Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-27 05:07:45 +00:00
parent d4a400f593
commit 62c929d652
1 changed files with 4 additions and 1 deletions

View File

@ -349,4 +349,7 @@ JAS 1 6 j012 figs-activepassive κλύδωνι θαλάσσης, ἀνεμιζο
JAS 1 7 j013 figs-gendernotations μὴ γὰρ οἰέσθω ὁ ἄνθρωπος ἐκεῖνος 1 For let that man not think ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଏପରି ବ୍ୟକ୍ତି ଭାବିବା ଉଚିତ ନୁହେଁ” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 1 8 j014 figs-gendernotations ἀνὴρ δίψυχος 1 a double-minded man ଯାକୁବ **ପୁରୁଷ** ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଜଣେ ବ୍ୟକ୍ତି ଯିଏ ନିଜର ମନକୁ ପ୍ରସ୍ତୁତ କରି ପାରେନାହିଁ” (: [[rc://en/ta/man/translate/figs-gendernotations]]ଦେଖନ୍ତୁ)
JAS 1 9 j015 καυχάσθω δὲ ὁ ἀδελφὸς ὁ ταπεινὸς 1 Now let the lowly brother boast ଯାକୁବ **ଦର୍ପ** ଶବ୍ଦକୁ ଏକ ସକାରାତ୍ମକ ଅର୍ଥରେ ବ୍ୟବହାର କରନ୍ତି । ସେ ଅନ୍ୟମାନଙ୍କ ଉପରେ ଦର୍ପ କରିବା କିମ୍ବା ନିଜକୁ ଦର୍ପ କରିବାର ପାପପୂର୍ଣ୍ଣ ଅର୍ଥରେ ଏହା ବ୍ୟବହାର କରନ୍ତି ନାହିଁ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ଦୀନ ଭ୍ରାତାକୁ ସନ୍ତୁଷ୍ଟ ହେବାକୁ ଦିଅ”
JAS 1 9 j016 figs-metaphor ἀδελφὸς 1 brother ଯାକୁବ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ଯୀଶୁଙ୍କଠାରେ ସହବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [1:2](https://create.translationcore.com/01/02.md) ରେ ଆପଣ କିପରି ଏହି ଶବ୍ଦକୁ ଅନୁବାଦ କରଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ବିଶ୍ୱାସୀ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 1 9 j016 figs-metaphor ἀδελφὸς 1 brother ଯାକୁବ **ଭାଇ** ଶବ୍ଦକୁ ସାଙ୍କେତିକ ଭାବରେ ଯୀଶୁଙ୍କଠାରେ ସହବିଶ୍ଵାସୀମାନଙ୍କୁ ସୂଚାଇବାକୁ ବ୍ୟବହାର କରନ୍ତି । [1:2](https://create.translationcore.com/01/02.md) ରେ ଆପଣ କିପରି ଏହି ଶବ୍ଦକୁ ଅନୁବାଦ କରଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ବିଶ୍ୱାସୀ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 1 9 j017 figs-abstractnouns τῷ ὕψει αὐτοῦ 1 his exaltation ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ଏକ ସମାନ ବାକ୍ୟାଂଶ ସହ ଭାବ ବାଚକ ବିଶେଷ୍ୟ ଉନ୍ନତ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ଉଚ୍ଚ ସ୍ଥାନକୁ ଗ୍ରହଣ କରେ ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 1 10 j018 figs-abstractnouns τῇ ταπεινώσει αὐτοῦ 1 his lowliness ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ , ଆପଣ ଏକ ସମାନ ବାକ୍ୟାଂଶ ସହ ଭାବ ବାଚକ ବିଶେଷ୍ୟ ଦୀନାବସ୍ଥା ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେ ନିମ୍ନ ସ୍ଥାନ ଗ୍ରହଣ କରେ” (: [[rc://en/ta/man/translate/figs-abstractnouns]]ଦେଖନ୍ତୁ)
JAS 1 10 j019 figs-metaphor τῇ ταπεινώσει αὐτοῦ 1 his lowliness ଈଶ୍ଵର ସେମାନଙ୍କୁ ନମ୍ରତା ଶିଖାଇଛନ୍ତି ବୋଲି ସୂଚାଇବା ପାଇଁ ଯାକୁବ ଧନୀ ବିଶ୍ଵାସୀମାନଙ୍କୁ ବର୍ଣ୍ଣନା କରିବା ପାଇଁ ଏକ ସ୍ଥାନିକ ରୂପକ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଯେଉଁ ନମ୍ରତା ଈଶ୍ଵରସେମାନଙ୍କୁ ଶିଖାଇଛନ୍ତି” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
Can't render this file because it contains an unexpected character in line 2 and column 3842.