Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-17 11:21:23 +00:00
parent 5e94e7ca5f
commit 6149035213
1 changed files with 1 additions and 1 deletions

View File

@ -2270,7 +2270,7 @@ LUK 18 35 w3sw writing-newevent ἐγένετο δὲ 1 Now it happened that କ
LUK 18 35 dyf9 writing-participants τυφλός τις ἐκάθητο 1 a certain blind man was sitting କାହାଣୀରେ ଏକ ନୂତନ ଚରିତ୍ରର ପରିଚୟ ଦେବା ପାଇଁ ଲୂକ  ଏହି ବାକ୍ୟାଂଶ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ସେଠାରେ ଜଣେ ଅନ୍ଧ ଲୋକ ଥିଲା” (ଦେଖନ୍ତୁ: [[rc://or/ta/man/translate/writing-participants]])
LUK 18 36 t35v ἀκούσας δὲ 1 Now hearing ବିକଳ୍ପ ଅନୁବାଦ: “ଯାହା ଘଟୁଥିଲା”<br><br>
LUK 18 37 ckr3 ἀπήγγειλαν δὲ αὐτῷ 1 So they told him ଏଠାରେ, **ସେମାନେ** ଅସ୍ପଷ୍ଟ ଅଟେ । ଏହା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ବୁଝାଏ  ନାହିଁ । ବିକଳ୍ପ ଅନୁବାଦ: “ଭିଡ଼ ଭିତରେ ଥିବା ଲୋକମାନେ ଅନ୍ଧକୁ କହିଲେ” (ଦେଖନ୍ତୁ: [[rc://en/ta/man/translate/writing-pronouns]])
LUK 18 37 ku9j Ἰησοῦς ὁ Ναζωραῖος 1 Jesus of Nazareth ଯୀଶୁ ନାଜରିତ ସହରରୁ ଆସିଲେ, ଯାହା ଗାଲିଲୀରେ ଅବସ୍ଥିତ ଥିଲା I
LUK 18 37 ku9j Ἰησοῦς ὁ Ναζωραῖος 1 Jesus of Nazareth ଲୋକମାନେ **ଯୀଶୁଙ୍କୁ** **ନାଜରିତୀୟ** ବୋଲି ଡାକନ୍ତି କାରଣ ସେ ଗାଲିଲୀର ନାଜରିତ ନଗରୁ ଥିଲେ । ବିକଳ୍ପ ଅନୁବାଦ: “ନାଜରିତ ନଗରର ଯୀଶୁ” (ଦେଖନ୍ତୁ: [[rc://en/ta/man/translate/translate-names]])
LUK 18 37 l38f παρέρχεται 1 is passing by ତାହାର ପାଖ ଦେଇ ଯାଉଥିଲେ
LUK 18 38 u9ct καὶ 1 So ଏହି ବାକ୍ୟ ଏକ ଘଟଣାକୁ ଚିହ୍ନିତ କରେ, ଯାହା ପ୍ରଥମରେ ଅନ୍ୟ କିଛି ବିଷୟ ଘଟିବା ହେତୁ ଘଟିଲା I ଏହି କ୍ଷେତ୍ରରେ, ଲୋକସମୂହ ସେହି ଅନ୍ଧ ଲୋକକୁ କହିଥିଲେ ଯେ ଯୀଶୁ ସେହି ବାଟ ଦେଇ ଚାଲି ଯାଉଛନ୍ତି I
LUK 18 38 yaj2 ἐβόησεν 1 he cried out ଡାକିଲା କିମ୍ବା “ ଚିତ୍କାର କଲା “

Can't render this file because it is too large.