 figs-metonymy τὸν λόγον 1 the word "ଏଠାରେ ବାକ୍ୟ ""ସମ୍ବାଦ""ର ଅନ୍ୟନାମ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ବିଷୟକ ସମ୍ବାଦ” (ଦେଖ: [[rc://en/ta/man/translate/figs-metonymy]])
2TI 4 2 zzh4 figs-ellipsis ἀκαίρως 1 when it is not ଏଠାରେ “ସୁବିଧାଜନକ” ଶବ୍ଦଟି ବୁଝିହେଉଛି I ବିକଳ୍ପ ଅନୁବାଦ: “ଯେତେବେଳେ ଏହା ସୁବିଧାଜନକ ସମୟ ନୁହେଁ” (ଦେଖ: [[rc://en/ta/man/translate/figs-ellipsis]])
2TI 4 2 g7ax ἔλεγξον 1 Reprove କୌଣସି ବ୍ୟକ୍ତିକୁ କୁହ ଯେ ସେ ମନ୍ଦ କାର୍ଯ୍ୟ କରିବାରେ ଦୋଷୀ ଅଟେ

Can't render this file because it contains an unexpected character in line 2 and column 8087.