Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-22 02:46:13 +00:00
parent 933d7977d0
commit 66d8d34bec
1 changed files with 25 additions and 25 deletions

View File

@ -449,28 +449,28 @@ EPH 5 30 abee grammar-connect-logic-result ὅτι 1 because ସଂଯୋଗକ
EPH 5 31 abef grammar-connect-logic-result ἀντὶ τούτου 1 For this reason **ଏହି କାରଣରୁ** ସଂଯୋଗକାରୀ ବାକ୍ୟାଂଶ ଏକ କାରଣ ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ । ଏହି ପରିପ୍ରେକ୍ଷୀରେ, ବାକ୍ୟାଂଶ ଆଦିପୁସ୍ତକ 2:24 ର ଏକ ଉଦ୍ଧୃତିର ଅଂଶ ଅଟେ ଏବଂ ଏଠାରେ ଏଠାରେ ଉଲ୍ଲେଖ କରାଯାଇ ନାହିଁ, କିନ୍ତୁ ଆଦିପୁସ୍ତକ 2:23 ରେ ଦର୍ଶାଯାଇଛି ଯେ ସ୍ତ୍ରୀଜଣକ ପୁରୁଷଠାରୁ ସୃଷ୍ଟି ହୋଇଅଛି। ଫଳାଫଳ ଏହା ଯେ  ଜଣେ ପୁରୁଷ ନିଜ ପିତାମାତାଙ୍କୁ ଛାଡି ତାଙ୍କ ପତ୍ନୀଙ୍କ ସହ ମିଶିବେ । ଯଦି କୌଣସି କାରଣ ନ ଦେବା ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ଆପଣ ଏହାକୁ ଏକ ପାଦଟିକାରେ ଅନ୍ତର୍ଭୂକ୍ତ କରିପାରିବେ, ଯେପରି “ଏହାର କାରଣ ଏହା ଯେ ସ୍ତ୍ରୀ ପୁରୁଷଠାରୁ ସୃଷ୍ଟି” ଆଦିପୁସ୍ତକ 2:23 ଦେଖନ୍ତୁ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 1 abeg grammar-connect-logic-result γάρ 1 for ପାଇଁ ସଂଯୋଗ ଶବ୍ଦ କାରଣ ଫଳାଫଳ ସମ୍ପର୍କର କାରଣ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ପିଲାମାନେ ଯାହା ଠିକ୍ ତାହା କରିବା ଉଚିତ୍ । ଫଳାଫଳ ଏହା ଯେ ପିଲାମାନେ ସେମାନଙ୍କର ପିତାମାତାଙ୍କୁ ମାନିବା ଉଚିତ୍ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 3 abeh grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ କରିବା ଯାହା ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ନିଜ ପିତା ଏବଂ ମାତାଙ୍କୁ ମାନିବାର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ପୃଥିବୀରେ ଉତ୍ତମ ଏବଂ ଦୀର୍ଘ ଜୀବନ ବଞ୍ଚିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 4 abei grammar-connect-logic-contrast ἀλλὰ 1 Instead **ଏହା ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ପିତାମାନେ ନିଜ ପିଲାମାନଙ୍କୁ କ୍ରୋଧରେ ଉତ୍ସାହିତ କରିବା ସେମାନଙ୍କ ପିଲାମାନଙ୍କୁ ଶୃଙ୍ଖଳା ଏବଂ ଶିକ୍ଷା ପ୍ରତି ବଡ଼ାଇବାର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])
EPH 6 5 ab6z figs-abstractnouns ἐν ἁπλότητι 1 in honesty **ସଚ୍ଚୋଟତା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: " ସଚ୍ଚୋଟତାରେ" କିମ୍ବା "ଆନ୍ତରିକତାରେ" ।[[rc://en/ta/man/translate/figs-abstractnouns]])
EPH 6 5 cd6z figs-explicit ὡς τῷ Χριστῷ 1 as to Christ ଏହାକୁ ସ୍ପଷ୍ଟ କରିବାକୁ, ଆପଣ ହୁଏତ ଏଠାରେ କ୍ରିୟାକୁ ଅନ୍ତର୍ଭୁକ୍ତ କରିପାରନ୍ତି: "ଯେପରି ତୁମ୍ଭେ ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ"[[rc://en/ta/man/translate/figs-explicit]])
EPH 6 6 abej grammar-connect-logic-contrast ἀλλ’ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଆମର ମୁନିବମାନଙ୍କୁ ମାନିବା ଲୋକମାନଙ୍କୁ ପ୍ରସନ୍ନ କରିବା, ସେମାନଙ୍କର ଆଜ୍ଞା ପାଳନ କରିବାର ବିପରୀତ କାରଣ ଆମେ ଖ୍ରୀଷ୍ଟଙ୍କର ଦାସ ଅଟୁ ।[[rc://en/ta/man/translate/grammar-connect-logic-contrast]])
EPH 6 12 abek grammar-connect-logic-result ὅτι 1 For **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ଆମେ ଅନ୍ଧକାରର ଆତ୍ମିକ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ । ଏହାର ଫଳାଫଳ ଏହା ଯେ ଆମକୁ ଈଶ୍ଵରଙ୍କ ସମସ୍ତ ଅସ୍ତ୍ର ବାନ୍ଧିବାକୁ ହେବ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 6 12 abel grammar-connect-logic-contrast ἀλλὰ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ମାଂସ ଏବଂ ରକ୍ତରେ ନିର୍ମିତ ଲୋକମାନେ ଆତ୍ମିକ ଶକ୍ତିର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])
EPH 6 12 abcn figs-metaphor τοῦ σκότους τούτου 1 of this darkness ଏଠାରେ, ମନ୍ଦ ବିଷୟଗୁଡ଼ିକ ପାଇଁ **ଅନ୍ଧକାର** ହେଉଛି ଏକ ରୂପକ । ବିକଳ୍ପ ଅନୁବାଦ: "ବର୍ତ୍ତମାନର ମନ୍ଦ ସମୟରେ"[[rc://en/ta/man/translate/figs-metaphor]])
EPH 6 13 abem grammar-connect-logic-result διὰ τοῦτο 1 Because of this **ଏହି କାରଣରୁ** ସଂଯୋଗକାରୀ ବାକ୍ୟାଂଶ ଏହିପରି ଏକ କାରଣ ଏବଂ ପ୍ରଭାବ ସମ୍ପର୍କର ଫଳାଫଳକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଆମେ ମନ୍ଦ ଆତ୍ମିକ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ । ଏହାର ଫଳାଫଳ ଏହା ଯେ ଆମକୁ ଈଶ୍ଵରଙ୍କ ସମସ୍ତ ଅସ୍ତ୍ର ବାନ୍ଧିବାକୁ ହେବ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 6 13 ab9h figs-explicit ἵνα δυνηθῆτε ἀντιστῆναι 1 so that you may be able to withstand ବିଶ୍ୱାସୀମାନେ କେଉଁ ପରିସ୍ଥିତିର ସମ୍ମୁଖିନ କରିବେ ତାହା ସ୍ପଷ୍ଟ ଭାବରେ କହିବା ସାହାଯ୍ୟକାରୀ ହୋଇପାରେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେମାନେ ଶୟତାନର ଆକ୍ରମଣକୁ ସମ୍ମୁଖିନ କରି ପାରିବ"[[rc://en/ta/man/translate/figs-explicit]])
EPH 6 13 aben grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଈଶ୍ଵରଙ୍କ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବାନ୍ଧିବାର ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଉଛି ଅନ୍ଧକାରର ଆତ୍ମିକ ଶକ୍ତିର ଆକ୍ରମଣକୁ ପ୍ରତିହତ କରିବାକୁ ସମର୍ଥ ହେବା ।[[rc://en/ta/man/translate/grammar-connect-logic-goal]])
EPH 6 14 abex grammar-connect-logic-result οὖν 1 therefore **ତେଣୁକରି** ସଂଯୋଗ ଶବ୍ଦ କାରଣ-ପ୍ରଭାବ ସମ୍ପର୍କର ଫଳାଫଳକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଆମେ ବିଶ୍ୱାସୀମାନେ ଆମର ଆତ୍ମିକ ଅସ୍ତ୍ରଶସ୍ତ୍ର ପିନ୍ଧିଅଛୁ । ଫଳାଫଳ ଏହା ଯେ ଆମେ ମନ୍ଦ ଆତ୍ମିକ ଶକ୍ତି ପ୍ରତିରୋଧ କରିବା । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])
EPH 6 14 abq4 figs-abstractnouns ἀληθείᾳ 1 the truth **ସତ୍ୟ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ସତ କ’ଣ"[[rc://en/ta/man/translate/figs-abstractnouns]])
EPH 6 14 abca figs-metaphor ἐνδυσάμενοι τὸν θώρακα τῆς δικαιοσύνης 1 having put on the breastplate of righteousness ଏହି ରୂପକରେ, **ଧାର୍ମିକତାକୁ** ସୈନିକର **ଅସ୍ତ୍ରଶସ୍ତ୍ର** ସହିତ ତୁଳନା କରାଯାଏ । ଯେପରି ସୈନିକମାନେ ଶତ୍ରୁ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର ପିନ୍ଧନ୍ତି, ସେହିପରି ବିଶ୍ୱାସୀମାନେ ମଧ୍ୟ ଆତ୍ମିକ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଧାର୍ମିକତାକୁ ବ୍ୟବହାର କରିବା ଉଚିତ୍ । UST ଦେଖନ୍ତୁ ।[[rc://en/ta/man/translate/figs-metaphor]])
EPH 6 14 cdca figs-abstractnouns δικαιοσύνης 1 of righteousness **ଧାର୍ମିକତା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ବଞ୍ଚିବାର ସଠିକ୍ ପଥ"[[rc://en/ta/man/translate/figs-abstractnouns]])
EPH 6 15 abw1 figs-abstractnouns εἰρήνης 1 of peace **ଶାନ୍ତି** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଯାହା ଲୋକ ଏବଂ ଈଶ୍ଵରଙ୍କ ମଧ୍ୟରେ ସମସ୍ତ ବିଷୟକୁ ଠିକ୍ କରେ"[[rc://en/ta/man/translate/figs-abstractnouns]])
EPH 6 16 ab5d figs-abstractnouns τῆς πίστεως 1 of the faith **ବିଶ୍ୱାସ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଏହା ଦର୍ଶାଏ ଯେ ତୁମ୍ଭେ ଈଶ୍ଵରଙ୍କ ଉପରେ କେତେ ବିଶ୍ଵାସ କରନ୍ତି" UST ଦେଖନ୍ତୁ । [[rc://en/ta/man/translate/figs-abstractnouns]])
EPH 6 17 abkw figs-abstractnouns τοῦ σωτηρίου 1 of salvation **ପରିତ୍ରାଣ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଏହା ସତ୍ୟକୁ ଦର୍ଶାଏ ଯେ ଈଶ୍ଵର ତୁମ୍ଭକୁ ଉଦ୍ଧାର କରିଅଛନ୍ତି" UST ଦେଖନ୍ତୁ ।[[rc://en/ta/man/translate/figs-abstractnouns]])
EPH 6 19 abeo grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପାଇଁ ପ୍ରାର୍ଥନା କରୁଥିବା ବିଶ୍ୱାସୀମାନଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ତାଙ୍କୁ ସାହସର ସହିତ ସୁସମାଚାର ପ୍ରଚାର କରିବାକୁ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])
EPH 6 20 abep grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପାଇଁ ପ୍ରାର୍ଥନା କରୁଥିବା ବିଶ୍ୱାସୀମାନଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ତାଙ୍କୁ ଶିକୁଳିରେ ସାହସର ସହିତ ସୁସମାଚାର ପ୍ରଚାର କରିବାକୁ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])
EPH 6 20 cdep figs-pronouns ἐν αὐτῷ 1 in it ଏଠାରେ, **ଏହା** ପଦ 1ରେ ଥିବା “ବାକ୍ୟ” କୁ ସୂଚିତ କରେ ଯାହା ପାଉଲ କହିବାକୁ ଚାହାଁନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏଠାରେ “ବାକ୍ୟ” ଶବ୍ଦକୁ ପୁନରାବୃତ୍ତି କରିପାରିବେ । ବିକଳ୍ପ ଅନୁବାଦ: "ମୋ ବାକ୍ୟରେ"[[rc://en/ta/man/translate/figs-pronouns]])
EPH 6 21 aber grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ସହିତ ଯାହା ଘଟୁଛି ତାହା ଏଫିସୀୟ ବିଶ୍ୱାସୀମାନଙ୍କୁ ଜଣାଇବା ତୁଖିକଙ୍କୁ ପଠାଇବାରେ ପାଉଲଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିଲା।[[rc://en/ta/man/translate/grammar-connect-logic-goal]])
EPH 6 21 abc2 figs-metaphor ἀδελφὸς 1 brother ପାଉଲ ତୁଖିକଙ୍କ ବିଷୟରେ କହନ୍ତି ଯେପରି ସେ ସମସ୍ତ ବିଶ୍ଵାସୀମାନଙ୍କ ଭାଇ ଯିଏ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସହ ବିଶ୍ଵାସୀ" [[rc://en/ta/man/translate/figs-metaphor]])
EPH 6 22 abes grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଏଫିସୀୟମାନଙ୍କ ନିକଟକୁ ତୁଖିକଙ୍କୁ ପଠାଇବା ପାଉଲଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସେମାନଙ୍କର ହୃଦୟକୁ ଉତ୍ସାହିତ କରିବା ଏବଂ ପାଉଲ ଏବଂ ତାଙ୍କ ସାଥୀମାନଙ୍କ ସହିତ କ’ଣ ଘଟୁଛି ସେମାନଙ୍କୁ ଜଣାଇବା । [[rc://en/ta/man/translate/grammar-connect-logic-goal]])
EPH 6 23 ab33 figs-abstractnouns εἰρήνη τοῖς ἀδελφοῖς 1 Peace to the brothers **ଶାନ୍ତି** ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଭାଇମାନଙ୍କ ଆତ୍ମା ​​ଶାନ୍ତିରେ ବିଶ୍ରାମ କରୁ" [[rc://en/ta/man/translate/figs-abstractnouns]])
EPH 6 23 abc3 figs-metaphor τοῖς ἀδελφοῖς 1 to the brothers ପାଉଲ ଅନ୍ୟ ବିଶ୍ୱାସୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ଅନ୍ୟ ସମସ୍ତ **ବିଶ୍ୱାସୀମାନଙ୍କ ଭାଇ**, ଯେଉଁମାନେ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସାଥୀ ବିଶ୍ୱାସୀମାନଙ୍କ ପାଇଁ"[[rc://en/ta/man/translate/figs-metaphor]])
EPH 6 4 abei grammar-connect-logic-contrast ἀλλὰ 1 Instead **ଏହା ପରିବର୍ତ୍ତେ** ସଂଯୋଗ ଶବ୍ଦ ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ପିତାମାନେ ନିଜ ପିଲାମାନଙ୍କୁ କ୍ରୋଧରେ ଉତ୍ସାହିତ କରିବା ସେମାନଙ୍କ ପିଲାମାନଙ୍କୁ ଶୃଙ୍ଖଳା ଏବଂ ଶିକ୍ଷା ପ୍ରତି ବଡ଼ାଇବାର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 6 5 ab6z figs-abstractnouns ἐν ἁπλότητι 1 in honesty **ସଚ୍ଚୋଟତା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: " ସଚ୍ଚୋଟତାରେ" କିମ୍ବା "ଆନ୍ତରିକତାରେ" ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 5 cd6z figs-explicit ὡς τῷ Χριστῷ 1 as to Christ ଏହାକୁ ସ୍ପଷ୍ଟ କରିବାକୁ, ଆପଣ ହୁଏତ ଏଠାରେ କ୍ରିୟାକୁ ଅନ୍ତର୍ଭୁକ୍ତ କରିପାରନ୍ତି: "ଯେପରି ତୁମ୍ଭେ ଖ୍ରୀଷ୍ଟଙ୍କର ଆଜ୍ଞାବହ ଅଟ"[[rc://en/ta/man/translate/figs-explicit]])ଦେଖନ୍ତୁ)
EPH 6 6 abej grammar-connect-logic-contrast ἀλλ’ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ଆମର ମୁନିବମାନଙ୍କୁ ମାନିବା ଲୋକମାନଙ୍କୁ ପ୍ରସନ୍ନ କରିବା, ସେମାନଙ୍କର ଆଜ୍ଞା ପାଳନ କରିବାର ବିପରୀତ କାରଣ ଆମେ ଖ୍ରୀଷ୍ଟଙ୍କର ଦାସ ଅଟୁ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 6 12 abek grammar-connect-logic-result ὅτι 1 For **ପାଇଁ** ସଂଯୋଗକାରୀ ଶବ୍ଦ ଏକ କାରଣ ଫଳାଫଳ ସମ୍ପର୍କକୁ ପରିଚିତ କରାଏ । ଏହାର କାରଣ ଏହା ଯେ ଆମେ ଅନ୍ଧକାରର ଆତ୍ମିକ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ । ଏହାର ଫଳାଫଳ ଏହା ଯେ ଆମକୁ ଈଶ୍ଵରଙ୍କ ସମସ୍ତ ଅସ୍ତ୍ର ବାନ୍ଧିବାକୁ ହେବ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 12 abel grammar-connect-logic-contrast ἀλλὰ 1 but ସଂଯୋଗ ଶବ୍ଦ **କିନ୍ତୁ** ଏକ ବିପରୀତ ସମ୍ପର୍କକୁ ଉପସ୍ଥାପନ କରେ । ମାଂସ ଏବଂ ରକ୍ତରେ ନିର୍ମିତ ଲୋକମାନେ ଆତ୍ମିକ ଶକ୍ତିର ବିପରୀତ ଅଟେ ।[[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
EPH 6 12 abcn figs-metaphor τοῦ σκότους τούτου 1 of this darkness ଏଠାରେ, ମନ୍ଦ ବିଷୟଗୁଡ଼ିକ ପାଇଁ **ଅନ୍ଧକାର** ହେଉଛି ଏକ ରୂପକ । ବିକଳ୍ପ ଅନୁବାଦ: "ବର୍ତ୍ତମାନର ମନ୍ଦ ସମୟରେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 6 13 abem grammar-connect-logic-result διὰ τοῦτο 1 Because of this **ଏହି କାରଣରୁ** ସଂଯୋଗକାରୀ ବାକ୍ୟାଂଶ ଏହିପରି ଏକ କାରଣ ଏବଂ ପ୍ରଭାବ ସମ୍ପର୍କର ଫଳାଫଳକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଆମେ ମନ୍ଦ ଆତ୍ମିକ ଶକ୍ତି ବିରୁଦ୍ଧରେ ଯୁଦ୍ଧ କରୁଛୁ । ଏହାର ଫଳାଫଳ ଏହା ଯେ ଆମକୁ ଈଶ୍ଵରଙ୍କ ସମସ୍ତ ଅସ୍ତ୍ର ବାନ୍ଧିବାକୁ ହେବ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 13 ab9h figs-explicit ἵνα δυνηθῆτε ἀντιστῆναι 1 so that you may be able to withstand ବିଶ୍ୱାସୀମାନେ କେଉଁ ପରିସ୍ଥିତିର ସମ୍ମୁଖିନ କରିବେ ତାହା ସ୍ପଷ୍ଟ ଭାବରେ କହିବା ସାହାଯ୍ୟକାରୀ ହୋଇପାରେ । ବିକଳ୍ପ ଅନୁବାଦ: "ଯାହା ଦ୍ଵାରା ତୁମ୍ଭେମାନେ ଶୟତାନର ଆକ୍ରମଣକୁ ସମ୍ମୁଖିନ କରି ପାରିବ"[[rc://en/ta/man/translate/figs-explicit]])ଦେଖନ୍ତୁ)
EPH 6 13 aben grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଈଶ୍ଵରଙ୍କ ସମ୍ପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ବାନ୍ଧିବାର ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଉଛି ଅନ୍ଧକାରର ଆତ୍ମିକ ଶକ୍ତିର ଆକ୍ରମଣକୁ ପ୍ରତିହତ କରିବାକୁ ସମର୍ଥ ହେବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 14 abex grammar-connect-logic-result οὖν 1 therefore **ତେଣୁକରି** ସଂଯୋଗ ଶବ୍ଦ କାରଣ-ପ୍ରଭାବ ସମ୍ପର୍କର ଫଳାଫଳକୁ ଉପସ୍ଥାପନ କରେ । ଏହାର କାରଣ ଏହା ଯେ ଆମେ ବିଶ୍ୱାସୀମାନେ ଆମର ଆତ୍ମିକ ଅସ୍ତ୍ରଶସ୍ତ୍ର ପିନ୍ଧିଅଛୁ । ଫଳାଫଳ ଏହା ଯେ ଆମେ ମନ୍ଦ ଆତ୍ମିକ ଶକ୍ତି ପ୍ରତିରୋଧ କରିବା । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ ।[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 6 14 abq4 figs-abstractnouns ἀληθείᾳ 1 the truth **ସତ୍ୟ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ସତ କ’ଣ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 14 abca figs-metaphor ἐνδυσάμενοι τὸν θώρακα τῆς δικαιοσύνης 1 having put on the breastplate of righteousness ଏହି ରୂପକରେ, **ଧାର୍ମିକତାକୁ** ସୈନିକର **ଅସ୍ତ୍ରଶସ୍ତ୍ର** ସହିତ ତୁଳନା କରାଯାଏ । ଯେପରି ସୈନିକମାନେ ଶତ୍ରୁ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଅସ୍ତ୍ରଶସ୍ତ୍ର ପିନ୍ଧନ୍ତି, ସେହିପରି ବିଶ୍ୱାସୀମାନେ ମଧ୍ୟ ଆତ୍ମିକ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଧାର୍ମିକତାକୁ ବ୍ୟବହାର କରିବା ଉଚିତ୍ । UST ଦେଖନ୍ତୁ ।[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 6 14 cdca figs-abstractnouns δικαιοσύνης 1 of righteousness **ଧାର୍ମିକତା** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ବଞ୍ଚିବାର ସଠିକ୍ ପଥ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 15 abw1 figs-abstractnouns εἰρήνης 1 of peace **ଶାନ୍ତି** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଯାହା ଲୋକ ଏବଂ ଈଶ୍ଵରଙ୍କ ମଧ୍ୟରେ ସମସ୍ତ ବିଷୟକୁ ଠିକ୍ କରେ"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 16 ab5d figs-abstractnouns τῆς πίστεως 1 of the faith **ବିଶ୍ୱାସ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ ଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଏହା ଦର୍ଶାଏ ଯେ ତୁମ୍ଭେ ଈଶ୍ଵରଙ୍କ ଉପରେ କେତେ ବିଶ୍ଵାସ କରନ୍ତି" UST ଦେଖନ୍ତୁ । [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 17 abkw figs-abstractnouns τοῦ σωτηρίου 1 of salvation **ପରିତ୍ରାଣ** ଶବ୍ଦ ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦଯାହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ: "ଏହା ସତ୍ୟକୁ ଦର୍ଶାଏ ଯେ ଈଶ୍ଵର ତୁମ୍ଭକୁ ଉଦ୍ଧାର କରିଅଛନ୍ତି" UST ଦେଖନ୍ତୁ ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 19 abeo grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପାଇଁ ପ୍ରାର୍ଥନା କରୁଥିବା ବିଶ୍ୱାସୀମାନଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ତାଙ୍କୁ ସାହସର ସହିତ ସୁସମାଚାର ପ୍ରଚାର କରିବାକୁ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 20 abep grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ପାଇଁ ପ୍ରାର୍ଥନା କରୁଥିବା ବିଶ୍ୱାସୀମାନଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ତାଙ୍କୁ ଶିକୁଳିରେ ସାହସର ସହିତ ସୁସମାଚାର ପ୍ରଚାର କରିବାକୁ ସକ୍ଷମ କରିବା ।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 20 cdep figs-pronouns ἐν αὐτῷ 1 in it ଏଠାରେ, **ଏହା** ପଦ 1ରେ ଥିବା “ବାକ୍ୟ” କୁ ସୂଚିତ କରେ ଯାହା ପାଉଲ କହିବାକୁ ଚାହାଁନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ, ଆପଣ ଏଠାରେ “ବାକ୍ୟ” ଶବ୍ଦକୁ ପୁନରାବୃତ୍ତି କରିପାରିବେ । ବିକଳ୍ପ ଅନୁବାଦ: "ମୋ ବାକ୍ୟରେ"[[rc://en/ta/man/translate/figs-pronouns]])ଦେଖନ୍ତୁ)
EPH 6 21 aber grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ପାଉଲଙ୍କ ସହିତ ଯାହା ଘଟୁଛି ତାହା ଏଫିସୀୟ ବିଶ୍ୱାସୀମାନଙ୍କୁ ଜଣାଇବା ତୁଖିକଙ୍କୁ ପଠାଇବାରେ ପାଉଲଙ୍କ ଲକ୍ଷ୍ୟ ବା ଉଦ୍ଦେଶ୍ୟ ଥିଲା।[[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 21 abc2 figs-metaphor ἀδελφὸς 1 brother ପାଉଲ ତୁଖିକଙ୍କ ବିଷୟରେ କହନ୍ତି ଯେପରି ସେ ସମସ୍ତ ବିଶ୍ଵାସୀମାନଙ୍କ ଭାଇ ଯିଏ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସହ ବିଶ୍ଵାସୀ" [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 6 22 abes grammar-connect-logic-goal ἵνα 1 so that **ତେଣୁ ତାହା** ସଂଯୋଗ ବାକ୍ୟାଂଶ ଏକ ଲକ୍ଷ୍ୟ ସମ୍ପର୍କକୁ ପରିଚିତ କରାଏ । ଏଫିସୀୟମାନଙ୍କ ନିକଟକୁ ତୁଖିକଙ୍କୁ ପଠାଇବା ପାଉଲଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ସେମାନଙ୍କର ହୃଦୟକୁ ଉତ୍ସାହିତ କରିବା ଏବଂ ପାଉଲ ଏବଂ ତାଙ୍କ ସାଥୀମାନଙ୍କ ସହିତ କ’ଣ ଘଟୁଛି ସେମାନଙ୍କୁ ଜଣାଇବା । [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
EPH 6 23 ab33 figs-abstractnouns εἰρήνη τοῖς ἀδελφοῖς 1 Peace to the brothers **ଶାନ୍ତି** ହେଉଛି ଏକ ଗୁଣ ବାଚକ ବିଶେଷ୍ୟ ପଦ । ବିକଳ୍ପ ଅନୁବାଦ: "ଭାଇମାନଙ୍କ ଆତ୍ମା ​​ଶାନ୍ତିରେ ବିଶ୍ରାମ କରୁ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 6 23 abc3 figs-metaphor τοῖς ἀδελφοῖς 1 to the brothers ପାଉଲ ଅନ୍ୟ ବିଶ୍ୱାସୀମାନଙ୍କ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ଅନ୍ୟ ସମସ୍ତ **ବିଶ୍ୱାସୀମାନଙ୍କ ଭାଇ**, ଯେଉଁମାନେ ଈଶ୍ଵରଙ୍କ ଆତ୍ମିକ ପରିବାରରେ ଥିଲେ । ବିକଳ୍ପ ଅନୁବାଦ: "ସାଥୀ ବିଶ୍ୱାସୀମାନଙ୍କ ପାଇଁ"[[rc://en/ta/man/translate/figs-metaphor]])ଦେଖନ୍ତୁ)
Can't render this file because it contains an unexpected character in line 2 and column 4496.