Edit 'en_tn_08-RUT.tsv' using 'tc-create-app'

This commit is contained in:
Gayatri-Digal 2021-08-08 05:56:19 +00:00
parent 326d9c58a7
commit 5dc42f9148
1 changed files with 25 additions and 25 deletions

View File

@ -174,31 +174,31 @@ RUT 3 9 wj9e אֲמָתֶ֔⁠ךָ -1 your female servant ରୂତ ବୋୟ
RUT 3 9 xp1b figs-idiom וּ⁠פָרַשְׂתָּ֤ כְנָפֶ֨⁠ךָ֙ עַל־אֲמָ֣תְ⁠ךָ֔ 1 And you can spread the edge of your cloak over your female servant ବିବାହ ପାଇଁ ଏହା ଏକ ସାଂସ୍କୃତିକ ରୂଢ଼ି ଥିଲା। ବିକଳ୍ପ ଅନୁବାଦ "ଦୟାକରି ମୋତେ ବିବାହକର" <br><br>[[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 9 l5g4 גֹאֵ֖ל 1 a kinsman-redeemer 2:20 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ।
RUT 3 10 bjw9 הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן מִן־הָ⁠רִאשׁ֑וֹן 1 You have made your covenant faithfulness better at the end than at the beginning **ତୁମ୍ଭେ ପୂର୍ବ ଅପେକ୍ଷା ବର୍ତ୍ତମାନଠାରୁ ଅଧିକ ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରୁଛନ୍ତି ।**
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end This refers to Ruth asking Boaz to marry her. Boaz sees this as Ruth showing unselfish kindness and family loyalty to Naomi. By marrying Naomis relative, Ruth would also provide for Naomi, honor Naomis son, and continue Naomis family line.
RUT 3 10 cbd3 הָ⁠רִאשׁ֑וֹן 1 at the beginning This refers to the way that Ruth had earlier provided for her mother-in-law by staying with her and gleaning grain for food for them.
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **because you have not looked for marriage among**. Ruth could have ignored Naomis need and looked for a young and handsome husband for herself outside of Naomis relatives, but she did not. (See: [[rc://en/ta/man/translate/figs-idiom]])
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: This phrase indicates that what came before in verse 10 is the reason for what follows in verse 11. This can be indicated with a word like **Therefore**. If it is clearer in your language to put the reason after the result, the order would be: Boaz is motivated to perform the role of kinsman-redeemer (verse 11) **because** he has seen how much kindness Ruth has shown to Naomi (verse 10). If you choose this order, you will need to combine the verses and the verse numbers (See: [[rc://en/ta/man/translate/grammar-connect-logic-result]]).
RUT 3 11 ei93 בִּתִּ⁠י֙ 1 my daughter Boaz used this expression as a sign of respect toward Ruth as a younger woman. Use the form of address that would be appropriate in your language.
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people The gate was an area of the city where people gathered to do business, and the leaders met there to make decisions. So this was an idiom meaning “all of the important people in my city” (See: [[rc://en/ta/man/translate/figs-idiom]]).
RUT 3 11 ab31 אֵ֥שֶׁת חַ֖יִל 1 a woman of worth **a woman of good character**, **a good woman**
RUT 3 12 jdr7 וְ⁠עַתָּה֙ 1 Connecting Statement: This phrase indicates that what follows is something else important that Ruth should pay attention to. Alternate translation: “You also need to know that” a contrast between Boazs willingness to marry Ruth and the possibility of another man marrying her instead. (See: [[rc://en/ta/man/translate/grammar-connect-logic-contrast]])
RUT 3 12 ab30 grammar-connect-logic-contrast וְ⁠גַ֛ם יֵ֥שׁ 1 but there is This phrase indicates a contrast between Boazs willingness to marry Ruth (verse 11) and the possibility of another man marrying her instead (verse 12). Alternate translation: “Even so, there is” (See: [[rc://en/ta/man/translate/grammar-connect-logic-contrast]]).
RUT 3 12 fvq5 גֹּאֵ֖ל קָר֥וֹב מִמֶּֽ⁠נִּי 1 a kinsman-redeemer … nearer than I It was the duty of the male relative who was closest in family relationship to the man who died to help his widow. See how you translated **kinsman-redeemer** in [2:20](../02/20/zu5f) and make sure that it also makes sense here.
RUT 3 13 gcl8 figs-explicit אִם־יִגְאָלֵ֥⁠ךְ 1 if he will redeem you **redeem** here means “marry according to our custom concerning widows.” Boaz is referring to the expectation that the closest male relative of Ruths dead husband would marry her and raise a son to carry on the dead mans family name. (See: [[rc://en/ta/man/translate/figs-explicit]])
RUT 3 13 tkz9 חַי־יְהוָ֑ה 1 as Yahweh lives **as surely as Yahweh lives** or **by the life of Yahweh**. This was a common Hebrew vow that obligated the speaker to perform what he said. Use the normal phrasing for a vow in your language.
RUT 3 14 vn8p וַ⁠תִּשְׁכַּ֤ב מַרְגְּלוֹתָיו֙ 1 So she lay at his feet Ruth slept at Boazs feet. They did not have sex.
RUT 3 14 dwx1 figs-idiom בְּטֶ֛רֶם יַכִּ֥יר אִ֖ישׁ אֶת־רֵעֵ֑⁠הוּ 1 before a man could recognize his friend This is an idiom that referred to a condition of darkness. Alternate translation: “while it was still dark” (See: [[rc://en/ta/man/translate/figs-idiom]]).
RUT 3 15 hj1e הַ⁠מִּטְפַּ֧חַת 1 the cloak a thick piece of cloth worn over the shoulders for warmth
RUT 3 15 f5zg שֵׁשׁ־שְׂעֹרִים֙ 1 six measures of barley The actual amount is not stated. It was enough to be considered generous, yet small enough for Ruth to carry alone. Most scholars think it was around 25 to 30 kilograms.
RUT 3 15 gdn8 וַ⁠יָּ֣שֶׁת עָלֶ֔י⁠הָ 1 put it on her The amount of grain was heavy, so Boaz put it on Ruths back so she could carry it.
RUT 3 15 aj7u וַ⁠יָּבֹ֖א הָ⁠עִֽיר 1 Then he went into the city Most ancient copies have **he went**, referring to Boaz, but some have **she went**, referring to Ruth. Some English versions have “he” and some have “she” here. Most scholars believe that **he went** is the original meaning.
RUT 3 16 s7dr figs-idiom מִי־אַ֣תְּ בִּתִּ֑⁠י 1 Who are you, my daughter? This appears to be an idiom that probably means **What is your status, my daughter?** In other words, Naomi is probably asking if Ruth is now a married woman. Alternatively, the question could mean simply **Is that you, my daughter?** (See: [[rc://en/ta/man/translate/figs-idiom]])
RUT 3 16 ab34 בִּתִּ֑⁠י 1 my daughter Ruth is actually Naomis daughter-in-law, but Naomi calls her **my daughter** as an endearment. Keep this translation if it is acceptable in your culture. Otherwise, use “daughter-in law.”
RUT 3 16 w9p9 אֵ֛ת כָּל־אֲשֶׁ֥ר עָֽשָׂה־לָ֖⁠הּ הָ⁠אִֽישׁ 1 all that the man had done for her **all that Boaz had done for her**
RUT 3 17 abca שֵׁשׁ־הַ⁠שְּׂעֹרִ֥ים 1 six measures of barley See how you translated this in [3:15](../03/15/f5zg).
RUT 3 17 e9xx figs-idiom אַל־תָּב֥וֹאִי רֵיקָ֖ם 1 You must not go empty To **go empty-handed** is an idiom that means to go to someone with nothing to offer that person. Alternate translation: **Do not go empty-handed** or **Do not go with nothing** or **You must take something** (See: [[rc://en/ta/man/translate/figs-idiom]]).
RUT 3 18 ab36 figs-idiom שְׁבִ֣י בִתִּ֔⁠י 1 sit, my daughter **Sit** is an idiom that means that Ruth should calmly wait. Alternate translation: “Wait here” or “Be patient” (See: [[rc://en/ta/man/translate/figs-idiom]])
RUT 3 18 ab35 בִתִּ֔⁠י 1 my daughter See how you translated this in 1:11-13; 2:2, 8, 22; 3:1, 10, 11, 16.
RUT 3 10 e7ka הֵיטַ֛בְתְּ חַסְדֵּ֥⁠ךְ הָ⁠אַחֲר֖וֹן 1 You have made your covenant faithfulness better at the end ରୂତ ବୋୟଜଙ୍କୁ ତାଙ୍କୁ ବିବାହ କରିବାକୁ କହିବା କଥାକୁ ସୂଚାଏ। ବୋୟଜ ଦେଖିଲେ ଯେ ରୂତ ନୟମୀଙ୍କ ପ୍ରତି ନିସ୍ୱାର୍ଥ ଦୟା ଏବଂ ପରିବାର ପ୍ରତି ବିଶ୍ୱସ୍ତତା ଦେଖାଉଛନ୍ତି । ନୟମୀଙ୍କ ସମ୍ପର୍କୀୟଙ୍କୁ ବିବାହ କରି ରୂତ ନୟମୀଙ୍କୁ ମଧ୍ୟ ଯୋଗାଇଦେବେ, ନୟମୀଙ୍କ ପୁତ୍ରକୁ ସମ୍ମାନ ଦେବେ ଏବଂ ନୟମୀଙ୍କ ବଂଶକୁ ଜାରି ରଖିବେ।
RUT 3 10 cbd3 הָ⁠רִאשׁ֑וֹן 1 at the beginning ଏହା ସୂଚିତ କରେ ଯେ ରୂତ ତାଙ୍କ ଶାଶୁଙ୍କ ପାଇଁ ତାଙ୍କ ସହିତ ରହି ସେମାନଙ୍କ ପାଇଁ ଖାଦ୍ୟ ସଂଗ୍ରହ କରି ଶସ୍ୟ ଯୋଗେଇଥିଲେ।
RUT 3 10 n84d figs-idiom לְ⁠בִלְתִּי־לֶ֗כֶת אַחֲרֵי֙ 1 by not going after **କାରଣ ତୁମ୍ଭେ ବିବାହ ପାଇଁ ଖୋଜୁ ନାହଁ ।** ରୂତ ନୟମୀଙ୍କର ଆବଶ୍ୟକତାକୁ ଅଣଦେଖା କରିଥାନ୍ତେ ଏବଂ ନୟମୀଙ୍କ ସମ୍ପର୍କୀୟମାନଙ୍କ ବାହାରେ ନିଜ ପାଇଁ ଏକ ଯୁବକ ଏବଂ ସୁନ୍ଦର ସ୍ୱାମୀ ଖୋଜିଥାନ୍ତେ, କିନ୍ତୁ ସେ ତାହା କରିନଥିଲେ। [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 11 jdr6 grammar-connect-logic-result וְ⁠עַתָּ֗ה 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ପଦ 10 ରେ ପ୍ରଥମେ ଯାହା ଆସିଛି ତାହା ପଦ 11 ରେ ଯାହା ଦେଖାଯାଏ । ଏହାକୁ **ଏହିପରି** ଏକ ଶବ୍ଦ ବ୍ୟବହାର କରି ସୂଚିତ କରାଯାଇପାରେ । ଯଦି ଆପଣଙ୍କ ଭାଷାରେ ପରିଣାମ ପରେ କାରଣ ଦେବା ସ୍ପଷ୍ଟ, ତେବେ ବାକ୍ୟର୍ କ୍ରମ ଏହିପରି  ହେବ: ବୋୟଜ - ମୁକ୍ତିକର୍ତ୍ତା ଜ୍ଞାତି (ପଦ 11) ଭୂମିକା ପାଳନ କରିବାକୁ ଅନୁପ୍ରାଣିତ କାରଣ ରୂତ ନୟମୀଙ୍କୁ ଦୟା ଦେଖାଇବା ବିଷୟକୁ ସେ ଦେଖିଛନ୍ତି (ପଦ 10) । ଯଦି ଆପଣ ଏହି କ୍ରମକୁ ବାଛନ୍ତି, ତେବେ ଆପଣଙ୍କୁ ଏହି ପଦ ଏବଂ ପଦ ସଂଖ୍ୟା ଯୋଗ କରିବାକୁ ପଡିବ (10-11) । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 3 11 ei93 בִּתִּ⁠י֙ 1 my daughter ବୋୟଜ ଏହି ଅଭିବ୍ୟକ୍ତିକୁ ରୂତଙ୍କୁ ଏକ ଯୁବତୀ ମହିଳା ଭାବରେ ସମ୍ମାନର ସଙ୍କେତ ଭାବରେ ବ୍ୟବହାର କରିଥିଲେ । ଆପଣଙ୍କ ଭାଷାରେ ଉପଯୁକ୍ତ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
RUT 3 11 ab08 figs-idiom כָּל־שַׁ֣עַר עַמִּ֔⁠י 1 the whole gate of my people ଫାଟକଟି ସହରର ଏକ ସ୍ଥାନ ଥିଲା ଯେଉଁଠାରେ ଲୋକମାନେ ବ୍ୟବସାୟ କରିବା ପାଇଁ ଏକତ୍ରିତ ହେଉଥିଲେ ଏବଂ ନେତାମାନେ ସେଠାରେ ନିଷ୍ପତ୍ତି ନେଉଥିଲେ। ତେଣୁ ଏହା ଏକ ରୂଢ଼ି ଅର୍ଥ ଥିଲା “ମୋହର ନଗରସ୍ଥ ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି” । [[rc://en/ta/man/translate/figs-idiom]])ଦେଖାନ୍ତୁ)
RUT 3 11 ab31 אֵ֥שֶׁת חַ֖יִל 1 a woman of worth **ଜଣେ ଭଲ ଚରିତ୍ରର ନାରୀ_,_ ଜଣେ ସାଧ୍ଵୀ ।**
RUT 3 12 jdr7 וְ⁠עַתָּה֙ 1 Connecting Statement: ଏହି ବାକ୍ୟାଂଶ ସୂଚିତ କରେ ଯେ ରୂତ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଧ୍ୟାନ ଦେବା ଉଚିତ୍ । ବିକଳ୍ପିକ ଅନୁବାଦ: "ତୁମ୍ଭକୁ ମଧ୍ୟ ଜାଣିବା ଆବଶ୍ୟକ" ବୋୟଜଙ୍କ ରୂତଙ୍କୁ ବିବାହ କରିବାର ଇଚ୍ଛା ଏବଂ ତା’ବଦଳରେ ଅନ୍ୟ ଏକ ବ୍ୟକ୍ତି ରୂତଙ୍କୁ ବିବାହ କରିବାର ସମ୍ଭାବନା ମଧ୍ୟରେ ଏକ ପାର୍ଥକ୍ୟ [[rc://en/ta/man/translate/grammar-connect-logic-contrast]])
RUT 3 12 ab30 grammar-connect-logic-contrast וְ⁠גַ֛ם יֵ֥שׁ 1 but there is ଏହି ବାକ୍ୟାଂଶ ବୋୟଜଙ୍କ ରୂତଙ୍କୁ ବିବାହ କରିବାକୁ ଇଚ୍ଛା (ପଦ 11) ଏବଂ ବଦଳରେ ଅନ୍ୟ ଏକ ବ୍ୟକ୍ତି ରୂତଙ୍କୁ ବିବାହ କରିବାର ସମ୍ଭାବନା ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଏ (ପଦ 12) । ବିକଳ୍ପ ଅନୁବାଦ: "ତଥାପି, ସେଠାରେ ଅଛି" [[rc://en/ta/man/translate/grammar-connect-logic-contrast]])ଦେଖନ୍ତୁ)
RUT 3 12 fvq5 גֹּאֵ֖ל קָר֥וֹב מִמֶּֽ⁠נִּי 1 a kinsman-redeemer … nearer than I ଏହା ମୁକ୍ତିକର୍ତ୍ତା ଜ୍ଞାତିଙ୍କ କର୍ତ୍ତବ୍ୟ ଯିଏ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସହିତ ପାରିବାରିକ ସମ୍ପର୍କର ନିକଟତମ ଥିଲେ, ତାଙ୍କ ବିଧବାଙ୍କୁ ସାହାଯ୍ୟ କରିବେ । 2:20 ରେ ଆପଣ **ମୁକ୍ତିକର୍ତ୍ତା ଜ୍ଞାତି****ଙ୍କୁ** କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଏହା ମଧ୍ୟ ଏଠାରେ ଅର୍ଥପୂର୍ଣ୍ଣ ଅଟେ ।
RUT 3 13 gcl8 figs-explicit אִם־יִגְאָלֵ֥⁠ךְ 1 if he will redeem you ଏଠାରେ **ମୁକ୍ତି କରିବାର** ଅର୍ଥ " ଆମର ପ୍ରଥା ଅନୁଯାୟୀ ବିଧବାମାନଙ୍କୁ ବିବାହ କରିବା।" ବୋୟଜ ଏହି ଆଶା ବିଷୟରେ କହୁଛନ୍ତି ଯେ ରୂତଙ୍କ ମୃତ ସ୍ୱାମୀଙ୍କ ନିକଟତମ ପୁରୁଷ ସମ୍ପର୍କୀୟ ତାଙ୍କୁ ବିବାହ କରିବେ ଏବଂ ମୃତ ବ୍ୟକ୍ତିଙ୍କ ପରିବାର ନାମ ବହନ କରିବା ପାଇଁ ଏକ ପୁତ୍ର ଜନ୍ମ କରିବେ। [[rc://en/ta/man/translate/figs-explicit]])ଦେଖନ୍ତୁ)
RUT 3 13 tkz9 חַי־יְהוָ֑ה 1 as Yahweh lives **ସଦାପ୍ରଭୁଙ୍କ ନାମରେ** କିମ୍ବା **ସଦାପ୍ରଭୁଙ୍କ ଜୀବନରୁ** । ଏହା ଏକ ସାଧାରଣ ଏବ୍ରୀୟ ଶପଥ ଥିଲା ଯାହା ବକ୍ତା ଯାହା କହିଥିଲେ ତାହା କରିବାକୁ ବାଧ୍ୟ । ଆପଣଙ୍କ ଭାଷାରେ ଏହି ଶବ୍ଦ ପାଇଁ ଏକ ସାଧାରଣ ବାକ୍ୟାଂଶ ବ୍ୟବହାର କରନ୍ତୁ ।
RUT 3 14 vn8p וַ⁠תִּשְׁכַּ֤ב מַרְגְּלוֹתָיו֙ 1 So she lay at his feet ରୂତ ବୋୟଜଙ୍କ ପାଦ ନିକଟରେ ଶୋଇଥିଲେ। ସେମାନେ ଶାରୀରିକ ସମ୍ପର୍କ ରଖିନଥିଲେ।.
RUT 3 14 dwx1 figs-idiom בְּטֶ֛רֶם יַכִּ֥יר אִ֖ישׁ אֶת־רֵעֵ֑⁠הוּ 1 before a man could recognize his friend ଏହା ଏକ ରୂଢ଼ି ଅଟେ ଯାହା ଅନ୍ଧକାରର ଏକ ଅବସ୍ଥାକୁ ସୂଚିତ କରେ। ବିକଳ୍ପ ଅନୁବାଦ: “ଯେତେବେଳେ ଅନ୍ଧାର ଥିଲା” [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 3 15 hj1e הַ⁠מִּטְפַּ֧חַת 1 the cloak ଉଷ୍ମତା ପାଇବା ପାଇଁ କାନ୍ଧରେ ପିନ୍ଧାଯାଉଥିବା ଏକ ମୋଟା କପଡା।
RUT 3 15 f5zg שֵׁשׁ־שְׂעֹרִים֙ 1 six measures of barley ପ୍ରକୃତ ପରିମାଣ ଉଲ୍ଲେଖ କରାଯାଇ ନାହିଁ । ଉଦାର ଭାବରେ ବିବେଚନା କରାଯିବା ପାଇଁ ଏହା ଯଥେଷ୍ଟ ଥିଲା, ତଥାପି ରୂତଙ୍କ ପାଇଁ ଏକାକୀ ବହନ କରି ନେବାକୁ ଯଥେଷ୍ଟ ଥିଲା । ଅଧିକାଂଶ ବିଦ୍ୱାନ ବ୍ୟକ୍ତି ବିଶ୍ଵାସ କରନ୍ତି ଯେ ଏହା ପ୍ରାୟ 25 ରୁ 30 କିଲୋଗ୍ରାମ ଥିଲା ।
RUT 3 15 gdn8 וַ⁠יָּ֣שֶׁת עָלֶ֔י⁠הָ 1 put it on her ଶସ୍ୟର ପରିମାଣ ଭାରି ଥିଲା, ତେଣୁ ବୋୟଜ ଏହାକୁ ରୂତଙ୍କ ପିଠିରେ ରଖିଦେଲେ ଯେପରି ସେ ଏହାକୁ ବହନ କରିପାରନ୍ତି ।
RUT 3 15 aj7u וַ⁠יָּבֹ֖א הָ⁠עִֽיר 1 Then he went into the city ଅଧିକାଂଶ ପ୍ରାଚୀନ ନକଲରେ **ବୋୟଜ ଗଲେ** ବୋଲି ଉଲ୍ଲେଖ ଅଛି, କିନ୍ତୁ କେତେକ ନକଲରେ **ରୂତ ଗଲେ** ବୋଲି ଉଲ୍ଲେଖ ଅଛି । କେତେକ ଇଂରାଜୀ ସଂସ୍କରଣରେ “ବୋୟଜ” ଏବଂ କେତେକରେ “ରୂତ” ଅଛି । **ବୋୟଜ ଗଲେ** ଏହାର ମୂଳ ଅର୍ଥ ବୋଲି ଅଧିକାଂଶ ବିଦ୍ୱାନ ବ୍ୟକ୍ତି ବିଶ୍ଵାସ କରନ୍ତି ।
RUT 3 16 s7dr figs-idiom מִי־אַ֣תְּ בִּתִּ֑⁠י 1 Who are you, my daughter? ଏହା ଏକ ବାକ୍ୟାଂଶ ପରି ମନେହୁଏ ଯାହାର ଅର୍ଥ **ଆଗୋ ଆମ୍ଭର କନ୍ୟେ**_*,*_** _***ତୁମ୍ଭର** **କଅଣ ହେଲା***_?** ଅନ୍ୟ ଅର୍ଥରେ, ନୟମୀ ବୋଧହୁଏ ପଚାରୁଛନ୍ତି ଯେ ରୂତ ବର୍ତ୍ତମାନ ଜଣେ ବିବାହିତ ମହିଳା କି ନୁହଁ? ବିକଳ୍ପିକ ଭାବରେ, ପ୍ରଶ୍ନର ଅର୍ଥ ହୋଇପାରେ **ଆଗୋ ଆମ୍ଭର କନ୍ୟେ, ତୁମ୍ଭେ କି?** [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 16 ab34 בִּתִּ֑⁠י 1 my daughter ରୂତ ପ୍ରକୃତରେ ନୟମୀଙ୍କର ବୋହୂ, କିନ୍ତୁ ନୟମୀ ତାଙ୍କୁ **ମୋ ଝିଅ** ବୋଲି ଡାକନ୍ତି । ଯଦି ଆପଣଙ୍କ ସଂସ୍କୃତିରେ ଏହା ଗ୍ରହଣୀୟ ତେବେ ଏହି ଅନୁବାଦକୁ ଏହିପରି ରଖନ୍ତୁ । ଅନ୍ୟଥା, "ବୋହୂ" ବ୍ୟବହାର କରନ୍ତୁ ।
RUT 3 16 w9p9 אֵ֛ת כָּל־אֲשֶׁ֥ר עָֽשָׂה־לָ֖⁠הּ הָ⁠אִֽישׁ 1 all that the man had done for her **ଆପଣା ପ୍ରତି ବୋୟଜଙ୍କର କୃତ ସମସ୍ତ କର୍ମ**
RUT 3 17 abca שֵׁשׁ־הַ⁠שְּׂעֹרִ֥ים 1 six measures of barley 3:15 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
RUT 3 17 e9xx figs-idiom אַל־תָּב֥וֹאִי רֵיקָ֖ם 1 You must not go empty **ରିକ୍ତ ହସ୍ତରେ** **ଯିବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ସେହି ବ୍ୟକ୍ତିଙ୍କୁ ଦେବା ପାଇଁ କିଛି ନ  କାହା ପାଖକୁ ଯିବା । ବିକଳ୍ପ ଅନୁବାଦ: **ଖାଲି ହାତରେ ଯାଅ ନାହିଁ** କିମ୍ବା **କିଛି ନ ନେଇ ଯାଅ ନାହିଁ କିମ୍ବା ତୁମ୍ଭେ କିଛି ନେବା ଉଚିତ୍** । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 3 18 ab36 figs-idiom שְׁבִ֣י בִתִּ֔⁠י 1 sit, my daughter **ବସିବା** ଏକ ରୂଢ଼ି ଅଟେ ଯାହାର ଅର୍ଥ ହେଉଛି ରୂତ ଶାନ୍ତିରେ ଅପେକ୍ଷା କରିବା ଉଚିତ୍ । ବିକଳ୍ପ ଅନୁବାଦ: "ଏଠାରେ ଅପେକ୍ଷା କର" କିମ୍ବା " ଧୀର ହୁଅ"। [[rc://en/ta/man/translate/figs-idiom]])ଦେଖନ୍ତୁ
RUT 3 18 ab35 בִתִּ֔⁠י 1 my daughter 1:11-13; 2:2, 8, 22; 3:1, 10, 11, 16 ରେ ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ।
RUT 3 18 ab37 figs-idiom אֵ֖יךְ יִפֹּ֣ל דָּבָ֑ר 1 how the matter falls This is an idiom that means “how the situation will turn out” or “what will happen.” (See: [[rc://en/ta/man/translate/figs-idiom]])
RUT 3 18 zi02 figs-doublenegatives לֹ֤א יִשְׁקֹט֙ הָ⁠אִ֔ישׁ כִּֽי־אִם־כִּלָּ֥ה הַ⁠דָּבָ֖ר 1 the man will not rest unless he has finished this matter This can be stated positively: **the man will certainly settle this matter** or **the man will surely resolve this issue**. (See: [[rc://en/ta/man/translate/figs-doublenegatives]])
RUT 3 18 u5rn אִם־כִּלָּ֥ה הַ⁠דָּבָ֖ר 1 he has finished this matter **This matter** refers to the decision about who will buy Naomis property and marry Ruth.

Can't render this file because it contains an unexpected character in line 36 and column 901.