From 5ed55bd62eeb74be7d95a278cfe25e98295b52a3 Mon Sep 17 00:00:00 2001 From: "Sibaji.Digal" Date: Fri, 24 Sep 2021 10:33:08 +0000 Subject: [PATCH] Edit 'en_tn_32-JON.tsv' using 'tc-create-app' --- en_tn_32-JON.tsv | 36 ++++++++++++++++++------------------ 1 file changed, 18 insertions(+), 18 deletions(-) diff --git a/en_tn_32-JON.tsv b/en_tn_32-JON.tsv index ee85726..a8b607f 100644 --- a/en_tn_32-JON.tsv +++ b/en_tn_32-JON.tsv @@ -49,25 +49,25 @@ JON 1 10 us1r figs-metaphor מִ⁠לִּ⁠פְנֵ֤י יְהוָה֙ 1 from b JON 1 10 jdrb grammar-connect-time-background כִּ֥י הִגִּ֖יד לָ⁠הֶֽם 1 because he had told them ନାବିକମାନେ ଗୁଲିବାଣ୍ଟ କରିବା ପୂର୍ବରୁ, ଯୂନସ ସେମାନଙ୍କୁ କହିଲେ ଯେ ସେ ଉପାସନା କରୁଥିବା ଈଶ୍ୱର ଯିହୋବାଙ୍କଠାରୁ ଦୂରେଇ ଯାଉଛନ୍ତି। [[rc://en/ta/man/translate/grammar-connect-time-background]]) ଦେଖନ୍ତୁ) JON 1 10 hw1p figs-explicit כִּ֥י הִגִּ֖יד לָ⁠הֶֽם 1 because he had told them ସେ ସେମାନଙ୍କୁ ଯାହା କହିଲେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “କାରଣ ସେ ସେମାନଙ୍କୁ କହିଲେ,‘ମୁଁ ଯିହୋବାଙ୍କଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛି। ’” [[rc://en/ta/man/translate/figs-explicit]])ଦେଖନ୍ତୁ) JON 1 11 kb4c וַ⁠יֹּאמְר֤וּ אֵלָי⁠ו֙ 1 Then they said to him “ଏହା ପରେ ଜାହାଜରେ ଥିବା ଲୋକମାନେ ଯୂନସକୁ କହିଲେ" କିମ୍ବା "ନାବିକମାନେ ଯୂନସଙ୍କୁ କହିଲେ” -JON 1 11 ik6d מַה־נַּ֣עֲשֶׂה לָּ֔⁠ךְ וְ⁠יִשְׁתֹּ֥ק הַ⁠יָּ֖ם מֵֽ⁠עָלֵ֑י⁠נוּ 1 What should we do to you so that the sea will calm down from upon us? “ସମୁଦ୍ରକୁ ଶାନ୍ତ କରିବା ପାଇଁ ଆମେ ତୁମ୍ଭ ସହିତ କ’ଣ କରିବା?” -JON 1 11 wxr7 figs-idiom הַ⁠יָּ֖ם הוֹלֵ֥ךְ וְ⁠סֹעֵֽר 1 the sea was going forward and storming ଏହା ଏକ ରୂଢ଼ି ଅଟେ ଅର୍ଥାତ ସମୁଦ୍ର ବିଶାଳ ତୋଫାନ ହେବାକୁ ଲାଗିଲା । ବିକଳ୍ପ ଅନୁବାଦ: “ଝଡ଼ର ଶକ୍ତି ବୃଦ୍ଧି ହେଉଥିଲା” [[rc://en/ta/man/translate/figs-idiom]])ଦେଖନ୍ତୁ) -JON 1 11 dji8 grammar-connect-logic-result הַ⁠יָּ֖ם הוֹלֵ֥ךְ וְ⁠סֹעֵֽר 1 the sea was going forward and storming ଏହି କାରଣରୁ ଲୋକମାନେ ଯୂନସଙ୍କୁ କଣ କରିବା ଉଚିତ୍ ବୋଲି ପଚାରିଥିଲେ। ଯଦି ଆପଣଙ୍କ ଭାଷାରେ ପ୍ରଥମ କାରଣ ଦର୍ଶାଇବା ଅଧିକ ସ୍ପଷ୍ଟ ହୁଏ, ତେବେ ଏହା 11 ପଦର ପ୍ରାରମ୍ଭରେ କୁହାଯାଇପାରେ, ଫଳାଫଳକୁ “ତେଣୁ” କିମ୍ବା “ତେଣୁକରି” ଭଳି ଶବ୍ଦ ସହିତ ସଂଯୋଗ କରାଯାଇପାରେ ।

[[rc://en/ta/man/translate/grammar-connect-logic-result]])ଦେଖନ୍ତୁ) -JON 1 12 h982 כִּ֚י יוֹדֵ֣עַ אָ֔נִי כִּ֣י בְ⁠שֶׁ⁠לִּ֔⁠י הַ⁠סַּ֧עַר הַ⁠גָּד֛וֹל הַ⁠זֶּ֖ה עֲלֵי⁠כֶֽם 1 for I know that this great storm is upon you because of me “କାରଣ ମୁଁ ଜାଣେ ଯେ ଏହି ମହାତୋଫାନର କାରଣ ମୁଁ ଅଟେ ।” +JON 1 11 ik6d מַה־נַּ֣עֲשֶׂה לָּ֔⁠ךְ וְ⁠יִשְׁתֹּ֥ק הַ⁠יָּ֖ם מֵֽ⁠עָלֵ֑י⁠נוּ 1 What should we do to you so that the sea will calm down from upon us? “ସମୁଦ୍ରକୁ ଶାନ୍ତ କରିବା ପାଇଁ ଆମ୍ଭେମାନେ ତୁମ୍ଭ ପ୍ରତି କଅଣ କରିବା?” +JON 1 11 wxr7 figs-idiom הַ⁠יָּ֖ם הוֹלֵ֥ךְ וְ⁠סֹעֵֽר 1 the sea was going forward and storming ଏହା ଏକ ରୂଢ଼ି ଅଟେ ଅର୍ଥାତ ସମୁଦ୍ର ପ୍ରଚଣ୍ଡତର  ହେବାକୁ ଲାଗିଲା । ବିକଳ୍ପ ଅନୁବାଦ: “ଝଡ଼ ବୃଦ୍ଧି ହେଉଥିଲା” [[rc://en/ta/man/translate/figs-idiom]])ଦେଖନ୍ତୁ) +JON 1 11 dji8 grammar-connect-logic-result הַ⁠יָּ֖ם הוֹלֵ֥ךְ וְ⁠סֹעֵֽר 1 the sea was going forward and storming ଏହି କାରଣରୁ ଲୋକମାନେ ଯୂନସଙ୍କୁ କଣ କରିବା ଉଚିତ୍ ବୋଲି ପଚାରିଥିଲେ। ଯଦି ଆପଣଙ୍କ ଭାଷାରେ ପ୍ରଥମ କାରଣ ଦର୍ଶାଇବା ଅଧିକ ସ୍ପଷ୍ଟ ହୁଏ, ତେବେ ଏହା 11 ପଦର ପ୍ରାରମ୍ଭରେ “ତେଣୁ” କିମ୍ବା “ତେଣୁକରି” ଭଳି ଶବ୍ଦ ସହିତ ସଂଯୋଗ କରାଯାଇପାରେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ) +JON 1 12 h982 כִּ֚י יוֹדֵ֣עַ אָ֔נִי כִּ֣י בְ⁠שֶׁ⁠לִּ֔⁠י הַ⁠סַּ֧עַר הַ⁠גָּד֛וֹל הַ⁠זֶּ֖ה עֲלֵי⁠כֶֽם 1 for I know that this great storm is upon you because of me “କାରଣ ମୁଁ ଜାଣେ ଯେ ଏହି ମହାତୋଫାନର କାରଣ ମୁଁ ଅଟେ” JON 1 13 lcd3 figs-explicit וַ⁠יַּחְתְּר֣וּ הָ⁠אֲנָשִׁ֗ים לְ⁠הָשִׁ֛יב אֶל־הַ⁠יַּבָּשָׁ֖ה 1 But the men rowed hard to return themselves to land ଏହି ଲୋକମାନେ ଯୂନସକୁ ସମୁଦ୍ରକୁ ଫିଙ୍ଗିବାକୁ ଇଚ୍ଛା କଲେ ନାହିଁ, ତେଣୁ ସେମାନେ ଯୂନସଙ୍କ ପରାମର୍ଶ ଅନୁଯାୟୀ ତାହା କଲେ ନାହିଁ। ଏହି ସୂଚନାକୁ ସ୍ପଷ୍ଟ କରାଯାଇପାରିବ । [[rc://en/ta/man/translate/figs-explicit]])ଦେଖନ୍ତୁ) -JON 1 13 m3iq הַ⁠יָּ֔ם הוֹלֵ֥ךְ וְ⁠סֹעֵ֖ר 1 the sea was going forward and storming “ସମୁଦ୍ର ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା ଏବଂ ତରଙ୍ଗ ବଡ ହେଲା" ଏହି ରୂଢ଼ିକୁ ପଦ 11 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । -JON 1 14 ap77 וַ⁠יִּקְרְא֨וּ 1 So they cried out “ଏହେତୁରୁ ସେମାନେ ପ୍ରାର୍ଥନା କରି କହିଲେ" କିମ୍ବା "କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା।” -JON 1 14 q2xq וַ⁠יִּקְרְא֨וּ אֶל־יְהוָ֜ה 1 So they cried out to Yahweh “ହେତୁରୁ ଲୋକମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ” -JON 1 14 jdr3 figs-exclamations אָנָּ֤ה 1 Ah! ଏହି ପ୍ରସଙ୍ଗରେ, **ଆଃ!** ଶବ୍ଦ! ତୀବ୍ର ନିରାଶାକୁ ପ୍ରକାଶ କରେ । ଏହି ଭାବନାକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତୁ । [[rc://en/ta/man/translate/figs-exclamations]])ଦେଖନ୍ତୁ) -JON 1 14 wz6z אָנָּ֤ה יְהוָה֙ אַל־נָ֣א נֹאבְדָ֗ה בְּ⁠נֶ֨פֶשׁ֙ הָ⁠אִ֣ישׁ הַ⁠זֶּ֔ה 1 O Yahweh, please do not let us perish on account of the life of this man “ହେ ସଦାପ୍ରଭୁ**_,_** ଦୟାକରି ଆମକୁ ହତ୍ୟା କର ନାହିଁ କାରଣ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲିଦେଲୁ କିମ୍ବା ହେ ସଦାପ୍ରଭୁ**_,_** ଯଦିଓ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲି ଦେଉଅଛୁ**_,_** ଦୟାକରି ଆମକୁ ହତ୍ୟା କର ନାହିଁ ।” +JON 1 13 m3iq הַ⁠יָּ֔ם הוֹלֵ֥ךְ וְ⁠סֹעֵ֖ר 1 the sea was going forward and storming “ସମୁଦ୍ର ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା ଏବଂ ତରଙ୍ଗ ବଡ ହେଲା" ଏହି ରୂଢ଼ିକୁ ପଦ [verse 11](https://create.translationcore.com/..01/11.md) ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । +JON 1 14 ap77 וַ⁠יִּקְרְא֨וּ 1 So they cried out “ଏ ହେତୁରୁ ସେମାନେ ପ୍ରାର୍ଥନା କରି କହିଲେ" କିମ୍ବା "କାରଣ ସମୁଦ୍ର ସେମାନଙ୍କ ପ୍ରତିକୂଳରେ ବେଳକୁ ବେଳ ପ୍ରଚଣ୍ତ ହୋଇ ଉଠିଲା।” +JON 1 14 q2xq וַ⁠יִּקְרְא֨וּ אֶל־יְהוָ֜ה 1 So they cried out to Yahweh “ଏହେତୁରୁ ଲୋକମାନେ ଯିହୋବାଙ୍କ ନିକଟରେ ପ୍ରାର୍ଥନା କରି କହିଲେ” +JON 1 14 jdr3 figs-exclamations אָנָּ֤ה 1 Ah! ଏହି ପ୍ରସଙ୍ଗରେ, **ଆଃ!** ଶବ୍ଦ! ତୀବ୍ର ନିରାଶାକୁ ପ୍ରକାଶ କରେ । ଏହି ଭାବନାକୁ ଆପଣଙ୍କ ଭାଷାରେ ସ୍ୱାଭାବିକ ଉପାୟରେ ପ୍ରକାଶ କରନ୍ତୁ । [[rc://en/ta/man/translate/figs-exclamations]]) ଦେଖନ୍ତୁ) +JON 1 14 wz6z אָנָּ֤ה יְהוָה֙ אַל־נָ֣א נֹאבְדָ֗ה בְּ⁠נֶ֨פֶשׁ֙ הָ⁠אִ֣ישׁ הַ⁠זֶּ֔ה 1 O Yahweh, please do not let us perish on account of the life of this man “ହେ ଯିହୋବା**_,_** ଦୟାକରି ଆମକୁ ନାଶ କର ନାହିଁ କାରଣ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲିଦେଲୁ କିମ୍ବା ହେ ସଦାପ୍ରଭୁ**_,_** ଯଦିଓ ଆମ୍ଭେମାନେ ଏହି ମନୁଷ୍ୟକୁ ମୃତ୍ୟୁ ମୁଖରେ ଠେଲି ଦେଉଅଛୁ**_,_** ଦୟାକରି ଆମକୁ ନାଶ କର ନାହିଁ” JON 1 14 vv5t figs-idiom וְ⁠אַל־תִּתֵּ֥ן עָלֵ֖י⁠נוּ דָּ֣ם נָקִ֑יא 1 and do not put innocent blood upon us ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ “ଜଣେ ନିରୀହ ବ୍ୟକ୍ତିଙ୍କୁ ହତ୍ୟା କରିବାରୁ ଆମକୁ ଦୋଷୀ ମନେ କର ନାହିଁ।” ବିକଳ୍ପ ଅନୁବାଦ: “ଏବଂ ଦୟାକରି ତାଙ୍କ ମୃତ୍ୟୁ ପାଇଁ ଆମକୁ ଦୋଷ ଦିଅନ୍ତୁ ନାହିଁ” କିମ୍ବା “ଏବଂ ମୃତ୍ୟୁବରଣ କରିବାକୁ ଯୋଗ୍ୟ ନଥିବା ବ୍ୟକ୍ତିଙ୍କୁ ହତ୍ୟା କରିଥିବାରୁ ଆମକୁ ଦାୟୀ କରନ୍ତୁ ନାହିଁ” [[rc://en/ta/man/translate/figs-idiom]])ଦେଖନ୍ତୁ) -JON 1 14 ab73 אַתָּ֣ה יְהוָ֔ה כַּ⁠אֲשֶׁ֥ר חָפַ֖צְתָּ עָשִֽׂיתָ 1 you, Yahweh, have done just as you desired “ହେ ସଦାପ୍ରଭୁ**_,_** ଏହିପରି ଭାବରେ କାର୍ଯ୍ୟ କରିବାକୁ ଆପଣ ବାଛିଛନ୍ତି କିମ୍ବା ଆପଣ**_,_** ସଦାପ୍ରଭୁ**_,_** ଏହି ସବୁ ଘଟାଇଅଛନ୍ତି ।” -JON 1 15 l9cf וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ 1 the sea ceased from its raging “ସମୁଦ୍ର ଆପଣା ପ୍ରଚଣ୍ତତାରୁ ନିବୃତ୍ତ ହେଲା।" -JON 1 15 ab89 וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ 1 the sea ceased from its raging ଏହାକୁ ସକରାତ୍ମକ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: “ସମୁଦ୍ର ଶାନ୍ତ ହେଲା” -JON 1 16 r3gs וַ⁠יִּֽירְא֧וּ הָ⁠אֲנָשִׁ֛ים יִרְאָ֥ה גְדוֹלָ֖ה אֶת־יְהוָ֑ה 1 Then the men feared Yahweh with great fear “ଏହା ପରେ ଲୋକମାନେ ସଦାପ୍ରଭୁଙ୍କ ଶକ୍ତିରେ ଅତ୍ୟଧିକ ବିସ୍ମିତ ହେଲେ କିମ୍ବା ସେହି ଲୋକମାନେ ଅତିଶୟ ଭାବରେ ସଦାପ୍ରଭୁଙ୍କୁ ଉପାସନା କଲେ” +JON 1 14 ab73 אַתָּ֣ה יְהוָ֔ה כַּ⁠אֲשֶׁ֥ר חָפַ֖צְתָּ עָשִֽׂיתָ 1 you, Yahweh, have done just as you desired “ହେ ଯିହୋବା**_,_** ଏହିପରି ଭାବରେ କାର୍ଯ୍ୟ କରିବାକୁ ଆପଣ ବାଛିଛନ୍ତି କିମ୍ବା ଆପଣ**_,_** ସଦାପ୍ରଭୁ**_,_** ଏହି ସବୁ ଘଟାଇଅଛନ୍ତି” +JON 1 15 l9cf וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ 1 the sea ceased from its raging “ସମୁଦ୍ର ଆପଣା ପ୍ରଚଣ୍ତତାରୁ ନିବୃତ୍ତ ହେଲା" +JON 1 15 ab89 וַ⁠יַּעֲמֹ֥ד הַ⁠יָּ֖ם מִ⁠זַּעְפּֽ⁠וֹ 1 the sea ceased from its raging ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ସମୁଦ୍ର ଶାନ୍ତ ହେଲା” +JON 1 16 r3gs וַ⁠יִּֽירְא֧וּ הָ⁠אֲנָשִׁ֛ים יִרְאָ֥ה גְדוֹלָ֖ה אֶת־יְהוָ֑ה 1 Then the men feared Yahweh with great fear “ଏହା ପରେ ଲୋକମାନେ ଯିହୋବାଙ୍କ ଶକ୍ତିରେ ଅତ୍ୟଧିକ ବିସ୍ମିତ ହେଲେ କିମ୍ବା ସେହି ଲୋକମାନେ ଅତିଶୟ ଭାବରେ ଯିହୋବାଙ୍କୁ ଉପାସନା କଲେ” JON 1 17 q87y 0 General Information: କେତେକ ସଂସ୍କରଣ ଏହି ପଦକୁ ଅଧ୍ୟାୟ 2 ର ପ୍ରଥମ ପଦ ଭାବରେ ଉଲ୍ଲେଖ କରେ । ଆପଣ ଆପଣଙ୍କ ଭାଷାଗୋଷ୍ଠୀ ବ୍ୟବହାର କରୁଥିବା ମୁଖ୍ୟ ସଂସ୍କରଣ ଅନୁଯାୟୀ ପଦଗୁଡ଼ିକୁ ସଂଖ୍ୟା ନିର୍ଣ୍ଣୟ କରନ୍ତୁ । -JON 1 17 jdr4 writing-newevent וַ⁠יְמַ֤ן יְהוָה֙ דָּ֣ג גָּד֔וֹל לִ⁠בְלֹ֖עַ אֶת־יוֹנָ֑ה 1 Now Yahweh appointed a great fish to swallow Jonah, ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ସଦାପ୍ରଭୁ ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ **ବର୍ତ୍ତମାନ** ଶବ୍ଦ ବ୍ୟବହୃତ ହୋଇଅଛି ।[[rc://en/ta/man/translate/writing-newevent]])ଦେଖନ୍ତୁ) -JON 1 17 cjb6 figs-idiom שְׁלֹשָׁ֥ה יָמִ֖ים וּ⁠שְׁלֹשָׁ֥ה לֵילֽוֹת 1 three days and three nights ବୋଧହୁଏ ଏହି ଅଭିବ୍ୟକ୍ତି ଏବ୍ରୀୟ ଭାଷାରେ ଏକ ରୂଢ଼ି ଅଟେ ଯାହାର ଅର୍ଥ “ଦୁଇ ଦିନ” କିମ୍ବା “କିଛି ଦିନ” କିନ୍ତୁ ଏହା ଅନିଶ୍ଚିତ ଅଟେ । ବିକଳ୍ପ ଅନୁବାଦ: “ତିନି ଦିନ ଏବଂ ରାତି”[[rc://en/ta/man/translate/figs-idiom]])ଦେଖନ୍ତୁ) -JON 2 intro ae4k 0 # ଯୂନସ 2 ସାଧାରଣ ଟିପ୍ପଣୀ ।

## ଗଠନ ଏବଂ ଆକାର

ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ, ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏହାର ରେଖା ସେଟ୍ କରି ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକମାନେ ଏହି ଅଭ୍ୟାସ ଅନୁସରଣ କରିପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମୁଦ୍ର

ଏହି ଅଧ୍ୟାୟରେ ସମୁଦ୍ରରୁ ଅନେକ ଶବ୍ଦ ଅଛି ।

#####

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରିକ ଶବ୍ଦଗୁଡ଼ିକ

### କାବ୍ୟକବିତା

ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ଶିଲ ପେଟରେ ଏହା ପ୍ରକାଶ କରିଥିଲେ । [[rc://en/ta/man/translate/figs-metaphor]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ପଶ୍ଚାତ୍ତାପ

##### ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ବିଭକ୍ତ ହୋଇଛନ୍ତି। ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ।

 [[rc://en/tw/dict/bible/kt/repent]] and [[rc://en/tw/dict/bible/kt/save]])ଦେଖନ୍ତୁ) +JON 1 17 jdr4 writing-newevent וַ⁠יְמַ֤ן יְהוָה֙ דָּ֣ג גָּד֔וֹל לִ⁠בְלֹ֖עַ אֶת־יוֹנָ֑ה 1 Now Yahweh appointed a great fish to swallow Jonah, ଏହି ବାକ୍ୟାଂଶ କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ, ଯେଉଁଠାରେ ଯିହୋବା ଯୂନସଙ୍କୁ ସମୁଦ୍ରରୁ ରକ୍ଷା କରିଥିଲେ ଏବଂ ଯୂନସ ପ୍ରାର୍ଥନା କରିଥିଲେ । ଏହି ପ୍ରସଙ୍ଗରେ, କାହାଣୀର ଏକ ନୂତନ ଅଂଶ ଉପସ୍ଥାପନ କରିବାକୁ ଇଂରାଜୀରେ **ବର୍ତ୍ତମାନ** ଶବ୍ଦ ବ୍ୟବହୃତ ହୋଇଅଛି ।[[rc://en/ta/man/translate/writing-newevent]])ଦେଖନ୍ତୁ) +JON 1 17 cjb6 figs-idiom שְׁלֹשָׁ֥ה יָמִ֖ים וּ⁠שְׁלֹשָׁ֥ה לֵילֽוֹת 1 three days and three nights ଏହି ଅଭିବ୍ୟକ୍ତି ଏବ୍ରୀୟ ଭାଷାରେ ଏକ ରୂଢ଼ି ଅଟେ ଯାହାର ଅର୍ଥ “କେତେକ ଦିନ” କିମ୍ବା “କିଛି ଦିନ” କିନ୍ତୁ ଏହା ଅନିଶ୍ଚିତ ଅଟେ । ବିକଳ୍ପ ଅନୁବାଦ: “ତିନି ଦିନ ଏବଂ ରାତି”[[rc://en/ta/man/translate/figs-idiom]]) ଦେଖନ୍ତୁ) +JON 2 intro ae4k 0 # ଯୂନସ 2 ସାଧାରଣ ଟିପ୍ପଣୀ

## ଗଠନ ଏବଂ ଆକାର

ଏହି ଅଧ୍ୟାୟଟି ଯୂନସଙ୍କ ପ୍ରାର୍ଥନାରେ ଆରମ୍ଭ ହୁଏ, ଏବଂ ଅନେକ ଅନୁବାଦକ ଅନ୍ୟ ପାଠ୍ୟ ତୁଳନାରେ ପୃଷ୍ଠାର ଡାହାଣ ପାର୍ଶ୍ୱରେ ଏହାର ରେଖା ସେଟ୍ କରି ଏହାକୁ ପୃଥକ କରିବାକୁ ପସନ୍ଦ କରନ୍ତି । ଅନୁବାଦକମାନେ ଏହି ଅଭ୍ୟାସ ଅନୁସରଣ କରିପାରନ୍ତି, କିନ୍ତୁ ସେମାନେ ବାଧ୍ୟ ନୁହଁନ୍ତି ।

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ସମୁଦ୍ର

ଏହି ଅଧ୍ୟାୟରେ ସମୁଦ୍ରରୁ ଅନେକ ଶବ୍ଦ ଅଛି ।

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାରିକ ଶବ୍ଦଗୁଡ଼ିକ

### କାବ୍ୟକବିତା

ଶାସ୍ତ୍ରରେ ପ୍ରାର୍ଥନାଗୁଡ଼ିକ ପ୍ରାୟତଃ ଏକ କବିତାର ରୂପ ଧାରଣ କରିଥାଏ । ଏକ ବିଶେଷ ଅର୍ଥ ସହିତ କିଛି ଯୋଗାଯୋଗ କରିବାକୁ କବିତା ବାରମ୍ବାର ରୂପକଗୁଡ଼ିକୁ ବ୍ୟବହାର କରେ । ଉଦାହରଣ ସ୍ୱରୂପ, ଯେହେତୁ ଯୂନସ ସମୁଦ୍ରରେ ଥିଲେ, ଫାଶରେ ପଡ଼ିବା ଏକ କାରାଗାର ସହିତ ତୁଳନା କରାଯାଏ । ଯୂନସ ସମୁଦ୍ରର ଗଭୀରତାରେ ଅତିଷ୍ଠ ହୋଇ ପର୍ବତ ମୂଳରେ ଏବଂ ଶିଲ ପେଟରେ ଏହା ପ୍ରକାଶ କରିଥିଲେ । [[rc://en/ta/man/translate/figs-metaphor]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ପଶ୍ଚାତ୍ତାପ

##### ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ ଥିଲା ନା ସେ ନିଜ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିଲେ ବୋଲି ତାହା ଉପରେ ଜ୍ଞାନୀ ବ୍ୟକ୍ତିମାନେ ବିଭକ୍ତ ହୋଇଛନ୍ତି। ଅଧ୍ୟାୟ 4 ରେ ତାଙ୍କର ମନୋଭାବକୁ ଦୃଷ୍ଟିରେ ରଖି ସେ ପ୍ରକୃତରେ ଅନୁତାପ କରିଥିଲେ କି ନାହିଁ ତାହା ଅନିଶ୍ଚିତତା ମଧ୍ୟରେ । ଯଦି ସମ୍ଭବ, ଯୂନସଙ୍କ ପଶ୍ଚାତ୍ତାପ ପ୍ରକୃତ କି ନୁହେଁ ସେ ବିଷୟରେ ଅନୁବାଦକମାନେ ପ୍ରକାଶ ନ କରନ୍ତୁ।

 [[rc://en/tw/dict/bible/kt/repent]] and [[rc://en/tw/dict/bible/kt/save]])ଦେଖନ୍ତୁ) JON 2 1 alr2 יְהוָ֖ה אֱלֹהָ֑י⁠ו 1 Yahweh his God ଏହାର ଅର୍ଥ ସଦାପ୍ରଭୁ, ସେ ଉପାସନା କରୁଥିବା ଈଶ୍ୱର। **ତାଙ୍କର** ଶବ୍ଦର ଅର୍ଥ ଯୂନସ ଈଶ୍ଵରଙ୍କର ଥିଲେ ନୁହେଁ। JON 2 2 al5b וַ⁠יֹּ֗אמֶר 1 And he said “ଯୂନସ କହିଲେ” JON 2 2 jdrc writing-poetry קָ֠רָאתִי מִ⁠צָּ֥רָה לִ֛⁠י אֶל־יְהוָ֖ה וַֽ⁠יַּעֲנֵ֑⁠נִי 1 I cried out to Yahweh from my distress, and he answered me ଏହି ଧାଡ଼ିଟି ମତ୍ସ୍ୟ ଉଦରରେ ଥାଇ ଯୂନସଙ୍କ ଅନୁଭୂତି ଏବଂ ପ୍ରାର୍ଥନା ବର୍ଣ୍ଣନା କରୁଥିବା ଏକ କବିତାରୁ ଆରମ୍ଭ କରେ । ଏହି ପଦରେ ଯୂନସ ଯେଉଁ ସମୟରେ ପ୍ରାର୍ଥନା କରିଥିଲେ, କେଉଁ ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ ତାହା ଏହି କବିତା ପ୍ରକାଶ କରେ ନାହିଁ କାରଣ କବିତାଟି ପରବର୍ତ୍ତୀ ସମୟରେ ଲେଖାଯାଇଥିଲା, ଯୂନସଙ୍କ ମତ୍ସ୍ୟ ଉଦରରେ ଥିବା ଅନୁଭୂତି, ତାଙ୍କ ପ୍ରାର୍ଥନା ଏବଂ ଈଶ୍ଵରଙ୍କ ଉତ୍ତରଗୁଡ଼ିକ ଯେପରି ଏହି ଘଟଣା ପୂର୍ବରୁ ଘଟିଥିବାର ବର୍ଣ୍ଣନା କରାଯାଇଅଛି । କବିତାର ଏହି ପ୍ରଥମ ଧାଡିର ଅର୍ଥ ଏହା ବୁଝାଏ: ପ୍ରାର୍ଥନାର ବର୍ଣ୍ଣନାର ଏକ ଅଂଶ ଭାବରେ ସଦାପ୍ରଭୁଙ୍କୁ ସମ୍ବୋଧିତ କରେ; କିମ୍ବା ଯେପରି ଅନ୍ୟ ଜଣଙ୍କୁ ସମ୍ବୋଧିତ କରାଯାଉଥିବା ପ୍ରାର୍ଥନାର ସବିଶେଷ ତଥ୍ୟର ପରିଚୟ ଭାବରେ । "ପରିତ୍ରାଣ ସଦାପ୍ରଭୁଙ୍କର ଅଟେ!" [2:9](file:///C:/home/rmahn/output/02/09/jdrH)ରେ ବାକ୍ୟାଂଶ ସମ୍ବନ୍ଧୀୟ ଟିପ୍ପଣୀ ମଧ୍ୟ ଦେଖନ୍ତୁ । [[rc://en/ta/man/translate/writing-poetry]])ଦେଖନ୍ତୁ) @@ -103,7 +103,7 @@ JON 2 9 nfd2 בְּ⁠ק֤וֹל תּוֹדָה֙ אֶזְבְּחָה־לָּ JON 2 9 jdrh יְשׁוּעָ֖תָ⁠ה לַ⁠יהוָֽה 1 Salvation belongs to Yahweh କବିତାର ଏହି ଶେଷ ଧାଡିର ଅର୍ଥ ଏପରି ବୁଝାଏ: 1) ପ୍ରାର୍ଥନାର ବର୍ଣ୍ଣନାର ଏକ ଅଂଶ ଭାବରେ ସଦାପ୍ରଭୁଙ୍କୁ ସମ୍ବୋଧିତ କରାଯାଇଥିଲା; କିମ୍ବା 2) ପ୍ରାର୍ଥନାର ବର୍ଣ୍ଣନାର ସମାପ୍ତି ଭାବରେ ଅନ୍ୟ ଜଣଙ୍କୁ ସମ୍ବୋଧିତ କରାଯାଇଥିଲା । "ମୁଁ ମୋର ଦୁଃଖ ସକାଶୁ ସଦାପ୍ରଭୁଙ୍କୁ ଡାକିଲି" ବାକ୍ୟାଂଶ ବିଷୟରେ 2: 2 ରେ ଟିପ୍ପଣୀ ମଧ୍ୟ ଦେଖନ୍ତୁ । JON 2 9 r4j4 figs-abstractnouns יְשׁוּעָ֖תָ⁠ה לַ⁠יהוָֽה 1 Salvation belongs to Yahweh ଏହାକୁ ପୁଣିଥରେ ଲେଖା ଯାଇପାରିବ ଯାହା ଦ୍ଵାରା ବିସ୍ତୃତ ବିଶେଷ୍ୟ **ପରିତ୍ରାଣ** ର ଅର୍ଥ ରକ୍ଷା ବୋଲି ପ୍ରକାଶ ପାଇବ । ବିକଳ୍ପ ଅନୁବାଦ: "କେବଳ ସଦାପ୍ରଭୁ ଲୋକମାନଙ୍କୁ ରକ୍ଷା କରନ୍ତି" [[rc://en/ta/man/translate/figs-abstractnouns]])ଦେଖନ୍ତୁ) JON 2 10 dz3j אֶל־הַ⁠יַּבָּשָֽׁה 1 onto the dry land “ଭୂମି ଉପରେ" କିମ୍ବା "କୂଳରେ” -JON 3 intro z3ut 0 # ଯୂନସ 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

This chapter returns to a narrative of Jonah’s life.

## ଏହି ଅଧ୍ୟାୟ ଯୂନସଙ୍କ ଜୀବନର ଏକ କାହାଣୀକୁ ଫେରେ

### ପଶୁଗଣ

ରାଜାଙ୍କ ଘୋଷଣା ଅନୁଯାୟୀ, ପଶୁମାନେ ତାଙ୍କ ଦ୍ୱାରା ଦିଆଯାଇଥିବା ଉପବାସରେ ଅଂଶଗ୍ରହଣ କରିବାର ଥିଲା। ଏହା ବୋଧହୁଏ ସେମାନଙ୍କର ପାଗନ୍ ମାନସିକତାକୁ ସୂଚାଏ। ମୋଶାଙ୍କ ନିୟମରେ ଏପରି କିଛି ବିଷୟ ନଥିଲା ଯାହା ପଶୁମାନଙ୍କୁ କୌଣସି ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଏ ନ ଥିଲେ ।[[rc://en/tw/dict/bible/kt/lawofmoses]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ନୀନିବୀର ଆକାର

ଯେତେବେଳେ ଲେଖକ ନୀନିବୀର ଆକାର ବିଷୟରେ ଉଲ୍ଲେଖ କରନ୍ତି, ସେ ଦେଉଥିବା ମାପଗୁଡ଼ିକ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ଅନେକ ଜ୍ଞାନୀ ବ୍ୟକ୍ତିଙ୍କ ଅନୁଯାୟୀ ତିନି ଦିନିଆ ଯାତ୍ରା ବାକ୍ୟାଂଶଟି ଏବ୍ରୀୟ ଭାଷାରେ ଅସ୍ପଷ୍ଟ ଅଟେ । ଯୂନସଙ୍କ ସମୟରେ ସହରଗୁଡ଼ିକ ଆଜି ପରି ବଡ଼ ନଥିଲା। ତେଣୁ ନୀନିବୀ ଏକ ବଡ଼ ସହର ହୋଇଥିଲେ ମଧ୍ୟ ଅଧିକାଂଶ ଆଧୁନିକ ସହର ପରି ଏହା ବଡ଼ ନଥିଲା ।

### ଈଶ୍ଵର ଅନୁତାପ କରୁଛନ୍ତି କିମ୍ବା ପ୍ରାୟଶ୍ଚିତ କରୁଛନ୍ତି

ଏହି ଅଧ୍ୟାୟର ଶେଷ ପଦରେ କୁହାଯାଇଛି, ତେଣୁ ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। ଈଶ୍ଵରଙ୍କ ମନ ପରିବର୍ତ୍ତନ କରୁଥିବା ଏହି ଧାରଣା ତାଙ୍କ ଚରିତ୍ର ଏବଂ ଯୋଜନାଗୁଡ଼ିକ ପରିବର୍ତ୍ତନ ନହେବା ସହିତ ଅସଙ୍ଗତ ମନେହୁଏ । କିନ୍ତୁ ଏହି ପୁରା ପୁସ୍ତକଟି ମନୁଷ୍ୟ ଦୃଷ୍ଟିକୋଣରୁ ଲେଖାଯାଇଛି ଏବଂ ସେଥିପାଇଁ ଯୂନସ ଯେପରି ଦେଖିଲେ ସେହିପରି ଈଶ୍ଵରଙ୍କ କାର୍ଯ୍ୟଗୁଡ଼ିକୁ ଉପସ୍ଥାପନ କରନ୍ତି । ଈଶ୍ଵର ଯୂନସଙ୍କୁ ନୀନିବୀ ସହରର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ବିଚାର କରିବାକୁ ଚେତାବନୀ ଦେବାକୁ କହିଥିଲେ।

ସଦାପ୍ରଭୁ ଧାର୍ମିକ ଏବଂ ଦୟାଳୁ ଅଟନ୍ତି। କାରଣ ନୀନିବୀ ଲୋକମାନେ ଅନୁତାପ କଲେ ତେଣୁ ଏହି ଘଟଣାରେ ସେମାନଙ୍କର ବିଚାର କଲେ ନାହିଁ, ଏବଂ ଯୂନସ ଏହାକୁ ମନୁଷ୍ୟ ରୂପରେ ବର୍ଣ୍ଣନା କଲେ ।ଯେପରି ପାଠକ ବୁଝିପାରିବେ ଯେ ଆରମ୍ଭରୁ ଏହା ଈଶ୍ଵରଙ୍କ ଯୋଜନା ଥିଲା ।

[[rc://en/tw/dict/bible/kt/justice]], [[rc://en/tw/dict/bible/kt/mercy]] ଏବଂ [[rc://en/tw/dict/bible/kt/judge]]ଏବଂ [[rc://en/tw/dict/bible/kt/evil]])ଦେଖନ୍ତୁ) +JON 3 intro z3ut 0 # ଯୂନସ 3 ସାଧାରଣ ବିବରଣୀ

## ଗଠନ ଏବଂ ଆକାର

This chapter returns to a narrative of Jonah’s life.

## ଏହି ଅଧ୍ୟାୟ ଯୂନସଙ୍କ ଜୀବନର ଏକ କାହାଣୀକୁ ଫେରେ

### ପଶୁଗଣ

ରାଜାଙ୍କ ଘୋଷଣା ଅନୁଯାୟୀ, ପଶୁମାନେ ତାଙ୍କ ଦ୍ୱାରା ଦିଆଯାଇଥିବା ଉପବାସରେ ଅଂଶଗ୍ରହଣ କରିବାର ଥିଲା। ଏହା ବୋଧହୁଏ ସେମାନଙ୍କର ପାଗନ୍ ମାନସିକତାକୁ ସୂଚାଏ। ମୋଶାଙ୍କ ନିୟମରେ ଏପରି କିଛି ବିଷୟ ନଥିଲା ଯାହା ପଶୁମାନଙ୍କୁ କୌଣସି ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଲୋକମାନଙ୍କୁ ନିର୍ଦ୍ଦେଶ ଦେଏ ନ ଥିଲେ ।[[rc://en/tw/dict/bible/kt/lawofmoses]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ନୀନିବୀର ଆକାର

ଯେତେବେଳେ ଲେଖକ ନୀନିବୀର ଆକାର ବିଷୟରେ ଉଲ୍ଲେଖ କରନ୍ତି, ସେ ଦେଉଥିବା ମାପଗୁଡ଼ିକ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ। ଅନେକ ଜ୍ଞାନୀ ବ୍ୟକ୍ତିଙ୍କ ଅନୁଯାୟୀ ତିନି ଦିନିଆ ଯାତ୍ରା ବାକ୍ୟାଂଶଟି ଏବ୍ରୀୟ ଭାଷାରେ ଅସ୍ପଷ୍ଟ ଅଟେ । ଯୂନସଙ୍କ ସମୟରେ ସହରଗୁଡ଼ିକ ଆଜି ପରି ବଡ଼ ନଥିଲା। ତେଣୁ ନୀନିବୀ ଏକ ବଡ଼ ସହର ହୋଇଥିଲେ ମଧ୍ୟ ଅଧିକାଂଶ ଆଧୁନିକ ସହର ପରି ଏହା ବଡ଼ ନଥିଲା ।

### ଈଶ୍ଵର ଅନୁତାପ କରୁଛନ୍ତି କିମ୍ବା ପ୍ରାୟଶ୍ଚିତ କରୁଛନ୍ତି

ଏହି ଅଧ୍ୟାୟର ଶେଷ ପଦରେ କୁହାଯାଇଛି, ତେଣୁ ସେମାନଙ୍କର ଏହି କର୍ମ ପରମେଶ୍ଵର ଦେଖିଲେ; ପୁଣି, ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ଵର ତଦ୍ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। ଈଶ୍ଵରଙ୍କ ମନ ପରିବର୍ତ୍ତନ କରୁଥିବା ଏହି ଧାରଣା ତାଙ୍କ ଚରିତ୍ର ଏବଂ ଯୋଜନାଗୁଡ଼ିକ ପରିବର୍ତ୍ତନ ନହେବା ସହିତ ଅସଙ୍ଗତ ମନେହୁଏ । କିନ୍ତୁ ଏହି ପୁରା ପୁସ୍ତକଟି ମନୁଷ୍ୟ ଦୃଷ୍ଟିକୋଣରୁ ଲେଖାଯାଇଛି ଏବଂ ସେଥିପାଇଁ ଯୂନସ ଯେପରି ଦେଖିଲେ ସେହିପରି ଈଶ୍ଵରଙ୍କ କାର୍ଯ୍ୟଗୁଡ଼ିକୁ ଉପସ୍ଥାପନ କରନ୍ତି । ଈଶ୍ଵର ଯୂନସଙ୍କୁ ନୀନିବୀ ସହରର ଲୋକମାନଙ୍କୁ ସେମାନଙ୍କର ପାପ ପାଇଁ ବିଚାର କରିବାକୁ ଚେତାବନୀ ଦେବାକୁ କହିଥିଲେ।

ସଦାପ୍ରଭୁ ଧାର୍ମିକ ଏବଂ ଦୟାଳୁ ଅଟନ୍ତି। କାରଣ ନୀନିବୀ ଲୋକମାନେ ଅନୁତାପ କଲେ ତେଣୁ ଏହି ଘଟଣାରେ ସେମାନଙ୍କର ବିଚାର କଲେ ନାହିଁ, ଏବଂ ଯୂନସ ଏହାକୁ ମନୁଷ୍ୟ ରୂପରେ ବର୍ଣ୍ଣନା କଲେ ।ଯେପରି ପାଠକ ବୁଝିପାରିବେ ଯେ ଆରମ୍ଭରୁ ଏହା ଈଶ୍ଵରଙ୍କ ଯୋଜନା ଥିଲା ।

[[rc://en/tw/dict/bible/kt/justice]], [[rc://en/tw/dict/bible/kt/mercy]] ଏବଂ [[rc://en/tw/dict/bible/kt/judge]]ଏବଂ [[rc://en/tw/dict/bible/kt/evil]])ଦେଖନ୍ତୁ) JON 3 1 jdr7 writing-newevent וַ⁠יְהִ֧י דְבַר־יְהוָ֛ה 1 The word of Yahweh came ଏହି ବାକ୍ୟାଂଶ ଯୂନସଙ୍କ କାହାଣୀର ଦ୍ୱିତୀୟାର୍ଦ୍ଧକୁ ପରିଚିତ କରାଏ । ସେହି ବାକ୍ୟାଂଶ କାହାଣୀରପ୍ରଥମ ଅର୍ଦ୍ଧେକ (1: 1) କୁ ପରିଚିତ କରାଏ । [[rc://en/ta/man/translate/writing-newevent]])ଦେଖନ୍ତୁ) JON 3 1 xj6n figs-idiom וַ⁠יְהִ֧י דְבַר־יְהוָ֛ה 1 The word of Yahweh came ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ଯାହା ସଦାପ୍ରଭୁ କୌଣସି ପ୍ରକାରେ କହିଥିଲେ .. ଆପଣ ଏହାକୁ 1: 1 ରେ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ସଦାପ୍ରଭୁ ତାଙ୍କ ବାର୍ତ୍ତା କହିଥିଲେ” [[rc://en/ta/man/translate/figs-idiom]])ଦେଖନ୍ତୁ) JON 3 2 ve4i ק֛וּם לֵ֥ךְ אֶל־נִֽינְוֵ֖ה הָ⁠עִ֣יר הַ⁠גְּדוֹלָ֑ה 1 Get up, go to Nineveh, the great city “ନୀନିବୀ ମହାନଗରକୁ ଯାଅ” @@ -141,7 +141,7 @@ JON 3 10 w3uu וַ⁠יַּ֤רְא הָֽ⁠אֱלֹהִים֙ אֶֽת־מַ JON 3 10 k8am figs-metaphor שָׁ֖בוּ מִ⁠דַּרְכָּ֣⁠ם הָ⁠רָעָ֑ה 1 they turned from their evil ways ଏଠାରେ ଲେଖକ ଲୋକମାନେ ପାପରୁ ନିବୃତ୍ତ ହେବା ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେମାନେ ପାପ ପଥରୁ ବିପରୀତ ଦିଗରେ ଚାଲିବା ଆରମ୍ଭ କରଛନ୍ତି । [[rc://en/ta/man/translate/figs-metaphor]])ଦେଖନ୍ତୁ) JON 3 10 ab85 וַ⁠יִּנָּ֣חֶם הָ⁠אֱלֹהִ֗ים עַל־הָ⁠רָעָ֛ה 1 And God relented in regard to the evil ଏଠାରେ “ମନ୍ଦ” ଅନୁବାଦ ହୋଇଥିବା ଶବ୍ଦଟି ବହୁତ ବ୍ୟାପକ, ନୈତିକ ମନ୍ଦ, ଶାରୀରିକ ମନ୍ଦ ଏବଂ ସମସ୍ତ ବିଷୟ ଯାହା ଖରାପ ତାହା ଅନ୍ତର୍ଭୁକ୍ତ କରେ । ନୀନିବୀ ଲୋକମାନଙ୍କ କାର୍ଯ୍ୟକୁ ବର୍ଣ୍ଣନା କରିବାକୁ ଏହା ପୂର୍ବ ପଦରେ ବ୍ୟବହୃତ ହୋଇଥିବା ସମାନ ଶବ୍ଦ ଅଟେ (ଏବଂ ପଦ 8)। ଲେଖକ ଦର୍ଶାଉଛନ୍ତି ଯେ ଯେବେ ଲୋକମାନେ ନୈତିକ ମନ୍ଦରୁ ଅନୁତାପ କରନ୍ତି, ଈଶ୍ଵର ଶାରୀରିକ ଦଣ୍ଡ ଦିଅନ୍ତି ନାହିଁ । ଈଶ୍ଵର କଦାପି ନୈତିକ ମନ୍ଦ କରନ୍ତି ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ଅଟେ, ଆପଣ ଉଭୟ ବାକ୍ୟରେ ଏହି ଶବ୍ଦ ବ୍ୟବହାର କରିପାରନ୍ତି । ଯଦି ତାହା ସ୍ପଷ୍ଟ ନୁହେଁ, ଆପଣ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରିପାରିବେ । JON 3 10 it1a figs-explicit וְ⁠לֹ֥א עָשָֽׂה 1 and he did not do it ଈଶ୍ଵର ଯାହା କଲେ ନାହିଁ ତାହା ସ୍ପଷ୍ଟ କରାଯାଇ ପାରିବ । ବିକଳ୍ପ ଅନୁବାଦ: “ଏବଂ ସେ ସେମାନଙ୍କୁ ଦଣ୍ଡ ଦେଲେ ନାହିଁ” କିମ୍ବା “ଏବଂ ସେ ସେମାନଙ୍କୁ ବିନାଶ କଲେ ନାହିଁ” [[rc://en/ta/man/translate/figs-explicit]])ଦେଖନ୍ତୁ) -JON 4 intro ys57 0 # ଯୂନସ 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

ଯୂନସ କାହାଣୀକୁ ଜାରି ରଖନ୍ତି, ଯାହା ପୁସ୍ତକର ଏକ ଅସାଧାରଣ ସମାପ୍ତ ପରି ପ୍ରତୀତ ହେଉଥିଲା । ଏହା ଜୋର ଦିଏ ଯେ ପୁସ୍ତକ ପ୍ରକୃତରେ ଯୂନସଙ୍କ ବିଷୟରେ ନୁହେଁ। ଏହା ସମସ୍ତଙ୍କ ପ୍ରତି ଈଶ୍ଵରଙ୍କ ଦୟାଳୁ ହେବା ବିଷୟରେ ଅଟେ ।

 [[rc://en/tw/dict/bible/kt/mercy]])ଦେଖନ୍ତୁ)

## ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ

### ଭବିଷ୍ୟବାଣୀ ସଫଳ ହୁଏ ନାହିଁ

ଜଣେ ଭବିଷ୍ୟ‌ଦ୍‌ବକ୍ତା ଏବଂ ସଦାପ୍ରଭୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦେଖିବା ଜରୁରୀ ଅଟେ। ଜଣେ ଭବିଷ୍ୟ‌ଦ୍‌ବକ୍ତା ସଦାପ୍ରଭୁଙ୍କ ପାଇଁ ଭବିଷ୍ୟ‌ଦ୍‌ବାଣୀ କରିବା ଉଚିତ୍**,** ଏବଂ ତାଙ୍କର ବାକ୍ୟ ନିଶ୍ଚିତ ରୂପେ ସଫଳ ହେବ। ଆବଶ୍ୟକ ମଧ୍ୟ ଅଟେ । ମୋଶାଙ୍କ ବ୍ୟବସ୍ଥା ଅନୁଯାୟୀ**,** ଯଦି ଏହା ନହୁଏ**,** ତେବେ ଦଣ୍ଡ ମୃତ୍ୟୁ ଥିଲା**,** କାରଣ ଏହା ଦର୍ଶାଏ ଯେ ସେ ପ୍ରକୃତ ଭବିଷ୍ୟ‌ଦ୍‌ବକ୍ତା ନୁହଁନ୍ତି। କିନ୍ତୁ ଯେତେବେଳେ ଯୂନସ ନୀନିବୀ ସହରକୁ କହିଲେ ଯେ ଏହା ଚାଳିଶ ଦିନ ମଧ୍ୟରେ ଧ୍ୱଂସ ହେବାକୁ ଯାଉଛି କିନ୍ତୁ ଏହା ସେତେବେଳେ ଧ୍ୱଂସ ହୋଇ ନଥିଲା। କାରଣ ଈଶ୍ଵର ଦୟାଳୁ ହେବାର ଅଧିକାର ନିଜ ପାଇଁ ସଂରକ୍ଷଣ କରି ରଖନ୍ତି । [[rc://en/tw/dict/bible/kt/prophet]] ଏବଂ [[rc://en/tw/dict/bible/kt/lawofmoses]])ଦେଖନ୍ତୁ)

## ଯୂନସଙ୍କ କ୍ରୋଧ

ଯେତେବେଳେ ଈଶ୍ଵର ନୀନିବୀକୁ ବିନାଶ କଲେ ନାହିଁ ସେ ଈଶ୍ଵରଙ୍କ ଉପରେ କ୍ରୋଧିତ ହେଲେ କାରଣ ଯୂନସ ନୀନିବୀ ଲୋକମାନଙ୍କୁ ଘୃଣା କରୁଥିଲେ **I** ସେମାନେ ଇସ୍ରାଏଲର ଶତ୍ରୁ ଥିଲେ। କିନ୍ତୁ ଈଶ୍ଵର ଚାହୁଁଥିଲେ ଯେ ଯୂନସ ଏବଂ ଏହି ପୁସ୍ତକର ପାଠକମାନେ ଜାଣନ୍ତୁ ଯେ ଈଶ୍ଵର ସମସ୍ତ ଲୋକଙ୍କୁ ପ୍ରେମ କରନ୍ତି ।

### ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ଅଳଙ୍କାର ଶବ୍ଦ

### ଅଳଙ୍କାର ପ୍ରଶ୍ନଗୁଡ଼ିକ

ଅନ୍ୟ ସ୍ଥାନଗୁଡ଼ିକ ପରି, ଯୂନସ ସଦାପ୍ରଭୁଙ୍କ ଉପରେ କେତେ କ୍ରୋଧିତ ଥିଲେ ତାହା ଦର୍ଶାଇବାକୁ ଅଳଙ୍କାରିକ ପ୍ରଶ୍ନ କରିଥିଲେ। [[rc://en/ta/man/translate/figs-rquestion]])ଦେଖନ୍ତୁ)

### ସିନୟ ପର୍ବତ ସହିତ ସମାନ୍ତରାଳ

ପଦ 2 ରେ, ଯୂନସ ଈଶ୍ଵରଙ୍କୁ ଅନେକ ଗୁଣଗୁଡ଼ିକୁ ଦର୍ଶାନ୍ତି । ଏହି ପୁସ୍ତକର ଜଣେ ଯିହୁଦୀ ପାଠକ ଏହାକୁ ସିନୟ ପର୍ବତରେ ଈଶ୍ଵରଙ୍କ ସହ ସାକ୍ଷାତ କରିବା ସମୟରେ ମୋଶା ବ୍ୟବହୃତ କରିଥିବା ଶବ୍ଦଗୁଡ଼ିକର ଏକ ସୂତ୍ର ଭାବରେ ସ୍ୱୀକାର କରିବେ । [[rc://en/ta/man/translate/figs-explicit]])ଦେଖନ୍ତୁ)

## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

### ଈଶ୍ଵରଙ୍କ ଅନୁଗ୍ରହ

ଯେତେବେଳେ ଯୂନସ ସହର ବାହାରକୁ ଗଲେ, ସେତେବେଳେ ସେ ଅତ୍ୟଧିକ ଖରାରେ ଥିଲେ ଏବଂ ଈଶ୍ଵର ଦୟାକରି ଗଚ୍ଛ ମାଧ୍ୟମରେ କିଛି ଆରାମ ପ୍ରଦାନ କଲେ । ଈଶ୍ଵର ଏକ ବସ୍ତୁ ଶିକ୍ଷା ମାଧ୍ୟମରେ ଯୂନସଙ୍କୁ ଶିକ୍ଷା ଦେବାକୁ ଚେଷ୍ଟା କରୁଥିଲେ । ପାଠକ ଏହାକୁ ସ୍ପଷ୍ଟ ଭାବରେ ଦେଖିବା ଜରୁରୀ ଅଟେ।

 [[rc://en/tw/dict/bible/kt/grace]])ଦେଖନ୍ତୁ) +JON 4 intro ys57 0 # ଯୂନସ 4 ସାଧାରଣ ବିବରଣୀ

 [[rc://en/tw/dict/bible/kt/grace]])ଦେଖନ୍ତୁ) JON 4 1 jdr8 writing-newevent וַ⁠יֵּ֥רַע אֶל־יוֹנָ֖ה רָעָ֣ה גְדוֹלָ֑ה וַ⁠יִּ֖חַר לֽ⁠וֹ׃ 1 But this was evil to Jonah, a great evil, and it burned to him. ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଅଂଶକୁ ଉପସ୍ଥାପନ କରେ ଯେଉଁଠାରେ ନୀନିବୀ ସହରକୁ ରକ୍ଷା କରିବା ପାଇଁ ଯୂନସ ଈଶ୍ଵରଙ୍କୁ ପ୍ରାର୍ଥନା କରିଥିଲେ । [[rc://en/ta/man/translate/writing-newevent]])ଦେଖନ୍ତୁ) JON 4 1 abc3 figs-idiom וַ⁠יִּ֖חַר לֽ⁠וֹ 1 and it burned to him ଏହା ଏକ ରୂଢ଼ି ଅଟେ ଯାହା ଯୂନସଙ୍କ କ୍ରୋଧ ବିଷୟରେ କହିଥାଏ ଯେପରି ଏହା ତାଙ୍କ ଭିତରେ ଆଲୋଚିତ ହେଉଥିଲା । ବିକଳ୍ପ ଅନୁବାଦ: “ଏବଂ ସେ ବହୁତ କ୍ରୁଦ୍ଧ ହେଲେ” [[rc://en/ta/man/translate/figs-idiom]])ଦେଖନ୍ତୁ) JON 4 2 q6bb figs-exclamations אָנָּ֤ה 1 Ah! ଏହି ପ୍ରସଙ୍ଗରେ, ଅଃ ଶବ୍ଦ! ତୀବ୍ର ନିରାଶାକୁ ସୂଚାଏ । ଏହି ଭାବନାକୁ ଆପଣଙ୍କ ଭାଷାରେ ଅତି ସ୍ୱାଭାବିକଉପାୟରେ ପ୍ରକାଶ କରନ୍ତୁ । [[rc://en/ta/man/translate/figs-exclamations]])ଦେଖନ୍ତୁ)