From 5b07b5e0f750b625e15dd6940d44e4348eae2ecf Mon Sep 17 00:00:00 2001 From: Gayatri-Digal Date: Sun, 24 Sep 2023 17:51:37 +0000 Subject: [PATCH] Edit 'tn_GAL.tsv' using 'tc-create-app' --- tn_GAL.tsv | 24 ++++++++++++------------ 1 file changed, 12 insertions(+), 12 deletions(-) diff --git a/tn_GAL.tsv b/tn_GAL.tsv index 6972e86..8a05be6 100644 --- a/tn_GAL.tsv +++ b/tn_GAL.tsv @@ -299,18 +299,18 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ 6:10 ax66 ἄρα οὖν 1 **ତେଣୁ** ଏହି ପଦରେ ଯାହା ପାଉଲ 6: 1–9 ରେ କହିଛନ୍ତି, ତାହାର ପରିଣାମକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ଭିନ୍ନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କାରଣ ଏହି ସମସ୍ତ ବିଷୟ ସତ୍ୟ” 6:10 ud5u μάλιστα δὲ πρὸς τοὺς οἰκείους 1 6:10 jz9i τοὺς οἰκείους τῆς πίστεως 1 ଏଠାରେ, ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ସୂଚାଏ ନ୍ତି ଯେପରି **ସେମାନେ ବିଶ୍ୱାସର ଏକ ଘର ଅଟନ୍ତି** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ଖ୍ରୀଷ୍ଟିୟ ଅଟନ୍ତି” -6:11 i7ap Connecting Statement: 0 # Connecting Statement:\n\nଯେପରିକି ପାଉଲ ଏହି ପତ୍ର ଲେଖିବା ସମାପ୍ତ କରନ୍ତି, ସେ ଅନ୍ୟଏକ କଥାକୁ ସ୍ଣରଣ କରାଇ ଦିଅନ୍ତି ଯେ ବ୍ୟବସ୍ଥା ଉଦ୍ଧାର କରିବ ନାହିଁ ଏବଂ ସେମାନେ ଖ୍ରୀଷ୍ଟଙ୍କ କ୍ରୁଶକୁ ସ୍ମରଣରେ ରଖିବା ଉଚିତ୍ । -6:11 wti2 πηλίκοις & γράμμασιν 1 ଏହାର ଅର୍ଥ ଏହା ହୋଇପାରେ ଯେ ପାଉଲ ଗୁରୁତ୍ବ ଦେବାକୁ ଚାହାନ୍ତି ୧) ନିମ୍ନଲିଖିତ ବାକ୍ୟ ଉପରେ ଗୁରୁତ୍ବ ଦିଅନ୍ତି କିମ୍ବା ୨) ଏହି ପତ୍ର ତାହାଙ୍କ ଠାରୁ ଆସିଅଛି । -6:11 d6rk τῇ ἐμῇ χειρί 1 ସମ୍ଭାବିତ ଅର୍ଥଗୁଡିକ ୧)ପାଉଲଙ୍କର ସମ୍ଭବତଃ ଜଣେ ସହାୟକ ଥିଲା ଯେ ଏହି ପତ୍ରର ଅଧିକାଂଶ ଲେଖିଲେ କାରଣ ପାଉଲ ତାହାଙ୍କୁ କହିଥିଲେ ଯେ କ’ଣ ଲେଖିବେ, କିନ୍ତୁ ପାଉଲ ନିଜେ ପତ୍ରର ଅନ୍ତିମ ଭାଗ ଲେଖିଥିଲେ କିମ୍ବା ୨) ପାଉଲ ସମ୍ପୁର୍ଣ୍ଣ ପତ୍ର ନିଜେ ଲେଖିଥିଲେ । -6:12 kmd7 εὐπροσωπῆσαι 1 "ଅନ୍ୟମାନଙ୍କୁ ଭଲଭାବରେ ସେମାନଙ୍କ ବିଷୟରେ ଭାବିବାକୁ ଦିଅ ""ଅନ୍ୟମାନଙ୍କୁ ଏହା ଭାବିବା ନିମନ୍ତେ ଉତ୍ସାହିତ କର ଯେ ସେମାନେ ଭଲ ଲୋକ ଅଟନ୍ତି”" -6:12 r5p1 ἐν σαρκί 1 "ଦୃଶ୍ୟ ସାକ୍ଷ୍ୟ ସହିତ କିମ୍ବା ""ସେମାନଙ୍କ ନିଜ ଚେଷ୍ଟା ଦ୍ବାରା’’" -6:12 jk57 οὗτοι ἀναγκάζουσιν 1 "ବାଧ୍ୟ କରିବାକୁ କିମ୍ବା ""ଦୃଢ଼ତାରେ ପ୍ରଭାବିତ ହେବା ନିମନ୍ତେ’’" -6:12 hl1r μόνον ἵνα τῷ σταυρῷ τοῦ Χριστοῦ Ἰησοῦ μὴ διώκωνται 1 ତେଣୁ ଯିହୁଦୀମାନେ ଏହା ଦାବିକରି ସେମାନଙ୍କୁ ତାଡନା କରିବେ ନାହି ଯେ ଖ୍ରୀଷ୍ଟଙ୍କ କ୍ରୁଶ ହିଁ କେବେଳ ଲୋକମାନଙ୍କୁ ରକ୍ଷା କରିବ -6:12 jd4x rc://*/ta/man/translate/figs-metonymy τῷ σταυρῷ 1 ଏଠାରେ କ୍ରୁଶ ଉଲ୍ଲେଖ କରେ ଯାହା ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁବରଣ କରି ଆମମାନଙ୍କୁ ଦେଖାଇ ଅଛନ୍ତି | ଅନ୍ୟ ଏକ ଅନୁବାଦରେ: “ଯୀଶୁ କ୍ରୁଶ ଉପରେ ଯେଉଁ କାର୍ଯ୍ୟ କଲେ” କିମ୍ବା “ଯୀଶୁଙ୍କ ମୃତ୍ୟୁ ଏବଂ ପୁନରୁଥାନ” (ଦେଖ: [[rc://or/ta/man/translate/figs-metonymy]]) -6:13 zqf5 θέλουσιν 1 ଯେଉଁମାନେ ତୁମ୍ଭମାନଙ୍କୁ ସୁନ୍ନତ କରିବା ନିମନ୍ତେ ଆଗ୍ରହ ଦେଖାଉଛନ୍ତି -6:13 bb5a ἵνα ἐν τῇ ὑμετέρᾳ σαρκὶ καυχήσωνται 1 ତେଣୁ ସେମାନେ ହୁଏତ ଗର୍ବ କରି ପାରିବେ ଯେ ସେମାନେ ତୁମ୍ଭମାନଙ୍କୁ ସେହି ଲୋକମାନଙ୍କ ସହିତ ସଂଯୋଗ କଲେ ଯେଉଁମାନେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରନ୍ତି -6:14 g7hh ἐμοὶ δὲ, μὴ γένοιτο καυχᾶσθαι, εἰ μὴ ἐν τῷ σταυρῷ 1 "ମୁଁ କ୍ରୁଶ ବିନା ଆଉ କୌଣସି ବିଷୟରେ ଗର୍ବ କରିବାକୁ ଚାହେଁ ନହିଁ କିମ୍ବା ""ମୁଁ କେବଳ କ୍ରୁଶ ଉପରେ ଗର୍ବ କରିପାରିବି’’" -6:14 s6ic rc://*/ta/man/translate/figs-activepassive ἐμοὶ & κόσμος ἐσταύρωται 1 "ଏହାକୁ କ୍ରିୟାବାଚ୍ୟ ଆକାରରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: ""ମୁଁ ଜଗତ ପ୍ରତି ମୃତ ହୋଇଛି "" କିମ୍ବା ""ମୁଁ ଜଗତକୁ ଏକ ଅପରାଧୀ ରୂପରେ ବ୍ୟବହାର କରେ ଯେଉଁମାନେ ଈଶ୍ବରଙ୍କୁ କ୍ରୁଶ ଉପରେ ମାରିଛନ୍ତି’’ (ଦେଖ: [[rc://or/ta/man/translate/figs-activepassive]])" +6:11 i7ap Connecting Statement: 0 ଏଠାରେ **ଦେଖ** ଏକ ଆଦେଶ ସୂଚକ ବାଚ୍ୟ ଅଟେ, କିନ୍ତୁ ଏହା ଏକ ନିର୍ଦ୍ଦେଶ ପରିବର୍ତ୍ତେ ଏକ ଭଦ୍ର ଅନୁରୋଧକୁ ପ୍ରକାଶ କରେ । ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ ଭଦ୍ର ଅନୁରୋଧକୁ ପ୍ରକାଶ କରେ । ଏହାକୁ ସ୍ପଷ୍ଟ କରିବାକୁ “ଦୟାକରି” ପରି ଏକ ଅଭିବ୍ୟକ୍ତି ଯୋଡିବା ସହାୟକ ହୋଇପାରେ । ବିକଳ୍ପ ଅନୁବାଦ: “ଦୟାକରି ଦେଖ” +6:11 wti2 πηλίκοις & γράμμασιν 1 +6:11 d6rk τῇ ἐμῇ χειρί 1 ଏହାର ଅର୍ଥ ହୋଇପାରେ: (1) ପାଉଲ ଏହି ପତ୍ରର ଅଧିକାଂଶ ବିଷୟକୁ ଲେଖିବାକୁ କହିଥିଲେ କିନ୍ତୁ ପାଉଲ ନିଜେ ଏହି ପତ୍ରର ଶେଷ ଭାଗ ଲେଖିଥିଲେ । ବିକଳ୍ପ ଅନୁବାଦ: “ଏହି ପତ୍ରର ଶେଷ ଭାଗରେ ମୋ ହାତରେ” (2) ପାଉଲ ନିଜେ ପୁରା ପତ୍ର ଲେଖିଥିଲେ । ବିକଳ୍ପ ଅନୁବାଦ: “ଏହି ପତ୍ରରେ ମୋର ନିଜ ହସ୍ତରେ” +6:12 kmd7 εὐπροσωπῆσαι 1 ପାଉଲଙ୍କ ପାଠକମାନେ ବୁଝିଥାନ୍ତେ ଯେ ସେ ଆଇନଗତ ଯିହୁଦୀମାନଙ୍କ ଉପରେ **ଏକ ଉତ୍ତମ ପ୍ରଭାବ** ପକାଇବାକୁ କହୁଥିଲେ ଯେଉଁମାନେ ଯୀଶୁଙ୍କୁ ବିଶ୍ଵାସ କରୁନଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିହୁଦୀମାନଙ୍କ ଉପରେ ଏକ ଉତ୍ତମ ପ୍ରଭାବ ପକାଇବା ପାଇଁ” +6:12 r5p1 ἐν σαρκί 1 ଏଠାରେ, **ଶରୀର** କାହାର ବାହ୍ୟ ଶାରୀରିକ ରୂପକୁ ବୁଝାଏ, ବିଶେଷ ଭାବରେ ଯିହୁଦୀମାନଙ୍କୁ ପ୍ରଭାବିତ କରିବା ପାଇଁ ସୁନ୍ନତ ହୋଇଥିବା ବ୍ୟକ୍ତିଙ୍କ ରୂପକୁ ଦର୍ଶାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଶାରୀରିକ ଅବସ୍ଥା ବିଷୟରେ” +6:12 jk57 οὗτοι ἀναγκάζουσιν 1 +6:12 hl1r μόνον ἵνα τῷ σταυρῷ τοῦ Χριστοῦ Ἰησοῦ μὴ διώκωνται 1 +6:12 jd4x rc://*/ta/man/translate/figs-metonymy τῷ σταυρῷ 1 ଏଠାରେ, **କ୍ରୁଶ** ଶବ୍ଦ **କ୍ରୁଶରେ** ଖ୍ରୀଷ୍ଟଙ୍କ ମୃତ୍ୟୁ ଉପରେ ବିଶ୍ଵାସ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁ ଯେତେବେଳେ କ୍ରୁଶରେ ମୃତ୍ୟୁବରଣ କଲେ, ତାହା ଉପରେ ବିଶ୍ୱାସ କରିବା ପାଇଁ” +6:13 zqf5 θέλουσιν 1 +6:13 bb5a ἵνα ἐν τῇ ὑμετέρᾳ σαρκὶ καυχήσωνται 1 +6:14 g7hh ἐμοὶ δὲ, μὴ γένοιτο καυχᾶσθαι, εἰ μὴ ἐν τῷ σταυρῷ 1 +6:14 s6ic rc://*/ta/man/translate/figs-activepassive ἐμοὶ & κόσμος ἐσταύρωται 1 6:14 v2qs rc://*/ta/man/translate/figs-ellipsis κἀγὼ κόσμῳ 1 """କ୍ରୁଶାର୍ପିତ କରାଯାଇଛି“ ଶବ୍ଦ ଏହା ପୂର୍ବ ବାକ୍ୟାଶଂରୁ ବୁଝି ହୁଏ । ଅନ୍ୟ ଏକ ଅନୁବାଦରେ: ""ଏବଂ ମୁଁ ଜଗତ ନିମନ୍ତେ କ୍ରୁଶାର୍ପିତ ହୋଇଛି’’ (ଦେଖ: [[rc://or/ta/man/translate/figs-ellipsis]])" 6:14 m45b κἀγὼ κόσμῳ 1 "ସମ୍ଭବପର ଅର୍ଥଗୁଡିକ ୧)ଜଗତ ମୋ ବିଷୟରେ ଚିନ୍ତା କରେ ଯେ ମୁଁ ମୃତ ହୋଇଯାଇଛି’’ ଓ ୨)""ଜଗତ ମୋତେ ଏକ ଅପରାଧୀ ପରି ବ୍ୟବହାର କରୁଛି ଯାହା ଇଶ୍ବର କ୍ରୁଶ ଉପରେ ମୃତ୍ୟୁ କରିଅଛନ୍ତି’’" 6:14 s9lx κόσμος 1 ସମ୍ଭାବିତ ଅର୍ଥଗୁଡିକ ୧) ଜଗତର ଲୋକମାନେ, ଯେଉଁମାନେ ଈଶ୍ବରଙ୍କୁ ମାନନ୍ତି ନାହିଁ କିମ୍ବା ୨) ସେହି ବିଷୟଗୁଡିକ ପ୍ରତି ଯେଉଁମାନେ ଈଶ୍ବରଙ୍କ ନିମନ୍ତେ କିଛି ମାନୁନଥିବା ଲୋକଙ୍କ ନିମନ୍ତେ ଗୁରୁତ୍ବପୁର୍ଣ୍ଣ ଅଟେ ।