From 63d974dbd86dfc089d9da67a926f0a0bd49f7104 Mon Sep 17 00:00:00 2001 From: Gayatri-Digal Date: Tue, 2 Nov 2021 15:23:22 +0000 Subject: [PATCH] Edit 'en_tn_63-1JN.tsv' using 'tc-create-app' --- en_tn_63-1JN.tsv | 2 +- 1 file changed, 1 insertion(+), 1 deletion(-) diff --git a/en_tn_63-1JN.tsv b/en_tn_63-1JN.tsv index ba8c039..a8cfa95 100644 --- a/en_tn_63-1JN.tsv +++ b/en_tn_63-1JN.tsv @@ -222,7 +222,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo 1JN 4 13 m69h figs-ellipsis καὶ αὐτὸς ἐν ἡμῖν 1 and he in us **ଏବଂ ସେ ଆମ୍ଭମାନଙ୍କର ମଧ୍ୟରେ** ଅଭିବ୍ୟକ୍ତିରେ ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ  ତାହାଙ୍କଠାରେ ରହୁ ଏବଂ ସେ ଆମ୍ଭମାନଙ୍କଠାରେ ରହନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ) 1JN 4 13 gj7p 0 By this we know ... us, because he has given ଆପଣଙ୍କ ଅନୁବାଦ ଅଧିକ ସ୍ପଷ୍ଟ ହୋଇପାରେ ଯଦି ଆପଣ  ସେହି ଶବ୍ଦକୁ ଅନୁବାଦ ନ କରନ୍ତି କିମ୍ବା ଯଦି ଆପଣ  ଏହାକୁ “କାରଣ” ଭାବରେ ଅନୁବାଦ କରନ୍ତି ଏବଂ **ଏଥିରେ** ଅଭିବ୍ୟକ୍ତି ଉଲ୍ଲେଖ ନ କରନ୍ତି । ବିକଳ୍ପ ଅନୁବାଦ: “ଏହିପରି ଭାବରେ ଆମ୍ଭେମାନେ  ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି: ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି” କିମ୍ବା “ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ  ତାହାଙ୍କଠାରେ ଅଛୁ, ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି, କାରଣ ସେ ଆମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଛନ୍ତି ।” 1JN 4 13 dge3 ὅτι ... ἐκ τοῦ Πνεύματος αὐτοῦ δέδωκεν ἡμῖν 1 because he has given us some of his Spirit **ର** ଶବ୍ଦର ଅର୍ଥ “କେତେକ” ଅଟେ। ଈଶ୍ଵର କେବଳ ତାହାଙ୍କ କେତେକ ଆତ୍ମାକୁ ସମସ୍ତ  ବିଶ୍ଵାସୀମାନଙ୍କ  ସମ୍ପ୍ରଦାୟକୁ ଦେଇଛନ୍ତି ବୋଲି ଯୋହନ କହନ୍ତି ନାହିଁ। ବରଂ, ଯୋହନ କହନ୍ତି  ଯେ ତାହାଙ୍କ ଆତ୍ମା ଦ୍ଵାରା, ଈଶ୍ଵର  ସମସ୍ତ ସମ୍ପ୍ରଦାୟରେ ସମ୍ପୁର୍ଣ୍ଣ ଭାବରେ ଉପସ୍ଥିତ, ଏବଂ ପ୍ରତ୍ୟେକ ବିଶ୍ଵାସୀ  ନିଜ ଜୀବନରେ ଆତ୍ମାଙ୍କ ଉପସ୍ଥିତି ଦ୍ୱାରା ଈଶ୍ଵରଙ୍କ ସେହି ପୂର୍ଣ୍ଣ ଉପସ୍ଥିତିକୁ ଅନୁଭବ କରନ୍ତି । ଆପଣଙ୍କ  ଅନୁବାଦରେ ଏହା ମଧ୍ୟ ସ୍ପଷ୍ଟ ଯେ ଈଶ୍ଵରଙ୍କ ତାହାଙ୍କ ଆତ୍ମାଠାରୁ କମ୍ ହୁଏ ନ ଅହିଁ ଯେହେତୁ ଆମ୍ଭମାନଙ୍କ ପ୍ରତ୍ୟେକଙ୍କର କେତେକ ଅଛି । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ତାହାଙ୍କ ଆତ୍ମା ପଠାଇଲେ” -1JN 4 14 w6mz 0 Also, we have seen and have borne witness that the Father has sent the Son to be the Savior of the world ଏହି ପଦରେ, ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି , ତେଣୁ ସର୍ବନାମ  **ଆମ୍ଭେମାନେ**  ବହିର୍ଭୂତ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ଏହା ଦେଖିଅଛୁ ଏବଂ ଏହାର ସାକ୍ଷୀ ମଧ୍ୟ ଦେଇଅଛୁ” ( [[rc://en/ta/man/translate/figs-exclusive]]ଦେଖନ୍ତୁ) +1JN 4 14 w6mz 0 Also, we have seen and have borne witness that the Father has sent the Son to be the Savior of the world ଏହି ପଦରେ, ଯୋହନ ନିଜ ତଥା ଯୀଶୁଙ୍କ ପାର୍ଥିବ ଜୀବନର ଅନ୍ୟ ପ୍ରତ୍ୟକ୍ଷଦର୍ଶୀଙ୍କ ବଦଳରେ କହନ୍ତି , ତେଣୁ ସର୍ବନାମ  **ଆମ୍ଭେମାନେ**  ବହିର୍ଭୂତ ଅଟେ । ବିକଳ୍ପ ଅନୁବାଦ: “ଆମ୍ଭେ ପ୍ରେରିତମାନେ ଏହା ଦେଖିଅଛୁ ଏବଂ ଏହାର ସାକ୍ଷୀ ମଧ୍ୟ ଦେଇଅଛୁ” ([[rc://en/ta/man/translate/figs-exclusive]]ଦେଖନ୍ତୁ) 1JN 4 14 m7cb guidelines-sonofgodprinciples 0 Father ... Son ଏଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର  ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ  । ବିକଳ୍ପ ଅନୁବାଦ: “ପିତା ଈଶ୍ଵର… ତାହାଙ୍କ ପୁତ୍ର ଯୀଶୁ” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ) 1JN 4 15 nvb1 ὃς ... ὁμολογήσῃ ὅτι Ἰησοῦς ἐστιν ὁ Υἱὸς τοῦ Θεοῦ 1 Whoever confesses that Jesus is the Son of God ଏହି ଅଭିବ୍ୟକ୍ତିର ଅର୍ଥ  [2:23](https://create.translationcore.com/02/23.md) ରେ “ଯିଏ ପୁତ୍ରଙ୍କୁ ସ୍ୱୀକାର କରେ” ଅଭିବ୍ୟକ୍ତି ସହିତ ସମାନ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ  କରନ୍ତି ଏବଂ ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” ( [[rc://en/ta/man/translate/figs-explicit]]ଦେଖନ୍ତୁ) 1JN 4 15 b6td guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)