Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-27 18:31:40 +00:00
parent dbf3104589
commit 6412463fcf
1 changed files with 1 additions and 1 deletions

View File

@ -2859,7 +2859,7 @@ LUK 23 3 z5hu ὁ δὲ Πειλᾶτος ἠρώτησεν αὐτὸν 1 So P
LUK 23 3 ve4s figs-explicit σὺ λέγεις 1 You say so ଏହା [:୭୦] (../ /୭୦.md), ପରି ସମାନ ଅଭିବ୍ୟକ୍ତି ଅଟେ ଏବଂ ଏହା ଏକ ରୂଢ଼ି ଅଟେ । ପୀଲାତ ଯାହା କହିଛନ୍ତି ତାହା ସତ୍ୟ ବୋଲି ସ୍ୱୀକାର କରିବା ପାଇଁ ଯୀଶୁ ଏହାକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ହଁ, ଆପଣ ଯେପରି କହିଲେ” (ଦେଖନ୍ତୁ: [[rc://en/ta/man/translate/figs-idiom]]))
LUK 23 4 fx7d τοὺς ὄχλους 1 the crowds ଏହି ନୂତନ ଚରିତ୍ରଗୁଡ଼ିକୁ କାହାଣୀରେ ପରିଚିତ କରାଇବା ପାଇଁ ଲୂକ  କାହାଣୀ ମଧ୍ୟରେ ଅସ୍ପଷ୍ଟ ଭାବରେ ବ୍ୟବହାର କରନ୍ତି ।  ବିକଳ୍ପ ଅନୁବାଦ: “ଏବଂ ସେଠାରେ ଏକତ୍ରିତ ହୋଇଥିବା ଲୋକସମୂହକୁ” (ଦେଖନ୍ତୁ:[[rc://en/ta/man/translate/writing-participants]]))
LUK 23 4 s8fi οὐδὲν εὑρίσκω αἴτιον ἐν τῷ ἀνθρώπῳ τούτῳ 1 I find no fault in this man ପୀଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏବଂ ତାଙ୍କୁ ଦଣ୍ଡ ଦେବା ପାଇଁ କୌଣସି **କାରଣ ପାଇଲେ ନାହିଁ** ।  ବିକଳ୍ପ ଅନୁବାଦ: “ମୁଁ ଏହି ବ୍ୟକ୍ତିକୁ କୌଣସି ଆପରାଧରେ ଦୋଷୀ ପାଇଲି ନାହିଁ” କିମ୍ବା “ମୁଁ ଏହି ବ୍ୟକ୍ତିର ମାମଲାରେ ଦୋଷୀ ସାବ୍ୟସ୍ତ ହେବାର କୌଣସି କାରଣ ପାଇ ନାହିଁ” (ଦେଖନ୍ତୁ:<br>[[rc://en/ta/man/translate/figs-explicit]])
LUK 23 5 yy6w ἀνασείει 1 He stirs up ଯିହୁଦୀ ନେତାମାନେ ସାଙ୍କେତିକ ଭାବରେ କଥାବାର୍ତ୍ତା କରନ୍ତି ଯେପରି ଯୀଶୁ ଏକ ହାଣ୍ଡି ଉତ୍ତୋଳନ କରୁଛନ୍ତି ଏବଂ ତଳ ଭାଗରେ ଥିବା ବସ୍ତୁଗୁଡ଼ିକୁ ଦେଖୁଛନ୍ତି ।  ସେ ବିଦ୍ରୋହକୁ ଉତ୍ସାହିତ କରୁଛନ୍ତି ବୋଲି ସେମାନେ କହୁଥିଲେ। ବିକଳ୍ପ ଅନୁବାଦ: “ସେ ଲୋକମାନଙ୍କୁ ବିଦ୍ରୋହ କରିବାକୁ ଉତ୍ସାହିତ କରେ” (ଦେଖନ୍ତୁ: @)
LUK 23 5 yy6w ἀνασείει 1 He stirs up ଯିହୁଦୀ ନେତାମାନେ ସାଙ୍କେତିକ ଭାବରେ କଥାବାର୍ତ୍ତା କରନ୍ତି ଯେପରି ଯୀଶୁ ଏକ ହାଣ୍ଡି ଉତ୍ତୋଳନ କରୁଛନ୍ତି ଏବଂ ତଳ ଭାଗରେ ଥିବା ବସ୍ତୁଗୁଡ଼ିକୁ ଦେଖୁଛନ୍ତି ।  ସେ ବିଦ୍ରୋହକୁ ଉତ୍ସାହିତ କରୁଛନ୍ତି ବୋଲି ସେମାନେ କହୁଥିଲେ। ବିକଳ୍ପ ଅନୁବାଦ: “ସେ ଲୋକମାନଙ୍କୁ ବିଦ୍ରୋହ କରିବାକୁ ଉତ୍ସାହିତ କରେ” (ଦେଖନ୍ତୁ [[rc://en/ta/man/translate/figs-metaphor]])
LUK 23 5 cr78 ὅλης τῆς Ἰουδαίας, καὶ ἀρξάμενος ἀπὸ τῆς Γαλιλαίας ἕως ὧδε 1 all Judea, and beginning from Galilee, even to this place ଏହାକୁ ଏକ ନୂତନ ବାକ୍ୟ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସମଗ୍ର ଯିହୂଦାରେ I ସେ ଗାଲିଲୀରେ ଅସ୍ଥିରତା ସୃଷ୍ଟି କରିବା ଆରମ୍ଭ କଲା ଏବଂ ବର୍ତ୍ତମାନ ଏହି ସ୍ଥାନରେ ଅନର୍ଥ ସୃଷ୍ଟି କରୁଛି”
LUK 23 6 vvp6 ἀκούσας 1 when heard this ଶୁଣିଲେ ଯେ ଯୀଶୁ ଗାଲିଲୀରେ ଶିକ୍ଷା ଦେବା ଆରମ୍ଭ କଲେ
LUK 23 6 px94 ἐπηρώτησεν εἰ ὁ ἄνθρωπος Γαλιλαῖός ἐστιν 1 he asked whether the man was a Galilean ପିଲାତ ଜାଣିବାକୁ ଚାହିଁଲେ ଯେ ଯୀଶୁ କେଉଁ ସ୍ଥାନରୁ ଆସିଲେ କାରଣ ସେ ଚାହିଁଲେ ଯେ ଅପେକ୍ଷାକୃତ ନିମ୍ନ-ପାହ୍ୟାର ଜଣେ ଅଧିକାରୀ ଯୀଶୁଙ୍କର ବିଚାର କରୁ I ଯଦି ଯୀଶୁ ଗାଲିଲୀରୁ ଆସିଛନ୍ତି, ପିଲାତ ହେରୋଦଙ୍କୁ ଯୀଶୁଙ୍କର ବିଚାର କରିବା ନିମନ୍ତେ ଦେଇପାରିବେ କାରଣ ଗାଲିଲୀ ଉପରେ ହେରୋଦଙ୍କର ଅଧିକାର ବା କ୍ଷମତା ଥିଲା I

Can't render this file because it is too large.