From 66ef75e4939f5347e04774c5d7ecd2d9a52ade00 Mon Sep 17 00:00:00 2001 From: Gayatri-Digal Date: Thu, 14 Dec 2023 16:33:43 +0000 Subject: [PATCH] Edit 'tn_OBA.tsv' using 'tc-create-app' --- tn_OBA.tsv | 2 +- 1 file changed, 1 insertion(+), 1 deletion(-) diff --git a/tn_OBA.tsv b/tn_OBA.tsv index 4175d88..d0e6068 100644 --- a/tn_OBA.tsv +++ b/tn_OBA.tsv @@ -39,7 +39,7 @@ front:intro jrz8 0 # ଓବଦୀୟର ପରିଚୟ\r\n\n## ଭାଗ 1: 1:5 jd9r rc://*/ta/man/translate/figs-exclamations אֵ֣יךְ נִדְמֵ֔יתָה 1 ସଦାପ୍ରଭୁ ଅନ୍ୟ ବାକ୍ୟର ମଧ୍ୟ ଭାଗରେ ଏହି ବାକ୍ୟାଂଶ ଯୋଡି ଇଦୋମର ଦଣ୍ଡ ଆଶ୍ଚର୍ଯ୍ୟଜନକ ଅଟେ ବୋଲି ପ୍ରକାଶ କରନ୍ତି । ଚୋର ଏବଂ ଦ୍ରାକ୍ଷାଫଳ ସଞ୍ଚୟକାରୀ-ମାନେ ପରି, ଯେଉଁମାନେ ଇଦୋମ ଉପରେ ଆକ୍ରମଣ କରନ୍ତି ସେମାନେ ସମସ୍ତ ବିଷୟକୁ ନାଶ କରିବେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ବାକ୍ୟାଂଶକୁ ପଦର ଶେଷରେ ଉଲ୍ଲେଖ କରି ପାରିବେ ଏବଂ ଏହାକୁ ନିଜସ୍ୱ ବାକ୍ୟରେ ପରିଣତ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଆକ୍ରମଣକାରୀମାନେ ତୁମ୍ଭକୁ ସଂପୂର୍ଣ୍ଣ ଧ୍ୱଂସ କରିବେ” 1:5 q1pg rc://*/ta/man/translate/figs-rquestion הֲ⁠ל֥וֹא יִגְנְב֖וּ דַּיָּ֑⁠ם 1 ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ଏହି ପ୍ରଶ୍ନକୁ ବ୍ୟବହାର କରି ଏକ ଦୃଢ଼ ବିଷୟକୁ ପ୍ରକାଶ କରାଯାଇ ଅଛି । ଯଦି ଆପଣ ଆପଣଙ୍କର ଭାଷାରେ ଏହିପରି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି ନାହିଁ, ଆପଣ ଏଠାରେ ଏକ ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ଯାହା ଚାହାଁନ୍ତି ତାହା ଚୋରି କରିବେ” 1:5 k12c rc://*/ta/man/translate/figs-rquestion אִם־בֹּֽצְרִים֙ בָּ֣אוּ לָ֔⁠ךְ הֲ⁠ל֖וֹא יַשְׁאִ֥ירוּ עֹלֵלֽוֹת 1 ଏହା ଏକ ଆଳଙ୍କାରିକ ପ୍ରଶ୍ନ ଅଟେ। ଏହି ପ୍ରଶ୍ନକୁ ବ୍ୟବହାର କରି ଏକ ଦୃଢ଼ ବିଷୟକୁ ପ୍ରକାଶ କରାଯାଇ ଅଛି । ଯଦି ଆପଣ ଆପଣଙ୍କର ଭାଷାରେ ଏହିପରି ପ୍ରଶ୍ନଗୁଡିକ ବ୍ୟବହାର କରନ୍ତି ନାହିଁ, ଆପଣ ଏଠାରେ ଏକ ବାକ୍ୟ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ନିଶ୍ଚିତ ଅଳ୍ପମାତ୍ର ଦ୍ରାକ୍ଷାଫଳ ଛାଡ଼ିବେ” -1:6 gpm5 rc://*/ta/man/translate/figs-exclamations אֵ֚יךְ 1 +1:6 gpm5 rc://*/ta/man/translate/figs-exclamations אֵ֚יךְ 1 ଏଠାରେ, **କିପରି** ଶବ୍ଦ ଇଦୋମର ଲୁଟ୍‌ପାଟ୍ ଏତେ ଚରମ ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିବା ପାଇଁ ଏକ ବିସ୍ମୟ ସୂଚକ ଅବ୍ୟୟ ଅଟେ । ଏହାକୁ ପ୍ରକାଶ କରିବାକୁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏକ ଅତ୍ୟନ୍ତ ଉପାୟରେ” କିମ୍ବା “ସଂପୂର୍ଣ୍ଣ ଭାବରେ” 1:6 zsf7 rc://*/ta/man/translate/figs-activepassive אֵ֚יךְ נֶחְפְּשׂ֣וּ עֵשָׂ֔ו 1 If it would be helpful in your language, you could use the active form of this verb, and you could say who is doing the action. Alternate translation: “How the attackers will ransack the country of Edom” (See: [[rc://*/ta/man/translate/figs-activepassive]]) 1:6 m9p3 rc://*/ta/man/translate/figs-personification עֵשָׂ֔ו 1 Here, the name **Esau** refers to the people of Edom. They were the descendants of Esau, who was also known as Edom. All the people of Edom are being portrayed as if they were a single person, their ancestor. If this is confusing in your language, you can refer to the people instead, as in the UST. (See: [[rc://*/ta/man/translate/figs-personification]]) 1:6 lf9t נֶחְפְּשׂ֣וּ 1 Here, **ransacked** means that the enemies have searched through the people’s things, taken everything valuable, and left everything else in a mess or damaged.