Edit 'en_tn_62-2PE.tsv' using 'tc-create-app'

This commit is contained in:
Gayatri-Digal 2022-04-07 17:37:45 +00:00
parent c082398481
commit 63048c3029
1 changed files with 1 additions and 1 deletions

View File

@ -62,7 +62,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2PE 2 1 l2cg ἐγένοντο ... ψευδοπροφῆται ἐν τῷ λαῷ ... καὶ ἐν ὑμῖν ἔσονται ψευδοδιδάσκαλοι 1 False prophets came to the people, and false teachers will also come to you ଏଠାରେ, **ଲୋକମାନେ** ଶବ୍ଦ ବିଶେଷ ଭାବରେ ଇସ୍ରାଏଲୀୟମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ:<br>“ଇସ୍ରାଏଲର ଲୋକ” କିମ୍ବା “ଇସ୍ରାଏଲୀୟ” (ଦେଖନ୍ତୁ: [[rc://en/ta/man/translate/figs-explicit]])
2PE 2 1 tbz8 αἱρέσεις ἀπωλείας 1 destructive heresies ଏଠାରେ, **ଭ୍ରାନ୍ତ** ସେହି ମତକୁ ବୁଝାଏ  ଯାହା ଖ୍ରୀଷ୍ଟ ଏବଂ ପ୍ରେରିତମାନଙ୍କ ଶିକ୍ଷାର ବିପରୀତ ଅଟେ । ବିକଳ୍ପ ଅନୁବାଦ: “ବିନାଶର ମତ” (ଦେଖନ୍ତୁ: [[rc://en/ta/man/translate/translate-unknown]])
2PE 2 1 g99z figs-metaphor τὸν ἀγοράσαντα αὐτοὺς Δεσπότην 1 the master who bought them ପିତର **ପ୍ରଭୁ ଯିଏ କ୍ରୟକଲେ** ବାକ୍ୟାଂଶ ବ୍ୟବହାର କରି ଯୀଶୁଙ୍କୁ ସାଙ୍କେତିକ ଭାବରେ କଥା ସେହି ଲୋକମାନଙ୍କର କର୍ତ୍ତା ଭାବରେ ମୃତ୍ୟୁର ପାପ ପାଇଁ ଦଣ୍ଡ ଦେଇ ଉଦ୍ଧାର କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାକୁ ଏକ ସାଙ୍କେତିକ ଅର୍ଥରେ ଅନୁବାଦ କରିପାରିବେ  । ବିକଳ୍ପ ଅନୁବାଦ: “ଯୀଶୁ ଯିଏ ସେମାନଙ୍କୁ ଉଦ୍ଧାର କଲେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
2PE 2 2 z53e ταῖς ἀσελγείαις 1 sensuality ଏଠାରେ, **କାମୁକତା କାର୍ଯ୍ୟ** ଅନୈତିକତା ଯୌନ ପାପକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ବୁଝାଏ । ବିକଳ୍ପ ଅନୁବାଦ: “ଅନିୟନ୍ତ୍ରିତ ଯୌନଉତ୍ତେଜକ କାର୍ଯ୍ୟ”
2PE 2 2 z53e ταῖς ἀσελγείαις 1 sensuality ଏଠାରେ, **କାମୁକତା କାର୍ଯ୍ୟ** ଅନୈତିକତା ଯୌନ ପାପକୁ ବୁଝାଏ  ଯାହା ଆତ୍ମ ନିୟନ୍ତ୍ରଣର ଅଭାବକୁ ବୁଝାଏ । ବିକଳ୍ପ ଅନୁବାଦ: “ଅନିୟନ୍ତ୍ରିତ ଯୌନଉତ୍ତେଜକ କାର୍ଯ୍ୟ”
2PE 2 2 nzx7 figs-activepassive ἡ ὁδὸς τῆς ἀληθείας βλασφημηθήσεται 1 the way of truth will be blasphemed ଆପଣ ଏହାକୁ କର୍ତ୍ତୁବାଚ୍ୟରେ ଅନୁବାଦ କରିପାରିବେ ଏବଂ କିଏ କାର୍ଯ୍ୟ କରେ ତାହା ଆପଣ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଅବିଶ୍ୱାସୀମାନେ ସତ୍ୟର ପଥକୁ ନିନ୍ଦା କରିବେ” (ଦେଖନ୍ତୁ: <br>[[rc://en/ta/man/translate/figs-activepassive]])
2PE 2 3 dl1k πλαστοῖς λόγοις ὑμᾶς ἐμπορεύσονται 1 exploit you with deceptive words ଏଠାରେ, **ମିଥ୍ୟା ବାକ୍ୟ** ମାଧ୍ୟମ ଅଟେ ଯାହା ଦ୍ୱାରା ଭଣ୍ଡ ଶିକ୍ଷକମାନେ ସେମାନଙ୍କର ଶିକାର କରିବେ <br>। ବିକଳ୍ପ ଅନୁବାଦ: “ମିଥ୍ୟା ବାକ୍ୟ ଦ୍ବାରା”
2PE 2 3 k359 figs-personification οἷς τὸ κρίμα ... οὐκ ἀργεῖ, καὶ ἡ ἀπώλεια αὐτῶν οὐ νυστάζει 1 their condemnation has not been idle, and their destruction is not asleep ଏହି ଦୁଇ ବାକ୍ୟାଂଶର ଅର୍ଥ ସମାନ ଅଟେ ଏବଂ ଭଣ୍ଡ ଶିକ୍ଷକମାନେ ନିଶ୍ଚିତ ଭାବରେ ନିନ୍ଦିତ ହେବେ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ , ତେବେ ଆପଣ ସେଗୁଡ଼ିକୁ ଏକତ୍ର ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ବହୁ ପୂର୍ବରୁ ସେମାନଙ୍କର ବିନାଶ ନିଶ୍ଚିତ କରାଯାଇଛି” (ଦେଖନ୍ତୁ: [[rc://en/ta/man/translate/figs-parallelism]])

Can't render this file because it contains an unexpected character in line 2 and column 9170.