Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 12:22:23 +00:00
parent 583a7dac61
commit 64831ecd90
1 changed files with 3 additions and 3 deletions

View File

@ -207,9 +207,9 @@ EPH 4 17 ksr8 τοῦτο οὖν λέγω καὶ μαρτύρομαι ἐν
EPH 4 17 wcx2 μηκέτι ὑμᾶς περιπατεῖν, καθὼς καὶ τὰ ἔθνη περιπατεῖ ἐν ματαιότητι τοῦ νοὸς αὐτῶν 1 that you must no longer live as the Gentiles live, in the futility of their minds ପାଉଲ ସାଧାରଣତଃ ଏହି ରୂପକକୁ ବ୍ୟବହାର କରି ଆଚରଣ ସହିତ ତୁଳନା କରନ୍ତି I ବିକଳ୍ପ ଅନୁବାଦ: “ବିଜାତିମାନେ ଯେପରି ଆପଣା ଆପଣା ମନର ଅସାରତାରେ ଜୀବନ କାଟନ୍ତି, ତୁମ୍ଭେମାନେ … ସେପରି କର ନାହିଁ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 18 lab7 figs-metaphor ἐσκοτωμένοι τῇ διανοίᾳ 1 They are darkened in their understanding ସେମାନେ ଆଉ ସ୍ପଷ୍ଟଭାବରେ ଚିନ୍ତା ବା ବିବେଚନା କରନ୍ତି ନାହିଁ I ବିକଳ୍ପ ଅନୁବାଦ: “ସେମାନେ ଆପଣା ଆପଣା କଳ୍ପନାକୁ ଅନ୍ଧକାରାଚ୍ଛନ୍ନ କରିଅଛନ୍ତି” କିମ୍ବା “ସେମାନେ ବୁଝିବାକୁ ଅସମର୍ଥ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 18 w69u figs-activepassive ἀπηλλοτριωμένοι τῆς ζωῆς τοῦ Θεοῦ, διὰ τὴν ἄγνοιαν τὴν οὖσαν ἐν αὐτοῖς 1 alienated from the life of God because of the ignorance that is in them ଆପଣ ଏହାକୁ କର୍ତ୍ତୃବାଚ୍ୟଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ସେମାନେ ଈଶ୍ଵରଙ୍କୁ ଜାଣନ୍ତି ନାହିଁ, ସେଥିପାଇଁ ସେମାନେ ଈଶ୍ଵର ଆପଣା ଲୋକମାନଙ୍କୁ ଯେପରି ଜୀବନ ଯାପନ କରନ୍ତୁ ବୋଲି ଚାହାନ୍ତି, ସେପରି ଜୀବନ କାଟିପାରିବେ ନାହିଁ” କିମ୍ବା “ସେମାନଙ୍କର ଅଜ୍ଞାନତା ଦ୍ଵାରା ସେମାନେ ଆପଣା ଆପଣାକୁ ଈଶ୍ଵରଙ୍କ ଜୀବନରୁ ବିଛିନ୍ନ କରିଅଛନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 4 18 w235 ἀπηλλοτριωμένοι 1 alienated ବିଛିନ୍ନ ହୋଇଛନ୍ତି କିମ୍ବା “ପୃଥକୀକୃତ ହୋଇଛନ୍ତି”
EPH 4 18 s1uz ἄγνοιαν 1 ignorance “ଜ୍ଞାନର ଅଭାବ” କିମ୍ବା “ବୁଦ୍ଧିର ଅଭାବ”
EPH 4 18 k8qv figs-metonymy διὰ τὴν πώρωσιν τῆς καρδίας αὐτῶν 1 because of the hardness of their hearts **ହୃଦୟର ଜଡତା** ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ “ଅବାଧ୍ୟ” ଅଟେI ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ଵରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” ([[rc://en/ta/man/translate/figs-metonymy]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 18 w235 ἀπηλλοτριωμένοι 1 alienated ବିକଳ୍ପ ଅନୁବାଦ: ବିଛିନ୍ନ ହୋଇଛନ୍ତି କିମ୍ବା “ପୃଥକୀକୃତ ହୋଇଛନ୍ତି”
EPH 4 18 s1uz ἄγνοιαν 1 ignorance ବିକଳ୍ପ ଅନୁବାଦ: “ଜ୍ଞାନର ଅଭାବ” କିମ୍ବା “ବୁଦ୍ଧିର ଅଭାବ”
EPH 4 18 k8qv figs-metonymy διὰ τὴν πώρωσιν τῆς καρδίας αὐτῶν 1 because of the hardness of their hearts **ହୃଦୟର ଜଡତା** ବାକ୍ୟାଂଶଟି ଗୋଟିଏ ରୂପକ ଯାହାର ଅର୍ଥ “ଅବାଧ୍ୟ” ଅଟେI ବିକଳ୍ପ ଅନୁବାଦ: “ଯେହେତୁ ସେମାନେ କଠିନ ଅଟନ୍ତି” କିମ୍ବା “ଯେହେତୁ ସେମାନେ ଈଶ୍ଵରଙ୍କ ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରନ୍ତି” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 4 19 ldy8 figs-metaphor ἑαυτοὺς παρέδωκαν τῇ ἀσελγείᾳ 1 have handed themselves over to sensuality ପାଉଲ ଏହି ଲୋକମାନଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେମାନେ କିଛି ବସ୍ତୁ, ଯାହା ସେମାନେ ଆପଣା ଆପଣାକୁ ଅନ୍ୟମାନଙ୍କ ନିକଟରେ ଦେଇଦେଉଛନ୍ତି, ପୁଣି ସେମାନେ ଆପଣା ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଯେଭଳି ଭାବରେ ଇଚ୍ଛା କରୁଛନ୍ତି, ସେ ବିଷୟରେ ସେ କହୁଛନ୍ତି ଯେ ସତେ ଯେପରି ଏହା ଜଣେ ଲୋକ, ଯାହାଙ୍କ ନିକଟରେ ସେମାନେ ଆପଣା ଆପଣାକୁ ଦେଇଦେଉଛନ୍ତି” ବିକଳ୍ପ ଅନୁବାଦ: “ସେମାନେ କେବଳ ଆପଣାର ଶାରୀରିକ ଅଭିଳାଷକୁ ପୂର୍ଣ୍ଣ କରିବାକୁ ଇଚ୍ଛା କରୁଛନ୍ତି""([[rc://en/ta/man/translate/figs-metaphor]]ଦେଖନ୍ତୁ)"
EPH 4 20 e5vk ὑμεῖς δὲ οὐχ οὕτως ἐμάθετε τὸν Χριστόν 1 But that is not how you learned about Christ [ଏଫିସୀୟ 4:17-19](https://create.translationcore.com/17.md) ରେ ବର୍ଣ୍ଣନା ହୋଇଥିବା ଅନୁସାରେ **ଏହିପରି ଭାବରେ** ଶବ୍ଦଟି ବିଜାତିମାନଙ୍କ ଜୀବନ ଯାପନ ଶୈଳୀକୁ ବୁଝାଏ I ଏହା ଗୁରୁତ୍ଵ ଦିଏ ଯେ ଖ୍ରୀଷ୍ଟଙ୍କ ବିଷୟରେ ବିଶ୍ଵାସୀମାନେ ଯାହା ଶିକ୍ଷା କରିଛନ୍ତି, ଏହା ତହିଁର ବିପରୀତ ଅଟେ I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସେପରି ଶିକ୍ଷା କରିନାହଁ”
EPH 4 21 hy7r figs-irony εἴ γε αὐτὸν ἠκούσατε καὶ ἐν αὐτῷ ἐδιδάχθητε 1 I assume that you have heard ... and that you were taught ପାଉଲ ଜାଣନ୍ତି ଯେ ଏଫିସୀୟମାନେ **ଶୁଣିଛନ୍ତି** ଏବଂ **ଶିକ୍ଷା ପାଇଛନ୍ତି** I ସେ ଭର୍ତ୍ସନା କରିବାକୁ ଦଣ୍ଡର ଏକ ରୂପକ ଭାବରେ ବ୍ୟବହାର କରୁଛନ୍ତି - ଯଦି ସେମାନେ ଖ୍ରୀଷ୍ଟଙ୍କ ମାର୍ଗର ବିପରୀତ କାର୍ଯ୍ୟ କରୁଛନ୍ତି, ତେବେ ସେମାନେ ଏହାଠାରୁ ଭଲ ଜାଣନ୍ତି ଏବଂ ତାହା ବନ୍ଦ କରିବା ଆବଶ୍ୟକ I UST ଦେଖନ୍ତୁ  I ([[rc://en/ta/man/translate/figs-irony]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.