Edit 'en_tn_43-LUK.tsv' using 'tc-create-app'

This commit is contained in:
Gayatri-Digal 2022-01-20 07:32:50 +00:00
parent 051691ff33
commit 60968eaa24
1 changed files with 13 additions and 13 deletions

View File

@ -2434,19 +2434,19 @@ LUK 20 7 eeg7 πόθεν 1 where it was from ଲୂକ କେତେକ ଶବ
LUK 20 8 d3bg οὐδὲ ἐγὼ λέγω ὑμῖν 1 Neither will I tell you ଯିହୁଦୀ ନେତାମାନେ ଯୀଶୁଙ୍କୁ ଯାହା କହିଥିଲେ ତାହା ଫଳାଫଳ ଅଟେ ବୋଲି ସେ ସୂଚିତ କରନ୍ତି । ବିକଳ୍ପ ଅନୁବାଦ: “ତେବେ ମୁଁ ତୁମ୍ଭମାନଙ୍କୁ କହିବି ନାହିଁ” (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
LUK 20 9 mf5e figs-parables 0 General Information: ଯିହୁଦୀ ନେତାମାନେ ତାଙ୍କୁ ଏବଂ ବାପ୍ତିଜକ ଯୋହନଙ୍କୁ ପ୍ରତ୍ୟାଖ୍ୟାନ କରି କ’ଣ କରୁଛନ୍ତି ତାହା ଲୋକମାନଙ୍କୁ ବୁଝିବାରେ ସାହାଯ୍ୟ କରିବାକୁ ଯୀଶୁ ଏକ ସଂକ୍ଷିପ୍ତ କାହାଣୀ କୁହନ୍ତି ଯାହା ଏକ ଦୃଷ୍ଟାନ୍ତ ପ୍ରଦାନ କରେ ।  ବିକଳ୍ପ  ଅନୁବାଦ: “ଯୀଶୁ ଲୋକମାନଙ୍କୁ ଉତ୍ତମ ଭାବରେ ବୁଝିବାରେ ସାହାଯ୍ୟ କରିବାକୁ ଏହି କାହାଣୀକୁ କହିଲେ” (ଦେଖନ୍ତୁ:
[[rc://en/ta/man/translate/figs-parables]])
LUK 20 9 s8tt ἐξέδετο αὐτὸν γεωργοῖς 1 rented it out to vine growers କାହାଣୀଗୁଡ଼ିକ  ଯେପରି ଦର୍ଶାଏ, ସେହି ବ୍ୟକ୍ତି ଜଣକ ଦ୍ରାକ୍ଷାକ୍ଷେତ୍ରକୁ ନିୟମିତ ନଗଦ ଦେୟ ପାଇଁ ନୁହେଁ, ବରଂ ଏକ ବ୍ୟବସ୍ଥା ଅନୁଯାୟୀ ଜମିର ବ୍ୟବହାର ବଦଳରେ ଫସଲର ଏକ ଅଂଶ ପାଇବାକୁ **ଭାଗରେ** ଦେଇଥିଲେ । ଯଦି ସେହି ପରି ଏକ ବ୍ୟବସ୍ଥା ଆପଣଙ୍କ ପାଠକମାନଙ୍କ ପାଇଁ ଅପରିଚିତ ଅଟେ, ତେବେ ଆପଣ ଏହାକୁ ଏକ ଉପାୟରେ ଅନୁବାଦ କରିପାରିବେ ଯାହା ଏହାକୁ ବ୍ୟାଖ୍ୟା କରେ । ବିକଳ୍ପ ଅନୁବାଦ: “କେତେକ ଅଙ୍ଗୁର ଚାଷୀମାନଙ୍କୁ ଫସଲର ଅଂଶ ବଦଳରେ ଏହାକୁ ବ୍ୟବହାର କରିବାକୁ ଅନୁମତି ଦେଲେ” (ଦେଖନ୍ତୁ:[[rc://en/ta/man/translate/translate-unknown]])
LUK 20 9 y37s γεωργοῖς 1 vine growers ଏହି ଲୋକମାନେ ଦ୍ରାକ୍ଷାଲତାର ଯତ୍ନ ନେଉଥିଲେ ଓ ଦ୍ରାକ୍ଷାଫଳ ଉତ୍ପନ୍ନ କରୁଥିଲେ I ବିକଳ୍ପ ଅନୁବାଦ: “ଦ୍ରାକ୍ଷାଫଳର କୃଷକମାନେ”"
LUK 20 10 wm51 καιρῷ 1 the appointed time "ସେମାନେ ପ୍ରାପ୍ୟ ପ୍ରଦାନ କରିବା ନିମନ୍ତେ ସମ୍ମତ ହୋଇଥିବା ସମୟ I ଏହା ହୁଏତ ଫସଲ ଅମଳ ସମୟ ହୋଇଥିବ I
LUK 20 10 kr7j ἀπὸ τοῦ καρποῦ τοῦ ἀμπελῶνος 1 of the fruit of the vineyard କିଛି ଦ୍ରାକ୍ଷାଫଳ ବା “ଦ୍ରାକ୍ଷାକ୍ଷେତରେ ସେମାନେ ଉତ୍ପନ୍ନ କରିଥିବା ଫଳରୁ କିଛି I” ସେମାନେ ଦ୍ରାକ୍ଷାଫଳରୁ ଉପନ୍ନ କରିଥିବା କିଛି ବିଷୟକୁ ବା ଦ୍ରାକ୍ଷାଫଳ ବିକ୍ରୟ କରି ଉପାର୍ଜିତ ଆୟକୁ ହୁଏତ ଏହା ସୂଚାଉ ଥାଇପାରେ I
LUK 20 10 isk1 figs-metaphor ἐξαπέστειλαν αὐτὸν ... κενόν 1 sent him away empty-handed ଶୂନ୍ୟ ହସ୍ତ “କିଛି ନୁହେଁ” ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: [[rc://or/ta/man/translate/figs-metaphor]])
LUK 20 11 nq2x κἀκεῖνον δείραντες 1 also beat that one ସେହି ଦାସକୁ ପ୍ରହାର କଲେ"
LUK 20 11 r72a ἀτιμάσαντες 1 treating him shamefully ଅପମାନିତ କଲେ
LUK 20 11 vxh2 figs-metaphor ἐξαπέστειλαν κενόν 1 sent him away empty-handed "ଶୂନ୍ୟ ହସ୍ତ ""କିଛି ନ ପାଇବା"" ନିମନ୍ତେ ଏକ ରୂପକ ଅଟେ I ବିକଳ୍ପ ଅନୁବାଦ: “ତାକୁ କିଛି ପ୍ରାପ୍ୟ ନ ଦେଇ ପଠାଇଦେଲେ” ବା “ଦ୍ରାକ୍ଷାଫଳ ବିନା ତାକୁ ପଠାଇଦେଲେ” (ଦେଖ: [[rc://or/ta/man/translate/figs-metaphor]])"
LUK 20 12 lr3h translate-ordinal τρίτον 1 a third "ମଧ୍ୟ ଜଣେ ତୃତୀୟ ଦାସ ବା “ତଥାପି ଆଉ ଏକ ଦାସ I” ଏହି ଶବ୍ଦ “ମଧ୍ୟ” ଏହି ସତ୍ୟ ପ୍ରତି ଆଭାସ ଦିଏ ଯେ ଜମିର କର୍ତ୍ତା ଦ୍ୱିତୀୟ ଦାସକୁ ପଠାଇବା ଉଚିତ୍ ନ ଥିଲା, କିନ୍ତୁ ସେ ତାହାଠାରୁ ଆହୁରି ଅଧିକ ଆଗକୁ ଗଲେ ଏବଂ ଜଣେ ତୃତୀୟ ଦାସକୁ ପଠାଇଲେ I (ଦେଖ: [[rc://or/ta/man/translate/translate-ordinal]])
LUK 20 12 ub4g τοῦτον τραυματίσαντες 1 wounded that one ସେହି ଦାସକୁ କ୍ଷତବିକ୍ଷତ କଲେ"
LUK 20 12 h32a ἐξέβαλον 1 threw him out ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ
LUK 20 13 kt8i figs-rquestion τί‘ ποιήσω? 1 What should I do? ଏହି ପ୍ରଶ୍ନ ଗୁରୁତ୍ଵ ଆରୋପ କରେ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ଯତ୍ନପୂର୍ବକ ଭାବିଥିବେ ଯେ ସେ କଅଣ କରିବାକୁ ଯାଉଛନ୍ତି I ବିକଳ୍ପ ଅନୁବାଦ: “ମୁଁ ଏପରି କରିବି:” (ଦେଖ: [[rc://or/ta/man/translate/figs-rquestion]])
LUK 20 14 ib2b ἰδόντες ... αὐτὸν, οἱ γεωργοὶ 1 when the vine growers saw him ଯେତେବେଳେ କୃଷକମାନେ କର୍ତ୍ତାଙ୍କର ପୁତ୍ରଙ୍କୁ ଦେଖିଲେ
LUK 20 14 rvi4 ἀποκτείνωμεν αὐτόν 1 Let us kill him ସେମାନେ ଅନୁମତି ମାଗୁ ନ ଥିଲେ I ସେମାନେ ଉତ୍ତରାଧିକାରୀକୁ ବଧ କରିବା ନିମନ୍ତେ ଏହା କହିଲେ ଯେପରି ପରସ୍ପରକୁ ଉତ୍ସାହିତ କରିବେ I
LUK 20 9 y37s γεωργοῖς 1 vine growers ଯେବେ **କୃଷକ** ଶବ୍ଦ କୃଷକମାନଙ୍କୁ ସାଧାରଣଭାବେ ବୁଝାଏ, ଏହି ପ୍ରସଙ୍ଗରେ ଏହା ଅଙ୍ଗୁରଚାଷୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ଦ୍ରାକ୍ଷାଚାଷୀ” କିମ୍ବା “ଅଙ୍ଗୁର କୃଷକଗଣ”

LUK 20 10 wm51 καιρῷ 1 the appointed time ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଏହା କେଉଁ ସମୟ ଥିଲା ତାହା ଆପଣ ସ୍ପଷ୍ଟ ଭାବରେ ଉଲ୍ଲେଖ କରି ପାରିବେ । ବିକଳ୍ପ ଅନୁବାଦ: “ଯେଉଁ ସମୟରେ ସେମାନେ ତାଙ୍କୁ ଫସଲର ଏକ ଅଂଶ ଦେବାକୁ ରାଜି ହୋଇଥିଲେ” କିମ୍ବା “ଅମଳ ସମୟରେ” (ଦେଖନ୍ତୁ:
[[rc://en/ta/man/translate/figs-explicit]])
LUK 20 10 kr7j ἀπὸ τοῦ καρποῦ τοῦ ἀμπελῶνος 1 of the fruit of the vineyard **ଫଳ** ଶବ୍ଦକୁ ଆକ୍ଷରିକ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପ ଅନୁବାଦ (୧): “ସେମାନେ ଉତ୍ପନ କରିଥିବା କିଛି ଅଙ୍ଗୁର” () **ଫଳ** ଶବ୍ଦ ସାଙ୍କେତିକ ଅର୍ଥକୁ ପ୍ରକାଶ କରିପାରେ । ବିକଳ୍ପ  ଅନୁବାଦ: “ସେମାନେ ଅଙ୍ଗୁରରୁ ଯାହା ଉତ୍ପାଦନ କରିଥିଲେ ସେଥିରୁ କିଛି” କିମ୍ବା “ଉତ୍ପାଦ ବିକ୍ରୟ କରି ସେମାନେ ଅର୍ଜନ କରିଥିବା କିଛି ଅର୍ଥ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
LUK 20 10 isk1 figs-metaphor ἐξαπέστειλαν αὐτὸν ... κενόν 1 sent him away empty-handed ଯୀଶୁ ଏହି ଦାସ କିଛି ନଥିବା ପାତ୍ର ପରି ବୋଲି ସାଙ୍କେତିକ ଭାବରେ କହନ୍ତି । ବିକଳ୍ପ ଅନୁବାଦ: “ତାକୁ କିଛି ନ ଦେଇ ତାକୁ ପଠାଇଲେ” (ଦେଖନ୍ତୁ: [[rc://or/ta/man/translate/figs-metaphor]])
LUK 20 11 nq2x κἀκεῖνον δείραντες 1 also beat that one
LUK 20 11 r72a ἀτιμάσαντες 1 treating him shamefully ବିକଳ୍ପ ଅନୁବାଦ: “ତାଙ୍କୁ ଅପମାନିତ କଲେ
LUK 20 11 vxh2 figs-metaphor ἐξαπέστειλαν κενόν 1 sent him away empty-handed ଆପଣ [:୧୦] (../20/10.md) ରେ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାକୁ କିଛି ନ ଦେଇ ପଠାଇଲେ” (ଦେଖନ୍ତୁ: [[rc://or/ta/man/translate/figs-metaphor]])"
LUK 20 12 lr3h translate-ordinal τρίτον 1 a third ଯଦି ଆପଣଙ୍କର ଭାଷା କ୍ରମାଗତ ସଂଖ୍ୟା ବ୍ୟବହାର କରେ ନାହିଁ, ତେବେ ଆପଣ ଏଠାରେ ଏକ ଅଙ୍କବାଚକସଂଖ୍ୟା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୃତୀୟ ଦାସକୁ” (ଦେଖନ୍ତୁ: [[rc://or/ta/man/translate/translate-ordinal]])
LUK 20 12 ub4g τοῦτον τραυματίσαντες 1 wounded that one ବିକଳ୍ପ ଅନୁବାଦ: “ସେମାନେ ସେହି ଦାସକୁ ମଧ୍ୟ ଆଘାତ କଲେ”

LUK 20 12 h32a ἐξέβαλον 1 threw him out ଏଠାରେ କୃଷକମାନେ ଏହି **ଦାସ**କୁ ଦ୍ରାକ୍ଷାକ୍ଷେତ୍ରରୁ ଫିଙ୍ଗି ଦେଲେ ବୋଲି ଯୀଶୁ ବୋଧହୁଏ ସାଙ୍କେତିକ ଭାବରେ କହୁଛନ୍ତି
। ସେମାନେ ପ୍ରକୃତରେ ତାକୁ ଉଠାଇ ଫୋପାଡ଼ି ନ ଥିଲେ। ବିକଳ୍ପ ଅନୁବାଦ: “ତାକୁ ସମ୍ପତ୍ତିରୁ ବାହାର କଲେ” (ଦେଖନ୍ତୁ:
[[rc://en/ta/man/translate/figs-metaphor]])
LUK 20 13 kt8i figs-rquestion τί‘ ποιήσω? 1 What should I do? ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ ତେବେ ଆପଣ ଏହାକୁ ଅନୁବାଦ କରିପାରିବେ ଯାହା ଦ୍ଵାରା ଏକ ଉଦ୍ଧୃତି ମଧ୍ୟରେ ଏକ ଉଦ୍ଧୃତିର ଆବଶ୍ୟକ ହେବ ନାହିଁ । ବିକଳ୍ପ ଅନୁବାଦ: “ସେ କଣ କରିବା ଉଚିତ୍ ବୋଲି ନିଜକୁ ପଚାରିଲେ। କୃଷକମାନେ ତାଆଙ୍କ ପ୍ରିୟ ପୁତ୍ରକୁ ମାନ୍ୟ କରିବେ ବୋଲି ଆଶା କରି ସେ ତାହାଙ୍କୁ ପଠାଇବାକୁ ସ୍ଥିର କଲେ”(ଦେଖନ୍ତୁ:
[[rc://en/ta/man/translate/figs-quotesinquotes]])
LUK 20 14 ib2b ἰδόντες ... αὐτὸν, οἱ γεωργοὶ 1 when the vine growers saw him ମାଲିକ ତାଙ୍କ ପୁତ୍ରକୁ ପଠାଇବା ପରେ ଏହା ଘଟିଥିଲା ବୋଲି ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ କରିବା ସହାୟକ ହୋଇପାରେ
​। ବିକଳ୍ପ ଅନୁବାଦ: “ତେଣୁ ମାଲିକ ତାଙ୍କ ପୁତ୍ରକୁ ପଠାଇଲେ । କିନ୍ତୁ ଯେତେବେଳେ ସେ ପହଞ୍ଚିଲା ଏବଂ କୃଷକମାନେ ତାହାକୁ’
ଦେଖିଲେ” (ଦେଖନ୍ତୁ: [[rc://en/ta/man/translate/figs-explicit]])
LUK 20 14 rvi4 ἀποκτείνωμεν αὐτόν 1 Let us kill him
LUK 20 15 u7us 0 Connecting Statement: ଯୀଶୁ ଲୋକସମୂହକୁ ତାଙ୍କର ଦୃଷ୍ଟାନ୍ତ କହିବା ସମାପ୍ତ କଲେ I
LUK 20 15 m6en ἐκβαλόντες αὐτὸν ἔξω τοῦ ἀμπελῶνος 1 they threw him out of the vineyard ଦ୍ରାକ୍ଷାଫଳ ଉତ୍ପନ୍ନକାରୀମାନେ କର୍ତ୍ତାଙ୍କର ପୁତ୍ରଙ୍କୁ ବଳପୂର୍ବକ ଦ୍ରାକ୍ଷାକ୍ଷେତର ବାହାରେ ଫୋପାଡିଦେଲେ
LUK 20 15 dlu4 figs-rquestion τί οὖν ποιήσει αὐτοῖς ὁ κύριος τοῦ ἀμπελῶνος? 1 What then will the lord of the vineyard do to them? ଦ୍ରାକ୍ଷାକ୍ଷେତର କର୍ତ୍ତା କଅଣ କରିବେ ତାହା ପ୍ରତି ତାଙ୍କର ଶ୍ରୋତାମାନେ ଧ୍ୟାନ ଦେବା ନିମନ୍ତେ ଯୀଶୁ ଏକ ପ୍ରଶ୍ନ ପଚାରନ୍ତି I ବିକଳ୍ପ ଅନୁବାଦ: “ଅତଏବ, ବର୍ତ୍ତମାନ ଶୁଣ ଯେ ଦ୍ରାକ୍ଷାକ୍ଷେତର କର୍ତ୍ତା ସେମାନଙ୍କ ପ୍ରତି କଅଣ କରିବେ” (ଦେଖ: [[rc://or/ta/man/translate/figs-rquestion]])

Can't render this file because it is too large.