diff --git a/en_tn_63-1JN.tsv b/en_tn_63-1JN.tsv index fe83c08..d3d324d 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -399,3 +399,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 2 14 j096 figs-gendernotations νεανίσκοι 1 young men ଯଦିଓ **ପୁରୁଷ** ଶବ୍ଦ ପୁଂଲିଙ୍ଗ ଅଟେ, ଯୋହନ  ହୁଏତ  ଏହି ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି  ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଦୃଢ଼ବିଶ୍ଵାସୀଗଣ” ( [[rc://en/ta/man/translate/figs-gendernotations]]ଦେଖନ୍ତୁ) 1JN 2 14 j097 figs-metonymy ὁ λόγος τοῦ Θεοῦ 1 the word of God ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ସୂଚାଇବା ପାଇଁ ଯୋହନ **ବାକ୍ୟ** ବ୍ୟବହାର କରି ଆଳଙ୍କାରିକ ଭାବରେ ବାକ୍ୟ ଶବ୍ଦକୁ ବ୍ୟବହାର କରନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି” ( [[rc://en/ta/man/translate/figs-metonymy]]ଦେଖନ୍ତୁ) 1JN 2 14 j098 figs-metaphor νενικήκατε τὸν πονηρόν 1 you have overcome the evil one ଯୋହନ ଏହି ଦୃଢ଼ବିଶ୍ଵାସୀଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେ ଶୟତାନ ଯାହା କରିବାକୁ ଚାହେଁ ସେମାନେ ତାହା ଅଗ୍ରାହ୍ୟ କରନ୍ତି ଯେପରି ସେମାନେ ତାକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ ଅନୁବାଦ: “ଶୟତାନ ଯାହା କରିବାକଚାହେଁ ତୁମ୍ଭେମାନେ ତାହା ଅଗ୍ରାହ୍ୟ କର” ( [[rc://en/ta/man/translate/figs-metaphor]]ଦେଖନ୍ତୁ) +1JN 2 14 j099 figs-nominaladj τὸν πονηρόν 1 the evil one ଯୋହନ  ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ବିଶେଷଣ ଭାବରେ **ମନ୍ଦ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ପ୍ରକାଶ କରିବାକୁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣ ଶବ୍ଦକୁ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତିରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ମନ୍ଦ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)