Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-10 16:36:29 +00:00
parent e873c9c84f
commit 65ae0fc1bf
1 changed files with 10 additions and 10 deletions

View File

@ -18,20 +18,20 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:8 i82d rc://*/ta/man/translate/figs-hypo εὐαγγελίζηται 1
1:8 s5uq παρ’ ὃ εὐηγγελισάμεθα 1 ଏଠାରେ, **ଯେଉଁ** ବାକ୍ୟାଂଶ ପାଉଲ ଏବଂ ତାଙ୍କର ସହକର୍ମୀମାନେ ଗାଲାତୀୟମାନଙ୍କୁ ଘୋଷଣା କରିଥିବା ସୁସମାଚାର ବାର୍ତ୍ତାକୁ ସୂଚିତ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଚାର କରିଥିବା ସୁସମାଚାରଠାରୁ ଭିନ୍ନ” କିମ୍ବା “ଆମ୍ଭେମାନେ ପ୍ରଚାର କରିଥିବା ବାର୍ତ୍ତାଠାରୁ ଭିନ୍ନ”
1:8 xb2c ἀνάθεμα ἔστω 1 ଯଦି ଆପଣଙ୍କର ଭାଷାରେ କାହାକୁ ଅଭିଶାପ ଦେବାକୁ କିମ୍ବା କାହା ଉପରେ ଅଭିଶାପ ଆଣିବାକୁ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଭିନ୍ନ ଉପାୟ ଅଛି, ଏବଂ ଏହି ପ୍ରସଙ୍ଗରେ ବ୍ୟବହାର କରିବା ଉପଯୁକ୍ତ ହେବ, ଏହାକୁ ଏଠାରେ ବ୍ୟବହାର କରିବାକୁ ବିଚାର କରନ୍ତୁ ।
1:10 b2vc rc://*/ta/man/translate/figs-rquestion ἄρτι γὰρ ἀνθρώπους πείθω ἢ τὸν Θεόν? ἢ ζητῶ ἀνθρώποις ἀρέσκειν 1
1:10 fl3c εἰ ἔτι ἀνθρώποις ἤρεσκον, Χριστοῦ δοῦλος οὐκ ἂν ἤμην 1 “ଯଦି” ଏବଂ “ତାପରେ” ଉଭୟ ବାକ୍ୟାଶଂ ତଥ୍ୟର ବିପରିତ ଅଟନ୍ତି । “ମୁଁ ତଥାପି ମନୁଷ୍ୟକୁ ଖୁସୀ କରିବାକୁ ଚେଷ୍ଟା କରୁନାହିଁ: ମୁଁ ଖ୍ରୀଷ୍ଟଙ୍କର ଜଣେ ସେବକ ଅଟେ” ବା “ତଥାପି ଯଦି ମୁଁ ମନୁଷ୍ୟକୁ ଖୁସୀ କରିବାକୁ ଚେଷ୍ଟା କରୁଛି, ତେବେ ମୁଁ ଖ୍ରୀଷ୍ଟଙ୍କ ସେବକ ହୋଇ ପାରେନାହିଁ”"
1:11 llg6 Connecting Statement: 0 # Connecting Statement:\n\nପାଉଲ ବର୍ଣ୍ଣନା କରନ୍ତି ଯେ ସେ ଅନ୍ୟମାନଙ୍କଠାରୁ ସୁସମାଚାର ଶିକ୍ଷାକରି ନାହାନ୍ତି; ସେ ଏହାକୁ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଶିକ୍ଷା କରିଛନ୍ତି ।
1:10 b2vc rc://*/ta/man/translate/figs-rquestion ἄρτι γὰρ ἀνθρώπους πείθω ἢ τὸν Θεόν? ἢ ζητῶ ἀνθρώποις ἀρέσκειν 1 ଏହି ଦୁଇଟି ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରି, ପାଉଲ ଗାଲାତୀୟମାନଙ୍କୁ ସୂଚନା ମାଗୁ ନାହାଁନ୍ତି, କିନ୍ତୁ ପ୍ରଶ୍ନ ଗୁରୁତ୍ୱ ଦେବା ଏବଂ ତାଙ୍କ ପାଠକମାନଙ୍କ ଚିନ୍ତାଧାରାକୁ ବ୍ୟବହାର କରିବା ପାଇଁ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଆଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ମୁଁ ମନୁଷ୍ୟମାନଙ୍କୁ ମନାଇବା ପାଇଁ ଚେଷ୍ଟା କରେ ନାହିଁ, ବରଂ ମୁଁ କେବଳ ଈଶ୍ବରଙ୍କ ଅନୁମୋଦନ ଲୋଡିଥାଏ! ମୁଁ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହିଁ! ” କିମ୍ବା “କାରଣ ମୁଁ ମନୁଷ୍ୟର ଅନୁମତି ଲୋଡ଼େ ନାହିଁ, ବରଂ ମୁଁ କେବଳ ଈଶ୍ବରଙ୍କ ଅନୁମତି ଲୋଡିଥାଏ! ମୁଁ ମନୁଷ୍ୟମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରୁ ନାହିଁ!”
1:10 fl3c εἰ ἔτι ἀνθρώποις ἤρεσκον, Χριστοῦ δοῦλος οὐκ ἂν ἤμην 1
1:11 llg6 Connecting Statement: 0
1:11 g1qg ἀδελφοί 1
1:11 k33s ὅτι οὐκ ἔστιν κατὰ ἄνθρωπον 1
1:12 wed1 δι’ ἀποκαλύψεως Ἰησοῦ Χριστοῦ 1 ସମ୍ଭାବିତ ଅର୍ଥଗୁଡିକ ୧) “ଯୀଶୁ ଖ୍ରୀଷ୍ଟ ସ୍ବୟଂ ମୋଠାରେ ସୁସମାଚାର ପ୍ରକାଶ କରିଛନ୍ତି” କିମ୍ବା ) “ଈଶ୍ବର ମୋଠାରେ ସୁସମାଚାର ପ୍ରକାଶ କରିଛନ୍ତି ଯେତେବେଳେ ସେ ମୋତେ ଯୀଶୁ ଖ୍ରୀଷ୍ଟ କିଏ ଥିଲେ ତାହା ଦେଖାଇଲେ ।”
1:13 f3gl ἀναστροφήν ποτε 1 ଏକ ସମୟରେ ଆଚରଣ କିମ୍ବା “ପ୍ରଥମ ଜୀବନ” ବା “ପୂର୍ବ ଜୀବନ”
1:14 r44z καὶ προέκοπτον 1 ଏହି ରୂପକ ପାଉଲ ତାହାଙ୍କ ସମ-ବୟସ୍କରେ ଜଣେ ଉପଯୁକ୍ତ ଯିହୁଦୀ ହେବା ନିମନ୍ତେ ସେମାନଙ୍କ ଲକ୍ଷରେ ଅନ୍ୟ ଯିହୁଦୀମାନଙ୍କଠାରୁ ଅଗ୍ରସର ହେବାକୁ ଚିତ୍ରଣ କରେ ।
1:14 s81t συνηλικιώτας 1 ଯେଉଁ ଯିହୁଦୀ ଲୋକମାନେ ମୋ ସଦୃଶ ସମାନ ବୟସର ଅଟନ୍ତି
1:14 f1z8 τῶν πατρικῶν μου 1 ମୋର ପୂର୍ବପୁରୁଷମାନେ
1:12 wed1 δι’ ἀποκαλύψεως Ἰησοῦ Χριστοῦ 1
1:13 f3gl ἀναστροφήν ποτε 1
1:14 r44z καὶ προέκοπτον 1
1:14 s81t συνηλικιώτας 1
1:14 f1z8 τῶν πατρικῶν μου 1
1:15 wd26 καλέσας διὰ τῆς χάριτος αὐτοῦ 1 ସମ୍ଭାବିତ ଅର୍ଥଗୁଡିକ ୧) “ଈଶ୍ବର ମୋତେ ତାହାଙ୍କ ସେବା କରିବା ନିମନ୍ତେ ଆହ୍ବାନ କଲେ କାରଣ ସେ ଦୟାଶିଳ ଅଟନ୍ତି” କିମ୍ବା ) “ସେ ତାହାଙ୍କ ଅନୁଗ୍ରହରେ ମୋତେ ଆହ୍ବାନ କଲେ ।”
1:16 l97h ἀποκαλύψαι τὸν Υἱὸν αὐτοῦ ἐν ἐμοὶ 1 ସମ୍ଭାବିତ ଅର୍ଥଗୁଡିକ ୧) “ମୋତେ ତାହାଙ୍କ ପୁତ୍ରକୁ ଜାଣିବା ନିମନ୍ତେ ଅନୁମତି ଦେଲେ” କିମ୍ବା ) “ମୋ ଦ୍ବାରା ଜଗତ ନିକଟରେ ପ୍ରକାଶିତ କରିବା ନିମନ୍ତେ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଅଟନ୍ତି ।”
1:16 l5bb rc://*/ta/man/translate/guidelines-sonofgodprinciples τὸν Υἱὸν 1 ଏହା ଈଶ୍ବରଙ୍କ ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ । (ଦେଖ: [[rc://or/ta/man/translate/guidelines-sonofgodprinciples]])
1:16 xx4c εὐαγγελίζωμαι αὐτὸν 1 ସେ ଇଶ୍ବରଙ୍କ ପୁତ୍ର ହେବା ଘୋଷଣା କର କିମ୍ବା “ଈଶ୍ବରଙ୍କ ପୁତ୍ରଙ୍କ ବିଷୟରେ ଶୁଭ ସୁସମାଚାର ଘୋଷଣା କର”
1:16 l5bb rc://*/ta/man/translate/guidelines-sonofgodprinciples τὸν Υἱὸν 1
1:16 xx4c εὐαγγελίζωμαι αὐτὸν 1
1:16 qme5 rc://*/ta/man/translate/figs-idiom προσανεθέμην σαρκὶ καὶ αἵματι 1 ଏହା ଏକ ଅଭିବ୍ୟକ୍ତ ଅଟେ ଯାହାର ଅର୍ଥ ଅନ୍ୟ ଲୋକମାନଙ୍କ ସହିତ କଥା ହେବା । ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କୁ ସନ୍ଧେଶ ବୁଝାଇବା ନିମନ୍ତେ ମୋହର ସାହାଯ୍ୟ କରିବାକୁ କୁହ” (ଦେଖ: [[rc://or/ta/man/translate/figs-idiom]])
1:17 qh88 ἀνῆλθον εἰς Ἱεροσόλυμα 1 ଯିରୁଶାଲମକୁ ଯାଅ. ଯିରୁଶାଲମ ଉଚ ପାହାଡିଆ ଅଞ୍ଚଳ ଥିଲା, ଯେମିତି ସେଠାରେ ପହଞ୍ଚିବା ନିମନ୍ତେ ଅନେକ ପାହାଡ ଉପରେ ଚଡିବା ଆବଶ୍ୟକ ଥିଲା, ଏବଂ ସେଥିପାଇଁ ଯିରୁଶାଲମକୁ ଯାତ୍ରା କରିବା ବିଷୟରେ ବର୍ଣ୍ଣନା କରିବାବେଳେ “ଯିରୁଶାଲମ ଉପରକୁ ଯିବା କୁହାଯାଉ ଥିଲା ।”
1:19 av43 rc://*/ta/man/translate/figs-doublenegatives ἕτερον & τῶν ἀποστόλων οὐκ εἶδον, εἰ μὴ Ἰάκωβον 1 ଏହା ଦ୍ବି-ନକାରାତ୍ମକ ଶଦ୍ଦ ଗୁରୁତ୍ବାରୋପ କରେ ଯେ ଯାକୁବ ଏକମାତ୍ର ପ୍ରେରିତ ଥିଲେ ଯାହାକୁ ପାଉଲ ଦେଖିଥିଲେ । ଅନ୍ୟ ଏକ ଅନୁବାଦରେ: “ଏକମାତ୍ର ପ୍ରେରିତ ଯାକୁବଙ୍କୁ ମୁଁ ଦେଖିଥିଲି” (ଦେଖ: [[rc://or/ta/man/translate/figs-doublenegatives]])

Can't render this file because it contains an unexpected character in line 22 and column 724.