Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 10:56:57 +00:00
parent 52a7f80fcd
commit 62c1dc4378
1 changed files with 2 additions and 2 deletions

View File

@ -162,8 +162,8 @@ EPH 3 18 uu6l πᾶσιν τοῖς ἁγίοις 1 all the believers ବିକ
EPH 3 18 ef4t figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width, the length, the height, and the depth ଏହି ଶବ୍ଦଗୁଡିକ କ’ଣ ଦର୍ଶାଏ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆବଶ୍ୟକ ହୋଇପାରେ I ଯଦି ଏହା ହୁଏ, ଆପଣ ଏହାକୁ ପରବର୍ତ୍ତୀ ପଦରେ ଥିବା ବାକ୍ୟାଂଶ ସହିତ ମିଶାଇ ପ୍ରକାଶ କରି ପାରିବେ: “ପ୍ରସ୍ଥ ଏବଂ ଦୈର୍ଘ୍ୟ, ଉଚ୍ଚତା ଏବଂ ଗଭୀରତା, ଏବଂ ପ୍ରକୃତରେ ଖ୍ରୀଷ୍ଟଙ୍କ ପ୍ରେମକୁ ଜାଣିବା” କିମ୍ବା “ପ୍ରସ୍ଥ ଏବଂ ଦୈର୍ଘ୍ୟ, ଉଚ୍ଚତା ଏବଂ ଖ୍ରୀଷ୍ଟଙ୍କ ପ୍ରେମର ଗଭୀରତା ଏବଂ ପ୍ରକୃତରେ ଏହା ଜାଣ” (ଦେଖନ୍ତୁ: [[rc://en/ta/man/translate/figs-explicit]])
EPH 3 19 rev9 γνῶναί ... ἀγάπην τοῦ Χριστοῦ 1 that you may know the love of Christ ଏହା ପୂର୍ବ ପଦରୁ ଧାରଣା ଜାରିରଖେ I ସେଦୁହେଁ ଖ୍ରୀଷ୍ଟଙ୍କ ପ୍ରେମର ମହାନତା ଜାଣିବାକୁ ସୂଚିତ କରନ୍ତି।” ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିପାରିବ ଯେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ”
EPH 3 19 px4z ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 that you may be filled with all the fullness of God ଏହା ଚତୁର୍ଥ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି ([ଏଫିସୀୟ ୩:୧୪](../03/14.md))। ପ୍ରଥମଟି ହେଉଛି ଯେ ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md)), ଏବଂ ଦ୍ଵିତୀୟଟି ହେଉଛି “ଖ୍ରୀଷ୍ଟ ବିଶ୍ୱାସ ଦ୍ୱାରା ସେମାନଙ୍କ ହୃଦୟରେ ବାସ କରିବେ” ([ଏଫିସୀୟ ୩:୧୭](../03/17.md)) ଏବଂ ତୃତୀୟଟି ହେଉଛି ଯେ ସେମାନେ "ଖ୍ରୀଷ୍ଟଙ୍କ ପ୍ରେମ ବୁଝିପାରିବେ" ([ଏଫିସୀୟ ୩:୧୮](../03/18.md))।
EPH 3 20 jk5c figs-inclusive 0 General Information: ଏହି ପୁସ୍ତକରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ଶବ୍ଦଗୁଡ଼ିକ  ପାଉଲ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଇବା ଜାରିରଖେ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 3 20 m7gi 0 Connecting Statement: ପାଉଲ ଗୋଟିଏ ଆଶୀର୍ବାଦ ସହିତ ଆପଣା ପ୍ରାର୍ଥନା ଶେଷ କରନ୍ତି I
EPH 3 20 jk5c figs-inclusive 0 General Information: ଏହି ପୁସ୍ତକରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କର” ଶବ୍ଦଗୁଡ଼ିକ ପାଉଲ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଇବା ଜାରିରଖେ I (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 3 20 m7gi 0 Connecting Statement: ଆଶୀର୍ବାଦ ସହିତ ପାଉଲ ଆପଣା ପ୍ରାର୍ଥନା ଶେଷ କରନ୍ତି
EPH 3 20 zxj3 τῷ δὲ 1 Now to him who “ବର୍ତ୍ତମାନ ଈଶ୍ଵରଙ୍କୁ, ଯେ କି”
EPH 3 20 zxt3 ποιῆσαι ὑπέρ ἐκ περισσοῦ ὧν αἰτούμεθα ἢ νοοῦμεν 1 to do far beyond all that we ask or think “ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ” କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”
EPH 4 intro ang8 0 # ଏଫିସୀୟ 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT 8 ପଦରେ ତାହା କରେ, ଯାହା ପୁରାତନ ନିୟମର ଉଦ୍ଧୃତ କରାଯାଇଥିବା ପଦ ଅଟେ I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆତ୍ମିକ ଦାନଗୁଡ଼ିକ

ଆତ୍ମିକ ଦାନସବୁ ନିର୍ଦ୍ଦିଷ୍ଟ ଅଲୌକିକ ଦାନ, ଯାହା ପବିତ୍ର ଆତ୍ମା ଯୀଶୁଙ୍କଠାରେ ବିଶ୍ଵାସ କରିଥିବା ଖ୍ରୀଷ୍ଟିୟାନମାନଙ୍କୁ ଦିଅନ୍ତି I ଏହି ଆତ୍ମିକ ଦାନଗୁଡ଼ିକ  ମଣ୍ଡଳୀର ବିକାଶ ନିମନ୍ତେ ଭିତ୍ତିମୂଳ ସ୍ଵରୂପ ଅଟନ୍ତି I ଏଠାରେ ପାଉଲ କେବଳ କେତେକ ଆତ୍ମିକ ଦାନର ତାଲିକା କରୁଛନ୍ତି I ([[rc://en/tw/dict/bible/kt/faith]]ଦେଖନ୍ତୁ)

### ଏକତା

ମଣ୍ଡଳୀର ଏକତାକୁ ପାଉଲ ଅତି ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରନ୍ତି I ଏହା ଏହି ଅଧ୍ୟାୟର ମୁଖ୍ୟ ପ୍ରସଙ୍ଗ ଅଟେ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

### ପୁରାତନ ମନୁଷ୍ୟ ଏବଂ ନୂତନ ମନୁଷ୍ୟ

”ପୁରାତନ ମନୁଷ୍ୟ” ଶବ୍ଦ ସମ୍ଭବତଃ ଜଣେ ବ୍ୟକ୍ତି ଜନ୍ମରୁ ନେଇ ଆସୁଥିବା ପାପର ସ୍ଵଭାବକୁ ବୁଝାଏ I “ନୂତନ ମନୁଷ୍ୟ” ହେଉଛି ନୂତନ ସ୍ଵଭାବ କିମ୍ବା ନୂତନ ଜୀବନ ଯାହା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କଲାପରେ ଈଶ୍ଵର ତାହାକୁ ଦିଅନ୍ତି I

Can't render this file because it contains an unexpected character in line 2 and column 4525.