Edit 'en_tn_32-JON.tsv' using 'tc-create-app'

This commit is contained in:
Gayatri-Digal 2021-08-10 18:12:51 +00:00
parent e27974cb26
commit 5f03f13734
1 changed files with 1 additions and 1 deletions

View File

@ -24,7 +24,7 @@ JON 1 4 jdr2 writing-newevent וַֽ⁠יהוָ֗ה הֵטִ֤יל רֽוּחַ
JON 1 4 jdra figs-personification וְ⁠הָ֣⁠אֳנִיָּ֔ה חִשְּׁבָ֖ה לְ⁠הִשָּׁבֵֽר 1 so that the ship was thinking to be broken apart ଏଠାରେ **ଚିନ୍ତାକଲେ** ଶବ୍ଦ ଜାହାଜକୁ ଏକ ବ୍ୟକ୍ତି ଭାବରେ ବର୍ଣ୍ଣନା କରେ । ଏହାର ଅର୍ଥ ଝଡ଼ ଏତେ ଭୟଙ୍କର ଥିଲା ଯେ ଜାହାଜଟି ଭାଙ୍ଗିଯିବା ପରି ଥିଲା। ବିକଳ୍ପ ଅନୁବାଦ: ତେଣୁ ଜାହାଜ ଭାଙ୍ଗିଯିବା ପରି ହେଲା। [[rc://en/ta/man/translate/figs-personification]])ଦେଖନ୍ତୁ)
JON 1 4 jl77 figs-activepassive לְ⁠הִשָּׁבֵֽר 1 to be broken ଏହାକୁ ସକ୍ରିୟ ରୂପରେ କୁହାଯାଇପାରେ। ବିକଳ୍ପ ଅନୁବାଦ: “ଭାଙ୍ଗିବା” [[rc://en/ta/man/translate/figs-activepassive]])
JON 1 5 d13r הַ⁠מַּלָּחִ֗ים 1 the sailors “ଜାହାଜରେ କାମ କରୁଥିବା ଲୋକମାନେ। ”
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଈଶ୍ୱର କହିଲେ** ମିଥ୍ୟା ଦେବତାମାନଙ୍କୁ ବୁଝାଏ ଏବଂ ମୂର୍ତ୍ତିଗୁଡ଼ିକୁ ଯାହାକୁ ଲୋକମାନେ ପୂଜା କରନ୍ତି।
JON 1 5 u2bj אֱלֹהָי⁠ו֒ 1 his own god ଏଠାରେ, **ଈଶ୍ୱର** କହିଲେ ମିଥ୍ୟା ଦେବତାମାନଙ୍କୁ ବୁଝାଏ ଏବଂ ମୂର୍ତ୍ତିଗୁଡ଼ିକୁ ଯାହାକୁ ଲୋକମାନେ ପୂଜା କରନ୍ତି।
JON 1 5 sh1b וַ⁠יָּטִ֨לוּ אֶת־הַ⁠כֵּלִ֜ים אֲשֶׁ֤ר בָּֽ⁠אֳנִיָּה֙ 1 And they threw the things that were in the ship ଲୋକମାନେ ଜାହାଜରୁ ଭାରୀ ଜିନିଷ ଫିଙ୍ଗିଥିଲେ। ଏହା କରି ସେମାନେ ଜାହାଜକୁ ହାଲୁକା କଲେ ।
JON 1 5 tg27 לְ⁠הָקֵ֖ל מֵֽ⁠עֲלֵי⁠הֶ֑ם 1 to lighten it from upon them ଏହାର ଅର୍ଥ ହୋଇପାରେ: (1) ଜାହାଜକୁ ହାଲୁକା କରିବା ଯାହା ଦ୍ଵାରା ଏହା ଭଲରେ ଭାସିବ । ବିକଳ୍ପି ଅନୁବାଦ: "ଜାହାଜକୁ ଭଲ ଭାବରେ ଭାସିବାରେ ସାହାଯ୍ୟ କରିବାକୁ" କିମ୍ବା (2)ଏକ ବିପଜ୍ଜନକ ପରିସ୍ଥିତିକୁ ହାଲୁକା କରିବାକୁ କିମ୍ବା ମୁକ୍ତ କରିବାକୁ । ବିକଳ୍ପ ଅନୁବାଦ: "ସେମାନେ ଥିବା ବିପଦକୁ କମ୍ କରିବାକୁ।"
JON 1 5 uzt4 writing-background וְ⁠יוֹנָ֗ה יָרַד֙ אֶל־יַרְכְּתֵ֣י הַ⁠סְּפִינָ֔ה 1 But Jonah had gone down into the innermost parts of the ship ଏହା ପୃଷ୍ଠଭୂମି ସୂଚନା ଅଟେ। ଏହାକୁ ଏପରି ସ୍ପଷ୍ଟ ଭାବରେ ଅନୁବାଦ କରୁନ୍ତୁ ଯାହା ପ୍ରକାଶ କରିବ ଯେ  ଝଡ଼ ଆରମ୍ଭ ହେବା ପୂର୍ବରୁ ଯୂନସ ଏହା କରିସାରିଥିଲେ । [[rc://en/ta/man/translate/writing-background]])ଦେଖନ୍ତୁ)

Can't render this file because it contains an unexpected character in line 16 and column 428.